/odishatv-khabar/media/media_files/2026/02/04/suicide-2026-02-04-11-30-07.jpg)
Suicide Photograph: (OTV)
ଉତ୍ତରପ୍ରଦେଶ ଗାଜିଆବାଦରୁ ଛାତିକୁ ଦୋହଲାଇ ଦେବାଭଳି ଏକ ଖବର ସାମ୍ନାକୁ ଆସିଛି। ଯେଉଁଠି ୩ ଜଣ ନାବାଳିକା ଭଉଣୀ ବିଲ୍ଡିଂର ନବମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆଉ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ୩ ଭଉଣୀ ଅନଲାଇନ ଗେମ୍ ନିଶାରେ ପଡିଯାଇଥିଲେ। ଆଉ ଘର ଲୋକ ଗେମ୍ ଖେଳିବାକୁ ମନା କରିବାରୁ ଏଭଳି ଚରମ ନିଷ୍ପତି ନେଇଛନ୍ତି। ୩ ଜଣଙ୍କର ବୟସ ୧୬, ୧୪ ଏବଂ ୧୨ ବର୍ଷ ହେବ ବୋଲି କୁହାଯାଉଛି।
Advertisment
ପୋଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପରିବାର ଲୋକଙ୍କ କହିବା କଥା, କରୋନା ସମୟରୁ ୩ ଭଉଣୀ ଅନଲାଇନ ଗେମ୍ ଖେଳୁଥିଲେ। ଗେମରେ ଏତେ ମଜିଯାଉଥିଲେ ଯେ ନିୟମିତ ଭାବେ ସ୍କୁଲ ମଧ୍ୟ ଯାଉନଥିଲେ। ଘର ଲୋକେ ଗେମ୍ ଖେଳକୁ ବିରୋଧ କରିବାରୁ, ମଙ୍ଗଳବାର ରାତି ପାଖିପାଖି ୨ଟା ସମୟରେ ୩ ଜଣ ଭଉଣୀ ଏକା ସାଙ୍ଗେ ବିଲ୍ଡିଂର ନବମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
Advertisment



Related Articles
Major Ganja Haul Seized: ଉପରେ ଫୁଲକୋବି ଭିତରେ ଗଞ୍ଜେଇ, ମାଡି ବସିଲା NCB
POSTED

Missing Student Found Dead: ଚାଞ୍ଚଲ୍ୟ! ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ମାରିଲା କିଏ? ପରିତ୍ୟକ୍ତ କୂଅରୁ ମିଳିଲା ମୃତଦେହ
POSTED

Jaishankar Meets Rubio: ମାର୍କୋ ରୁବିଓଙ୍କୁ ଭେଟିଲେ ଜୟଶଙ୍କର; ବାଣିଜ୍ୟ, ଶକ୍ତି, ପରମାଣୁ ପ୍ରସଙ୍ଗରେ ଆଲୋଚନା
POSTED

Iran–US Tensions Spike: ଆରବ ସାଗରରେ ବଡ଼ ହଲଚଲ... ଇରାନ୍ ଡ୍ରୋନ୍ ଖସାଇଲା ଆମେରିକା
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)