Advertisment

5T ସଚିବ ଭି.କେ.ପାଣ୍ଡିଆନଙ୍କ କାରକେଡ୍‌କୁ ଅଣ୍ଡାମାଡ଼

ସୁବର୍ଣ୍ଣପୁର ଗସ୍ତ ସମୟରେ 5T ସଚିବ ଭି.କେ.ପାଣ୍ଡିଆନଙ୍କ କାରକେଡ୍‌କୁ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି ।

ଅଦ୍ୟତନ ହୋଇଛି
5t Secretary VK Pandian

5t secretary

Advertisment

5T ସଚିବ ଭି.କେ.ପାଣ୍ଡିଆନଙ୍କ କାରକେଡ୍‌କୁ ଅଣ୍ଡାମାଡ଼ ହୋଇଛି । ସୁବର୍ଣ୍ଣପୁର ଗସ୍ତ ସମୟରେ ଏହି ଅଣ୍ଡାମା଼ଡ଼ ହୋଇଥିବା ଜଣାପଡ଼ିଛି । ସୁବର୍ଣ୍ଣପୁର କୋଟ ସମଲେଇ- ଉଲୁଣ୍ଡା ରାସ୍ତାରେ ପାଣ୍ଡିଆନ୍‌ଙ୍କ କାରକେଡ୍‌କୁ ଅତିକ୍ରମ କରିବା ବେଳେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି । ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରି ପତାକା ଦେଖାଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ଅଣ୍ଡାମା଼ଡ଼ ହୋଇଛି ।

Advertisment

ସୂଚନାଅନୁସାରେ, ଗତ କିଛିଦିନ ପୂର୍ବରୁ ମଧ୍ୟ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଇଥିଲା। ଜଗତସିଂହପୁର ଜିଲ୍ଲା ଗସ୍ତ ବେଳେ ବିଜେପି କର୍ମୀମାନେ କଳା ଗଞ୍ଜି ପିନ୍ଧିବା ସହିତ କଳା ବେଲୁନ ଉଡାଇ ପ୍ରତିବାଦ କରିଥିଲେ।

Odisha Politics AAP 5T Secretary VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ