ପ୍ରଭୁଙ୍କ ଚରଣରେ ଯେବେ ଭକ୍ତଟିଏ ଶରଣ ନିଏ, ତା’କୁ ନିଜର ଛତ୍ରଛାୟା ତଳେ ସୁରକ୍ଷା ଦିଅନ୍ତି ଭଗବାନ । ଆଜି ଏ ଭକ୍ତ ବି ଭଗବାନଙ୍କ ଶରଣକୁ ଯାଇଛି । ବିଶ୍ୱର ମଙ୍ଗଳ କାମନା କରି ରାସ୍ତାରେ ଗଡ଼ିଗଡ଼ି ୬୦ କିଲୋମିଟର ଅତିକ୍ରମ କରିଛି ।
ଛାତିରେ ବାବୁସାନଙ୍କ ଟାଟୋ । ଦର୍ଶକ ବନ୍ଧୁ ଏମିତି ଟାଟୋ ଆପଣ କ୍ରିକେଟର ଫ୍ୟାନ୍ସଙ୍କ ଶରୀରରେ ଦେଖିଥିବେ । ବଲିଉଡ୍ ଓ ଟଲିଉଡ୍ର ହିରୋମାନଙ୍କ ଚିତ୍ରକୁ ଫ୍ୟାନ୍ସମାନେ ମଧ୍ୟ ନିଜ ଦେହରେ ବନାଇଥିବେ ଦେଖିବାକୁ ପାଇଥିବେ ।
ଖାଦ୍ୟ ଖାଉ ଖାଉ ଛାଡିଗଲା ଜୀବନ। ଲକ୍ଷ ଲକ୍ଷ ଲୋକ ଦେଖିଲେ ମୃତ୍ୟୁର ଲାଇଭ ଟେଲିକାଷ୍ଟ। ତେବେ ଏହା ପଛର କାରଣ ଶୁଣି ଆପଣ ହୋଇଯିବେ ଆଶ୍ଚର୍ଯ୍ୟ।
ସରକାର କା ମାଲ୍ ଦରିଆ ମେ’ ଡାଲ୍ । 5T ନାଁରେ ବଦଳିଗଲା ସ୍କୁଲର ରଙ୍ଗ । ଆଉ ତା’ ପରେ ଖସିଲା ଟାଇଲ୍, ଫାଟିଲା ମୁଣ୍ଡ । ସାଜସଜ୍ଜାରେ ଲକ୍ଷ ଲକ୍ଷ ଟଙ୍କା ଉଠାଇ ଖର୍ଚ୍ଚ କରାଗଲା, ହେଲେ ମାତ୍ର କେତେଟା ବର୍ଷ ଯାଇଛି କି ନାହିଁ ସାମ୍ନାକୁ ଆସିଲା ଅସଲ ଚିତ୍ର ।
କେଉଁ ଦେଶରେ ରହିଛି ସବୁଠାରୁ ମହଙ୍ଗା ଘର ? ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଦୁନିଆର ସବୁଠାରୁ ଦାମୀ ଘର କି ? ତେବେ ଆସନ୍ତୁ ଜାଣିବା ବିଶ୍ବର ୧୦ ସବୁଠାରୁ ମହଙ୍ଗା ଘର ବିଷୟରେ...
କେବେ କାର୍ଯ୍ୟକ୍ଷମ ହେବ ଅକ୍ସିଜେନ୍ ପ୍ଲାଣ୍ଟ ? ଗତ ଦୁଇ ବର୍ଷ ହେବ ରାଜ୍ୟ ସରକାରଙ୍କ ଭାଙ୍ଗୁନି ନିଦ । ରାଜ୍ୟରେ ବିଜେଡି ସରକାର ସମୟରେ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଦୁଇ ଦୁଇଟି ଅକ୍ସିଜେନ୍ ପ୍ଲାଣ୍ଟ ବନ୍ଦ ହୋଇଛି । ହେଲେ ନୂଆ କରି ଓଡ଼ିଶାରେ ବିଜେପି ସରକାର ଆସିଥିବାରୁ ଏହି ପ୍ଲାଣ୍ଟ ପୁଣି ଥରେ କାର୍ଯ୍ୟକ୍ଷମ ହେବ ବୋଲି ଅଶାକରିଛନ୍ତି ସ୍ଥାନୀୟ ଲୋକେ ।
ବାପାଙ୍କ ପାଖରୁ ଟଙ୍କା ନେବାକୁ ପୁଅର ଜବରଦସ୍ତ ପ୍ଲାନ୍। ସାଙ୍ଗ ସହ ମିଶିକଲା କିଡ୍ନାପ୍ନାଟକ । ଦେଖନ୍ତୁ କେମିତି ବୁଲୁଛି ଛୁରି, ଭାଙ୍ଗୁଛି ମଦ ବୋତଲ...
ବନ ମହୋତ୍ସବ ଆସିଲେ ଗଛ ଲଗାଇବା ଚିନ୍ତା ମନକୁ ଆସେ l ସରକାରୀ ଯୋଜନାରେ ବୃକ୍ଷ ରୋପଣ କରାଯାଏ l କିନ୍ତୁ ବୃକ୍ଷ ରୋପଣ ପରେ ଭୁଲି ଯାଆନ୍ତି ଗଛର କଥା l ନୂଆପଡା ଜିଲ୍ଲାର ଜଣେ ଦମ୍ପତି ନିଆରା ଉଦ୍ୟମ ଆରମ୍ଭ କରି ବୃକ୍ଷରୋପଣ କରୁଛନ୍ତି l
ସରକାର କା ମାଲ୍ ଦରିଆ ମେ ଡାଲ୍ । ଧୋକା ଦେଲା ସରକାରୀ ଧାନ ବିହନ । ସରକାରୀ ଅନୁଷ୍ଠାନରୁ ଧାନ ବିହନ କିଣି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ଏ ଦୃଶ୍ୟ ହେଉଛି ଖଡ଼ିଆଳ ଅଞ୍ଚଳର…
ଦିଆସିଲି କାଠିରେ ଭବ୍ୟ ରାମମନ୍ଦିର । ୬୦ ହଜାର ଦିଆସିଲି କାଠିକୁ ଏକାଠି କରି ଅତି ନିଖୁଣ ଭାବେ ଅଯୋଧ୍ୟାର ରାମ ମନ୍ଦିର ତଆରି କରାଯାଇଛି । ମନ୍ଦିରକୁ ଆହୁରି ସୁନ୍ଦର କରିବାକୁ ସେଥିରେ ଖଞ୍ଜାଯାଇଛି ଇଲେକ୍ଟ୍ରି ଲାଇଟ ।
କିଛି ଦିନ ତଳେ ଭାଇରାଲ ହୋଇଥିଲା ଏଲିନାଙ୍କ ଏହି ଭିଡିଓ । ଦୀର୍ଘ ବର୍ଷ ଶାସନ ଗାଦି ମାଡି ବସିଥିବା ବିଜେଡି ସରକାର ଭାଙ୍ଗିବା ଓ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେବା ପରେ ଏଲିନା ଏମିତି କାନ୍ଦିଥିଲେ।
ଏମାନେ ଯେମିତି ଦୁହେଁ ଦୁହିଁଙ୍କ ପାଇଁ । ଏମାନଙ୍କ ଭିତରେ କେତେ ଯେ, ଭଲପାଇବା ରହିଛି ଏହି ହସ୍ପିଟାଲ ବେଡ ହିଁ କହିଦେଉଛି । ନିଜ ପତ୍ନୀଙ୍କୁ ପାଗଳ ପରି ଭଲ ପାଉଥିବା ଏ ସ୍ବାମୀଙ୍କୁ ଥରେ ଦେଖନ୍ତୁ…
ସମସ୍ତଙ୍କ ହାତରେ ଗଛ ଆଉ ତାରଜାଲି । ଫାଙ୍କା ସ୍ଥାନ ଦେଖି ଗଛ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ସମସ୍ତେ । ଇଏ ହେଉଛନ୍ତି ଭୁବନେଶ୍ବରର ରବିନ୍ଦ୍ର ଦାସ । ଏକ ବ୍ୟାଙ୍କର ପୂର୍ବତନ ଉଚ୍ଚପଦସ୍ଥ ଅଧିକାରୀ । ସେ ବି ଗଛ ଲାଗାଇବାକୁ ଯୁବକ ଓ ପିଲାମାନଙ୍କ ସହ ଅଣ୍ଟା ଭିଡିଛନ୍ତି । ଆଉ ଏ ଗଛ ଲଗାଇବା ଫଛର ଉଦ୍ଦେଶ୍ୟ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଶୁଣନ୍ତୁ...
କେବଳ ଆବଶ୍ୟକତା ନୁହେଁ, ବେଳେ ବେଳେ ଅଘଟଣ ବି ସାଜେ ଉଦ୍ଭାବନର ଜନନୀ। ମହାନଦୀରେ ବୁଡ଼ି ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଦୁଃଖଦ ମୃତ୍ୟୁ, ସେତେବେଳେ ଏହି ଉଦ୍ୟମୀ ଓଡ଼ିଆ ପୁଅଙ୍କୁ ବାଧ୍ୟ କରିଥିଲା ଏଭଳି ଏକ ଉନ୍ନତ ଡ୍ରୋନ୍ ତିଆରି ପାଇଁ ଚିନ୍ତା କରିବାକୁ। ଆଉ ଏବେ ସଫଳ ହୋଇଛି ସାଧନା।
ଏଥିପାଇଁ କେଉଁ ବିଭାଗ, କେଉଁ ପାଣ୍ଠିରୁ ଖର୍ଚ୍ଚ ହୋଇଛି କେତେ ଟଙ୍କା ?
ଶିଶୁଉଦ୍ୟାନ ଭାଙ୍ଗି କୋଟି କୋଟି ବ୍ୟୟରେ ହୋଇଥିଲା ଆଲିସାନ୍ କଟେଜ୍ । କାହା ସ୍ୱାର୍ଥରେ ଓ ଅନୁମତିରେ ନିର୍ମିତ ଆଲିସାନ୍ କଟେଜ୍ ?
ବଦଳୁଛି ଓଡ଼ିଆଙ୍କ ଖାଦ୍ୟ ରୁଚି । ପିଠା ନୁହେଁ ପିଜା ବର୍ଗରକୁ ପସନ୍ଦ କରୁଛନ୍ତି ଲୋକେ । ବର୍ତ୍ତମାନ ଓଡ଼ିଆ ଖାଦ୍ୟକୁ କବଳିତ କଲାଣି ଫାଷ୍ଟଫୁଡ୍ । ପିଠାର ସ୍ଥାନ ନେବାକୁ ବସିଛି ପିଜା, ବର୍ଗର, ମୋମୋ । ଯାହାଫଳରେ ଓଡ଼ିଶାରୁ ବର୍ତ୍ତମାନ ପିଠା ସଂସ୍କୃତି ହଜିବାକୁ ବସିଲାଣି ।
ଟଙ୍କା ସଞ୍ଚୟ ଲାଗି ଡାକଘର ସବୁଠୁ ସୁରକ୍ଷିତ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଯଦି ଡାକଘରେ ଟଙ୍କା ରଖି ଲୋକେ ଠକେଇର ଶିକାର ହୁଅନ୍ତି, ତେବେ କହିବା କାହାକୁ ? ସେମିତି ଏକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରୁ।
ଭାରତରେ ଏମିତି ଏକ ବିବାହ ହୋଇଛି ଯେଉଁଠି ବିବାହରେ କନ୍ୟା ବରକୁ କୌଣସି ଯୌତୁକ ଦେଇ ନାହାଁନ୍ତି। ଏହି ଯୌତୁକ ମୁକ୍ତ ବିବାହକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି। ସମାଜରେ ବ୍ୟାପିଥିବା ଏହି କୁ-ପ୍ରଥାକୁ ଦୂର କରିବା ପାଇଁ ବର ମଧ୍ୟ ଏହାକୁ ବହୁତ ସମର୍ଥନ କରିଛନ୍ତି।
ବିନା ଶିକ୍ଷକରେ ଚାଲିଛି ହାଇସ୍କୁଲ। ଶିକ୍ଷାଦାନ କରୁଛନ୍ତି ପିଅନ। କ୍ଲର୍କ ନେଇଛନ୍ତି ପ୍ରଧାନଶିକ୍ଷକର ଦାୟିତ୍ନ।
ଚାରିମାସ ତଳେ ୭୫୦ ଶଯ୍ୟ ବିଶିଷ୍ଟ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଉଦଘାଟନ କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ପାଇଁ ଉଦଘାଟନ ତ କରିଦେଲେ ହେଲେ ନୂଆ ହସପିଟାଲ ଆଜିଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ ।
ଚାଲିଛି ବେତ ତିଆରି। ବିଭିନ୍ନ ଘରକରଣା ଜିନିଷ ତିଆରିରେ ନିମଗ୍ନ ଅଛନ୍ତି ୧୫ଜଣ ସ୍ୱାବଲମ୍ୱୀ ମହିଳା। ନିଜେ ରୋଜଗାର କରିବା ସହ ପରିବାର ପ୍ରତିପୋଷଣର ନାୟିକା ସାଜିଛନ୍ତି ଏମାନେ ।
ଲାଭ ଦାୟକ ଫସଲ କାଜୁରୁ ମୁହଁ ମୋଡିଲେଣି ଚାଷୀ। ଚାଷୀଙ୍କ ଅଭିଯୋଗ ହେଲା କାଜୁ ଫସଲର ଉଚିତ ମୂଲ୍ୟ ମିଳୁନାହିଁ ।
ବରଫ ଶିବଲିଙ୍ଗ ରୂପରେ ବିରାଜମାନ କରିଛନ୍ତି ବାବା ମହାଦେବ।
ଶ୍ରୀ ଆହୁଜା ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।