Advertisment

Protocol Controversy in West Bengal: ରାଷ୍ଟ୍ରପତିଙ୍କ ପ୍ରୋଟକଲ ଉଲ୍ଲଂଘନ, ପଶ୍ଚିମବଙ୍ଗ ସରକାରଙ୍କୁ ରିପୋର୍ଟ ତଲବ

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ପ୍ରୋଟକଲ ଉଲ୍ଲଂଘନ ଏବଂ ସ୍ଥାନ ପରିବର୍ତ୍ତନ ମାମଲାରେ କେନ୍ଦ୍ରର କଡ଼ା ଆଭୁମୁଖ୍ୟ। ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ରିପୋର୍ଟ ତଲବ।

author-image
Madhupriya Mistry
Mamata-Modi

Mamata-Modi Photograph: (OTV)

ପଶ୍ଚିମବଙ୍ଗରେ ରାଷ୍ଟ୍ରପତିଙ୍କ ପ୍ରୋଟକଲ ଉଲ୍ଲଂଘନ ଏବଂ ସ୍ଥାନ ପରିବର୍ତ୍ତନ ମାମଲାରେ କେନ୍ଦ୍ରର କଡ଼ା ଆଭୁମୁଖ୍ୟ। ପଶ୍ଚିମବଙ୍ଗ ସରକାରଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ରିପୋର୍ଟ ତଲବ। ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ କେନ୍ଦ୍ର ଗୃହ ସଚିବ ।

Advertisment

ଆଜି ସନ୍ଧ୍ୟା ୫ଟା ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବାକୁ କେନ୍ଦ୍ରର କଡ଼ା ନିର୍ଦ୍ଦେଶ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ବେଳେ ପ୍ରୋଟୋକଲରେ ତ୍ରୁଟି ଅଭିଯୋଗ ହୋଇଥିଲା । ଗତକାଲି ଦାର୍ଜିଲିଂ ଅନ୍ତର୍ଜାତୀୟ ସାନ୍ତାଳି ସମ୍ମିଳନୀ ସ୍ଥାନ ପରିବର୍ତ୍ତନ ନେଇ କ୍ଷୋଭ ପ୍ରକାଶ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Draupadi Murmu Protocol Controversy Westbengal President
Advertisment
Related Articles
Advertisment