• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Bhadrak
ଏହା ଏମିତି ଏକ ହାଟ, ଯେଉଁଠି ସବୁ ଦୋକାନୀ ଛୋଟ ଛୁଆ

କିଏ ଦହିବରା ବିକୁଛି ତ କିଏ ବିକୁଛି ଗୁପଚୁପ୍‌ ଓ କିଏ ଲଙ୍କା ଚପ୍। ତେଜରାତି ଦୋକାନ ସାଙ୍ଗକୁ ପରିବା ଦୋକାନ ବି ରହିଛି। ହାଟର ଭ୍ରମ ସୃଷ୍ଟି କରୁଥିବା ଭଦ୍ରକର ଏହି ସ୍ଥାନଟି ହେଉଛି ପରସିଙ୍ଗା ଶିବ ମନ୍ଦିର ନିକଟର। ଏଠାରେ ବସୁଛି ଗଣିତ ହାଟ

  • Wednesday, 14 July 2021
corona-aged
କାଲିଠୁ ରାଜ୍ୟରେ ବୟସ୍କ ବ୍ୟକ୍ତି ନେବେ ଟିକା, ଜାଣନ୍ତୁ କଣ ରହିଛି ଗାଇଡ ଲାଇନ?

ଆସନ୍ତାକାଲିଠାରୁ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଲୋକଙ୍କ ଟିକାକରଣ ହେବ। ୬୦ ବର୍ଷରୁ ଅଧିକ ବୟସର ଲୋକେ ପରିଚୟପତ୍ର ଦେଖାଇ ଟିକା ନେଇପାରିବେ ବୋଲି ସୂଚନା ରହିଛି

  • Wednesday, 14 July 2021
Bhadrak PD
ଲୋକଙ୍କ ସହ ମିଶି ମାଟି ହାଣି ଝୁଡ଼ିରେ ବୋହିଲେ ଭଦ୍ରକ ପିଡ଼ି

ମୁଣ୍ଡରେ ପଗଡି ବାନ୍ଧି ଝୁଡ଼ି ସାହାଯ୍ୟରେ ମାଟି ବୋହିଲେ ଭଦ୍ରକ ପିଡି। ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚାର ଚାଲିଛି। କାରଣ ଜଣେ ସରକାରୀ ଅଫିସର ଲୋକଙ୍କ ସହ ଆସି ନିଜେ କାମ କରିଛନ୍ତି,ତେଣୁ ପିଡ଼ିଙ୍କୁ କାମକୁ ନେଇ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଛି

  • Wednesday, 14 July 2021
shanti
ଧୂପକାଠି କାରଖାନା କରି ଅନ୍ୟମାନଙ୍କ ପାଇଁ ରୋଜଗାରର ବାଟ ଫିଟାଇଛନ୍ତି ଶାନ୍ତିଲତା

ଇଛାଶକ୍ତି ବଳରେ ଜଣେ ମହିଳା ଅନ୍ୟମାନଙ୍କୁ ସାଙ୍ଗରେ ନେଇ ବଦଳାଇ ଦେଇଛନ୍ତି ଗାଁର ଅର୍ଥନୀତି । କାରଖାନା କରି ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ଦେଇପାରିଛନ୍ତି ରୋଜଗାର। ଏମିତି ଜଣେ ମହିଳା ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ଗ୍ରାମର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଶାନ୍ତିଲତା ଦାସ

  • Wednesday, 14 July 2021
Corona
ରାଜ୍ୟରେ ବଢୁଛି ସଂକ୍ରମିତଙ୍କ ସଂଖ୍ୟା: ଜାଣନ୍ତୁ ୨୪ ଘଣ୍ଟାରେ କେତେ ଆକ୍ରାନ୍ତ ହେଲେ ଚିହ୍ନଟ?

ରାଜ୍ୟରେ ପୁଣି ବଢିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ଜଣ କ୍ୱାରେଣ୍ଟାଇନ ସେଂଟର ଅର୍ଥାତ୍ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ ସ୍ଥାନୀୟ ଅଂଚଳ ବା ଲୋକାଲ କେସ ବୋଲି ଟ୍ୱିଟ୍‌ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ

  • Wednesday, 14 July 2021
Pond
ପୋଖରୀ ଖନନରେ ବ୍ୟାପକ ଅନିୟମିତତା

ପୋଖରୀ ଖନନରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ମୋ ପୋଖରୀ ଯୋଜନାରେ ଆବେଦନ କରିଥିବା ହିତାଧିକାରୀଙ୍କ ନାଁରେ ବିଲ୍ ହୋଇଛି ହେଲେ ପୋଖରୀ ମିଳିନି ବୋଲି ଜଣାପଡିଛି।

  • Wednesday, 14 July 2021
bali
ବିଧାନସଭାରେ ଆଜି ଦେଖିବାକୁ ମିଳିଥିଲା ବାଲି ଝଡ଼

ଭୁବନେଶ୍ୱର: ବିଧାନସଭାରେ ଆଜି ଦେଖିବାକୁ ମିଳିଥିଲା ବାଲି ଝଡ଼। ରାଜ୍ୟରେ ବାଲିର ଚୋରା ଚାଲାଣ ରୋକିବାକୁ କୌଣସି ସ୍ୱତନ୍ତ୍ର ନୀତି ନଥିବାରୁ ବାଚସ୍ପତିଙ୍କଠୁ ବିରୋଧୀଙ୍କ ଯାଏଁ ସମସ୍ତେ କ୍ଷୁବ୍ଧ। ଏମିିତିକି ରାଜ୍ୟ ସରକର ଏ ବାବଦରେ ୫ ହଜାର କୋଟିର ରାଜସ୍ୱ ହରାଉଥିବା ମଧ୍ୟ ବିରୋଧୀ କହିଛନ୍ତି। ସେପଟେ ରାଜମନ୍ତ୍ରୀ କହିଛନ୍ତି-ଖୁବଶୀଘ୍ର ଏ ନେଇ ସ୍ୱତନ୍ତ୍ର ନୀତି ଆସିବ। ଏଣେ ଲଗାମ ନଥିବାରୁ ମାଫିଆ କିଭଳି ସୁବର୍ଣ୍ଣରେଖା ନଦୀରୁ ବେଧଡ଼କ ଚଲାଇଛନ୍ତି ବାଲି ଚୋରା ଚାଲାଣ ତାହାକୁ […]

  • Wednesday, 14 July 2021
Tempreture
୪୦ ଡିଗ୍ରୀ ତାପମାତ୍ରା ଟପିଲା ରାଜଧାନୀ ଭୁବନେଶ୍ୱରରେ

ଭୁବନେଶ୍ୱର ତାପମାତ୍ରା ୪୦ ଡିଗ୍ରୀ ଟପିଛି, ଭୁବନେଶ୍ୱରରେ ଆଜିର ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ କରାଯାଇଛି। ତେବେ ଦ୍ୱିତୀୟ ଦିନ ଲାଗି ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ସାମ୍ନାକୁ ଆସିଲା ରାଜଧାନୀ ଭୁବନେଶ୍ୱର

  • Wednesday, 14 July 2021
coronavirus-vaccine
ଏଣିକି ଘରୋଇ ମେଡିକାଲରେ ହେବ ଟିକାକରଣ

ଭୁବନେଶ୍ୱର: ଏଣିକି ରାଜ୍ୟର ଘରୋଇ ମେଡିକାଲରେ ହେବ କରୋନା ଟିକାକରଣ। ରାଜ୍ୟର ପ୍ରାୟ ୧୮୩ ଘରୋଇ ହସ୍ପିଟାଲରେ ଟିକାକରଣ ହେବ ବୋଲି ଜଣାଯାଇଛି। ଘରୋଇ ହସ୍ପିଟାଲରେ ଟିକାକରଣ କେନ୍ଦ୍ର ପାଇଁ  ଅନୁମତି ମିଳିଛି। ରାଜ୍ୟ ସରକାରଙ୍କୁ ଟିକା କେନ୍ଦ୍ର ପାଇଁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ତେବେ କେନ୍ଦ୍ରର ଅନୁମତି ନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଘରୋଇ ମେଡିକାଲରେ ଟିକାକରଣ କେନ୍ଦ୍ର କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଥିଲେ […]

  • Wednesday, 14 July 2021
covid-yodha
କୋଭିଡ଼୍ ଯୋଦ୍ଧାଙ୍କ ନିଆରା ପ୍ରତିବାଦ, ଭଦ୍ରକରୁ ଚାଲି ଚାଲି ଯାଉଛନ୍ତି ନବୀନ ନିବାସ

ଭୁବନେଶ୍ୱର: ଚାକିରୀରେ ପୁନଃ ନିଯୁକ୍ତି ଦାବି କରି କୋଭିଡ଼ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ଜଣାଇବାକୁ ପଦଯାତ୍ରା କରିଥିବାର ଦେଖାଦେଇଛି। ଭଦ୍ରକରୁ ନବୀନ ନିବାସ ପର୍ଯ୍ୟନ୍ତ ପ୍ରାୟ ୧୩୦ କିଲୋମିଟର ରାସ୍ତା ଚାଲି ଚାଲି ଯାଉଛନ୍ତି କରୋନା ଯୋଦ୍ଧା। ସୂଚନା ଅନୁସାରେ, ଅଶ୍ୱିନୀ ପାଢ଼ୀ ଆଜି ସକାଳୁ ଭଦ୍ରକର ଚରମ୍ପା ହନୁମାନ ମନ୍ଦିରରେ ପୂଜା ସାରି ପିପିଇ କିଟ୍ ପିନ୍ଧି ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି। କୋଭିଡ ସମୟରେ ରାଜ୍ୟର […]

  • Wednesday, 14 July 2021
corona-khabar
ପୁଣି ଉପରମୁହାଁ ହେଲା ରାଜ୍ୟର କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୯୪ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ କ୍ରମାଗତ ଭାବରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୮ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Land-odisha
କୋଟିଆ ପରେ ଏବେ ବଙ୍ଗ ସୀମାରେ ଦେଖାଗଲାଣି ବିବାଦ

ଭୁବନେଶ୍ୱର: ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ଟଣାଓଟରା ଭିତରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର ସମାଧାନ ଉଦ୍ୟମ କରାଯାଇଛି। ୬୦ ନମ୍ବର ଜାତୀୟ ରାଜପଥର ଅଙ୍ଗୁଆ ନିକଟରେ ଆରମ୍ଭ ମାପଚୁପ ହୋଇଛି। ଚିହ୍ନଟ ହୋଇଥିବା ରେଫରେନ୍ସ ପଏଣ୍ଟରୁ ପଶ୍ଚିମ ବଙ୍ଗର କେଉଁ ଅଂଚଳ ଏବଂ ଓଡ଼ିଶାର କେତେ, ସେନେଇ ଅନୁଧ୍ୟାନ କରିଛନ୍ତି ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ। ସୀମା ନିର୍ଦ୍ଧାରଣ ନେଇ ତିଆରି ମ୍ୟାପ୍ ଅନୁସାରେ ଲାଇନ୍ କରାଯାଇଥିବା ଦେଖିବାକୁ ମିଳିଛି। ସୀମାର ଓଡିଶା ପଟକୁ ୯ଟି ଗାଁ […]

  • Wednesday, 14 July 2021
farmer
ଖରିଫ୍ ଓ ରବିରେ ଭଳିକି ଭଳି ଧାନ ବିକ୍ରି ନିୟମକୁ ନେଇ ବଢୁଛି ଭାଗଚାଷୀଙ୍କ ଚିନ୍ତା

ରବି ଧାନ ସଂଗ୍ରହ ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଚାଷୀ ପଞ୍ଜୀକରଣ ପ୍ରକ୍ରିୟା। ମେ ପହିଲାରୁ ରବି ଧାନ ବିକିବେ ଚାଷୀ। ସେଥିପାଇଁ ଜାରି ହୋଇଛି ଚାଷୀ ପଞ୍ଜୀକରଣ ଗାଇଡଲାଇନ୍ସ। ହେଲେ ଭାଗଚାଷୀଙ୍କ ଲାଗି ଖରିଫ ଧାନ ବିକ୍ରି ପାଇଁ ଯେଉଁ ବ୍ୟବସ୍ଥା ଥିଲା ତାହା ରବି ବେଳକୁ ବଦଳିଯାଇଥିବା ନେଇ ସୂଚନା ରହିଛି।

  • Wednesday, 14 July 2021
bmc-comissioner
କରୋନା ଟିକା ନେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ

କରୋନା ଟିକା ନେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଆଜି ସେ କ୍ୟାପିଟାଲ ହସ୍ପିଟାଲରେ ଟିକା ନେଇଥିବା ଜଣାଯାଇଛି। ଟିକା ନେବା ପରେ ସେ କହିଛନ୍ତି, ଏବେ ସେ ପୁରା ସୁସ୍ଥ ଅଛନ୍ତି। ଲୋକେ କୌଣସି ଗୁଜବକୁ ବିଶ୍ୱାସ କରିବା ଉଚିତ ନୁହେଁ।

bdo-prakruti-premi
ପ୍ରକୃତି ପ୍ରେମୀ ପ୍ରାଶାସନିକ ଅଧିକାରୀ, ବୃକ୍ଷରୋପଣକୁ ଦେଉଛନ୍ତି ଗୁରୁତ୍ୱ

ଏମିତି ବି ବିଡିଓ ଅଛନ୍ତି, ଯିଏ ଗଛ ଲଗାଇବାକୁ ଭଲ ପାଉଛନ୍ତି । ସରକାରଙ୍କ ଯୋଜନା ଜରିଆରେ ବିଭିନ୍ନ ସ୍ଥାନରେ ପାର୍କ ତିଆରି କରିବାକୁ ଭଲ ପାଆନ୍ତି। ନିଜ ଅଫିସ ପରିସରରେ ଏକ ପାର୍କ ତିଆରି ବି କରିଛନ୍ତି। ଆଉ ସେହି ପାର୍କରେ ନିଜେ ଗଛରେ ପାଣି ଦେଇ ଆନନ୍ଦ ପାଆନ୍ତି । ଏମିତି ଏକ ବିଡ଼ିଓ ହେଉଛନ୍ତି ଉମାକାନ୍ତ ପରିଡ଼ା।

  • Wednesday, 14 July 2021
blind-school
ଦୃଷ୍ଟିବାଧିତ ପିଲାଙ୍କୁ ସହାୟକ ହେବ ଡ଼େଜି ପ୍ଲେୟାର

ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ  ଆଗକୁ ଆଣି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହୋଇଛି ନୂଆ ପ୍ରୟାସ । ବିଶେଷକରି ବୈଦ୍ୟୁତିକ ସାମଗ୍ରୀ ମାଧ୍ୟମରେ କିପରି ଦୃଷ୍ଟିବାଧିତ ପିଲାଙ୍କ ପାଠପଢା ସହଜ ହୋଇପାରିବ,  ସେନେଇ ନିଆଯାଇଛି ସ୍ୱତନ୍ତ୍ର ପଦକ୍ଷେପ

  • Wednesday, 14 July 2021
corona-positive
୨୪ ଘଣ୍ଟାରେ ୮୯ ଆକ୍ରାନ୍ତ ହେଲେ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଚିହ୍ନଟ?

୨୪ ଘଂଟାରେ ରାଜ୍ୟରେ ପୁଣି ୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩ ଜଣ ସଂଗରୋଧ କେନ୍ଦ୍ର ଅର୍ଥାତ୍ କ୍ୱାରେଣ୍ଟାଇନ ସେଂଟରରୁ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ସ୍ଥାନୀୟ ସଂକ୍ରମିତ ବା ଲୋକାଲ କେସ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

  • Wednesday, 14 July 2021
Corona-Durniti
କରୋନା କାଳରେ କାହା ପିଛାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ହିସାବ ପାଉନାହାନ୍ତି ସରକାର?

ବିଧାନସଭାରେ ଖୋଦ୍ ଶାସକଦଳ ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଯେଉଁ ତଥ୍ୟ ରଖିଛନ୍ତି ତାକୁ ନେଇ ବିରୋଧୀ ଉଠାଇଛନ୍ତି ପ୍ରଶ୍ନ

  • Wednesday, 14 July 2021
sahid sansaka
ଝୁରୁଛି ମାଟି, ଝୁରୁଛନ୍ତି ପ୍ରିୟଜନ; ଫଟୋ ଧରି ବାହୁନି କାନ୍ଦୁଛନ୍ତି ପତ୍ନୀ

ଝୁରୁଛି ମାଟି, ମନେ ପକାଉଛନ୍ତି ପରିବାର, ପ୍ରିୟଜନ। ଦେଶ ମାଟି ପାଇଁ ଜୀବନ ଦେଇଥିବା ସହିଦଙ୍କ ପାଇଁ ଆଜି ଆଖିରୁ ଲୁହ ସିନା ଶୁଖୁନି କିନ୍ତୁ ଗର୍ବରେ ଛାତି ଚଉଡ଼ା ହେଉଯାଉଛି ସମସ୍ତଙ୍କର।

  • Wednesday, 14 July 2021
nhkj5kjiky
ଓଡ଼ିଶା ଚାଷୀଙ୍କ ନିଆରା ସୃଷ୍ଟି: ବିନା ପେଟ୍ରୋଲରେ ଗଡ଼ିବ ଗାଡ଼ି, ପରିବାରୁ ମଞ୍ଜି କାଢ଼ିବ ମେସିନ

ଲକଡାଉନ ଆଣିଦେଇଛି ନୂଆ ଉଦଭାବନା। ପେସାରେ ଜଣେ ଚାଷୀ ଏବଂ ବ୍ୟବସାୟୀ ଥିବା କରଞ୍ଜିଆର ସୁଶୀଲ୍ ଅଗ୍ରୱାଲ ତିଆରି କରିଛନ୍ତି ଏକ ୪ ଚକିଆ ଗାଡି। ଘରେ ପଡିଥିବା ଅଦରକାରୀ ଲୁହା, ମୋଟର୍, ସୋଲାର ପେନେଲ ସହ କିଛି ବୈଦ୍ୟୁତିକ ଉପକରଣରୁ ଏହି ଗାଡିକୁ ତିଆରି କରିଛନ୍ତି ସୁଶୀଲ।

  • Wednesday, 14 July 2021
sunflower-pkg
ନବବିବାହିତା ମହିଳାଙ୍କ ସୁନାର ସୂର୍ଯ୍ୟମୁଖୀ କ୍ଷେତ, ହସୁଛି କେନ୍ଦୁଝର

ସମୟର କେମିତି ସଦୁପଯୋଗ କରିହୁଏ, ତାହା ତେଲକୋଇର ନବବିବାହିତା ମହିଳାଙ୍କ ପାଖରୁ ଶିଖିବାକୁ ପଡିବ । ସ୍ୱାମୀ ବାହାରେ ଚାକିରି କରୁଛନ୍ତି । ଗାଁରେ ଘରକାମ ପରେ ବୋର୍ ହେଉଥିଲେ ପତ୍ନୀ। ଆଉ ଏବେ ସ୍ୱାମୀଙ୍କ ପରାମର୍ଶରେ କରିଛନ୍ତି ସୂର୍ଯ୍ୟମୁଖୀ ଚାଷ। ଏହି ଚାଷ କରିବା ପରେ ସାରା ଅଞ୍ଚଳ ସେମାନଙ୍କୁ ପ୍ରଶଂସା କରୁଛି।

  • Wednesday, 14 July 2021
sura
ହେ ଭଗବାନ ! ଏମିତି ଟଙ୍କା ଖାଇଲେ, ରାଜ୍ୟ ରହିବ ତ?

କାଳିଆ ଯୋଜନାକୁ ନେଇ ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତ। ସେ କହିଛନ୍ତି ଯେ, କାଳିଆ ଯୋଜନାରେ ଏତେ ପରିମାଣରେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ସାଢେ ୪ କୋଟି ଲୋକଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ଲକ୍ଷେ ଲୋକଙ୍କର ହେରଫେର ହୋଇଥିବା ବାହାରିଲାଣି।

  • Wednesday, 14 July 2021
OTV-PORTAL-assembly
ପ୍ରଶ୍ନକାଳରେ ଉଠିଲା ଏମଏସପି ପ୍ରସଙ୍ଗ

ଆଜି ବିଧାନସଭାର ପ୍ରଶ୍ନକାଳରେ ଉଠିଛି ଏମ୍ଏସ୍ପି ପ୍ରସଙ୍ଗ। ବିଜେଡି ବିଧାୟକ ଅମର ଶତପଥୀଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ କୃଷି ମନ୍ତ୍ରୀ ଅରୁଣ ସାହୁ। ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୨୯ ଶହ ୩୦ ଟଙ୍କା କରିବା ପାଇଁ ଦାବି କରାଯାଇଥିଲା

  • Wednesday, 14 July 2021
pradipta-nayak
କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍‌ କଲେ ବିରୋଧୀ

ଓଡ଼ିଶା ସହ ସୀମା ବିବାଦ ପ୍ରସଙ୍ଗ ନେଇ ବିଧାନସଭାରେ ଆଲୋଚନା ହୋଇଛି। ଆଜି ଏ ସମ୍ପର୍କୀତ ଏକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ।

  • Wednesday, 14 July 2021
corona-positive
୨୪ ଘଣ୍ଟାରେ ୬୮ ଆକ୍ରାନ୍ତ ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଅଛନ୍ତି ଆକ୍ରାନ୍ତ?

୨୪ ଘଂଟାରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ କ୍ୱାରେଣ୍ଟିନ ସେଂଟର ତଥା ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ ଲୋକାଲ କେସ୍ ବା ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି

  • Wednesday, 14 July 2021