/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753639057.jpg)
ଖଣି ଅଞ୍ଚଳର ଡ୍ରାଇଭର ରାଣୀ
ବିରାଟଖଣି... ଧୂଳିଧୂଆଁ, ଗରମଗୁଳୁଗୁଳି... ତାଭିତରେକେଉଁଠିଖାଲଢିପ, ତକେଉଁଠିଉଠାଣିଗଡ଼ାଣିରାସ୍ତା... ଚଳାନ୍ତ୩୫ଟନ୍ଓଜନରବିରାଟଭଲଭୋଟ୍ରକ୍।ମାଇନିଂଭଳିପୁରୁଷପ୍ରଧାନକାର୍ଯ୍ୟକ୍ଷେତ୍ରରେନାରୀଶକ୍ତିରଦୁଇନିଆରାଉଦାହରଣ- ବିଶୟାପାତ୍ରଓଶକୁନ୍ତଳାପୂର୍ତ୍ତି।ବିଶୟାଙ୍କବୟସ୫୦ବର୍ଷ, ଶକୁନ୍ତଳାଙ୍କୁ୩୬ବର୍ଷ।
ଲିଙ୍ଗ, ବୟସ, ସାମାଜିକବାଧାବନ୍ଧନ... ଏସବୁକୁପରବାୟନକରି, ଖଣିଅଞ୍ଚଳରେବିରାଟଭାରିଯାନରମଙ୍ଗଧରିଛନ୍ତିଏଇଦୁଇଲେଡିଡ୍ରାଇଭର।ଖାଲିଯେଏମାନେବିରାଟଭଲଭୋଟ୍ରକ୍ରଷ୍ଟିୟରିଂସମ୍ଭାଳନ୍ତିତାନୁହେଁ, ଖଣିଜପଥରଲୋଡିଂ-ଅନଲୋଡିଂଠୁନେଇଜଣେଡ୍ରାଇଭରଙ୍କଉପରେନ୍ୟସ୍ତଥିବାଯାବତୀୟଦାୟିତ୍ବନିଷ୍ଠାରସମ୍ଭାଳନ୍ତିଏଦୁହେଁ।ସେଇଥିପାଇଁତ OMC ମାଇନ୍ସରେଏମାନଙ୍କବେଶ୍ନାଁଡାକ।
ବିଶୟାଓଶକୁନ୍ତଳାଏଭଳିକଠିନତଥାଜଟିଳକାର୍ଯ୍ୟବାଛିବାପଛରକାରଣକଣଜାଣିଛନ୍ତି ?... ପରିସ୍ଥିତି... ।ସ୍ବାମୀଙ୍କୁପାରାଲିସିସ୍ହେବାପରେପରିବାରପ୍ରତିପୋଷଣପାଇଁନିଜେଡ୍ରାଇଭିଂଦୁନିଆରେପାଦଥାପିଥିଲେଯୋଡ଼ାବିଜୟାବସ୍ତିରବିଷୟା।... ଆଉଶକୁନ୍ତଳାବିଷ୍ଟିୟରିଂଧରିଥିଲେ, ପାଣିଟାଙ୍କର୍ଚଳାଉଥିବାସ୍ବାମୀଙ୍କରୋଜଗାରଘରପାଇଁନିଅଣ୍ଟପଡ଼ିବାପରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)