Advertisment

ରାଜଧାନୀରେ ଗଞ୍ଜେଇ ଭର୍ତ୍ତି ଟ୍ରକ

ରାଜଧାନୀରେ ଗଞ୍ଜେଇ ଭର୍ତ୍ତି ଟ୍ରକ। କୋଟିଏ ଟଙ୍କାର ଗଞ୍ଜେଇ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ। ଦିନ ବେଳେ ଚୋରା ଗଞ୍ଜେଇ ଚାଲାଣ ଚାଲିଥିବାବେଳେ ମାଡିବସିଲା ପୁଲିସ ଟିମ।

author-image
Tapaswini Nayak

ରାଜଧାନୀରେ ଗଞ୍ଜେଇ ଭର୍ତ୍ତି ଟ୍ରକ। କୋଟିଏ ଟଙ୍କାର ଗଞ୍ଜେଇ ଧରିଲା ସ୍ପେଶାଲ କ୍ରାଇମ ୟୁନିଟ। ଦିନ ବେଳେ ଚୋରା ଗଞ୍ଜେଇ ଚାଲାଣ ଚାଲିଥିବାବେଳେ ମାଡିବସିଲା ପୁଲିସ ଟିମ। ଫୁଲବାଣୀରୁ ହିମାଚଳ ପ୍ରଦେଶ ଚାଲାଣ କରାଯାଉଥିବାର ଖବର ପାଇ ଚଢାଉ କରିଥିଲା ପୁଲିସ୍‌ ଟିମ୍‌। ତେବେ ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ପ୍ରାୟ ୫ କୁଇଣ୍ଟାଲ ରୁ ଊର୍ଦ୍ଧ୍ବ ଗଂଜେଇ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି କୁହାଯାଇଛି !

Advertisment
Bhubaneswar
Advertisment
Advertisment