Trial run of Odisha’s 2nd Vande Bharat Train begins
ପୁରୀରୁ ତାଳଚେର ରୋଡ୍ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ର ଆଜି ଟ୍ରାଏଲ ରନ୍ ଆରମ୍ଭ ହୋଇଛି। ସକାଳ ସାଢ଼େ ୯ଟାରେ ପୁରୀରୁ ଏହି ଟ୍ରେନ୍ ଛାଡ଼ି ଥିବାବେଳେ ଅପରାହ୍ନ ସାଢ଼େ ୧୨ଟାରେ ତାଳଚେର ରୋଡରେ ଟ୍ରେନ୍ ପହଞ୍ଚିଛି।
ଟ୍ରାଏଲ ରନ୍ରେ ଏହା ଖୋର୍ଦ୍ଧା, ଭୁବନେଶ୍ୱର, କଟକ ଓ ଢେଙ୍କାନାଳ ଷ୍ଟେସନରେ ୨ ମିନିଟ ଲେଖାଏ ରହିଥିଲା। ଏହି ବନ୍ଦେ ଭାରତ ଏକସପ୍ରେସ୍ ରାଉରକେଲା-ପୁରୀ ମଧ୍ୟରେ ଚଳାଚଳ କରିବ। ଓଡ଼ିଶାରେ ଏହା ହେବ ଦ୍ୱିତୀୟ ବନ୍ଦେ ଭାରତ ଏକସପ୍ରେସ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694417971.jpg)