/odishatv-khabar/media/media_files/2026/02/01/budget-2026-2026-02-01-08-24-28.jpg)
Budget 2026 Photograph: (OTV)
ବଜେଟରେ ଫୋକସରେ ରହିବ AI, ଡିଜିଟାଲ୍ ଭିତ୍ତିଭୂମି। ଷ୍ଟାର୍ଟଅପଙ୍କୁ ପିକଅପ୍ ଦେବାକୁ ବଡ଼ ଘୋଷଣା ହୋଇପାରେ। ସେହିପରି ସରକାରଙ୍କ ଫୋକସ ଏରିଆରେ ସବୁଠୁ ଆଗରେ ରହିବ ନିବେଶ ବୃଦ୍ଧି। ମହିଳାଙ୍କୁ ଉଦ୍ୟୋଗୀ କରିବା, ଯୁବଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ସହ ଚାଷ ଓ ଚାଷୀଙ୍କୁ ପ୍ୟାକେଜ୍ ନେଇ ବଡ଼ ଘୋଷଣା ହୋଇପାରେ।
Advertisment
ରୋଜଗାର ଓ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ କଣ ପଦକ୍ଷେପ ଘୋଷଣା ହେବ ତାଉପରେ ନଜର ରହିବ। ଏହାବ୍ୟତୀତ କେନ୍ଦ୍ର ସରକାରଙ୍କ ଫୋକସରେ ରହିବ MSME ସେକ୍ଟର। କ୍ଷୁଦ୍ର, ମଧ୍ୟମ ଓ ଲଘୁ ଶିଳ୍ପକୁ ପ୍ରୋତ୍ସାହନ ନେଇ କିଛି ଘୋଷଣା କରିପାରନ୍ତି ନିର୍ମଳା ସୀତାରମଣ।
ସେହିପରି ଫାର୍ମା ଓ ହେଲଥ୍ ଇନଫ୍ରାଷ୍ଟ୍ରକଚରକୁ ଅଧିକ ସୁଦୃଢ଼ କରିବା ସହ ଗ୍ରାମୀଣ ବିକାଶ ଦିଗରେ ବଜେଟରେ ଅନେକ ପଦକ୍ଷେପ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର।
Advertisment



Related Articles
Budget 2026: ଆଜି ଖୋଲିବ ବଜେଟ୍ ପେଡ଼ି, ୫୩ ଲକ୍ଷ କୋଟି ଛୁଇଁପାରେ ବଜେଟ ଆକାର
POSTED

Daily Horoscope 1st February 2026: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ
POSTED

Today Panchang 1st February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...
POSTED

Budget 2026: ଫେବୃଆରୀରେ କାହିଁକି ବଜେଟ୍; ଆପଣ କିପରି ବଜେଟ୍ର ଫାଇଦା ନେବେ ଜାଣନ୍ତୁ…
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)