/odishatv-khabar/media/media_files/2025/12/21/train-ticket-price-increased-2025-12-21-13-23-47.jpg)
Train Ticket Price Increased Photograph: (OTV)
ବଢ଼ିଲା ଟ୍ରେନ୍ ଭଡ଼ା। ସାଧାରଣ ବର୍ଗରେ ୨୧୫ କିମିରୁ ଅଧିକ ଯାତ୍ରା ପାଇଁ କିମି ପିଛା ୧ ପଇସା ବୃଦ୍ଧି କରାଯାଇଛି। ମେଲ୍/ଏକ୍ସପ୍ରେସ୍ ନନ୍ ଏସି ପାଇଁ କିମି ପିଛା ୨ ପଇସା, AC ଯାତ୍ରା ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି। ସେହିଭଳି ନନ୍ ଏସିରେ ୫୦୦ କିମି ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ।
ଏହାଦ୍ବାରା ଚଳିତ ବର୍ଷ ୬୦୦ କୋଟି ଟଙ୍କାର ଆୟ କରିବ ରେଲୱେ। ତେବେ ଲୋକାଲ ଟ୍ରେନ୍ ଓ ମାସିକିଆ ଟିକେଟରେ କୌଣସି ବୃଦ୍ଧି ନାହିଁ। ଏହି ନୂଆ ଦର ଆସନ୍ତା ୨୬ ତାରିଖରୁ ଲାଗୁ ହେବ।
• ବଢ଼ିଲା ଟ୍ରେନ୍ ଭଡ଼ା
• ଆସନ୍ତା ୨୬ ତାରିଖରୁ ଲାଗୁ ହେବ
• ସାଧାରଣ ବର୍ଗରେ ୨୧୫ କିମିରୁ ଅଧିକ ଯାତ୍ରା ପାଇଁ କିମି ପିଛା ୧ ପଇସା ବୃଦ୍ଧି
• ମେଲ୍/ଏକ୍ସପ୍ରେସ୍ ନନ୍ ଏସି ପାଇଁ କିମି ପିଛା ୨ ପଇସା ବୃଦ୍ଧି
• AC ଯାତ୍ରା ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି
• ନନ୍ ଏସିରେ ୫୦୦ କିମି ଯାତ୍ରା ପାଇଁ ଅଧିକ ୧୦ ଟଙ୍କା ଦେବାକୁ ପଡ଼ିବ
• ଏହାଦ୍ବାରା ଚଳିତ ବର୍ଷ ୬୦୦ କୋଟି ଟଙ୍କାର ଆୟ କରିବ ରେଲୱେ
• ଲୋକାଲ ଟ୍ରେନ୍ ଓ ମାସିକିଆ ଟିକେଟ (MST)ରେ କୌଣସି ବୃଦ୍ଧି ନାହିଁ
Gaganyaan Boost: ଆଉପାଦେ ଆଗେଇଲା ମିଶନ୍ ଗଗନଯାନ ଅଭିଯାନ, ଡ୍ରୋଗ୍ ପାରାଚ୍ୟୁଟ୍ ପରୀକ୍ଷଣ

Fake Paneer Factory Busted: ଖାଦ୍ୟ ନାଁରେ ବିଷ, ୪୫୦ କେଜି ନକଲି ପନିର ଜବତ, ଫ୍ୟାକ୍ଟିର ଲାଇସେନ୍ସ ବାତିଲ୍

Gunmen Open Fire: ଆଖିବୁଜା ଗୁଳିମାଡ଼ରେ ୧୦ ମୃତ, ଆଉ ୧୦ ଗୁରୁତର

Minor Allegedly Gang-Raped: ରାଜଧାନୀରେ ଅମାନବୀୟ ଘଟଣା, ପୁଣି ନାବାଳିକାଙ୍କୁ ଗଣଦୁଷ୍କର୍ମ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)