ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚନ୍ଦେଲଙ୍କୁ ଆଶ୍ୱସ୍ତି। ରାଜଦ୍ରୋହ ମାମଲାରେ କଙ୍ଗନା ଓ ରଙ୍ଗୋଲୀଙ୍କ ଗିରଫ ପରୱାନା ବିରୋଧରେ ବମ୍ବେ ହାଇକୋର୍ଟ ଉଭୟ ଭଉଣୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଏହି ମାମଲାରେ କଙ୍ଗନା ପୋଲିସ୍ରେ ଅଭିଯୋଗ ବିରୋଧରେ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଯାହାର ଶୁଣାଣି କରି ଦୁଇ ଭଉଣୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି କୋର୍ଟ। ଏଥି ସହିତ କଙ୍ଗନାଙ୍କୁ ୮ ଜାନୁଆରୀରେ ପୋଲିସ ସମ୍ମୁଖରେ ହାଜର ହେବାକୁ […]
ମୁମ୍ବାଇ: ଆଜିକାଲି ସୋଶାଲ ମିଡିଆରେ ସନା ଖାନ୍ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ମୌଲାନା ମୁଫ୍ତୀ ଅନସ ଖାନ୍ଙ୍କୁ ବିବାହ କରିବେ ବୋଲି ଘୋଷଣା କରି ସେ ସମସ୍ତଙ୍କୁ ଚମକାଇ ଦେଇଥିଲେ। କିଛି ଦିନ ତଳେ ସେ ଅନସ୍ଙ୍କ ସହ ଫଟୋ ମଧ୍ୟ ସେୟାର କରିଥିଲେ। ହେଲେ ଏବେ ବ୍ରାଇଡାଲ ଲେହଙ୍ଗା ପିନ୍ଧି ନବବଧୂ ବେଶରେ ସଜେଇ ହୋଇଥିବା ସନାଙ୍କ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଡିଜାଇନର ଲେହଙ୍ଗାରେ ସନା ଖୁବ୍ ସୁନ୍ଦର ଦିଶୁଛନ୍ତି। […]
ମୁମ୍ବାଇ: ଡ୍ୟାନ୍ସର ରାକ୍ଷୀ ସାୱନ୍ତ ଆଜିକାଲି ସୋଶାଲ ମିଡିଆରେ ଚର୍ଚ୍ଚାରେ। ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ରାକ୍ଷୀ ସାୱନ୍ତଙ୍କର ଅନେକ ଫ୍ୟାନ୍ସ ଅଛନ୍ତି। ତାଙ୍କ ପାଖରେ ଆଜି ସବୁକିଛି ଅଛି। ଅର୍ଥ, ପରିଚୟ ସମ୍ମାନ…। ହେଲେ ତାଙ୍କ ବାଲ୍ୟକାଳ ଯେ ଏପରି ଦୁଃଖ ଆଉ ଯନ୍ତ୍ରଣା ମଧ୍ୟରେ କଟିଥିଲା ଏକଥା ବହୁତ କମ୍ ଲୋକ ଜାଣନ୍ତି। ରାଜୀବ ଖଣ୍ଡେଲବାଲଙ୍କ ଶୋ ଜଜ୍ବାତ୍ରେ ରାଖୀ ନିଜ ପିଲାଦିନ ସମ୍ପର୍କରେ ଅନେକ ଦୁଃଖଦ ଅନୁଭୂତି ଶେୟାର କରିଥିଲେ। […]