• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୈାର ମିଥୁନ ମାସ  ଆଷାଢ ଶୁକ୍ଳପକ୍ଷ । ଇଂରାଜୀ ୦୫ ତାରିଖ ଶନିବାର । ଚନ୍ଦ୍ର- ତୁଳା ଅହୋରତ୍ର । ତିଥି - ୧୦ମୀ ସନ୍ଧ୍ୟା ୦୬.୫୯ ଗତେ ୧୧ଶୀ । ଘାତଚନ୍ଦ୍ର- ନାସ୍ତି । ଘାତବାର – ବୃଷ,ସିଂହ ଓ କନ୍ୟା ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୭.୫୧ ଗତେ ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

ଶୁଭ ସମୟ –

ଦିବା – ୧୦.୧୨ ରୁ ୧୨.୧୭
ଦିବା – ୦୩.୦୮ ରୁ ୦୩.୪୮
ସନ୍ଧ୍ୟା – ୦୭.୪୭ ରୁ ୦୭.୫୨
ରାତ୍ରି – ୧୧.୨୯ ରୁ ୦୧.୩୯
ରାତ୍ରି – ୦୩.୦୬ ରୁ ୦୩.୫୫

ଅଶୁଭ ସମୟ - 
ରାହୁକାଳ - ଦିବା ୦୮.୩୩ ରୁ ୧୦.୧୨
କାଳବେଳା - ପ୍ରାତଃ ୦୫.୧୬ ରୁ ୦୬.୫୫ ଓ ଦିବା ୦୪.୪୭ ରୁ ୦୬.୨୬
ବାରବେଳା- ଦିବା ୦୧.୨୯ ରୁ ୦୩.୦୮
କାଳରାତ୍ରି- ସନ୍ଧ୍ୟା ୦୬.୨୬ ରୁ ୦୭.୪୭ ଓ ରାତ୍ରି ୦୩.୫୫ ରୁ ୦୫.୧୬