/odishatv-khabar/media/media_files/2025/11/13/red-car-n-2025-11-13-08-53-53.jpg)
ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ସହ ଆଉ ଏକ ନାଲି ରଙ୍ଗର କାର ଲିଙ୍କ୍। ଘଟଣା ଦିନ ଆଉ କିଛି ସନ୍ଦିଗ୍ଧ ବ୍ୟବହାର କରିଥିବା ଏହି କାରଟି ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଏବେ ତାର ପତ୍ତା ମିଳିଛି। ଫରିଦାବାଦରୁ ଏହି ନାଲି ରଙ୍ଗର ଇକୋସ୍ପୋର୍ଟ କାରକୁ ଜବତ କରିଛି ଫରିଦାବାଦ ପୋଲିସ।
ଖଣ୍ଡୱାଲି ଗାଁ ପାଖରୁ କାରଟି ମିଳିବା ପରେ ଏନଆଇଏ ଟିମ୍ ଓ କେନ୍ଦ୍ରୀୟ ଫରେନସିକ୍ ଟିମ୍ ପହଞ୍ଚି କାରଟିକୁ ଯା଼ଂଚ କରିଛନ୍ତି। ଏହି କାରର ନମ୍ବର DL 10 CK 0458। ସନ୍ଦିଗ୍ଧ ଆତଙ୍କୀ ଡା. ଉମର ଉନ୍ ନାବି ନାଁରେ ଏହି କାରର ମାଲିକାନା ରହିଛି। ସେ ହିଁ ଦିଲ୍ଲୀ ବ୍ଲାଷ୍ଟର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି।
i20 କାରଟି ବିସ୍ଫୋରଣରେ ଉଡ଼ିଯିବା ପରେ ଲାଲ ରଙ୍ଗର କାରକୁ ଖୋଜା ଚାଲିଥିଲା। ସେହି କାରର ମଧ୍ୟ ବିସ୍ଫୋରକ ଥିବା ସନ୍ଦେହ କରାଯାଉଥିଲା। ଏଥିପାଇଁ 4 ରାଜ୍ୟର ପୋଲିସକୁ ଆଲର୍ଟ କରାଯାଇଥିଲା।...
ଲାଲକିଲ୍ଲା ବିସ୍ଫୋରଣ ସହ ଆଉ ଏକ ନାଲି ରଙ୍ଗର କାର ଲିଙ୍କ୍
ଘଟଣା ଦିନ ଆଉ କିଛି ସନ୍ଦିଗ୍ଧ ବସିଥିବା ଏହି କାରଟି ଜବତ
ଫରିଦାବାଦରୁ କାରକୁ ଜବତ କଲା ଫରିଦାବାଦ ପୋଲିସ
ଡା. ଉମର ଉନ୍ ନାବି ନାଁରେ ରହିଛି ଇକୋ ସ୍ପୋର୍ଟ୍ସ କାର
କାରକୁ ଯା଼ଂଚ୍ କଲା NIA ଓ ଫୋରେନସିକ୍ ଟିମ୍
Odisha To Host: ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା T-20କୁ ତ୍ରୁଟିଶୂନ୍ୟ କରିବାକୁ ଫୋକସ୍ , ଓସିଏ ଓ ରାଜ୍ୟ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

Tahsildars Granted: ଏଣିକି ସହଜ ଜମି ପଟ୍ଟା ସଂଶୋଧନ, ତହସିଲଦାରଙ୍କୁ ପୁରୁଣା କବଲା ସଂଶୋଧନ କ୍ଷମତା

Pharma Factory: ଗୁଜରାଟର ଏକ ଔଷଧ ଫ୍ୟାକ୍ଟ୍ରିରେ ବଡ଼ ଅଘଟଣ , ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ...୨୦ରୁ ଊର୍ଦ୍ଧ୍ବ ଆହତ

Topper to Traitor: ମହିଳା ଡାକ୍ତର ସାହିନୀ ଚଳାଉଥିଲା ସ୍ବତନ୍ତ୍ର ଲେଡି ୱିଙ୍ଗ୍ , ୫ ଜଣ ଡାକ୍ତର ମିଶି ଚଳାଇଥିଲେ ଆତଙ୍କୀ ନେଟୱର୍କ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)