/odishatv-khabar/media/post_attachments/uploadimage/library/16_9/16_9_0/Panchang_1724638603.jpg)
ସୈାର ଧନୁ ମାସ ମାଘ କୃଷ୍ଣପକ୍ଷ। ଇଂରାଜୀ ୦୪ ତାରିଖ ରବିବାର। ଚନ୍ଦ୍ର – ମିଥୁନ ଦିବା ୦୯.୪୩ ଗତେ କର୍କଟ। ତିଥି - ପ୍ରତିପଦ ଦିବା ୧୨.୩୦ ଗତେ ୨ୟା। ଘାତଚନ୍ଦ୍ର - କନ୍ୟା ରାଶିର ଦିବା ୦୯.୪୩ ପର୍ଯ୍ୟନ୍ତ। ଘାତବାର – ମେଷ ରାଶିର। ପୁଷ୍କର ଦୋଷ – ୨ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ଦିବା ୧୨.୩୦ ଗତେ ୩ପାଦ-କୃଷି,ପଶୁ ଓ ବଂଶହାନି-ଭୂମି,ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୩.୧୧ ଗତେ ୨ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ
ଶୁଭ ସମୟ-
ପ୍ରାତଃ – ୦୭.୦୯ ରୁ ୦୯.୧୯
ଦିବା – ୦୧.୧୨ ରୁ ୦୩.୦୬
ଦିବା – ୦୩.୫୦ ରୁ ୦୩.୫୫
ରାତ୍ରି – ୦୭.୫୪ ରୁ ୦୯.୪୦
ରାତ୍ରି – ୧୨.୧୭ ରୁ ୦୧.୩୦
ରାତ୍ରି – ୦୩.୦୯ ରୁ ୦୬.୨୬
ଅଶୁଭ ସମୟ -
ରାହୁକାଳ - ଦିବା ୦୩.୫୫ ରୁ ୦୫.୧୬
କାଳବେଳା - ଦିବା ୧୧.୫୧ ରୁ ୦୧.୧୨
ବାରବେଳା - ଦିବା ୧୦.୩୦ ରୁ ୧୧.୫୧
କାଳରାତ୍ରି – ରାତ୍ରି ୦୧.୩୦ ରୁ ୦୩.୦୯
Advertisment
Advertisment



Related Articles
OMC Achieves Robust Growth: ଲୁହା ପଥର ଉତ୍ପାଦନରେ ଓଏମସି ନୂତନ ସର୍ବକାଳୀନ ରେକର୍ଡ ଦିଗରେ ଅଗ୍ରସର
POSTED

Government Medicines Burnt: କାମରେ ଆସୁନି ସରକାରୀ ଔଷଧ; ନିଆଁ ଲଗାଇ ପୋଡାଯାଉଛି
POSTED

Relief for OAS Candidates: ଓଏଏସ୍ ପରୀକ୍ଷା ଆଶାୟୀଙ୍କ ବଢ଼ିଲା ଆଶା, ବିଜ୍ଞପ୍ତିରେ କେଁ ପରେ ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ
POSTED

Air Pollution Crisis: ବାୟୁ ପ୍ରଦୂଷଣରେ ଦେଶରେ ତାଳଚେର ସହର ଏକ ନମ୍ବର, ଲାଗୁ ହେଲା କଟକଣା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)