• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ବିଶ୍ୱର ୧୦ ଶକ୍ତିଶାଳୀ ଦେଶ ଭିତରେ ଭାରତ କେଉଁଠି
Most Powerful Countries: ବିଶ୍ୱର ୧୦ ଶକ୍ତିଶାଳୀ ଦେଶ : ପ୍ରଥମ ସ୍ଥାନରେ କିଏ, ତାଲିକାରେ ଭାରତ କେଉଁଠି ?

ଟେକ୍ନୋଲୋଜି, ଉତ୍ପାଦନ ଏବଂ ନବସୃଜନ କ୍ଷେତ୍ରରେ ଜାପାନ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ଦେଶ । ଛୋଟ ଆକାର ସତ୍ତ୍ୱେ ଶ୍ରେଷ୍ଠ ୧୦ରେ ସ୍ଥାନ ସୁରକ୍ଷିତ କରେ । ଶକ୍ତିଶାଳୀ ଅର୍ଥନୀତି ପାଇଁ ଜଣାଶୁଣା ଜାପାନ ବିଶ୍ୱ ବାଣିଜ୍ୟରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ଏବଂ ବୈଷୟିକ ପ୍ରଗତିରେ ଆଗେଇଥାଏ ।

suicide
Suicide Attempt: ପ୍ରେମିକାଙ୍କ ସହ ବିଷ ପିଇଲେ କ୍ରିକେଟର୍ ପନ୍ତଙ୍କୁ ବଞ୍ଚାଇଥିବା ଯୁବକ

ରଜତ ଓ ମନୁ ପରସ୍ପରକୁ ପ୍ରେମ କରୁଥିଲେ । ମାତ୍ର ଜାତି ଅଲଗା ହୋଇଥିବାରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକ ବିରୋଧ କରିଥିଲେ। ଅନ୍ୟତ୍ର ବିବାହ କରିବାକୁ ସ୍ଥିର କରିଥିଲେ।

rafael m
Threat for China,Pakistan: ଚୀନ, ପାକିସ୍ତାନକୁ ନାଲି ଆଖି ଦେଖାଇବ ଭାରତୀୟ ନୌସେନା

ଭାରତୀୟ ନୌସେନାକୁ ଅପଗ୍ରେଡ କରିବା ସହ ଏହାକୁ ଶକ୍ତିଶାଳୀ କରିବା ପାଇଁ ଯୋଜନା କରୁଛନ୍ତି ଭାରତ ସରକାର। ଭାରତୀୟ ନୌସେନାରେ ଅତ୍ୟାଧୁନିକ ଯୁଦ୍ଧ ବିମାନ ରାଫେଲ ଏମକୁ ସାମିଲ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ରହିଥିବା ବେଳେ ଏହି ବିମାନ କିଣା ପ୍ରକ୍ରିୟା ତ୍ବରିତ ହେବ ବୋଲି ଜଣାପଡିଛି।

Tiger
Leopard Entered: ଚାଲିଥିଲା ବିବାହ: ଅତିଥି ହୋଇ ଆସିଲା କଲରାପତରିଆ ବାଘ

ବୁଧବାର ଲକ୍ଷ୍ମୌର ପାରା ଥାନା ଅଞ୍ଚଳରେ ଥିବା ଏମଏମ ଲେନରେ ବିବାହ ଉତ୍ସବ ଚାଲିଥିଲା। ବରଯାତ୍ରୀ , ଗେଷ୍ଟମାନେ ଭୋଜି ଖାଉଥିଲେ। ବିବାହ ମଣ୍ଡପରେ ବରକନ୍ୟାଙ୍କ ବିବାହ ଚାଲିଥିଲା। ଏହି ସମୟରେ ବିବାହ ଉତ୍ସବକୁ ପଶିଆସିଲା କଲାପତରିଆ ବାଘ। ।

Class 12 student dies by suicide
UP Student Suicide: 'ମୋତେ କ୍ଷମା କରିଦେବ, ଆଦୌ କାନ୍ଦିବ ନାହିଁ ମମି-ପାପା'.. ଏମିତି ଲେଖି ଝୁଲିପଡ଼ିଲେ ଛାତ୍ରୀ

ଛାତ୍ରୀ ଜଣକ ଦୀର୍ଘ ସମୟ ପର୍ଯ୍ୟନ୍ତ ତାଙ୍କ ରୁମ୍‌ରେ ବନ୍ଦ ହୋଇ ରହିଥିଲେ। ଯେତେବେଳେ ସେ ହଷ୍ଟେଲ ରୁମର କବାଟ ଖୋଲି ନଥିଲେ, ତାଙ୍କ ସାଙ୍ଗମାନେ ହଷ୍ଟେଲ ୱାର୍ଡେନଙ୍କୁ ଜଣାଇଥିଲେ। ଶେଷରେ, ପୋଲିସ ଆସି କବାଟ ଖୋଲିଥିଲା। ହେଲେ ସେତେବେଳକୁ ସେ ନିଜକୁ ଶେଷ କରିସାରିଥିଲେ।

India's Got Latent show controversy
Samay Raina: India's Got Latentର ସବୁ ଭିଡିଓ ଡିଲିଟ୍ କଲେ ସମୟ ରୈନା, କହିଲେ...

ଅଶ୍ଳୀଳ କମେଣ୍ଟ ବିବାଦକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ କମେଡିଆନ ସମୟ ରୈନା । ନିଜର ବିବାଦୀୟ ସୋ' ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ସବୁ ଭିଡିଓ ଡିଲିଟ୍ କଲେ ।

shivling
Meat in Temple: ମନ୍ଦିର ଭିତରେ ମାଂସକୁ ନେଇ ହାଇଦ୍ରାବାଦରେ ଉତ୍ତେଜନା, ପୋଲିସ ତଦନ୍ତ ଉପରେ ପ୍ରଶ୍ନବାଚୀ

ହାଇଦ୍ରାବାଦର ଟାପ୍ପାଚବୁତରା ଅଞ୍ଚଳରେ ରହିଥିବା ଜୀରା ହନୁମାନ ମନ୍ଦିର ପରିସରରେ ଏଭଳି ଘଟଣା ଦେଖବାକୁ ମିଳିଥିଲା। ବୁଧବାର ମନ୍ଦିର ମଧ୍ୟକୁ ଆସିବା ବେଳକୁ ପୂଜକ ପ୍ରଥମେ ଏଭଳି ଘଟଣା ଦେଖିଥିଲେ। ସେ ମନ୍ଦିର କମିଟି ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ।

 Kerala ragging horror
Kerala Ragging Horror: ନର୍ସିଂ କଲେଜରେ ଭୟଙ୍କର ରାଗିଂ; ଗୁପ୍ତାଙ୍ଗରେ ଝୁଲାଇଲେ Dumbbell, କମ୍ପାସରେ ଭୁଶିଲେ

କେରଳj ଏକ ସରକାରୀ ନର୍ସିଂ କଲେଜରେ ସୀମା ଟପିଲା ରାଗିଂ । ଜୁନିୟରଙ୍କୁ ଉଲଗ୍ନ କରି ଗୁପ୍ତାଙ୍ଗରେ ଝୁଲାଇଲେ ଡମ୍ବଲ୍ ।

Karnataka human sacrifice
Karnataka Human Sacrifice: ପୋତାଧନ ପାଇଁ... ଲିଫ୍ଟ ଦେବା ଆଳରେ ନରବଳି

ପୋତାଧନ ପାଇବାକୁ ନରବଳି । ଭଣ୍ଡ ଜ୍ୟୋତିଷ କଥାରେ ପଡି ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହାଣି ବଳି ପକାଇଲା ରୋଷେୟା ।

ଏମିତି ଶାସକ ଯିଏ କଟାମୁଣ୍ଡ ଧରି ବୁଲୁଥିଲେ
Cruel Ruler Aurangzeb : ସିଂହାସନ ପାଇଁ ଭାଇଙ୍କୁ ହତ୍ୟା କରି ବାପାଙ୍କୁ ବନ୍ଦୀ କରିଥିଲେ କ୍ରୁର ଶାସକ ଔରଙ୍ଗଜେବ

ଔରଙ୍ଗଜେବଙ୍କ ପିତା ସାହାଜାହାନ ୧୬୫୬ରେ ଖୁବ ରୋଗଗ୍ରସ୍ତ ହୋଇପଡ଼ିଥିଲେ । ଆଉ ସେହି ସମୟରେ ମୋଗଲ ସାମ୍ରାଜ୍ୟ ପାଇଁ ଔରଙ୍ଗଜେବ ତାଙ୍କ ଭାଇ ମାନଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ସେମାନଙ୍କ ମଧ୍ୟରୁ ଔରଙ୍ଗଜେବ ସବୁଠାରୁ ଶକ୍ତିଶାଳୀ ଥିଲେ । ତା’ପରେ ସେ ନିଜ ପିତାଙ୍କୁ ବନ୍ଦୀ କରିନେଲେ । ବଡ଼ ଭାଇକୁ ହତ୍ୟା କରି ତାଙ୍କର କଟା ମୁଣ୍ଡକୁ ସାରା ଦିଲ୍ଲୀରେ ପ୍ରଦର୍ଶନ କରିଥିଲେ । ଏହା ପଛର କାରଣ ଥିଲା ଲୋକ ମାନଙ୍କ ମଧ୍ୟରେ ଭୟ ଜାଗ୍ରତ କରିବା ।

Mobile bathroom'
Mobile Bathroom: ମହିଳାଙ୍କ ପାଇଁ ହାଇଟେକ୍ ମୋବାଇଲ୍ ବାଥରୁମ ଭ୍ୟାନ୍; ଜାଣନ୍ତୁ ମିଳିବ କି ସୁବିଧା...

ଭ୍ରାମ୍ୟମାଣ ବାଥରୁମ୍ ସୁବିଧାର ପରିକଳ୍ପନା ମହାରାଷ୍ଟ୍ର ଦକ୍ଷତା ବିକାଶ ମନ୍ତ୍ରୀ ମଙ୍ଗଳ ପ୍ରଭାତ ଲୋଧା କରିଥିଲେ ଏବଂ ଜିଲ୍ଲା ଯୋଜନା କମିଟି ଏବଂ ନଗର ନିଗମ ଦ୍ୱାରା ଏହା କାର୍ଯ୍ୟକାରୀ କରାଯାଇଥିଲା। ଏହି ଭ୍ରାମ୍ୟମାଣ ବାଥରୁମ ସୁବିଧାଟି ତିନି ଭଉଣୀଙ୍କ ଦ୍ୱାରା ପରିଚାଳିତ ହେଉଛି, ଯେଉଁମାନେ 'ବି ଦି ଚେଞ୍ଜ' ନାମକ ଏକ ସଂଗଠନ ଚଳାଉଛନ୍ତି।

  • Wednesday, 12 February 2025
  • Mumbai
Ram Temple chief priest dies
Ayodhya Satyendra Das Death: ରାମ ମନ୍ଦିର ମୁଖ୍ୟ ପୂଜକ ସତ୍ୟେନ୍ଦ୍ର ଦାସଙ୍କ ପରଲୋକ

ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ପରଲୋକ । ଲକ୍ଷ୍ନୌ ଏସଜିପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ।

Gold Price Today
Today Gold Price: ଆଜି କମିଛି ସୁନା ଦର,ଜଲଦି ଘରକୁ କିଣି ଆଣନ୍ତୁ ସୁନା ଗହଣା...

ଆଜି ରାଜଧାନୀରେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ରହିଛି ୭୯ ହଜାର ୪ଶହ ଟଙ୍କା। ବିବାହ ଋତୁ ଆରମ୍ଭରୁ ସୁନା ଦରରେ ଅଚାନକ ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଇଦେଇଛି।

Maha kumbh
Maha Kumbha 2025: ମାଘ ପୂର୍ଣ୍ଣିମା ପାଇଁ ପ୍ରୟାଗରାଜ ଜନସମୁଦ୍ର; ସଂଗମରେ ବୁଡ଼ ପକାଇଲେଣି ୭୪ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ମାଘ ପୂର୍ଣ୍ଣିମା ଅବସରରେ ବୁଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ। ମହାକୁମ୍ଭ ମେଳା ଅଂଚଳ ସହ ସାରା ପ୍ରୟାଗରାଜରେ ଲାଗୁ ହୋଇଛି ନୋ ଭେୟିକିଲ୍ ଜୋନ୍

biren singh
Manipur CM Race: ମଣିପୁର ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଏମାନେ ଆଗୁଆ

ଆସନ୍ତୁ ଜାଣିବା ଯେଉଁମାନଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ବୋଲି ବିବେଚନା କରାଯାଉଛି। ଏମାନଙ୍କ ମଧ୍ୟରେ ଥୋକଚୋମ ସତ୍ୟବ୍ରତ ସିଂ, ବସନ୍ତ କୁମାର ସିଂ, ୟୁମନାମ ଖେମଚାନ୍ଦ ସିଂ, ଥୋଙ୍ଗାମ ବିଶ୍ୱଜିତ ସିଂ ଏବଂ ରାଧେଶ୍ୟାମ ସିଂ ଅନ୍ତର୍ଭୁକ୍ତ।

train
Train Vandalised: ଟ୍ରେନରେ ଜାଗା ମିଳୁନି, ବିହାରରେ ଆଉ ଏକ ମହାକୁମ୍ଭ ଟ୍ରେନକୁ ଭାଙ୍ଗିଲେ

ପ୍ରତ୍ୟେକ ଟ୍ରେନରେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ରହୁଥିବା ବେଳେ ଏହା ବର୍ତ୍ତମାନ ବଡ ସମସ୍ୟା ସୃଷ୍ଟି କରିଛି। ସୋମବାର ବିହାରର ମଧୁବନୀ ଠାରେ ଏଭଳି ଏକ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି।

ବାରବାଟୀରେ ବିଦ୍ୟୁତ ବିଭ୍ରାଟ
Barabati Stadium: ବାରବାଟୀ ବିଦ୍ୟୁତ ବିଭ୍ରାଟ, ଦୋଷୀ କିଏ, ଡ୍ରାଇଭର ମୁଣ୍ଡରେ ଅଠା ?

ଏତେ ବଡ ଆୟୋଜନରେ ଜେନେରେଟର ପାଖରେ କାହିଁକି ନଥିଲା ଷ୍ଟାଣ୍ଡବାଏ ଜେନେରେଟର୍ । ତାହା ହିଁ ଏକ ବଡ଼ ପ୍ରଶ୍ନ । ଖେଳ ପୂର୍ବରୁ ବିଭିନ୍ନ କମିଟି ଗଠନ କରାଯାଇଛି । କମିଟିଗୁଡିକୁ ଭିନ୍ନ ଭିନ୍ନ କାମ ଦିଆଯାଇଛି । ଫ୍ଲଡଲାଇଟ୍ ଓ ବିଦ୍ୟୁତୀକରଣ ଦାୟିତ୍ୱରେ ମଧ୍ୟ ଏକ କମିଟି ରହିଛି । ଏହି କମିଟି ଖେଳ ପୂର୍ବରୁ କେବଳ ଲାଇଟ୍ ଜଳାଇ ଟେଷ୍ଟ କରିଥିଲା ନା ଅନ୍ୟାନ୍ୟ ବିଷୟର ବି ଯାଞ୍ଚ କରିଥିଲା ନା କର୍ମଚାରୀଙ୍କ ଉପରେ ସବୁ କିଛି ଛାଡି ଦେଇଥିଲା, ତାହା ସ୍ପଷ୍ଟ ହୋଇନାହିଁ । କେଉଁଠି ରହିଲା ଭୁଲ୍ ?

Infosys Layoffs
Infosys Layoffs: କ୍ଷଣିକରେ ଚୁରମାର୍ ହେଲା ସ୍ୱପ୍ନ; କାନ୍ଦି କାନ୍ଦି ନେହୁରା ହେଲେ, ଶୁଣିଲାନି କମ୍ପାନୀ

''ଦୟାକରି ମୋତେ ରାତିରେ ଏଠି ରହିବାକୁ ଦିଅନ୍ତୁ । ନହେଲେ ମୁଁ ଏବେ କୁଆଡେ ଯିବି'', ଇନଫୋସିସରୁ ଛଟେଇ ପରେ ଏମିତି କାନ୍ଦି କାନ୍ଦି ନେହୁରା ହେଲେ ମହିଳା କର୍ମଚାରୀ ।

guava
Guava: ଭାରତର ଏହି ରାଜ୍ୟରେ ସବୁଠାରୁ ଅଧିକ ପିଜୁଳି ଉତ୍ପାଦନ ହୋଇଥାଏ

ଆପଣ ଜାଣନ୍ତି କି, ଉତ୍ତରପ୍ରଦେଶ ଭାରତୀୟ ରାଜ୍ୟ ମାନଙ୍କ ମଧ୍ୟରେ ସବୁଠୁ ଅଧିକ ପିଜୁଳି ଉତ୍ପାଦନ କରିଥାଏ। ଏଠିକାର ମୃତିକା ଓ ପାଣିପାଗ ଉତ୍ତମ କ୍ବାଲିଟିର ପିଜୁଳି ଉତ୍ପାଦନରେ ସହାୟକ ହୁଏ।

  • Tuesday, 11 February 2025
Tiger
Bengal Tiger: ଆତଙ୍କ ମଚାଉଥିଲା Bengal tiger; ଛେଳି ଲୋଭରେ ଆସି ଯନ୍ତାରେ ପଡ଼ିଲା

ଗାଁ ପାଖରେ ବନ ବିଭାଗ ପକ୍ଷରୁ ମହାବଳକୁ କାବୁ କରିବାକୁ ୨ଟି ଯନ୍ତା ରଖାଯାଇଥିଲା। ଯନ୍ତା ଭିତରେ ଛେଳି ରଖି ବାଘକୁ ଧରିବା ପାଇଁ ବନ ବିଭାଗ ଯୋଜନା କରିଥିଲା।

BJP Allegation on Kejriwal
Arvind Kejriwal: ବିପଦରେ କି ଭଗୱନ୍ତ ମାନଙ୍କ ସିଟ୍ ? ବଡ଼ କଥା କହିଦେଲେ ବିଜେପି-କଂଗ୍ରେସ

ଦିଲ୍ଲୀ ହାରିବା ପରେ ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବାକୁ ଷଡଯନ୍ତ୍ର କରୁଛନ୍ତି ଅରବିନ୍ଦ କେଜ୍ରିୱାଲ । ବଡ ଅଭିଯୋଗ ଆଣିଲା ବିଜେପି ଓ କଂଗ୍ରେସ । ପଢନ୍ତୁ ପୁରା ଖବର

BUS
Bull Entered Bus: ଯାତ୍ରୀ ଓହ୍ଲାଉଥିଲେ... ହଠାତ୍ ବସ୍‌ରେ ପଶିଗଲା ଷଣ୍ଢ; ତା’ପରେ...

ଷ୍ଟପେଜରେ ବସ୍‌ଟି ଅଟକିଥିଲା। ଯାତ୍ରୀମାନେ ବସରୁ ଓହ୍ଲାଉଥିଲେ। ଏହି ସମୟରେ ହଠାତ୍ ବସ୍‌ ଭିତରେ ଷଣ୍ଢ ପଶିଯାଇଥିଲା। ଷଣ୍ଢ ପଶିଗଲା, ଷଣ୍ଢ ପଶିଗଲା ବୋଲି ଜୋରରେ ଚିତ୍କାର କରିଥିଲେ ଲୋକେ।

Ranveer Allahbadia
FIR against Ranveer Allahbadia: ବିବାଦ ପରେ ଭୁଲ ମାଗିଲେ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦିଆ

ଭିଡିଓ ଭାଇରାଲ୍ ହେବା ପରେ ରଣବୀର ଆହ୍ଲାବାଦିଆ, ସମୟ ରାଇନା, ଅପୂର୍ବା ମଖିଜାଙ୍କ ସମେତ ସମ୍ପୃକ୍ତ ସୋ'ର ଆୟୋଜକଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ଜାତୀୟ ମାନବାଧିକାର କମିଶନ ଓ ମହାରାଷ୍ଟ୍ର ମହିଳା କମିଶନରେ ମଧ୍ୟ ଅଭିଯୋଗ ହୋଇଛି।

୩୦ କିମି ଟ୍ରାଫିକ୍‌ ଜାମ୍
Maha Kumbha 2025: ସଂଗମ ନଗରୀରେ ପୁଣି ଅସମ୍ଭାଳ ଭିଡ଼, ୩ ଶହ କିଲୋମିଟର ଯାଏଁ ଲାଗିଛି ଗାଡ଼ି ଲାଇନ୍

ୟୁପି, ବିହାର, ମଧ୍ୟପ୍ରଦେଶ, ଦିଲ୍ଲୀର ବିଭିନ୍ନ ରେଳ ଷ୍ଟେସନରେ ଖଚାଖଚ ଭିଡ଼ । ଯିଏ କାର କିମ୍ବା ବସରେ ଯାଉଛନ୍ତି ସେମାନେ ୮ରୁ ୧୦ ଘଣ୍ଟା ବିଳମ୍ବରେ ପହଞ୍ଚୁଛନ୍ତି ପ୍ରୟାଗରାଜରେ ।

Woman Dies While Dancing At Wedding In Vidisha
କାହିଁକି କମ୍ ବୟସ୍କଙ୍କୁ ହେଉଛି ହାର୍ଟ ଆଟାକ୍ ?

ଭଉଣୀ ମ୍ୟାରେଜ୍ ଫଙ୍କସନ୍ । ମନ ଖୁସିରେ ଝୁମୁଥିଲା । ଷ୍ଟେଜ୍ ଉପରେ ନାଚୁଥିଲେ । ବଲିଉଡ୍ ଗୀତର ତାଳେ ତାଳେ ଜବରଦସ୍ତ ଠୁମକା ବି ଲଗାଉଥିଲେ । ହେଲେ ନାଚୁ ନାଚୁ ହୃଦଘାତରେ ସେଇ ଷ୍ଟେଜ୍ ଉପରେ ଟଳି ପଡ଼ିଲେ ।