/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
Panchang
ସୈାର ମିଥୁନ ମାସ ଆଷାଢ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ସୋମବାର । ଚନ୍ଦ୍ର- ବିଛା ଅହୋରାତ୍ର । ତିଥି- ୧୨ଶୀ ରାତ୍ରି ୧୧.୧୦ ଗତେ ୧୩ଶୀ । ଘାତଚନ୍ଦ୍ର- ନାସ୍ତି । ଘାତବାର- ମିଥୁନ ରାଶିର । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦନାଶ-ଅନ୍ନଦାନ ରାତ୍ରି ୧୧.୧୦ ପର୍ଯ୍ୟନ୍ତ ।
ଶୁଭ ସମୟ-
ଦିବା-୦୮.୪୭ ରୁ ୧୦.୩୨
ରାତ୍ରି- ୦୯.୧୯ ରୁ ୧୦.୩୦
ରାତ୍ରି- ୧୧.୫୧ ରୁ ୧୨.୧୩
ରାତ୍ରି-୦୧.୪୦ ରୁ ୦୩.୦୭, ୦୩.୫୦ ରୁ ୦୪.୩୪
Advertisment
ଅଶୁଭ ସମୟ -
ରାହୁକାଳ- ପ୍ରାତଃ ୦୬.୫୫ ରୁ ୦୮.୩୪
କାଳବେଳା- ପ୍ରାତଃ ୦୬.୫୫ ରୁ ୦୮.୩୪
ବାରବେଳା- ଦିବା ୦୩.୦୮ ରୁ ୦୪.୪୭
କାଳରାତ୍ରି- ରାତ୍ରି ୧୦.୩୦ ରୁ ୧୧.୫୧
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)