/odishatv-khabar/media/media_files/2025/12/14/mamata-apologizes-2025-12-14-09-58-48.jpg)
Mamata-apologizes Photograph: (OTV)
କ୍ଷମାମାଗିଲେପଶ୍ଚିମବଙ୍ଗମୁଖ୍ୟମନ୍ତ୍ରୀ।ଜନତାଙ୍କନିକଟରେମୁଣ୍ଡନୁଆଁଲେମମତା।ଫ୍ୟାନ୍ସରରାଗଆଗରେମମତାଚୁପ୍।ଆଜି କୋଲକାତାକୁ ଫୁଟବଲ୍ ସୁପରଷ୍ଟାର୍ ଲିଓନାଲ୍ ମେସି ଆସିଥିଲେ ।ସଲ୍ଟ ଲେକ୍ ଷ୍ଟାଡିୟମରେ ଆୟୋଜିତ ହୋଇଥିଲା ସୋ’ ।ସୋ’ରେ ଫ୍ୟାନ୍ ମେସିଙ୍କୁ ଦେଖିପାରିନଥିଲେ ।ତେଣୁଫ୍ୟାନ୍ସମାନେରାଗିଯାଇ ବୋତଲ ମାଡ଼ କରିବା ସହ ଷ୍ଟାଡିୟମ୍ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ।ଯାହାଫଳରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଧାବାଟରୁଫେରିଥିଲେ।ଆଉ ଅବ୍ୟବସ୍ଥାର ତଦନ୍ତ ପାଇଁଟିମ୍ ଗଠନ କରିବାସହିତଫ୍ୟାନ୍ସଓସାଧାରଣଲୋକଙ୍କନିକଟରେକ୍ଷମାପ୍ରାର୍ଥନାକରିଛନ୍ତି ।
ମମତାଟ୍ବିଟ୍କରିଲେଖିଛନ୍ତି, ସଲ୍ଟ ଲେକ୍ ଷ୍ଟାଡିୟମରେ ଭୁଲ ପରିଚାଳନା ପାଇଁ ମୁଁ ଗଭୀର ଭାବେ ମର୍ମାହତ । ହଜାର ହଜାର କ୍ରୀଡା ପ୍ରେମୀ ଏବଂ ପ୍ରଶଂସକଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଁ ଷ୍ଟାଡିୟମକୁ ଯାଉଥିଲି । ହେଲେପ୍ରଶଂସକମାନେ ପ୍ରିୟ ଫୁଟବଲ୍ ଖେଳାଳି ମେସିଙ୍କ ଏକ ଝଲକ ଦେଖିବାକୁ ଏକାଠି ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟଜନକ ଏପରିଘଟଣାଘଟିଗଲା।ଏଥି ପାଇଁ ଲିଓନେଲ୍ ମେସିଙ୍କ ସହିତ ତାଙ୍କପ୍ରଶଂସକଓ ସମସ୍ତ କ୍ରୀଡା ପ୍ରେମୀଙ୍କ ନିକଟରେ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି ବୋଲିମମତାଟ୍ବିଟ୍କରିଛନ୍ତି।
କିଏ ୫ ହଜାର, ତ କିଏ ୧୦ ହଜାର ଆଉ ପୁଣି କିଏ ୩୦ ହଜାର ଟିକେଟ୍ ଦେଇ ପହଞ୍ଚିଥିଲେ ଷ୍ଟାଡିୟମରେ।ମେସିଙ୍କ ଗୋଟିଏ ଝଲକ ପାଇଁ ବେଙ୍ଗଲୁରୁ, କୋଲକାତାରୁ ଲୋକେ ଆସିଥିଲେ ।ହେଲେ ମେସିଙ୍କୁ ଦେଖିବାକୁ ସୁଯୋଗ ନପାଇବାରୁଆରମ୍ଭହୋଇଥିଲାପ୍ରବଳହଙ୍ଗାମା।
Student Death Row: କିଟ୍ ପରେ ଛାତ୍ର ମୃତ୍ୟୁକୁ ନେଇ ଅଡୁଆରେ କିସ୍, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Football Frenzy Turns Violent: ଫୁଟବଲ୍ ଲିଜେଣ୍ଡ ମେସୀଙ୍କ ପାଇଁ ମହାଭାରତ, କୋଲକାତା ସଲ୍ଟ ଲେକ୍ ଷ୍ଟାଡିୟମ୍ ପାଲଟିଲା ରଣକ୍ଷେତ୍ର

MLA Salary Hike Sparks Outrage: ବିଧାୟକଙ୍କ ଦରମା ବୃଦ୍ଧି ପରେ ସାଧାରଣରେ ବଢୁଛି ଅସନ୍ତୋଷ, ବରଗଡ଼ରେ ମିଠା ବାଣ୍ଟି ପ୍ରତୀକାତ୍ମକ ବିରୋଧ କଲେ ଚାଷୀ

Crackdown Begins: ହୁକ୍କା ବାର୍ ହରର୍ ପରେ ଆକ୍ସନ, ନୋ ଲିମିଟରେ ବେଆଇନ ବାର ଚାଲୁଥିବା ନେଇ ତଦନ୍ତ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)