/odishatv-khabar/media/media_files/2025/12/06/indian-railway-2025-12-06-12-54-02.jpg)
Indian Railway Photograph: (OTV)
ଇଣ୍ଡିଗୋ ବିମାନ ସଙ୍କଟ ଭିତରେ କମାଣ ସମ୍ଭାଳିଲା ଭାରତୀୟ ରେଲୱେ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସ୍ପେଶାଲ ଟ୍ରେନ୍ ଚଲାଇବାକୁ ଘୋଷଣା କରିଛି । ବିଭିନ୍ନ ରୁଟରେ ଅତିରିକ୍ତ କୋଚ୍ ବୃଦ୍ଧି ସହ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇ ଦେବ ଭାରତୀୟ ରେଲୱେ । ୩୭ଟି ଟ୍ରେନରେ ଅତିରିକ୍ତ ୧୧୬ କୋଚକୁ ବଢାଯାଇଛି ।
ଅହମ୍ମଦାବାଦ-ଦିଲ୍ଲୀ ରୁଟରେ ଯାତ୍ରୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଶ୍ଚିମ ରେଳବାଇ ତୁରନ୍ତ ପ୍ରଭାବରେ ସାବରମତୀରୁ ଦିଲ୍ଲୀ ପର୍ଯ୍ୟନ୍ତ 'ଟ୍ରେନ୍ ଅନ୍ ଡିମାଣ୍ଡ' ପାଇଁ ସାବରମତୀରୁ ଦିଲ୍ଲୀକୁ ସୁପରଫାଷ୍ଟ ସ୍ପେଶାଲ ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି।
• ଯାତ୍ରୀଙ୍କ ସୁବିଧା ପାଇଁ ରେଲୱେର ପଦକ୍ଷେପ
• ଇଣ୍ଡିଗୋ ସଙ୍କଟ ଭିତରେ କମାଣ ସମ୍ଭାଳିଲା ଭାରତୀୟ ରେଲୱେ
• ଯାତ୍ରୀଙ୍କ ସୁବିଧାକୁ ଦେଖି ସ୍ପେଶାଲ ଟ୍ରେନ୍ ଚଲାଇବାକୁ ଘୋଷଣା
• ବିଭିନ୍ନ ରୁଟରେ ଅତିରିକ୍ତ କୋଚ୍ ବୃଦ୍ଧି ସହ ସ୍ୱତନ୍ତ୍ର ଟ୍ରେନ୍ ଚାଲିବ
• ୩୭ଟି ଟ୍ରେନରେ ଅତିରିକ୍ତ ୧୧୬ କୋଚକୁ ବଢାଯାଇଛି
• ସାବରମତୀ ଓ ଦିଲ୍ଲୀ ମଧ୍ୟରେ ଚାଲିବ ସୁପରଫାଷ୍ଟ ସ୍ପେଶାଲ ଟ୍ରେନ୍
IndiGo Passengers Reaches Supreme Court: ପଞ୍ଚମ ଦିନରେ ଇଣ୍ଡିଗୋ ଅଚଳାବସ୍ଥା: ବିମାନ ବନ୍ଦ ଯୋଗୁଁ ଯାତ୍ରୀଙ୍କ କ୍ଷତି ପାଇଁ ସୁପ୍ରିମକୋର୍ଟରେ ପିଟିସନ୍

Fake PhonePe Scam Exposed: ବଜାରରେ ବୁଲୁଛି ନକଲି ଫୋନ ପେ ଆପ୍, ବ୍ୟବସାୟୀ ସାବଧାନ

Black-Headed Caterpillar: ଘରୁ ବାହାର କରି ଦେଉ ନାହାନ୍ତି କାଳୀମୁଣ୍ଡି ପୋକ

Public Execution: ୧୩ ବର୍ଷର ବାଳକ ଦେଲା ସାର୍ବଜନୀନ ମୃତ୍ୟୁଦଣ୍ଡ, ଦେଖିବାକୁ ୮୦ ହଜାର ଲୋକଙ୍କ ଭିଡ଼

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)