• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

imran
ଆକ୍ରମଣ ହେଲେ ଏହାର ଜବାବ ଦେବୁ : ଇମ୍ରାନ ଖାନ୍

ନୂଆଦିଲ୍ଲୀ : ଚିରାଚରିତ ଢଙ୍ଗରେ ଭାରତ ଉପରେ ପୁଣି ଦୋଷ ଲଦିଲା ପାକିସ୍ତାନ। ପୁଲୱାମା ହମ୍‌ଲାରେ ବିନା କୌଣସି କାରଣରେ ଭାରତ ପାକିସ୍ତାନକୁ ଦାୟୀ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ପୁଲୱାମା ଘଟଣାର ୬ ଦିନ ପରେ ମୁହଁ ଖୋଲିଛନ୍ତି ଇମ୍ରାନ୍। ଆଉ ପୁରୁଣା ଢଙ୍ଗରେ ଭାରତ କୋର୍ଟକୁ ବଲ୍ ଫୋପାଡ଼ିଛନ୍ତି। ଆତଙ୍କବାଦକୁ କୌଣସି ମତେ ପାକିସ୍ତାନ ସମର୍ଥନ କରେ ନାହିଁ । ଏପରିକି ଖୋଦ୍ ପାକ୍ ଏବେ ଆତଙ୍କବାଦର ପଞ୍ଝାରେ ରହିଛି । […]

  • Friday, 16 July 2021
plane crash
ଏରୋ ଇଣ୍ଡିଆ ସୋ’ ପାଇଁ ଅଭ୍ୟାସ ବେଳେ ଦୁର୍ଘଟଣା

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏୟାର ସୋ’ ପାଇଁ ଅଭ୍ୟାସ ବେଳେ ଅଘଟଣ ଘଟିଛି। ଭାରତୀୟ ବାୟୁସେନାର ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨ଟି ସୂର୍ଯ୍ୟକିରଣ ଜେଟ୍ ଏୟାରକ୍ରାଫ୍ଟ ମଧ୍ୟରେ ଧକ୍କା ହୋଇଛି। ସୌଭାଗ୍ୟବଶତଃ ଏୟାରକ୍ରାଫ୍ଟର ଦୁଇ ପାଇଲଟ୍ ସୁରକ୍ଷିତ ଥିବା ସୂଚନା ମିଳିଛି। ୟେଲେଙ୍କା ଏୟାରବେସ୍‌ରୁ ବିମାନ ଦୁଇଟି ଉଡ଼ାଣ ଭରି ସମରାଭ୍ୟାସ କରୁଥିଲେ। କିନ୍ତୁ କିଛି ସମୟ ପରେ ବିମାନ ଦୁଇଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆସନ୍ତାକାଲି ଠାରୁ ବେଙ୍ଗାଲୁରୁରେ ଆରମ୍ଭ ହେବ ଭାରତୀୟ ବାୟୁସେନା ପକ୍ଷରୁ […]

  • Friday, 16 July 2021
sahid
ସହିଦ୍‌ ମେଜର ବି.ଏସ୍. ଡୌଣ୍ଡିଆଲଙ୍କୁ ଜନ୍ମମାଟିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଡ଼େରାଡ଼ୁନ : ପୁଲୱାମା ପିଙ୍ଗଲାନ୍‌ରେ ସହିଦ୍‌ ମେଜର ବି.ଏସ୍. ଡୌଣ୍ଡିଆଲ୍‌ଙ୍କୁ ଜନ୍ମମାଟିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଆଜି ସହିଦ୍‌ଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବହୁ ସେନା ଅଫିସର ଓ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଥିଲେ। ତେବେ ତା ଭିତରେ ସ୍ପଷ୍ଟ ବାରି ହୋଇ ପଡିଥିଲା ସହିଦ୍‌ ଡୌଣ୍ଡିଆଲ୍‌ଙ୍କ ପତ୍ନୀଙ୍କ ଅନାବିଳ ପ୍ରେମର ପରିଭାଷା। ସ୍ୱାମୀଙ୍କ ପାର୍ଥୀବ ଶରୀରରୁ ବାରମ୍ବାର ଛୁଇଁ ଦେଉଥିଲେ, ଆଉ ଚୁମ୍ବନ ଦେଉଥିଲେ। ଏ ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଅଧିକ ଭାବ […]

  • Friday, 16 July 2021
kirti
କଂଗ୍ରେସ୍‌ରେ ସାମିଲ ହେଲେ କୀର୍ତ୍ତି ଆଜାଦ୍

ନୂଆଦିଲ୍ଲୀ : କଂଗ୍ରେସ୍‌ରେ ସାମିଲ ହେଲେ କୀର୍ତ୍ତି ଆଜାଦ୍। କଂଗ୍ରେସ୍‌ ସଭାପତି ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଆଜି ବିଧିବଦ୍ଧ ଭାବେ କଂଗ୍ରେସ୍‌ରେ ସାମିଲ ହୋଇଛନ୍ତି କୀର୍ତ୍ତି। ୨୦୧୪ ମସିହା ସାଧାରଣ ନିର୍ବାଚନରେ ଦରଭଙ୍ଗା ଆସନରୁ ବିଜେପି ଟିକଟରେ ଲଢି ଜିତିଥିଲେ କୀର୍ତ୍ତି ଆଜାଦ୍। ଦଳ ଭିତରେ ଥାଇ ବି ବେଶ୍ କିଛି ଦିନ ହେଲା ବିଜେପିକୁ ସମାଲୋଚନା କରି ଆସୁଥିଲେ କୀର୍ତ୍ତି। ଏମିତିକି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀଙ୍କ ବିରୋଧରେ ମଧ୍ୟ ବିରୋଧାତ୍ମକ ମନ୍ତବ୍ୟ ଦେବା ପରେ ତାଙ୍କୁ […]

  • Friday, 16 July 2021
rbi9
କେନ୍ଦ୍ର ସରକାରଙ୍କୁ ଅଗ୍ରୀମ ଲାଭାଂଶ ପ୍ରଦାନ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ୍

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କୁ ୨୮ ହଜାର କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍। ଅନ୍ତରୀଣ ଲାଭାଂଶ ଭାବେ କେନ୍ଦ୍ର ସରକାରଙ୍କୁ ଏହି  ଲାଭାଂଶ ପ୍ରଦାନ ଲାଗି ଆରବିଆଇ ବୋର୍ଡ ଅନୁମୋଦନ କରିଛି। ଏଥର ବଜେଟରେ କେନ୍ଦ୍ର ସରକାର ଆରବିଆଇ ଓ ଅନ୍ୟ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ଗୁଡ଼ିକରୁ ୭୪ ହଜାର ୧୪୦ କୋଟି ଟଙ୍କା ଲାଭାଂଶ ଆଦାୟ ପାଇଁ ଲକ୍ଷ୍ୟ ରଖିଥିଲେ।   ଆଗକୁ ଦେଶରେ ସାଧାରଣ ନିର୍ବାଚନ ଥିବାରୁ ଏହି ଅର୍ଥ କୃଷକଙ୍କ […]

  • Friday, 16 July 2021