/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748587903.jpg)
Ganja Seized
ଭୁବନେଶ୍ୱର ୟୁନିଟ୍ ୪ ମାର୍କେଟରୁ ମିଳିଲା ପୁଳା ପୁଳା ଗଞ୍ଜେଇ । ବାହାରେ ମସଲା ଡିଷ୍ଟ୍ରିବ୍ୟୁଟର ବ୍ୟାନର ଲଗାଯାଇଥିଲା । ଆଉ ଭିତରେ ଚାଲିଥିଲା ଗଞ୍ଜେଇ କାରବାର। ଭୁବନେଶ୍ୱର ୟୁନିଟ୍-୪ ମାର୍କେଟରେ ଚଢାଉ ପରେ ସତ ସାମନାକୁ ଆସିଛି । ପୋଲିସ ଓ STFର ମିଳିତ ରେଡ୍ ରେ ଦୋକାନରୁ ଜବତ ହୋଇଛି ପୁଳାପୁଳା ଗଞ୍ଜେଇ ।
Advertisment
ମିଳିଥିବା ସୂଚନା ଅନୁସାରେ, ଗଞ୍ଜେଇକୁ ପାଉଡର କରି ସିଗାରେଟରେ ଭର୍ତ୍ତି କରି ବିକ୍ରି କରୁଥିଲେ ଦୋକାନୀ । ସେପଟେ ଦୋକାନରୁ ମିଳିଥିବା ସାମଗ୍ରୀ ଗଞ୍ଜେଇ ନୁହେଁ, ବରଂ ବିଡ଼ି ଗୁଣ୍ଡ ବୋଲି କହିଛନ୍ତି ଅଭିଯୁକ୍ତ ଦୋକାନୀ । ନିଶା କାରବାରକୁ ମୁଳୋତ୍ପାଟନ କରିବା ପାଇଁ କମିଶନରେଟ ପୋଲିସ ଜୋରଦାର ଅଭିଯାନ ଚଳାଇଛି । ଏହି କ୍ରମରେ ବିଭିନ୍ନ ଦୋକାନରେ ଜାରି ରହିଛି ଚଢାଉ ।
ଅଧିକ ପଢନ୍ତୁ : ରାଜଧାନୀରେ ଗଞ୍ଜେଇ ଭର୍ତ୍ତି ଟ୍ରକ
Advertisment


Related Articles
ED Deputy Director Arrested: ED ଡେପୁଟି ଡାଇରେକ୍ଟରଙ୍କୁ ବାନ୍ଧିଲା CBI, ଖଣି ମାମଲା ରଫାଦଫା ପାଇଁ ନେଉଥିଲେ୨୦ ଲକ୍ଷ
POSTED

Tulasi Yatra Party Scandal: ପୂଜାଙ୍କ ସାଂଘାତିକ ଅଭିଯୋଗ; ରାତିରେ ଦେହସୁଖ ଦେଲିନି, ଯାତ୍ରା ପାର୍ଟିରୁ ବାହାର କରିଦେଲେ
POSTED

Glacier Buries Village: ଆଲ୍ପସ ପର୍ବତମାଳାର ବରଫ ତଳେ ନିଶ୍ଚିହ୍ନ ହୋଇଗଲା ପୂରା ଗାଁ, ଦେଖନ୍ତୁ ଭାଇରାଲ ଭିଡିଓ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)