Advertisment

India Advises Against Venezuela Trips: ଭାରତୀୟଙ୍କୁ ଭେନେଜୁଏଲା ଯିବାକୁ ବାରଣ କଲା MEA, ଜରୁରୀକାଳୀନ ନମ୍ବର ଜାରି

ଭାରତୀୟଙ୍କୁ ଭେନେଜୁଏଲା ଯିବାକୁ ବାରଣ କଲା MEA। ଏବେ ଭେନେଜୁଏଲା ନଯିବାକୁ ଭାରତୀୟଙ୍କୁ ପରାମର୍ଶ। ଭେନେଜୁଏଲାରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି।

author-image
Chinmayee Sahoo
VENEZUELA

VENEZUELA Photograph: (OTV)

ଭେନେଜୁଏଲା ଯିବାକୁ ଭାରତୀୟଙ୍କୁ ବାରଣ କଲା ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି, ଭେନେଜୁଏଲା ନଯିବାକୁ ପରାମର୍ଶ ଦେଇଛି MEA । ଯେଉଁ ଭାରତୀୟମାନେ ଭେନେଜୁଏଲାରେ ରହିଛନ୍ତି ସମସ୍ତଙ୍କୁ ସତର୍କ ରହିବାକୁ କୁହାଯାଇଛି। 

Advertisment

ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବାକୁ ଦିଆଯାଇଛି ପରାମର୍ଶ । ସହଯୋଗ ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ତରଫରୁ ଇମେଲ୍ ଓ ଜରୁରୀକାଳୀନ ନମ୍ବର ଜାରି କରାଯାଇଛି ।

ଭେନେଜୁଏଲା ଯାଅନି: ଭାରତ
ଭାରତୀୟଙ୍କୁ ଭେନେଜୁଏଲା ଯିବାକୁ ବାରଣ କଲା MEA 
ଏବେ ଭେନେଜୁଏଲା ନଯିବାକୁ ଭାରତୀୟଙ୍କୁ ପରାମର୍ଶ
ଭେନେଜୁଏଲାରେ ରହୁଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି
ଅତ୍ୟଧିକ ସତର୍କ ରହିବାକୁ ଭାରତୀୟଙ୍କୁ ପରାମର୍ଶ 
ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବାକୁ ପରାମର୍ଶ

Advertisment
Ministry Of External Affairs India Venezuela
Advertisment
Related Articles
Advertisment