Advertisment

ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ, ମାଛ ଧରୁଥିବା ବେଳେ ଚାଲିଗଲା ବାପ, ପୁଅଙ୍କ ଜୀବନ

ପ୍ରବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ରାତି ୭ଟା ଯାଏ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଅଦ୍ୟତନ ହୋଇଛି
Lightning Deaths In Odisha

5 killed in lighting strikes in several parts of Odisha

Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ପିପିଲି ଦାଣ୍ଡମୁକୁନ୍ଦପୁର ବାହାବଜାରେ ବଜ୍ରପାତରେ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ବଣାଇ ଘୋଷରା ଗାଁରେ ଚାଷ କାମ ବେଳେ ବଜ୍ରପାତରେ ନାବାଳିକା ମୃତ୍ୟୁ ହୋଇଛି।

Advertisment

ଆନନ୍ଦପୁର ହାଟଡିହିରେ ବିଲ କାମ ବେଳେ ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ ହୋଇଛି। ଚିଲିକା ମଝିରେ କଳିଯୁଗେଶ୍ୱର ପାହାଡ଼ ନିକଟରେ ବାପା, ପୁଅଙ୍କ ମୃତ୍ୟୁ ହୋଇଛି। ଡଙ୍ଗାରେ ମାଛ ଧରିବା ବେଳେ ବଜ୍ରପାତରେ ଉଭୟଙ୍କ ଜୀବନ ଚାଲିଯାଇଛି। 

ପ୍ରବଳ ବର୍ଷା ସହ ଘଡ଼ଘଡ଼ି ନେଇ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ରାତି ୭ଟା ଯାଏ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଖୋର୍ଦ୍ଧା ଜିଲ୍ଲା ସହ ଭୁବନେଶ୍ୱର କଟକ ଜିଲ୍ଲାକୁ  ଆଲର୍ଟ କରାଯାଇଛି। ସେହିପରି ଜଗତସିଂହପୁରଯାଜପୁରକେନ୍ଦ୍ରାପଡ଼ାବାଲେଶ୍ୱରକୁ ଆଲର୍ଟ କରାଯାଇଛି।

Advertisment
Lightning Death Lightening
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ