Advertisment

Today Panchang 8th August 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୮ ତାରିଖ ଶୁକ୍ରବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି – ୧୪ଶୀ ଦିବା ୦୨.୧୨ ଗତେ ପୂର୍ଣ୍ଣିମା ।  ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର –  ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ– ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୨୭ ପର୍ଯନ୍ତ ।

author-image
Deepak Acharya
undefined

Panchang

ସୈାର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ। ଇଂରାଜୀ ୦୮ ତାରିଖ ଶୁକ୍ରବାର । ଚନ୍ଦ୍ର- ମକର ଅହୋରାତ୍ର । ତିଥି – ୧୪ଶୀ ଦିବା ୦୨.୧୨ ଗତେ ପୂର୍ଣ୍ଣିମା । ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର । ଘାତବାର –  ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ– ୧ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୦୨.୨୭ ପର୍ଯନ୍ତ ।

Advertisment

ଶୁଭ ସମୟ 

ପ୍ରାତଃ- ୦୫.୨୮ ରୁ ୦୬.୧୯
ପ୍ରାତଃ – ୦୭.୧୦ ରୁ ୦୮.୪୦
ଦିବା- ୧୨.୧୭ ରୁ ୦୨.୫୧
ଦିବା – ୦୪.୩୩ ରୁ ୦୬.୧୫
ରାତ୍ରି – ୦୭.୪୫ ରୁ ୦୯.୦୪
ରାତ୍ରି – ୦୧.୪୪ ରୁ ୦୩.୫୯

ଅଶୁଭ ସମୟ 

ରାହୁକାଳ - ଦିବା ୧୦.୧୬ ରୁ ୧୧.୫୨
କାଳବେଳା – ଦିବା ୧୦.୧୬ ରୁ ୧୧.୫୨
ବାରବେଳା- ଦିବା ୦୮.୪୦ ରୁ ୧୦.୧୬
କାଳରାତ୍ରି- ରାତ୍ରି ୦୯.୦୪ ରୁ ୧୦.୨୮

Advertisment
Astrology Panchang
Advertisment
Related Articles
Advertisment