All HC Judges To Get Full Pension
ବିଚାରପତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସର୍ବୋଚ୍ଚ ଅଦାଲତ । ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ ପାଇବେ । CJIଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ମିଳିବ ପୂର୍ଣ୍ଣ ପେନସନ । ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ବି ପୂର୍ଣ୍ଣ ପେନସନ ପାଇବେ ବୋଲି ସ୍ପଷ୍ଟ କରାଯାଇଛି । ଏଣିକି ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ପେନସନ୍ ପାର୍ଥକ୍ୟ ରହିବ ନାହିଁ ।
Advertisment
ସର୍ବୋଚ୍ଚ ଅଦାଲତ କହିଛନ୍ତି, ବିଚାରପତି ମାନଙ୍କ ମଧ୍ୟରେ ଭେଦଭାବ ସମ୍ବିଧାନର ଧାରା-୧୪ର ଉଲଘଂନ କରୁଛି । ତେଣୁ ସମସ୍ତ ହାଇକୋର୍ଟ ବିରାରପତିଙ୍କୁ ପୂର୍ଣ୍ଣ ପେନସନ ଦିଆଯାଇବା ନେଇ ଆମେ ବିଚାର କରିଛୁ । ସେହିପରି ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ଭେଦଭାବ ହେବା ବି ଠିକ୍ କଥା ନୁହେଁ । ସେହିପରି ଅତିରିକ୍ତ ବିଚାରପତିମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ସମାନ ଭାବେ ସୁବିଧା ସୁଯୋଗ ମିଳିବ ।
ଅଧିକ ପଢନ୍ତୁ : ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ବି.ଆର. ଗବାଇ; ଆଜି ଶପଥ ପାଠ କରାଇବେ ରାଷ୍ଟ୍ରପତି...
Advertisment
Advertisment


Related Articles
CJI Protocol Issue: CJI ହୋଇ ପ୍ରଥମ ଥର ନିଜ ରାଜ୍ୟକୁ ଗଲେ ଗବାଇ, ସ୍ୱାଗତ ପାଇଁ ଆସିଲେନି ମୁଖ୍ୟ ଶାସନ ସଚିବ ଓ ଡିଜିପି
POSTED
Polavaram Dispute : ପୋଲାଭରମ ପ୍ରକଳ୍ପ ବିବାଦ : ମେ ୨୮ରେ ଉଚ୍ଚସ୍ତରୀୟ ବୈଠକ, ୪ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
POSTED
Yusuf Pathan Refuses Foreign Tour: ପାକିସ୍ତାନର ପୋଲ୍ ଖୋଲିବ ସର୍ବଦଳୀୟ ଟିମ୍, ସାମିଲ ହେବାକୁ ମନାକଲେ ୟୁସୁଫ
POSTED
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)