ସଂକ୍ଷେପରେ ଆଜିର ତାଜା ଖବର - Thursday, 08 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ବନ୍ୟାରେ କେତେ ହୋଇଛି କ୍ଷୟକ୍ଷତି ?  ସଠିକ୍ ଭାବେ ହୋଇଛି ତ ଆକଳନ ?

କ୍ଷୟକ୍ଷତି ଭରଣା ଲାଗି ରାଜ୍ୟ ସରକାର ୧୨୮ କୋଟି ଟଙ୍କା ସହୟତା ରାଶି ମଂଜୁର କରାଯାଇଛି। ତେବେ ବନ୍ୟା କ୍ଷୟକ୍ଷତି ରିପୋର୍ଟକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ।  More

ଆଉ ନାହାନ୍ତି ବ୍ରିଟେନ୍ ରାଣୀ ଏଲିଜାବେଥ୍

ଉଭୟ ବିଦାୟୀ ଏବଂ ନୂତନ ପ୍ରଧାନମନ୍ତ୍ରୀ ସ୍କଟଲ୍ୟାଣ୍ଡ ଯାଇ ମହାରାଣୀଙ୍କୁ ଭେଟିଥିଲେ।  More

ମନ୍ଦିର ଯାଇପାରୁନାହାନ୍ତି କି ? ଖୁବ୍‌ଶୀଘ୍ର ଘରେ ବସି ଦିଅଁ ଦର୍ଶନ ସହ ଅନ୍‌ଲାଇନ୍‌ରେ ଲଗାଇପାରିବେ ଭୋଗ

ଅନ୍‌ଲାଇନ୍‌ରେ ମିଳିବ ଦେବାଳୟର ଦର୍ଶନ । ଏଣିକି ନୀତିକାନ୍ତି ସହ ପୂଜା ଅର୍ଚ୍ଚନା କରିହେବ । ପ୍ରସାଦ ସେବନ ବ୍ୟବସ୍ଥା ବି ଉପଲବ୍ଧ ହେବ । More

ଟୁଇନ ସିଟିକୁ ପଶି ଆସିଛି କି ବିପୁଳ ଡୁପ୍ଲିକେଟ୍ ମେଡ଼ିସନ୍ ?

ବଜାରରେ ବୁଲୁଛି କି ବ୍ଲଡ୍ ପ୍ରେସର ନିଦାନର ପୁଳା ପୁଳା ଡ୍ୟୁପ୍ଲିକେଟ୍ ମେଡିସିନ୍ ଦାମୀ କମ୍ପାନୀ ବ୍ରାଣ୍ଡ୍‌ରେ ଖଳ ବ୍ୟବସାୟୀ ଖେଳାଇଛନ୍ତି କି ନକଲି ଔଷଧର ବଡ଼ ସିଣ୍ଡିକେଟ୍? More

ବାଲି ମୁକ୍ତ ହେବ ବିଶ୍ୱ ଐତିହ୍ୟ ବ୍ଲାକ୍ ପାଗୋଡ଼ା, ୧୧୯ ବର୍ଷ ପରେ ବାଲି କାଢ଼ିବ ASI

ଘରୋଇ ସଂସ୍ଥାକୁ ବୈଷୟିକ ସହାୟତା ଦାୟିତ୍ୱ । ଭୂମିପୂଜା ସହ ବାଲି ନିଷ୍କାସନ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୩ ବର୍ଷ ମଧ୍ୟରେ କାମ ସାରିବା ଲକ୍ଷ୍ୟ । More

ଫେକ୍ ଆକାଉଣ୍ଟ ଖୋଲି ଝିଅଙ୍କ ବାପା-ମାଆଙ୍କୁ ପଠାଉଥିଲେ ଅଶ୍ଲୀଳ ଫଟୋ!

ଗିରଫ ହେଲେ ଧାର୍ମିକ ଅନୁଷ୍ଠାନର ଜଣେ ରୋଷେୟା । ମହଙ୍ଗା ପଡ଼ିଲା ଯୁବତୀଙ୍କ ନାଁରେ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା । More

ସଂସ୍କୃତ ଶିକ୍ଷକଙ୍କ ଅଜବ ନିଶା; ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ..

ଶିକ୍ଷକଙ୍କ ନିଆରା ଉଦ୍ୟମ। ପରିବେଶ ବଂଚାଇବା ପାଇଁ ନିଜସ୍ୱ ଖର୍ଚ୍ଚରେ ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ.. More

ଖସିପଡିଲା ବ୍ରହ୍ମପୁର MKCG ମେଡିକାଲର ସିଲିଂ 

ସୁପର ସ୍ପେଶାଲିଟି ହସ୍ପିଟାଲର ପଞ୍ଚମ ମହଲାରେ ପୁଣି ସିଲିଂ ଖସିଥିବା ଦେଖିବାକୁ ମିଳିଛି । More

ବିମାନବନ୍ଦରରେ ମଦ ପିଇ ବିଜେଡି ନେତାଙ୍କ ବିଶୃଙ୍ଖଳା ଘଟଣାକୁ ନେଇ ବର୍ଷିଲା ବିଜେପି

ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। More

ପୁରା ପୁଷ୍ପା ଷ୍ଟାଇଲ୍‌ ! ଟ୍ରକ୍‌ରେ ନଡ଼ା ଛଫର କରି ଚାଲାଣ ହେଉଥିଲା ରକ୍ତ ଚନ୍ଦନ

ଆନ୍ଧ୍ରପ୍ରଦେଶ ପଲାସା, ଶ୍ରୀକାଲୁମ୍ ଜିଲ୍ଲା ଭଳି ତିନିଟି ଅଞ୍ଚଳରୁ ତିନିଟି ଟ୍ରକ୍‌କୁ ଧରିଛି ପୋଲିସ୍ । More

ଏଣିକି ଓଡ଼ିଶାରେ ମଧ୍ୟ ଅନ୍‌ଲାଇନ୍‌ରେ ଦେବାଳୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ 

ଓଡ଼ିଶାରେ ମଧ୍ୟ ଇଣ୍ଟିଗ୍ରେଟେଡ୍‌ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ଆରମ୍ଭ ହେବ। ଏହାଦ୍ୱାରା ଶ୍ରଦ୍ଧାଳୁ ଅନ୍‌ଲାଇନ୍‌ରେ ଦେବାଳୟ ଦର୍ଶନ କରିପାରିବେ।  More

୨୪ ଘଣ୍ଟାରେ ୩ ଆତ୍ମହତ୍ୟା ! ମିଳିଲା କ୍ରୀଡ଼ା ଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀଙ୍କ ମୃତଦେହ

ଗତ ୨୪ ଘଣ୍ଟାରେ ୩ ଜଣ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ୩ଟି ସ୍ଥାନରୁ ଏହି ଖବର ଆସିଛି। More

ପ୍ରଶାସନ ଶୁଣିଲାନି, ଚାନ୍ଦା ଆଦାୟ କରି କେନାଲ ସଫା କଲେ ଗାଁ ଲୋକେ

ନିଜ କାମ ନିଜେ କଲେ ମାଲକାନଗିରିର ଚାଷୀ More

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷିବ

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । More

କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ବାଲି, ଲାଗିବ ୩ ବର୍ଷ

ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି । More

କଟକରେ ବିକ୍ରି ହେଉଛି ନକଲି ମେଡିସିନ୍ !

ପୁରୀଘାଟ ଥାନା ଅଞ୍ଚଳରେ ୨ଟି ଷ୍ଟକିଷ୍ଟ ଉପରେ ଚଢ଼ାଉ ହୋଇଥିଲା। ବେଙ୍ଗାଲୁରୁର ଏକ ବ୍ରାଣ୍ଡ୍‌ କମ୍ପାନୀର ମେଡିସିନ୍‌କୁ ଡୁପ୍ଲିକେଟ୍ କରିବା ଅଭିଯୋଗରେ ରେଡ୍ ହୋଇଥିଲା। More

ଗଛ ମୂଳେ ଅଙ୍ଗନବାଡ଼ି କେନ୍ଦ୍ର, ୧୨ ବର୍ଷ ହେଲାଣି ପାଠପଢ଼ାଉଛନ୍ତି ରୋଷେୟା

କୁନି କୁନି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଓ ଉତ୍ତମ ଶିକ୍ଷା ପାଇଁ ଗାଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଅଙ୍ଗନବାଡି କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ  ବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ହେଲେ ଏବେବି ଏମିତି ଅନେକ ଗାଁ ରହିଛି ଯେଉଁଠି ଅବ୍ୟବସ୍ଥାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର।  More

ବ୍ୟାଘ୍ର ପାଇଁ ଲୋକେ ବାସହରା : ବିସ୍ଥାପିତଙ୍କ ଦୁଃଖ ବୁଝିବ କିଏ ?

ସରକାରୀ କଳର ଉଦାସୀନତା, ବାବୁମାନଙ୍କର ବେପରୁଆ ମନୋଭାବ ପାଇଁ ଏବେ ସର୍ବସ୍ୱ ହରାଇବାକୁ ଯାଉଥିବା ଅଭିଯୋଗ କରିଛନ୍ତି । More

ଟ୍ରେନ୍‌ ଆଗକୁ ଡେଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ଟ୍ରେନ୍‌ ଆଗକୁ ଡେଇଁ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେଉଁ ପରିସ୍ଥିତିରେ ସେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନି।  More

କୋରାପୁଟ କାଜୁର ରହିଛି ସ୍ୱତନ୍ତ୍ର ଚାହିଦା : ଉପଯୁକ୍ତ ବଜାର ବ୍ୟବସ୍ଥା ପାଇଁ ଦାବି

କୋରାପୁଟ କାଜୁର ବଜାରରେ ଗ୍ରାହକଙ୍କ ଚାହିଦା ବଢୁଛି More

ଦଶମ ଶ୍ରେଣୀ ଭୂଗୋଳ ବହିରେ ତ୍ରୁଟି: ସଂଶୋଧନ କରି ପଢ଼ାଇବାକୁ ନିର୍ଦ୍ଦେଶ

ଦଶମ ଶ୍ରେଣୀ ଭୂଗୋଳ ବହିରେ ମାଛକୁଣ୍ଡକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି। ସଂଶୋଧନ କରି ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। More

ରାଜଧାନୀରେ ଆଉ ଏକ ଆତ୍ମହତ୍ୟା ! ଜୀବନ ହାରିଦେଲେ ବିଟେକ୍‌ ଛାତ୍ରୀ

ଚନ୍ଦ୍ରଶେଖରପୁର ରେଲୱେ କଲୋନୀରେ ଘଟିଛି ଘଟଣା More

କର୍ପୋରେଟରଙ୍କ ଆତଙ୍କରାଜ: ଲୋକଙ୍କ ସେବା ବଦଳରେ ଖଣ୍ଡା ଧରି ହାଣି ପକାଇଲେ

ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମର ୨୫ ନମ୍ବର ୱାର୍ଡ କର୍ପୋରେଟର ନରସିଂହ ସେଠୀଙ୍କୁ ପୋଲିସ୍‌ ଗିରଫ କରିଛି। More

ଶ୍ରୀନଅରରେ ସ୍ୱତନ୍ତ୍ର ସୁନିଆଁ ଉତ୍ସବ, ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସନର ୬୫ ଅଙ୍କ

ସୁନିଆରେ ପ୍ରଚଳନ ହେଲା ନୂଆ ସ୍ୱର୍ଣ୍ଣ ମୁଦ୍ରା । ଶ୍ରୀମନ୍ଦିରରେ ପାରମ୍ପରିକ ରୀତିରେ ବାମନ ଜନ୍ମନୀତି ପାଳିତ  । More

ବାପା-ମାଆ ନିଜେ ଚାଲିବା କଷ୍ଟ, ହେଲେ କାନ୍ଧରେ ବୋହୁଛନ୍ତି ଭେଣ୍ଡିଆ ପୁଅର ଭାର

ଯାହାଙ୍କ ପାଇଁ ନିଜେ ଅଣ୍ଟା ସଳଖି ଚାଲିବା କାଠିକର ପାଠ, ସେମାନଙ୍କ ପିଠିରେ ଏବେ ଚିନ୍ତାର ପାହାଡ଼ । ଚିନ୍ତା ପେଟକୁ ନେଇ ଆଉ ତାଠୁ ବଳି ପୁଅକୁ ନେଇ । More

ପଶିଲା କେଁ, କୋଶଳ ମହାବନ୍ଦ ବିଫଳ, ସମ୍ବଲପୁରରେ ହିଁ କଡ଼ା ବିରୋଧ !

ପିକେଟିଂ ଯୋଗୁଁ ଆଜି ଦିନ ତମାମ ବହୁ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । କିଛି ସ୍ଥାନରେ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ । More

ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ରାସ୍ତା ହେବ ଚଉଡ଼ା, ପୁଣି ଭାଙ୍ଗିବ ମଠ-ଦୋକାନ ବଜାର

ଜିଲ୍ଲାପାଳ କହିଛନ୍ତି ରାସ୍ତା ପ୍ରଶସ୍ତୀକରଣ ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପକ୍ଷଙ୍କ ସହ ସବିଶେଷ ଆଲୋଚନା ହେଉଛି, କାମ ଶୀଘ୍ର ଆଗେଇବ । More

‘ହାଉସିଂ ଫର୍‌ ଅଲ୍‌’ ସ୍କିମ୍‌ ଘୋଷଣା, ସମସ୍ତଙ୍କୁ ମିଳିବ ଘର !

ସରକାରୀ ପ୍ରୋଜେକ୍ଟର ୨୦ ପ୍ରତିଶତ ଏବଂ ବେସରକାରୀ ପ୍ରଜେକ୍ଟରେ ୧୦ ପ୍ରତିଶତ ଘର ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ରଖାଯିବ । More