ସଂକ୍ଷେପରେ ଆଜିର ତାଜା ଖବର - Friday, 03 June 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

ଏପଟେ ସାଇକେଲକୁ ନେଇ ସଚେତନତା, ସେପଟେ ଖତ ଖାଉଛି ଶହ ଶହ ସାଇକେଲ୍

ସାଇକେଲ୍‌କୁ ନେଇ ସରକାରୀସ୍ତରରେ ଉଠିଛି ସଚେତନତା ବାର୍ତ୍ତା। ତେବେ ଏହା କେବଳ ପ୍ରଚାର ପାଇଁ ନା ସାଇକେଲ୍‌ର ଲୋକପ୍ରିୟତା ଫେରାଇ ଆଣିବାକୁ ପ୍ରୟାସ ତାକୁ ନେଇ ଉଠିଛି ପ୍ରଶ୍ନ। କାରଣ ‘ମୋ ସାଇକେଲ୍‌’ ଯୋଜନା ଫେଲ୍ ମାରିଛି। More

ବ୍ରଜରାଜନଗର ଉପ ନିର୍ବାଚନରେ ବାଜିମାରିଲା ବିଜେଡି

ବ୍ରଜରାଜନଗର ଉପ ନିର୍ବାଚନରେ ବିଜେଡିର ହୋଇଛି ବଡ଼ ବିଜୟ। ଜିନ୍ଦାବାଦ ଧ୍ୱନୀରେ ପ୍ରକମ୍ପିତ ହେଉଛି ସାରା ପରିବେଶ। ଝାରସୁଗୁଡାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ବିଜେଡିରେ ଉତ୍ସାହ। More

ଉପାନ୍ତ ଇଲାକାରେ ଡଙ୍କ ମୋଡ଼ିଛି ମୋବାଇଲ୍ ଏଟିଏମ୍ ସେବା; ପୋଲ୍ ଖୋଲିଥିଲେ ଏଜି

କୋଟି କୋଟି ଟଙ୍କା ବ୍ୟୟରେ ଉପାନ୍ତ ଓ ଆଦିବାସୀ ଇଲାକାରେ ଲାଗିଛି ମୋବାଇଲ୍ ଏଟିଏମ୍ ସେବା । ହେଲେ ସୁବିଧାରୁ ବଞ୍ଚିତ ହେଉଛନ୍ତି ଉପଭୋକ୍ତା... More

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ; ରହିତାଦେଶ ପାଇଁ ଦାଖଲ ଲିଭ୍ ପିଟିସନ୍ ଖାରଜ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସୁପ୍ରିମ୍‌କୋର୍ଟରେ ଦାଖଲ ଦୁଇ ଦୁଇଟି ସ୍ପେଶାଲ୍ ଲିଭ୍ ପିଟିସନ୍‌କୁ ସର୍ବୋଚ୍ଚ ଅଦାଲତ ଆଜି ତାଙ୍କ ରାୟରେ ଖାରଜ କରି ଦେଇଛନ୍ତି । More

ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରିବା ପଡ଼ିଲା ମହଙ୍ଗା; ନିଲମ୍ବିତ ହେଲେ ଉଭୟ ଶିକ୍ଷକ ପତି ଓ ପତ୍ନୀ

ମହଙ୍ଗା ପଡିଲା ଜାଲ ସାର୍ଟିଫିକେଟରେ ଦେଇ ଚାକିରି କରିବା । ଉଭୟ ଶିକ୍ଷକ ପତି ଓ ପତ୍ନୀ ନିଲମ୍ବିତ.. More

ଫେରିଆ, ତୋ ବିନା ମୁଁ ବଞ୍ଚି ପାରିବିନି; ସ୍ତ୍ରୀର ବିରହରେ ଏମିତି କହି ଝୁରୁଛି ସ୍ୱାମୀ

ସାବିତ୍ରୀ ବ୍ରତ ପରଦିନ ସ୍ୱାମୀକୁ ଛାଡି ଚାଲିଯାଇଥିଲେ ସ୍ତ୍ରୀ। ପରୀକ୍ଷା ଦେବାକୁ କହି ଫେରାର ହୋଇଯାଇଥିଲେ। ସ୍ୱାମୀର କିନ୍ତୁ ମନ ବୁଝୁନି। ସେ ଆଉ କାହା ସହ ଯାଇପାରିବନି ବୋଲି ବିଶ୍ୱାସ ରହିଛି। ଦିନେ ନା ଦିନେ ସେ ଫେରିବ ଏହି ଭରସାରେ ଅଛନ୍ତି ସ୍ୱାମୀ। More

ବର୍ଷାଙ୍କୁ ଟଙ୍କା ଦେଲେ ଅନୁଭବ

ଟଙ୍କା ଡିପୋଜିଟ ନେଇ ଅନୁଭବ କୋର୍ଟଙ୍କୁ ମଧ୍ୟ ଜଣାଇଲେ।  More

ଗାଁ ଜଗନ୍ନାଥ ମନ୍ଦିର ପାଇଁ କୋଟିଏ ଟଙ୍କା ଦାନ କଲେ

ବୃତ୍ତିର ବାଧ୍ୟବାଧକତାରେ ଆମେରିକାରେ ରହୁଛନ୍ତି ସିନା ମନ କିନ୍ତୁ ଗାଁରେ। ଗାଁର ପାଣି ପବନ, ଠାକୁର ମନ୍ଦିର ସବୁ ଯେମିତି ତାଙ୍କୁ ପ୍ରତି ମୁହୂର୍ତ୍ତରେ ଆନମନା କରେ। ଆଉ ଏଇ ନିକଟରେ ସେ ତା’ର ବଡ଼ ପ୍ରମାଣ ଦେଇଛନ୍ତି। More

୩ ବର୍ଷର ଛୁଆକୁ କ୍ଷୀର ଖୁଆଇବାକୁ ହାତ ଯୋଡ଼ି ନେହୁରା ହେଉଛି ମାଆ

ନିଜ ଛୁଆକୁ ଟିକିଏ କ୍ଷୀର ଖୁଆଇବାକୁ ଭୋ ଭୋ କାନ୍ଦୁଛି ମାଆ। ଯାହାକୁ ୧୦ ମାସ ଗର୍ଭରେ ରଖି ଦୁନିଆ ଦେଖାଇଥିଲା, ତାକୁ କୋଳରେ ନେବା ପାଇଁ ଆକୁଳ ନିବେଦନ କରୁଛି ମାଆ। ହାତ ଯୋଡ଼ୁଛି, ସମସ୍ତଙ୍କୁ କହୁଛି କି ମୋ ପୁଅକୁ ଦିଅ, ନହେଲେ ମୁଁ ବଞ୍ଚିପାରିବିନି । More

ବ୍ରଜରାଜନଗରରେ ବିଜେଡିର ବାଜିମାତ୍‌

କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ବାଜି ମାରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । More

ଆସନ୍ତା ୧୫ରୁ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ

୧୫ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ । More

ଚିଟ୍‌ଫଣ୍ତ ଠକେଇ ମାମଲା: ED ରେ ହାଜର ହେଲେ ପୂର୍ବତନ ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ

ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍‌ରେ ଇଡ଼ିରେ ହାଜର ହୋଇଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ । More

କଟକ ଚଣ୍ଡୀ ମନ୍ଦିର ସମ୍ପ୍ରସାରଣ ପାଇଁ ହାଇକୋର୍ଟଙ୍କ ନୋଟିସ୍‌ ଜାରି

ଶୈଳବାଳା ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟ ଜମି ଅଧିଗ୍ରହଣ ପ୍ରସଙ୍ଗରେ ହାଇକୋର୍ଟଙ୍କ ନୋଟିସ୍‌ ଜାରି... More

ହଜିଗଲା ସାନ ଭାଇ, ପାଗଳ ପରି ଖୋଜୁଛି ବଡ଼ ଭାଇ

ଅସୁସ୍ଥ ଥିଲା ସାନ ଭାଇ। ଧାର୍ମିକ କାର୍ଯ୍ୟକ୍ରମରେ ଭାଇକୁ ଭଲ କରିବାକୁ ନେଇଥିଲେ ପରିବାର । କିନ୍ତୁ ସେଇଠି ହଜିଗଲା ଅସୁସ୍ଥ ସାନଭାଇ। ପାଗଳଙ୍କ ପରି ସାନଭାଇକୁ ଖୋଜୁଛି ବଡ଼ଭାଇ, ହେଲେ ମିଳୁନି। ଏବେ ଲଜ୍‌ରେ ଭଡ଼ା ନେଇ ଭାଇକୁ ଖୋଜୁଛି । ଆଉ ହାତ ଯୋଡ଼ି କହୁଛି ସନ୍ଧାନ ପାଇଲେ ଆମକୁ ଖବର ଦିଅ । More

ଓଡ଼ିଶାକୁ ପୁଣି ଫେରିଲା ସ୍ୱାଇନ୍ ଫ୍ଲୁ, ଟ୍ରାଭେଲ ହିଷ୍ଟ୍ରି ନଥାଇ ଆକ୍ରାନ୍ତ

ଓଡ଼ିଶାକୁ ପୁଣି ଫେରିଲା ସ୍ୱାଇନ୍ ଫ୍ଲୁ। ୨ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ସ୍ୱାଇନ୍ ଫ୍ଲୁ ରିପୋର୍ଟ ପଜିଟିଭ୍ ଆସିଛି। ଅନ୍ୟ ଜଣଙ୍କର ରିପୋର୍ଟ ଆସିନି। ବଡ଼ କଥା ହେଲା, ସେମାନଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ନାହିଁ। More

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ବଡ଼ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟ ବଡ଼ ରାୟ ଶୁଣାଇଛନ୍ତି। ମାମଲାର ଶୁଣାଣି କରି ଉଭୟ ଆବେଦନକାରୀଙ୍କ ମାମଲାକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ମାମଲା ରଦ୍ଦ ସହ ଉଭୟ ପିଟିସନରଙ୍କ ଉପରେ ଜରିମାନା ଲଗାଯାଇଛି।  More

ବିଶ୍ୱ ସାଇକେଲ ଦିବସରେ ବିଶ୍ୱବ୍ୟାପୀ ସାଇକ୍ଲୋଥନ ଓ ସଚେତନତା ଶିବିର

ଅପ୍ରେଲ ୨୦୧୮ ମସିହାରେ ମିଳିତ ଜାତିସଂଘ ସାଧାରଣ ସଭାଦ୍ୱାରା ବିଶ୍ୱରେ ପରିବେଶ ପ୍ରଦୂଷଣ ରୋକିବା ଏବଂ ସାଇକେଲ ଚଳାଇବାକୁ ଲୋକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଦିବସର ପରିକଳ୍ପନା କରାଯାଇଥିଲା । More

ବୀର ଯବାନଙ୍କୁ ଭବ୍ୟ ସ୍ୱାଗତ; ଦୁଲୁଦୁଲି ବାଜା ସାଙ୍ଗକୁ ଢୋଲ ମୃଦଙ୍ଗ ବଜାଇ ପାଛୋଟି ନେଉଛନ୍ତି

ଏମାନଙ୍କୁ ପାଗଳ କରିଛି ଦେଶପ୍ରେମ। ସେନାରୁ ଅବସର ନେଇ ଫେରିବା ପରେ ଯବାନଙ୍କୁ ଭବ୍ୟ ସ୍ୱାଗତ କଲେ ଆଦିବାସୀ ଭାଇଭଉଣୀ। କଂସା ଥାଳିରେ ପାଦ ଧୋଇ ଦେଲେ, କାନ୍ଧରେ ଉତ୍ତରୀୟ, ହାତରେ ଫୁଲତୋଡ଼ା ଦେଇ ସ୍ୱାଗତ ପରେ ଦୁଲୁଦୁଲି ବଜାଇ କାନ୍ଧରେ ବସାଇ ଖୁବ୍‌ ନାଚିଲେ। ଆପଣ ବି ଦେଖନ୍ତୁ ସ୍ୱାଗତ ସମ୍ବର୍ଦ୍ଧନାର ସେଇ ଭବ୍ୟ ଦୃଶ୍ୟକୁ.. More

ବିଜେପି ଓ କଂଗ୍ରେସକୁ ପଛରେ ପକାଇ ବିଜେଡି ଆଗରେ

ବ୍ରଜରାଜନଗରରେ କାହା ହାତକୁ ଯିବ କ୍ଷମତା ? କିଏ ମାରିବେ ବାଜି ? ଏଥର ବିଜେପି-ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ଅଳକା ମହାନ୍ତି ଆଗୁଆ ରହିଛନ୍ତି। More

Daily Horoscope 3rd June 2022: କଣ ରହିଛି ଆଜି ଆପଣଙ୍କ ଭାଗ୍ୟରେ, ଜାଣନ୍ତୁ..

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ଶୁକ୍ରବାର । ତିଥି – ୪ର୍ଥୀ ରାତ୍ର ୦୨/୪୨/୧୨୧ ଗତେ ୫ ମୀ । ଚନ୍ଦ୍ର -  ମିଥୁନ ଦିବା ୧୨/୨୦ ଗତେ କର୍କଟ ପର୍ଯ୍ୟନ୍ତ । ଘାତ ଚନ୍ଦ୍ର-  କନ୍ୟା ରାଶିର ଦିବା ୧୨/୨୦ । ଘାତ ବାର – ବିଛା,ଧନୁ,ମୀନ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା  ୦୪/୦୩/୫୨ ଗତେ ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ସନ୍ଧ୍ୟା  ୦୭/୦୪/୪୩ ପର୍ଯ୍ୟନ୍ତ । More

ବ୍ରଜରାଜନଗର ଉପନିର୍ବାଚନ: ଆଜି ଭୋଟ୍‌ ଗଣତି, ମୈଦାନରେ ୩ ପ୍ରମୁଖ ପ୍ରାର୍ଥୀ

ବ୍ରଜରାଜନଗର ଉପନିର୍ବାଚନର ଆଜି ଭୋଟ୍‌ ଗଣତି। ସକାଳ ୮ ଟାରୁ ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ହେବ, ତାପରେ ଇଭିଏମ୍ ଗଣତି କରାଯିବ। More

ପୁଣି ସାଇବର ଠକଙ୍କ ଆତଙ୍କ ! ଗୋଟିଏ କଲ୍‌ରେ ଉଡ଼ାଇ ନେଲେ ଲକ୍ଷାଧିକ ଟଙ୍କା

ଯେଉଁ ନମ୍ବରରେ ମେସେଜ ଆସିଥିଲା ସେ ନମ୍ବରକୁ ଫୋନ କରିବା ପରେ ସେ ତାଙ୍କ ଠାରୁ ଚତୁରତାର ସହ SBI ୟୋନୋର ଆଇଡି ପାସୱାର୍ଡ ମାଗି ନେଇଥିଲେ । More

କାହିଁକି କାଟିଲ ଗଛ, ସାଧାରଣ ପ୍ରଶାସନ ବିଭାଗକୁ ଜବାବ ତଲବ

କୁନି କୁନି ସ୍କୁଲ ପିଲାଙ୍କୁ ଗଛକଟା ଯାଇଥିବା ସ୍ଥାନରେ ବସାଇ ସେମାନଙ୍କ ଦ୍ୱାରା ରଙ୍ଗତୂଳୀରେ ପରିବେଶ ସଚେତନତାର ଚିତ୍ର ଅଙ୍କାଯାଇ କରାଯାଇଛି ଅଭିନବ ଢଙ୍ଗରେ ପ୍ରତିବାଦ More

ଛିଣ୍ଡୁନି ପରିକ୍ରମା ପ୍ରକଳ୍ପ ବିବାଦ ! ବେଆଇନ୍‌ ନିର୍ମାଣ କାମକୁ ନେଇ ଜିଦ୍‌ରେ ଅଟଳ ସରକାର

ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡେଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଶୁଣାଣି ହୋଇଥିଲା । More

ପ୍ରେମକୁ ସ୍ୱୀକାର କଲାନି ପରିବାର, ପୋଲିସକୁ ସୁରକ୍ଷା ମାଗିଲେ ପ୍ରେମୀଯୁଗଳ

ଭୁବନେଶ୍ୱର ଏୟାରପୋର୍ଟରେ ପ୍ରେମକୁ ନେଇ ହାଇଡ୍ରାମା । ପ୍ରେମୀଯୁଗଳଙ୍କୁ ଏସ୍କର୍ଟ କରି ଆଣିଲା ପୋଲିସ । ପାଠ ପଢିବା ବେଳେ ଯୁବକ-ଯୁବତୀଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । More

ସାବିତ୍ରୀ ପରଦିନ ସ୍ତ୍ରୀ ଚମ୍ପଟ, ଶାଢୀ ଧରି କାନ୍ଦୁଛି ସ୍ୱାମୀ

ଏହାରି ଦୁଃଖରେ ଏବେ ରାହୁଲ ରାତି ଦିନ କାନ୍ଦୁଛନ୍ତି। ସ୍ତ୍ରୀଙ୍କ ଫଟୋ ଦେଖି ତାଙ୍କୁ ଝୁରୁଛନ୍ତି।   More