Advertisment

Today Panchang 18th July 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ....

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୧୮ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ୮ମୀ ସନ୍ଧ୍ୟା ୦୫.୦୨ ଗତେ ୯ମୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର –  ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ– ନାସ୍ତି ।

author-image
Deepak Acharya
undefined

Panchang

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ। ଇଂରାଜୀ ୧୮ ତାରିଖ ଶୁକ୍ରବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି – ୮ମୀ ସନ୍ଧ୍ୟା ୦୫.୦୨ ଗତେ ୯ମୀ । ଘାତଚନ୍ଦ୍ର- ମେଷ ରାଶିର ଅହୋରାତ୍ର । ଘାତବାର –  ବିଛା,ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ– ନାସ୍ତି । 
ଶୁଭ ସମୟ –
ପ୍ରାତଃ – ୦୫.୨୧ ରୁ ୦୬.୧୩
ପ୍ରାତଃ – ୦୭.୦୫ ରୁ ୦୮.୩୬
ଦିବା – ୧୨.୧୮ ରୁ ୦୨.୫୫
ଦିବା – ୦୪.୪୦ ରୁ ୦୬.୨୪
ରାତ୍ରି – ୦୭.୫୨ ରୁ ୦୯.୦୮
ରାତ୍ରି – ୦୧.୪୨ ରୁ ୦୩.୫୩
ଅଶୁଭ ସମୟ - 
ରାହୁକାଳ - ଦିବା ୧୦.୧୪ ରୁ ୧୧.୫୨
କାଳବେଳା – ଦିବା ୧୦.୫୪ ରୁ ୧୧.୫୨
ବାରବେଳା- ଦିବା ୦୮.୩୬ ରୁ ୧୦.୧୪
କାଳରାତ୍ରି- ରାତ୍ରି ୦୯.୦୮ ରୁ ୧୦.୩୦

Advertisment
Astrology Panchang
Advertisment
Related Articles
Advertisment