/odishatv-khabar/media/post_attachments/uploadimage/library/16_9/16_9_0/Panchang_1740452604.jpg)
ସୈାର ବିଛା ମାସ ମାର୍ଗଶୀର ଶୁକ୍ଳପକ୍ଷ । ଇଂରାଜୀ ୩୦ ତାରିଖ ରବିବାର । ଚନ୍ଦ୍ର – ମୀନ ଅହୋରାତ୍ର । ତିଥି – ୧୦ମୀ ରାତ୍ରି ୦୯.୨୯ ଗତେ ୧୧ଶୀ । ଘାତଚନ୍ଦ୍ର - ଧନୁ ରାଶିର ଅହୋରାତ୍ର । ଘାତବାର – ମେଷ ରାଶିର । ପୁଷ୍କର ଦୋଷ – ୧ପାଦ-କୃଷିହାନି-ଭୂମିଦାନ ।
ଶୁଭ ସମୟ-
ପ୍ରାତଃ – ୦୬.୫୧ ରୁ ୦୯.୦୨
ଦିବା – ୧୨.୫୭ ରୁ ୦୨.୫୧
ଦିବା – ୦୩.୩୫ ରୁ ୦୩.୪୦
ଋାତ୍ରି – ୦୭.୩୯ ରୁ ୦୯.୨୪
ଋାତ୍ରି – ୧୨.୦୧ ରୁ ୦୧.୧୩
ରାତ୍ରି – ୦୨.୫୨ ରୁ ୦୬.୦୮
ଅଶୁଭ ସମୟ -
ରାହୁକାଳ - ଦିବା ୦୩.୪୦ ରୁ ୦୫.୦୨
କାଳବେଳା - ଦିବା ୧୧.୩୫ ରୁ ୧୨.୫୭
ବାରବେଳା - ଦିବା ୧୦.୧୩ ରୁ ୧୧.୩୫
କାଳରାତ୍ରି – ରାତ୍ରି ୦୧.୧୩ ରୁ ୦୨.୫୨
Advertisment
Advertisment



Related Articles
Celebrating Excellence: ଶ୍ରେଷ୍ଠଙ୍କୁ ଓଟିଭିର ଓଡ଼ିଶା ସିଟିଜେନ୍ସ ଆୱାର୍ଡ-୨୦୨୫, ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ ୯ଟି ବର୍ଗରେ ମିଳିଲା ଓସିଏ ଆୱାର୍ଡ
POSTED

Air Travel Scare: ବିମାନ ସେବାରେ ବଡ଼ ସଙ୍କଟ, ୬ ହଜାରରୁ ଅଧିକ ବିମାନରେ ଯାନ୍ତ୍ରିକ ତ୍ରୁଟି
POSTED

Family Files No Complaint After Death: ହ୍ୟୁମାନ ମୃତ୍ୟୁ ପରେ ପରିବାର ତରଫରୁ ଗୋଟିଏ ବି ଏତଲା ହୋଇନି, ମୁହଁ ଖୋଲୁନାହାନ୍ତି ମ୍ୟାନେଜର ପପୁ ଓ ପ୍ରଶାନ୍ତ
POSTED

Love vs Law: କୋଟିଏ ଟଙ୍କା ପାଖରେ ଅମର-ସେଜଲ୍ ଲଭ୍ ଷ୍ଟୋରୀ, ବିବାହ ପାଇଁ ଅମରକୁ ହୋଇନି ବୟସ
POSTED

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)