• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manasranjan Mohanty

-ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା ଓ ଭୂସ୍ଖଳନର ତାଣ୍ଡବ; ୪ ମୃତ ।ବାଦଲଫଟା ବର୍ଷାରେ ଭାସିଗଲା ଉତ୍ତରକାଶୀର ଧରାଲି ଗାଁ । କ୍ଷୀର ଗଙ୍ଗା ନଦୀର ଉପର ଭାଗରେ ବାଦଲଫଟା ବର୍ଷା ପାଇଁ ଭାସିଗଲା

-ପାହାଡ଼ରୁ ଧସିଲା ମାଟି; ୪ ମୃତ ସ୍ପଷ୍ଟ କଲା ଜିଲ୍ଲା ପ୍ରଶାସନ । ଅନେକ ଘର ଓ ହୋଟେଲ ଭାସିଗଲା, ୫୦ରୁ ଊର୍ଦ୍ଧ୍ବ ନିଖୋଜ । ସାମ୍ନାକୁ ଆସିଲା ବାଦଲଫଟା ବର୍ଷାର ଭୟଙ୍କର ଦୃଶ୍ୟ

-ଉଦ୍ଧାର କାର୍ଯ୍ୟରେ NDRF ଓ SDRF ଟିମ୍‌ ମୁତୟନ ।ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ । ସୁଖୀ ଟପ୍‌ରେ ମଧ୍ୟ ବାଦଲଫଟା ବର୍ଷା ନେଇ ନୂଆ ସୂଚନା ଜାରି

Also Read

-ଭାରତ ଉପରେ ପୁଣି ଟାରିଫ୍‌ ବଢ଼ାଇବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା । ‘ଭାରତ ଭଲ ବ୍ୟବସାୟିକ ପାର୍ଟନର ନୁହେଁ, ୨୪ ଘଣ୍ଟାରେ ପୁଣି ବଢ଼ିବ ଟାରିଫ’ । ପୂର୍ବରୁ ଭାରତ ଉପରେ ୨୫% ଟାରିଫ୍‌ ଲଗାଇଛନ୍ତି ଟ୍ରମ୍ପ୍‌ ।

-ଆସନ୍ତା ୧୧ ତାରିଖରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ପୂର୍ବାହ୍ନ ୧୧ଟାରୁ ଅଶୋକ ନଗରର ପୂର୍ବତନ ପ୍ରାଥମିକ ବିଦ୍ୟାଳୟରେ ଶୁଣାଣି । କାଲି ପୂର୍ବାହ୍ନ ୧୧ଟା ପରଠାରୁ ଆରମ୍ଭ ହେବ ପଞ୍ଜୀକରଣ

-ଭଞ୍ଜନଗର: ଡକାୟତି ଯୋଜନା ପଣ୍ଡ, ୮ ଜଣ ଗିରଫ । ନୂଆକୋକୋଲୋଣ୍ଡାର ଏକ ଫାର୍ମ ହାଉସରେ ଡକାୟତି ଯୋଜନା କରୁଥିଲେ ।

-ଅଭିଯୁକ୍ତଙ୍କ ନିକଟରୁ ୮ ଖଣ୍ଡା, କାତି, ୧୧ଟି ମୋବାଇଲ, ୮ ବାଇକ ଜବତ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ବେଲଗୁଣ୍ଠା ପୋଲିସ

-କଟକ: ନାବାଳିକା ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ । ମାହାଙ୍ଗା ଭଦ୍ରଶ୍ବେରୀ ଥାନା ଅଞ୍ଚଳ ମାମଲାରେ ପୋକ୍ସୋ କୋର୍ଟଙ୍କ ରାୟ । ଦୋଷୀକୁ ୫୦ ହଜାର ଜରିମାନା, ପୀଡ଼ିତାଙ୍କୁ ୬ ଲକ୍ଷ କ୍ଷତିପୂରଣ ନିର୍ଦ୍ଦେଶ

-ବ୍ରହ୍ମପୁର: ଅନ୍‌ଲାଇନ ଟ୍ରେଡିଂ ନାଁରେ ଠକେଇ ଅଭିଯୋଗ । ବିଭିନ୍ନ ବ୍ୟାଙ୍କ୍‌ ଆକାଉଣ୍ଟରୁ ୯ କୋଟି ଠକେଇ ଅଭିଯୋଗ । ଜଣଙ୍କୁ ଗିରଫ କଲା ବ୍ରହ୍ମପୁର ସାଇବର୍ ଥାନା ପୋଲିସ । ୪ଟି ବ୍ୟାଙ୍କ୍‌ ପାସ୍‌ବୁକ ସହ ୪ଟି ମୋବାଇଲ୍ ଜବତ

-ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଭାରତ-ଫିଲିପ୍ପାଇନ୍ସ ଭିସା ଫ୍ରି । ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ଭିସା ଫ୍ରି କରିଥିଲା ଫିଲିପ୍ପାଇନ୍ସ । ଫିଲିପ୍ପାଇନ୍ସ ପର୍ଯ୍ୟଟକଙ୍କ ଇ-ଭିସା ଫ୍ରି କଲେ ପ୍ରଧାନମନ୍ତ୍ରୀ ମୋଦି

ଓଟିଭି ବିଜ୍ଞାପନ