• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୈାର ବୃଷ ମାସ ଜ୍ୟେଷ୍ଠ ଶୁକ୍ଲପକ୍ଷ । ଇଂରାଜୀରେ ୩ ତାରିଖ ଶୁକ୍ରବାର । ତିଥି – ୪ର୍ଥୀ ରାତ୍ର ୦୨/୪୨/୧୨୧ ଗତେ ୫ ମୀ । ଚନ୍ଦ୍ର -  ମିଥୁନ ଦିବା ୧୨/୨୦ ଗତେ କର୍କଟ ପର୍ଯ୍ୟନ୍ତ । ଘାତ ଚନ୍ଦ୍ର-  କନ୍ୟା ରାଶିର ଦିବା ୧୨/୨୦ । ଘାତ ବାର – ବିଛା,ଧନୁ,ମୀନ ରାଶିର । ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ,ଦିବା  ୦୪/୦୩/୫୨ ଗତେ ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ସନ୍ଧ୍ୟା  ୦୭/୦୪/୪୩ ପର୍ଯ୍ୟନ୍ତ ।

ଶୁଭ ସମୟ- ପ୍ରାତଃ ୦୬/୦୩/୨୩ ରୁ ୦୬/୫୫/୫୫, ଦିବା ୧୨/୧୧/୦୯ ରୁ ୦୨/୪୮/୪୫, ସନ୍ଧ୍ୟା  ୦୬/୧୮/୫୪ ରୁ ୦୮/୨୯/୧୭, ରାତ୍ରି ୧୨/୫୦/୦୨ ରୁ ୦୩/୦୦/୨୫, ରାତ୍ରି ୦୩/୪୩/୫୨ ରୁ ୦୫/୧୦/୪୮

ଅଶୁଭ ସମୟ- ରାହୁକାଳ-  ଦିବା ୧୦/୦୬/୨୨ ରୁ ୧୧/୪୪/୫୩, କାଳବେଳା- ଦିବା ୧୦/୦୬/୨୨ ରୁ ୧୧/୪୪/୫୩, ବାରବେଳା – ଦିବା ୦୮/୨୭/୫୨ ରୁ ୦୬/୧୮/୩୨, କାଳରାତ୍ରି-  ରାତ୍ରି ୦୯/୦୧/୫୩ ରୁ ୧୦/୨୩/୨୨

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ :-
ଅଶ୍ୱନୀ – ବାପାଙ୍କ ସାହାର୍ଯ୍ୟ ରେ ଆପଣଙ୍କର ସବୁକାର୍ଯ୍ୟ ସପୂର୍ଣ୍ଣ ହେବ ।
ଦ୍ୱିଜା –  ନୂତନ ଯାନବାହନ କ୍ରୟ କରିବାରେ ଆଗ୍ରହି ହେବେ ।
କୃତିକା –ଛାତ୍ରଙ୍କୁ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ଭଲ ପରାମର୍ଶ ମିଳିବ ।
ପ୍ରତିକାର -  ମା ବଗଳାମୂଖିଙ୍କର ମନ୍ତ୍ର ପାଠ କରନ୍ତୁ ।

ବୃଷ:- 
କୃତିକା  - ସରକାରୀ ସଂସ୍ଥା କାମରେ  ସହଯୋଗ କରିପାରନ୍ତି ।
ରୋହିଣୀ – ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ ।
ମୃଗଶିରା –ଆର୍ଥିକ ସ୍ଥିତି ସୁଦୃଢ ରହିବ ।
ପ୍ରତିକାର – ଭାର୍ଗବୀଙ୍କର ପୂଜାର୍ଚ୍ଚନା କରନ୍ତୁ ।

ମିଥୁନ:-
ମୃଗଶିରା  -  ବିଜ୍ଞାନ ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ ।
ଆଦ୍ରା -  ଆପଣଙ୍କ କାମରେ ଅନ୍ୟ ମାନଙ୍କୁ ଖୁସି କରିପାରିବେ ।
ପୁନର୍ବସୁ -  ଜୀବନରେ ନୂଆ  ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇପାରେ ।
ପ୍ରତିକାର – ବୁଧଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।

କର୍କଟ:-
ପୁନର୍ବସୁ -  ବଳିଷ୍ଠଙ୍କ ସହିତ କଥା ହେବା ବେଳେ ସଂଯମ ରଖନ୍ତୁ ।
ପୁଷ୍ୟା – ଘର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ ।
ଅଶ୍ଳେଷା -  ଖାଦ୍ୟ, ପାନୀୟ ପ୍ରତି ସଜାଗ ରୁହନ୍ତୁ ।
ପ୍ରତିକାର –   ଗୁରୁଜନ ମାନଙ୍କ ଚରଣ ସ୍ପର୍ଶ କରନ୍ତୁ ।

ସିଂହ:-
ମଘା –  କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲ୍ଲାସ କରି ପାରନ୍ତି ।
ପୂ , ଫାଲଗୁନୀ -  ଅଫିସରେ ସହକର୍ମୀଙ୍କ ସହ ସମ୍ବନ୍ଧ ମଜବୁତ ରହିବ ।
ଉ ,ଫାଲଗୁନୀ – ରାଜନୀତିରେ ସଫଳତା ପାଇ ପାରନ୍ତି ।
ପ୍ରତିକାର – ମାତଙ୍ଗିଙ୍କର ଗାୟତ୍ରି ମନ୍ତ୍ର ପାଠ କରନ୍ତୁ ।

କନ୍ୟା:-
ଉ , ଫାଲଗୁନୀ -  ଚାକିରୀରେ  ପାଇଁ ନୂଆ ଖବର ଆସିପାରେ ।     
ହସ୍ତା -  ଭଲ ଲୋକଙ୍କ ସହ ମିଶିବାର ଅବସର ପାଇବେ ।
ଚିତ୍ରା – ପ୍ରେମ ଜୀବନ ମଧୁରମୟ ରହିବ ।
ପ୍ରତିକାର -  ନିଜ ଖାଇବାରୁ କିଛି ଅଂଶ କାଢି ୩ ଭାଗ କରି ଗାଇ, କୁକୁର,କାଉକୁ ଖାଇବାକୁ ଦିଅନ୍ତୁ ।

ତୁଳା:- 
ଚିତ୍ରା – ଠିକ ସମୟରେ  କାମ ଆରମ୍ଭ କରନ୍ତୁ ସଫଳତା ପାଇବେ ।
ସ୍ୱାତୀ – ବ୍ୟବସାୟରେ ବାକି ପଡିଥିବା ପଇସା ପାଇବେ ।
ବିଶାଖା – ବୈବାହିକ ଜୀବନରେ ମଧୟରତା ଆସିପାରେ ।
ପ୍ରତିକାର – ପର୍ଶୁରାମଙ୍କର ଫଟକୁ ପୂଜାର୍ଚ୍ଚନା କରନ୍ତୁ ।
 

ବିଛା:-
ବିଶାଖା -  ସବୁ ଭଲ କାମରେ ବିଳମ୍ବିତ ପ୍ରକ୍ରିୟା ଲାଗି ରହିବ ।
ଅନୁରାଧା -   ଯାତ୍ରା ସମୟରେ ଦୁର୍ଘଟଣା ହେବାର ସମ୍ଭାବନା ଦେଖା ଦେଇପାରେ ।
ଜ୍ୟେଷ୍ଠା  –   ହଜମ ଜନୀତ ସମସ୍ୟା ଦେଖା ଦେଇପାରେ ।
ପ୍ରତିକାର – ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ଦିନ ଆରମ୍ଭ କରନ୍ତୁ ।
 

ଧନୁ:-
ମୂଳା – କୈଣସି କାମରେ ଆଶା ଠାରୁ ଅଧିକ ଲାଭ ପାଇବେ ।
ପୂ , ଷାଢା – ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢିବ ।
ଉ , ଷାଢା – ନେତା ବା ଉଚ୍ଚପଦସ୍ଥ ଅଧୀକାରୀଙ୍କ ସହିତ ରହିବାର ସୁଯୋଗ ମିଳିବ ।
ପ୍ରତିକାର – କିଛି ଦକ୍ଷିଣା ମନ୍ଦିରରେ ଦାନ କରନ୍ତୁ ।

ମକର:-
ଉ , ଷାଢା -  ବ୍ୟୟ ବୃଦ୍ଧି ଦେଖାଦେଲେ ମଧ୍ୟ, ଆୟ ବଜାୟ ରହିବ ।
ଶ୍ରବଣା – ଗୃହିଣୀ ମାନେ କର୍ତବ୍ୟପରିୟଣ ରହିବେ ।
ଧନିଷ୍ଠା  - ଧୈର୍ଯ୍ୟ ଓ ସହନଶୀଳତା ସମ୍ବଳ କରି ଲକ୍ଷ୍ୟ ସାଧନ ଦିଗରେ ଆଗେଇ ଚାଲିବେ ।
ପ୍ରତିକାର – ଭଗବାନ ବିଷ୍ଣୁଙ୍କ ବିଗ୍ରହକୁ ପୂଜାର୍ଚ୍ଚନା କରନ୍ତୁ ।
 

କୁମ୍ଭ
ଧନିଷ୍ଠା -  ଦୈନଦିନ ଜୀବନଟି ମୋଟାମୋଟି ଭାବେ ବିତାଇବେ ।
ଶତଭିଷା – ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନା କରିବେ ।
ପୂ , ଭାଦ୍ରପଦ  – ଜୀବନରେ କିଛି ପରିବର୍ତନ କରିବାକୁ ଚେଷ୍ଟା କରିବେ ।
ପ୍ରତିକାର – ରାହୁଙ୍କର ପୂଜା ସହିତ ମନ୍ତ୍ର ପାଠ କରନ୍ତୁ ।
 

ମୀନ:-
ପୂ , ଭାଦ୍ରପଦ - ଶାରୀରିକ ପିଡା ଭୋଗ କରିପାରନ୍ତି ।
ଉ , ଭଦ୍ରପଦ - ପରିଶ୍ରମରେ ବିଫଳତା, ଭୟ ଓ ଆଶଙ୍କା ଦେଖାଦେବ ।
ରେବତୀ – ଚାକିରୀ କ୍ଷେତ୍ରରେ ଶତୃବୃଦ୍ଧି  ଦେଖା ଦେଇପାରେ ।
ପ୍ରତିକାର – ତାରାଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ ।