Advertisment

Puri Thataraja Ranarnava Dev: ପରଲୋକରେ ପୁରୀ ଥାଟରାଜା

ଥାଟରାଜାଙ୍କ ମୃତ୍ୟୁ ଖବରରେ ପୁରୀରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗଦ୍ବାରଠାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ପରଲୋକରେ ପୁରୀ ଥାଟରାଜା

ପରଲୋକରେ ପୁରୀ ଥାଟରାଜା

ପରଲୋକରେ ପୁରୀ ଥାଟରାଜା। ପୁରୀ ଗଜପତି ମହାରାଜଙ୍କ ସାନଭାଇ ତଥା ଥାଟରାଜା ରଣାର୍ଣ୍ଣବ ଦେବଙ୍କ ଦେହାନ୍ତ ହୋଇଛି । ୬୭ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଯୋଗୁଁ ଗତ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଥାଟରାଜା ରଣାର୍ଣ୍ଣବଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଥାଟରାଜାଙ୍କ ମୃତ୍ୟୁ ଖବରରେ ପୁରୀରେ ଶୋକର ଛାୟା ଖେଳିଯାଇଛି । ସ୍ବର୍ଗଦ୍ବାରଠାରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

Advertisment

Odisha Puri
Advertisment
Related Articles
Advertisment