ସଂକ୍ଷେପରେ ଆଜିର ତାଜା ଖବର - Friday, 26 August 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଭାରତୀୟ ଫୁଟବଲ ସଂଘ ଉପରୁ ବ୍ୟାନ ହଟାଇଲା ଫିଫା

ଆସନ୍ତା ଅକ୍ଟୋବରରେ ଭୁବନେଶ୍ୱର ସମେତ ଦେଶର ୩ଟି ଭେନ୍ୟୁରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବ। More

ସ୍ମାର୍ଟ ସିଟିରେ ଏବେ ଲୋକଙ୍କୁ ଘାରିଛି ଅଳିଆ ଟେନସନ୍ : ଆବର୍ଜନା ହଟାଇବା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି

ସ୍ଥିତି କାଲି ଥିଲା ଯାହା ଆଜି ବି ତାହା । କେଉଁଠୁ ଆବର୍ଜନା ଉଠୁଛି ତ ଆଉ କେଉଁଠି ଉଠୁନି । More

କାହିଁକି ବିଜେଡି ଯୁବ ଓ ଛାତ୍ର ସଂଗଠନର ଜୁମ୍ବୋ ଟିମ୍ ? ଯୁବ ନେତାଙ୍କୁ ଥଇଥାନ ନା ଦଳୀୟ ଅସନ୍ତୋଷର ପ୍ରଶମନ ଚେଷ୍ଟା

ରାଜନୈତିକ ବିଶେଷଜ୍ଞ କହିଲେ ୨୫ ବର୍ଷ ପୂର୍ତ୍ତି ପାଳନ ଓ ୨୪ ନିର୍ବାଚନ ପାଇଁ ଜରୁରୀ ଯୁବ ଚେହେରା More

ଚାଟ୍ ଖୋଲିବ କି ଶ୍ୱେତା ମୃତ୍ୟୁର ଗୁମର ? ବିବାହ ଟାଳିବାକୁ ନାନା ଆଳ କରିଥିଲେ ସୌମ୍ୟଜିତଙ୍କ ପରିବାର

ପ୍ରଥମେ ଫୋନ କଲ ରେକର୍ଡିଂ, ପରେ ଡାଏରୀ ଆଉ ଏବେ ଶ୍ୱେତା-ସୌମ୍ୟଜିତ ସସପେନ୍ସର ପରଦା ହଟାଉଛି ହ୍ୱାଟ୍ସଆପ୍ ଚାଟ୍ More

ଫ୍ଲାଟ୍ ଦେବା ନାଁରେ ରାଜଧାନୀରେ ପୁଣି ମହାଠକେଇ : ୫୦ ଗ୍ରାହକଙ୍କୁ ୨୦ କୋଟିର ଚୁନା ଲଗାଇଲା ଓଡ଼ିଶା ହୋମ୍ସ

ଅଭିଯୋଗ ପରେ ଏମଡିଙ୍କୁ ଗିରଫ କଲା ଇଓଡବ୍ଲୁ, ସଂସ୍ଥାର ୨ ନିର୍ଦ୍ଦେଶକଙ୍କୁ ଖୋଜୁଛି ଇଓଡବ୍ଲୁ More

'କେତେ ଝିଅଙ୍କ ଜୀବନ ସହ ଖେଳିବ ସୌମ୍ୟଜିତ'

ଯଦି ମୁଁ ଖରାପ ଥିଲି, ତାହାହେଲେ ବାକି ଝିଅ ବୋଲି ସେ ପ୍ରଶ୍ନ କରିଛନ୍ତି।  More

ହୃତଘାତର ଶିକାର ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ସହଜ : CPR ପ୍ରଣାଳୀ ମାଧ୍ୟମରେ ବଞ୍ଚିଯିବେ ରୋଗୀ

ଭୁବନେଶ୍ୱର ଏମ୍ସରେ CPR କୌଶଳ ଶିକ୍ଷା ପ୍ରଦାନ କରାଯାଇଛି । More

୪ ଭାରତୀୟ ମହିଳାଙ୍କୁ ଆମେରିକାରେ ବର୍ଣ୍ଣବୈଷମ୍ୟ ଆକ୍ଷେପ ସହ ଆକ୍ରମଣ ଅଭିଯୋଗ

ଅଭିଯୋଗ ପରେ ଆକ୍ରମଣକାରୀକୁ ଗିରଫ କଲା ଟେକ୍ସାସ ପୋଲିସ୍ More

ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଅଗ୍ନିକାଣ୍ଡ, ଭୟରେ ବାହାରକୁ ଚାଲି ଆସିଲେ ରୋଗୀ

ବ୍ରହ୍ମପୁର MKCG ମେଡିକାଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ମେଡିକାଲ୍‌ର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ନିଆଁ ଲାଗି ଧୂଆଁ ବାହାରୁଥିବା ସୂଚନା ମିଳିଛି। More

ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି ଐତିହାସିକ ସୂର୍ଯ୍ୟମହଲ

ମହାରାଜ ବିକ୍ରମ ଦେବ ବର୍ମାଙ୍କ ଅମଳରେ ନିର୍ମିତ ଐତିହାସିକ ସୂର୍ଯ୍ୟମହଲ ଇତିହାସ ପୃଷ୍ଠାରୁ ଲିଭିବାକୁ ଯାଉଛି । More

ତେଜିଲା ମଦ ବିରୋଧି ଅଭିଯାନ: ଏଣିକି ମଦ ପିଇଲେ କିମ୍ବା ବିକିଲେ ରାସନ୍‌ କାର୍ଡ କଟିବ !

ଏଣିକି ମଦ ପିଇଲେ କିମ୍ବା ବିକିଲେ ଜନ ଆକ୍ରୋଶର ଶିକାର ହେବେ। ଏପରିକି ସେମାନଙ୍କର ରାସନ କାର୍ଡ ମଧ୍ୟ କଟାଯିବ। More

ପାଠ ପଢ଼ିବେ କଣ, ସ୍କୁଲ ଆଗରେ ବିକୁଛନ୍ତି ଚଣା, ମୁଢ଼ି, ବିସ୍କୁଟ ଓ ଚକୋଲେଟ୍, ହେଲେ କାହିଁକି ?

ୟୁନିଫର୍ମ ପିନ୍ଧି ଘରୁ ସ୍କୁଲମୁହାଁ ହେଲେ ଛାତ୍ରଜଣକ । ହେଲେ ହାତରେ ନ ଥିଲା ବହି ଖାତା କି କଲମ । ସବୁ ପିଲା ସ୍କୁଲ ଯାଇ କ୍ଲାସ୍‌ରେ ବସିଥିବା ବେଳେ ଏହି ପିଲାଟି କିନ୍ତୁ ସ୍କୁଲ ପରିସରରେ ପ୍ରବେଶ ନ କରି ଗେଟ୍‌ ବାହାରେ ବସିଲେ । ସବୁ ପିଲା ପାଠ ପଢ଼ୁଥିବା ବେଳେ ଏହି ପିଲାଟି ଧୁ ଧୁ ଖରାରେ ଚଣା,ମୁଢ଼ି, ବିସ୍କୁଟ ଓ ଚକୋଲେଟ୍‌ର ପସରା ମେଲି ବିକ୍ରି କରିବାକୁ ଲାଗିଲେ। More

ସାମ୍ନାକୁ ଆସିଲା ଶ୍ୱେତାଙ୍କ WhatsApp ଚାଟ୍‌, ବୟଫ୍ରେଣ୍ଡ୍‌ଙ୍କ ମା’ଙ୍କୁ କରିଥିଲେ ମେସେଜ୍‌...

ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କ ମା’ଙ୍କ ପାଖକୁ ଶ୍ୱେତା ପଠାଇଥିବା ଏହି ଚାର୍ଟିଂରେ ଶ୍ୱେତା ସୌମ୍ୟଜିତ୍ ତାଙ୍କ ସହ ରହିଥିବା କଥା ଉଲ୍ଲେଖ କରିଛନ୍ତି। More

ସାଙ୍ଗମାନଙ୍କ ସହ ଖେଳିବାକୁ ଗଲେ, ବାଲିରେ ପୋତି ହୋଇଗଲେ

ସାଙ୍ଗ ସହ ଖୁସିମନରେ ବାଲିରେ ଖେଳିବାକୁ ବାହାରିଥିଲା ନାବାଳକ । ଖେଳ ସାରି ଜଲଦି ଘରକୁ ଫେରି ଆସିବ ବୋଲି ବି କହିଥିଲା। ହେଲେ ବିଧିର ବିଧାନ ଥିଲା ଅଲଗା। ବାଲିରେ ଖେଳୁ ଖେଳୁ ସେଥିରେ ପୋତି ହୋଇ ଚାଲିଗଲା ୧୦ ବର୍ଷୀୟ ନାବାଳକ ଜୀବନ । More

ଦଶମ ଶ୍ରେଣୀ ଭୂଗୋଳ ବହିରେ ବଡ଼ ତ୍ରୁଟି

ଦଶମ ଶ୍ରେଣୀର ଭୂଗୋଳ ବହିରେ ଭୁଲ୍। ଯାହା ଭୁଲ୍ ହୋଇଛି ତା’ ଓଡ଼ିଶା ଆନ୍ଧ୍ର ବିବାଦକୁ ଆଉ ଟିକେ ଖୋରାକ ଯୋଗାଇଛି। ଏହି ଭୁଲ୍ ଖୋଦ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ ଦଶମ ଶ୍ରେଣୀର ଭୂଗୋଳ ବହିରେ ହୋଇଛି। More

ମଦୁଆ ସାର୍‌ଙ୍କ କାରନାମା, ନିଶାରେ କୁନିକୁନି ପିଲାଙ୍କୁ ନିର୍ଦ୍ଧୁମ ପିଟିଲେ

ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଏହା ଶିକ୍ଷାର ମନ୍ଦିର ହୋଇଥିବା ବେଳେ ଏଠାରେ ପିଲାଙ୍କ ଭବିଷ୍ୟତ ଗଢ଼ା ଯାଇଥାଏ। ହେଲେ ବିଭିନ୍ନ ସମୟରେ ସ୍କୁଲ ପରିସର ଭିତରେ କୋମଳମତି ଶିଶୁଙ୍କ ଉପରେ ଛାତିଥରା ନିର୍ଯାତନା ଦିଆଯାଉଥିବା କଥା ସାମନାକୁ ଆସୁଛି। More

ଅନୁଭବଙ୍କୁ ଆଶ୍ୱସ୍ତି, ବର୍ଷା ଦାୟର କରିଥିବା ଆବେଦନର ଶୁଣାଣି ଘୁଞ୍ଚିଲା

ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ତେବେ ପୁନର୍ବାର ଅନୁଭବଙ୍କ ସାନି ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ରିକଲ ପିଟିସନ ଦାୟର କରିଥିଲେ।  More

ସମୁଦ୍ର କୂଳରୁ ମିଳିଲା ମଣିଷ କଙ୍କାଳ, ପାଖରେ ପଡ଼ିଛି ଏମିତି ଜିନିଷ...

ଗାଁର କିଛି ଲୋକ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବେଳାଭୂମିରେ ଏହି କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ। ଏହା ଏକ ହତ୍ୟାକାଣ୍ଡ ଜନିତ ଘଟଣା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। More

ବୟଫ୍ରେଣ୍ତ ସୌମ୍ୟଜିତ୍‌ଙ୍କୁ ଗିରଫଦାରୀ ଭୟ, ହାଇକୋର୍ଟରେ କଲେ ଆଗୁଆ ଜାମିନ୍‌ ଆବେଦନ

ଶ୍ୱେତାଙ୍କ ଆତ୍ମହତ୍ୟା ପାଇଁ ପରିବାର ଲୋକେ ସୌମ୍ୟଜିତଙ୍କୁ ଦାୟୀ କରି ଥାନାରେ ଏତଲା ଦେଇଛନ୍ତି । ଗିରଫଦାରୀ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି ବୟଫ୍ରେଣ୍ତ ସୌମ୍ୟଜିତ୍‌ । More

ସ୍ମାର୍ଟସିଟିରେ ଆବର୍ଜନାକୁ ନେଇ ସଙ୍ଗୀନ ସ୍ଥିତି, ୨ ସପ୍ତାହ ହେଲା ଉଠୁନି ଅଳିଆ

ବିଏମ୍‌ସିର ପରିଚାଳନା ତ୍ରୁଟିରୁ ଲୋକେ ଅଣନିଶ୍ୱାସୀ ଅଭିଯୋଗ । ମହାନଗର ନିଗମ କହୁଛି ସମସ୍ୟାର ହୋଇ ସାରିଛି ସମାଧାନ । More

କେଉଁ ନାଁରେ ନାମିତ ହେବ ଭୁବନେଶ୍ୱର AIIMS ? କେନ୍ଦ୍ର ସରକାର ଦେଲେ ୪ ବର୍ଗର ଅପ୍‌ସନ୍‌

ବରପୁତ୍ର-ସ୍ୱାଧୀନତା ସଂଗ୍ରାମୀ-ଐତିହ୍ୟସ୍ଥଳ ଓ ଐତିହାସିକ ଘଟଣାକୁ ଗୁରୁତ୍ୱ । ୪ କ୍ୟାଟାଗୋରିରୁ ନାଁ ପଠାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ । More

ଇଂଜିନିୟର ଶ୍ୱେତା ସୁଇସାଇଡ୍‌ର ଗୁମର ଖୋଲିବେ ସାଙ୍ଗ ? ସାମ୍ନାକୁ ଆସିଲା ହାତଲେଖା ଡାଏରୀ

ଡିସିପିଙ୍କୁ ଭେଟି ୪ ବନ୍ଧୁଙ୍କ ନାଁ ଦେଲେ ଶ୍ୱେତାଙ୍କ ପରିବାର । ପ୍ରେମିକ ସୌମ୍ୟଜିତ୍ ଶ୍ୱେତାଙ୍କୁ ପତ୍ନୀ ଭାବେ ଗ୍ରହଣ କରିଥିବା ଉଲ୍ଲେଖ । More

ପାଓ୍ୱାର କରିଡରରେ ଅଜବ ବ୍ୟବସ୍ଥା ! IAS-IPS-IFSଙ୍କ ମଧ୍ୟରେ ବଢ଼ୁଛି ଅସନ୍ତୋଷ

ସୁରେଶ ମହାପାତ୍ରଙ୍କର ହୋଇଛି ୨ଥର କାର୍ଯ୍ୟକାଳ ବୃଦ୍ଧି । ଦେବୀଦତ୍ତ ବିଶ୍ୱାଳଙ୍କ ପୋଷ୍ଚିଂ ପରେ ପାଓ୍ୱାର କରିଡରରେ ଚର୍ଚ୍ଚା । More

ଜୟଦେବଙ୍କ ସତର୍କବାଣୀ ! ବିଜେଡି-ବିଜେପି ଏକ, କଂଗ୍ରେସ ଏକମାତ୍ର ବିକଳ୍ପ; ୨୦୨୪ ଶେଷ ସୁଯୋଗ

ରାଜ୍ୟ କଂଗ୍ରେସ ପାଇଁ ଶେଷ ସୁଯୋଗ କି ୨୦୨୪ ? ଏକଜୁଟ୍ ନହେଲେ ଭଗବାନ ବି ସାହାଯ୍ୟ କରିବେନି-ଜୟଦେବ ଜେନା । More