Advertisment

JEE Main Result: ପ୍ରକାଶ ପାଇଲା ଜେଇଇ ମେନ୍‌ ରେଜଲ୍ଟ ସେସନ-୧, ଓଡ଼ିଶାର ନବନୀତ ୨୬

ମଙ୍ଗଳବାର ଜେଇଇ ମେନ୍‌ ସେସନ-୧ ୨୦୨୫ର ପରୀକ୍ଷା ଫଳ ପ୍ରକାଶ ପାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ସୁମଦାୟ ୧୪ ଜଣ ଛାଚ୍ରଛାତ୍ରୀ ଶତ ପ୍ରତିଶତ ମାର୍କ ସ୍କୋର କରିବା ସହତ ଟପ୍ପର ରହିଛନ୍ତି। ୧୪ ଜଣଙ୍କ ମଧ୍ୟରେ ୧୩ ଜଣ ଛାତ୍ର ଓ ଜଣେ ଛାତ୍ରୀ ରହିଛନ୍ତି। ଓଡ଼ିଶାର ନବନୀତ ପ୍ରିୟଦର୍ଶୀ ୨୬ ତମ ସ୍ଥାନରେ ରହିଛନ୍ତି।

ଅଦ୍ୟତନ ହୋଇଛି
JEE

ରାଜସ୍ଥାନର ଆୟୁଷ ସିଂଘଲ, ରେତ ଗୁପ୍ତା,ସକ୍ଷମ ଜିନ୍ଦଲ, ଅର୍ଣ୍ଣବ ସିଂ, ପ୍ରକାଶ ବେହେରା, କର୍ଣ୍ଣାଟକର କୁଶାଗ୍ର ଗୁପ୍ତା, ଦିଲ୍ଲୀର ଦକ୍ଷ, ହର୍ଷ ଝା, ଉତ୍ତର ପ୍ରଦେଶର ଶ୍ରେୟସ ଲୋହିଆ , ସୌରଭ, ମହାରାଷ୍ଟ୍ରର ବିଷାଦ ଜୈନ, ଗୁଜରାଟର ଶିବେନ ବିକାଶ ତୋଷନିୱାଲ, ଆନ୍ଧ୍ରପ୍ରଦେଶର ସାଇ ମନୋଗ୍ନା ଗୁଥିକୋଣ୍ଡା ଓ ତେଲଙ୍ଗାନାର ବାଣୀ ବ୍ରତ ମାଜୀ ଶତ ପ୍ରତିଶତ ମାର୍କ ସ୍କୋର କରିଥଲେ। ଆନ୍ଧ୍ରପ୍ରଦେଶର ସାଇ ମନୋଗ୍ନା ଗୁଥିକୋଣ୍ଡା ଏହି ତାଲିକାରେ ଏକମାତ୍ର ଛାତ୍ରୀ ରହିଛନ୍ତି।

ସମୁଦାୟ ୧୩ ଲକ୍ଷ ୧୧ ହଜାର ୫୪୪ ଜଣ ଛାତ୍ର ଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ଏହା ମଧ୍ୟରୁ ୧୨ ଲକ୍ଷ ୫୮ ହଜାର ୧୩୬ ଜଣ ପରୀକ୍ଷା ଦେଇଥିଲେ। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୮ ଲକ୍ଷ ୬୭ ହଜାର ୯୨୦ ଛାତ୍ର ଓ ୪ ଲକ୍ଷ ୪୩ ହଜାର ୬୨୨ ଜଣ ଛାତ୍ରୀ ରହିଥିଲେ। ୩୯ ଜଣ ଛାତ୍ରଛାତ୍ରୀ କପି କରିଥିବା ନେଇ ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: JEE ରେଜଲ୍ଟ ! ୫୬ ପରୀକ୍ଷାର୍ଥୀ ରଖିଛନ୍ତି ଶତପ୍ରତିଶତ ମାର୍କ

JEE Main
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ