/odishatv-khabar/media/media_files/2025/11/30/blo-honorarium-2025-11-30-08-34-56.jpg)
BLO Honorarium Photograph: (OTV)
ଡବଲ୍ ହେଲା BLOଙ୍କ ପାରିଶ୍ରମିକ। ପାରିଶ୍ରମିକକୁ ଦୁଇଗୁଣା ବୃଦ୍ଧି କଲେ ନିର୍ବାଚନ କମିଶନ । BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଭୋଟର ତାଲିକା ଅପଡେଟ୍ ପାଇଁ ମିଳିବ ଅତିରିକ୍ତ ଦୁଇ ହଜାର ଟଙ୍କା। ପୂର୍ବରୁ ଏଥିପାଇଁ ହଜାରେ ଟଙ୍କା ପ୍ରଦାନ କରାଯାଉଥିଲା।
BLO ସୁପରଭାଇଜରଙ୍କୁ ଏଣିକି ୧୨ ହଜାର ବଦଳରେ ମିଳିବ ୧୮ ହଜାର ଟଙ୍କା । ERO ବା ଭୋଟର ତାଲିକା ପଞ୍ଜିକରଣ ଅଧିକାରୀ ଏବଂ AEROଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ପୂର୍ବରୁ ଏମାନଙ୍କୁ କୌଣସି ପାରିଶ୍ରମିକ ମିଳୁନଥିଲା । ୨୦୧୫ ପରେ ପାରିଶ୍ରମିକରେ ସଂଶୋଧନ କରିଛନ୍ତି ନିର୍ବାଚନ କମିଶନ।
• ବଢିଲା BLOଙ୍କ ପାରିଶ୍ରମିକ
• ଡବଲ୍ ହେଲା BLOଙ୍କ ପାରିଶ୍ରମିକ
• ଦୁଇଗୁଣା ପାରିଶ୍ରମିକ ବଢାଇଲେ ନିର୍ବାଚନ କମିଶନ
• BLOଙ୍କ ପାରିଶ୍ରମିକ ୬ ହଜାରରୁ ୧୨ ହଜାର ଟଙ୍କାକୁ ବୃଦ୍ଧି
• ଭୋଟର ତାଲିକା ଅପଡେଟ୍ ପାଇଁ ଅତିରିକ୍ତ ଦୁଇ ହଜାର ଟଙ୍କା
• BLO ସୁପରଭାଇଜରଙ୍କୁ ୧୨ ହଜାର ବଦଳରେ ମିଳିବ ୧୮ ହଜାର ଟଙ୍କା
• AERO ଏବଂ EROଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ପାରିଶ୍ରମିକ
• ୨୦୧୫ ପରେ ପାରିଶ୍ରମିକରେ ସଂଶୋଧନ କଲେ ନିର୍ବାଚନ କମିଶନ
Ditwah edges closer to India: ଶ୍ରୀଲଙ୍କାରେ ପ୍ରଳୟ ରଚି ଭାରତ ମୁହାଁ ସାମୁଦ୍ରିକ ଝଡ଼, ୩ ରାଜ୍ୟରେ ରେଡ୍ ଆଲର୍ଟ

Daily Horoscope 30th November 2025: ଆଜି ଏହି ରାଶିରେ ହେବ ବଡ଼ ପରିବର୍ତ୍ତନ, ମିଳିପାରେ ଶୁଭ ଖବର; ଜାଣନ୍ତୁ ଆପଣଙ୍କ ରାଶିଫଳ

Today Panchang 30th November 2025: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ ଶୁଭ-ଅଶୁଭ ସମୟ...

Celebrating Excellence: ଶ୍ରେଷ୍ଠଙ୍କୁ ଓଟିଭିର ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫, ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ ୯ଟି ବର୍ଗରେ ମିଳିଲା ଓସିଏ ଆୱାର୍ଡ

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)