Advertisment

Today Panchang 1st February 2026: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ  ତାରିଖ ୦୧ ରବିବାର। ଚନ୍ଦ୍ର – କର୍କଟ ଅହୋରାତ୍ର। ତିଥି – ପୂର୍ଣ୍ଣିମା ରାତ୍ରି ୦୩.୩୯ ଗତେ ପ୍ରତିପଦ। ଘାତଚନ୍ଦ୍ର – ନାସ୍ତି।

author-image
Deepak Acharya
Panchang Today 28th August 2024

ସୈାର ମକର ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ  ତାରିଖ ୦୧ ରବିବାର। ଚନ୍ଦ୍ର – କର୍କଟ ଅହୋରାତ୍ର। ତିଥି – ପୂର୍ଣ୍ଣିମା ରାତ୍ରି ୦୩.୩୯ ଗତେ ପ୍ରତିପଦ। ଘାତଚନ୍ଦ୍ର – ନାସ୍ତି। ଘାତବାର- ମେଷ ରାଶିର। ପୁଷ୍କର ଦୋଷ – ୧ପାଦ-କୃଷିିହାନି-ଭୂମିଦାନ।
ଶୁଭ ସମୟ-
ପ୍ରାତଃ – ୦୬.୨୫ ରୁ ୧୦.୦୮
ଦିବା – ୦୧.୨୩ ରୁ ୦୧.୫୧
ସନ୍ଧ୍ୟା – ୦୬.୨୬ ରୁ ୦୯.୦୦
ରାତ୍ରି – ୧୨.୨୫ ରୁ ୦୧.୩୬
ରାତ୍ରି – ୦୩.୧୨ ରୁ ୦୩.୫୧
ଅଶୁଭ ସମୟ-
ରାହୁକାଳ - ଦିବା ୦୪.୧୧ ରୁ ୦୫.୩୪
କାଳବେଳା - ଦିବା ୧୨.୦୦ ରୁ ୦୧.୨୩
ବାରବେଳା- ଦିବା ୧୦.୩୬ ରୁ ୧୨.୦୦
କାଳରାତ୍ରି – ରାତ୍ରି ୦୧.୩୬ ରୁ ୦୩.୧୨

Advertisment
Panchang
Advertisment
Related Articles
Advertisment