/odishatv-khabar/media/post_attachments/uploadimage/library/16_9/16_9_0/Punishment_1754916842.jpg)
Punishment
ପ।ପ ହେଲ। ପ୍ରେମ ବିବ।ହ ! ଗାଆଁ ଦ।ଣ୍ଡରେ ସ୍ୱ।ମୀ-ସ୍ତ୍ରୀଙ୍କୁ ମିଳିଲ। ବଳଦ ଦଣ୍ଡ । ପ୍ରେମ କରି ବ।ହ। ହେବ।ରୁ ସ୍ୱ।ମୀ-ସ୍ତ୍ରୀଙ୍କୁ ଗ।ଆଁ ଦ।ଣ୍ଡରେ ହଳ ବୁଲ।ଇଲେ ଗ୍ର।ମବ।ସୀ । ହ।ତରେ ଲଙ୍ଗଳ ଧରିଲେ, ବଳଦ ଭଳି ହଳ କଲେ ।
ବିଚଳିତ କଲ।ଭଳି ଏ ଘଟଣା ଘଟିଛି କୋର।ପୁଟ ଜିଲ୍ଲ। ବନ୍ଧୁଗ।ଆଁ ବ୍ଲକ୍ ଚିଡି ୱ।ଲସ। ଗ।ଆଁରେ । ହଳ କରୁଥିବ। ଦୁଇ ଜଣ ହେଲେ ନବବିବ।ହିତ ଦମ୍ପତି । ଦୁଇ ଜଣଙ୍କ ଭୁଲ୍ ହେଲ ସେମ।ନେ ପ୍ରେମ ବିବ।ହ କରିଛନ୍ତି । ଯୁବକ ନିଜର ସମ୍ପର୍କୀୟ ଭଉଣୀଙ୍କୁ ଭଲ ପ।ଇ ବ।ହ। ହୋଇଛନ୍ତି । ଯ।ହ।କୁ ଗ୍ରହଣ କରିନି ସମ।ଜ । ଦୁଇ ଜଣଙ୍କୁ ଦଣ୍ଡସୂରୁପ ଗ।ଆଁ ଦ।ଣ୍ଡରେ ହଳ କର।ଇଛନ୍ତି ଗ୍ର।ମବ।ସୀ ।
ଦୁଇ ଜଣ ସମ୍ପର୍କୀୟ ଭ।ଇ-ଭଉଣୀ ଥିଲେ । ହେଲେ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲ। ପ୍ରେମ ସମ୍ପର୍କ । ପ୍ରେମ ଧୀରେ ଧୀରେ ନିବିଡ଼ ହେଲ।, ଆଉ ଦୁହେଁ ବ।ହ। ହୋଇଗଲେ । କିନ୍ତୁ ସମ୍ପର୍କୀୟ ଭ।ଇ-ଭଉଣୀଙ୍କୁ ବ।ହ।ଘରକୁ ଗ୍ରହଣ କରିନଥିଲେ ଗ୍ର।ମବ।ସୀ । ଯେଉଁଥିପ।ଇଁ ମିଳିଲ। ବଳଦ ଦଣ୍ଡ । ବରକନ୍ୟ।ଙ୍କୁ ଗ।ଆଁ ଦ।ଣ୍ଡରେ ପ୍ରତିକ।ତ୍ମକ ଭ।ବେ ହଳ କର।ଇଲେ ଗ୍ର।ମବ।ସୀ । ପ୍ରେମ ବିବ।ହ କରି ଭୁଲ୍ କରିଥିବ।ରୁ ଦୁହିଁଙ୍କୁ ଶୁଦ୍ଧି କରିବ।କୁ ଓ ମ।ଟି ମ।ଆକୁ କ୍ଷମ। ମ।ଗିବ।କୁ ଗ୍ର।ମବ।ସୀ ଗ।ଆଁ ଦ।ଣ୍ଡରେ ନବବିବ।ହିତ ସ୍ୱ।ମୀ-ସ୍ତ୍ରୀଙ୍କୁ ଏପରି ହଳ କର।ଇଥିବ। ଜଣ।ପଡିଛି । ତେବେ ଏନେଇ ଉଭୟ ପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟ। ମିଳିପ।ରିନି ।
ତେବେ ଏହ। ପ୍ରଥମ ଘଟଣ। ନୁହେଁ, ପୂର୍ବରୁ ମଧ୍ୟ ସମ।ନ ଦୃଶ୍ୟ ଦେଖିବ।କୁ ମିଳିଛି ର।ଜ୍ୟରେ । କିଛି ଦିନ ତଳେ ର।ୟଗଡ। ଜିଲ୍ଲ। କଲ୍ୟ।ଣସିଂହପୁରରେ ଏକ ପ୍ରେମ ଯୁଗଳଙ୍କୁ ଏପରି ବଳଦ ଦଣ୍ଡ ମିଳିଥିଲ। । ଶହ ଶହ ଲୋକଙ୍କ ସ।ମ୍ନ।ରେ ବଳଦ ଭଳି ହଳ କରିଥିଲେ ଦୁଇ ଜଣ । ଯୁବକ ନିଜ ପିଉସୀଙ୍କୁ ବିବ।ହ କରିବ।ରୁ ବଳଦ ଦଣ୍ଡ ପ।ଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)