/odishatv-khabar/media/post_attachments/uploadimage/library/16_9/16_9_0/IMAGE_1753706540.jpg)
ଅପରେସନ ସିନ୍ଦୂର, ବିରୋଧୀଙ୍କୁ ଧୋଇଲେ ବୈଜୟନ୍ତ
ଅପରେସନସିନ୍ଦୂର, ବିରୋଧୀଙ୍କୁଧୋଇଲେବୈଜୟନ୍ତ। ପାକିସ୍ତାନଉଚିତ୍ଶିକ୍ଷାଦିଆଯାଇଛି। ବିଭିନ୍ନକ୍ଷେତ୍ରରେପାକିସ୍ତାନକୁଜବାବଦିଆଯାଇଛି। 'ସେମାନେଟୁରିଷ୍ଟଙ୍କୁଟାର୍ଗେଟକଲେ, ଆମେଟେରୋରିଷ୍ଟଙ୍କୁଆଟାକ୍କଲୁ'। 'ଏହାମୋଦିସରକାର, ନ୍ୟୁଇଣ୍ଡିଆ'। ସାରାଦେଶଅପରେସନସିନ୍ଦୂରପାଇଁଏକହୋଇଥିଲା।
ବାୟୁସେନାରପରାକ୍ରମବାବଦରେବଖାଣିଲେ। 'ପ୍ରଥମଥରପାଇଁପାକିସ୍ତାନର୧୧ବେସକୁଟାର୍ଗେଟକରାଗଲା'। 'ପାକିସ୍ତାନବାୟୁସେନାର୨୫ପ୍ରତିଶତଭିତ୍ତିଭୂମିଧ୍ବଂସହୋଇଛି'। ୯ଆତଙ୍କୀଆଡ୍ଡାଧ୍ବଂସକରିଛିଭାରତୀୟସେନା। ପାକିସ୍ତାନରସମସ୍ତପ୍ରତିଆକ୍ରମଣଙ୍କୁଫେଲକରିଥିଲାସେନା। ଉପାଶାସନରେଆତଙ୍କୀଙ୍କପ୍ରତିନରମମନୋଭାବରକଲେପର୍ଦ୍ଦାଫାସ। ପିଓକେପ୍ରସଙ୍ଗରେତତ୍କାଳୀନକଂଗ୍ରେସସରକାରଙ୍କୁଟାର୍ଗେଟ।
ପ୍ରକାଶ ଥାଉ କି, ଉତ୍ତର ଆଫ୍ରିକୀୟ ଦେଶ ଆଲଜେରିଆରେ ପାକିସ୍ତାନର ମୁଖା ଖୋଲିଥିଲେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ବାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ। ଆଲଜେରିଆର ମକାମ୍ ଏଚାହିଦ୍ ରେ ଜାତୀୟ ସହିଦ ସ୍ମାରକୀ ଏବଂ ଜାତୀୟ ମୁଜାହିଦ୍ ସଂଗ୍ରହାଳୟ ପରିଦର୍ଶନ କରିଥିଲେ ସର୍ବଦଳୀୟ ଟିମ। ଏହାସହ ଡେମ୍ ଡି' ଆଫ୍ରିକା ଚର୍ଚ୍ଚ ପରିଦର୍ଶନ ମଧ୍ୟ କରିଥିଲେ ଏବଂ ପହଲଗାମ୍ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ମୃତକଙ୍କ ସ୍ମୃତିରେ କ୍ୟାଣ୍ଡେଲ ଜଳାଇଥିଲେ। ବାହାରିନ୍, କୁଏତ ଓ ସାଉଦି ଆରବ ପରେ ଚତୁର୍ଥ ଦେଶ ଭାବେ ଆଲଜେରିଆ ଗସ୍ତ କରିଥିଲା ଏହି ସର୍ବଦଳୀୟ ଟିମ୍। ସେଠାରେ ମଧ୍ୟ ପାକିସ୍ତାନର ଆତଙ୍କୀ ମୁଖା ଖୋଲିବା ସହ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟକୁ ସ୍ପଷ୍ଟ କରାଯାଇଥିଲା।
ସୂଚନାଯୋଗ୍ୟ, ପହଲଗାମଆତଙ୍କବାଦୀହମଲାପରେଭାରତମେ୭ତାରିଖରେ ‘ଅପରେସନସିନ୍ଦୂର’ ଅଧିନରେପାକଓପିଓକେରଆତଙ୍କୀଆଡ୍ଡାଉପରେଆକ୍ରମଣପରେଭାରତର୭ଟିସର୍ବଦଳୀୟପ୍ରତିନିଧିମଣ୍ଡଳୀବିଦେଶଗସ୍ତ କରିଥିଲେ।ଭାରତସାରାବିଶ୍ୱକୁଆତଙ୍କବାଦବିରୋଧରେଦେଶରଶୂନ୍ୟସହନଶୀଳତାଆଭିମୁଖ୍ୟଜଣାଇବାସହିତ ‘ଅପରେସନସିନ୍ଦୂର’ରସଫଳତାବଖାଣିଥିଲେ।ଏହାସହିତପାକିସ୍ତାନରଅପପ୍ରଚାରକୁମଧ୍ୟରୋକିଥିଲେ।ଏହିଟିମ୍ସାଉଦିଆରବ, କୁଏତ, ବାହାରିନ, ଆଲଜେରିଆ, ୟୁକେ, ଫ୍ରାନ୍ସ, ଜର୍ମାନୀ, ୟୁରୋପୀୟସଂଘ, ଇଟାଲୀ, ଡେନମାର୍କ, ଇଣ୍ଡୋନେସିଆ, ମାଲେସିଆ, କୋରିଆ, ଜାପାନ, ସିଙ୍ଗାପୁର, ୟୁଏଇ, ଲାଇବେରିଆ, କଙ୍ଗୋ, ସିଏରାସିଓନି, ୟୁଏସ, ପାନାମା, ଗୁଏନା, ବ୍ରାଜିଲ, କଲୋମ୍ବିଆ, ସ୍ପେନ, ଗ୍ରୀସ, ସ୍ଲୋଭେନିଆ, ଲାଟଭିଆ, ଋଷିଆ, ଇଜିପ୍ଟ, କତାର, ଇଥିଓପିଆଏବଂସାଉଥଆଫ୍ରିକାଗସ୍ତ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)