/odishatv-khabar/media/media_files/2025/12/29/unnao-rape-case-hearing-2025-12-29-10-00-31.jpg)
Unnao Rape Case Hearing Photograph: (OTV)
ଆଜି ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ ‘ଉନ୍ନାଓ’ ଦୁଷ୍କର୍ମ ମାମଲାର ଶୁଣାଣି। ସୁପ୍ରିମକୋର୍ଟର ସ୍ବତନ୍ତ୍ର ଛୁଟିକାଳୀନ ବେଞ୍ଚ୍ ଶୁଣାଣି କରିବେ। CJI ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କରିବେ ଶୁଣାଣି। ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଉତ୍ତରପ୍ରଦେଶ ‘ଉନ୍ନାଓ’ ଦୁଷ୍କର୍ମ ମାମଲାକୁ ନେଇ ଏବେ ଉଠୁଛି ପଡ଼ୁଛି ଦିଲ୍ଲୀଠୁ ସୋସିଆଲ୍ ମିଡିଆ।
ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ‘ଉନ୍ନାଓ’ ବିଧାୟକ କୁଲଦୀପ ସେନଗରଙ୍କୁ ଜାମିନ ମିଳିଛି। ଯାହାକୁ ବିରୋଧ କରିଥିଲେ ଖୋଦ୍ ପୀଡ଼ିତାଙ୍କ ସମେତ ଅନେକ ସମାଜସେବୀ। ଦିଲ୍ଲୀ ଇଣ୍ଡିଆ ଗେଟ୍ ସମ୍ମୁଖରେ ବି ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏହାକୁ ନେଇ ଚାରିଆଡ଼ୁ ବିରୋଧ ବି ହୋଇଥିଲା। ଏସବୁ ଭିତରେ ସୁପ୍ରିମକୋର୍ଟରେ ଆଜିର ଶୁଣାଣି ଉପରେ ସମସ୍ତଙ୍କର ନଜର ରହିଛି।
ସୁପ୍ରିମକୋର୍ଟରେ ‘ଉନ୍ନାଓ’ ଶୁଣାଣି
ଆଜି ବହୁଚର୍ଚ୍ଚିତ ‘ଉନ୍ନାଓ’ ଦୁଷ୍କର୍ମ ମାମଲାର ଶୁଣାଣି
ସୁପ୍ରିମକୋର୍ଟର ସ୍ବତନ୍ତ୍ର ଛୁଟିକାଳୀନ ବେଞ୍ଚ୍ ଶୁଣାଣି କରିବେ
CJI ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ
ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ
ମୁଖ୍ୟ ଅଭିଯୁକ୍ତ କୁଲଦୀପ ସେନଗରଙ୍କୁ ମିଳିଛି ଜାମିନ
ଦିଲ୍ଲୀ ହାଇକୋର୍ଟଙ୍କ ଜାମିନ ପରେ ବିରୋଧ, ଅସନ୍ତୋଷ ବଢ଼ିଛି
Russia-Ukraine War: ରୁଷ-ୟୁକ୍ରେନ ଯୁଦ୍ଧରେ ପଡ଼ିବ ଯବନିକା! ଜେଲେନସ୍କି-ଟ୍ରମ୍ପ ମିଳିତ ପ୍ରେସମିଟ୍

Shikharachandi Hill Reopens: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଖୋଲିଲା ଶିଖରଚଣ୍ଡୀ ପୀଠ

Samba Dashami: ଶାମ୍ବଦଶମୀ; ପୁରାଣର ଏକ ଦୁଷ୍ଟ ପୁଅର କଥା

Weekly Horoscope From 29th December 2025 To 4th January 2026: କେମିତି କଟିବ ଏହି ସପ୍ତାହ ? ଜାଣନ୍ତୁ ଆପଣଙ୍କର ରାଶିଫଳ...

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)