କଟକ: ପ୍ରେମିକାକୁ ଜୀବନଠାରୁ ଅଧିକ ଭଲ ପାଉଥିଲେ। ବାହାହୋଇ ଘର ସଂସାର କରିବେ ବୋଲି ସ୍ୱପ୍ନ ଦେଖିଥିଲେ। ହେଲେ ଯାହା ଭାଗ୍ୟରେ ନଥିଲା ତାହା ହୋଇଥାନ୍ତା କେମିତି? ଯାହାକୁ ଏତେ ଭଲ ପାଉଥିଲେ, ଶେଷରେ ସିଏ ହିଁ ଧୋକା ଦେଲା। ୩ ବର୍ଷର ପ୍ରେମ ସମ୍ପର୍କକୁ ତୁଟାଇ ଦେଇ ଆଉ ଜଣଙ୍କ ପ୍ରେମରେ ପଡ଼ିଲା ପ୍ରେମିକା। ଯାହାକୁ ସହି ନପାରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ। କିନ୍ତୁ ଯିବା ପୂର୍ବରୁ ନିଜ ପ୍ରେମ ଓ […]
ସମ୍ବଲପୁର : CAA ସପକ୍ଷରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସମ୍ବଲପୁରରେ ବିଶାଳ ରାଲି କରିଛି ବିଜେପିର। ଏହି ରାଲିରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସ୍ଥାନୀୟ ସାଂସଦ ନିତେଶ ଗଙ୍ଗଦେବ ଓ ବିଧାୟକ ଜୟନାରାୟଣ ମିଶ୍ର ସାମିଲ ହୋଇଛନ୍ତି। ରାଲି ପରେ CAA ସମ୍ପର୍କିତ ଏକ ଜନଜାଗରଣ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହି ଅବସରରେ JNU ପ୍ରସଙ୍ଗ ଉଠାଇ ଟୁକ୍ଡ଼େ ଟୁକ୍ଡ଼େ ଗ୍ୟାଙ୍ଗ୍ ସମ୍ପର୍କରେ […]
ଭୁବନେଶ୍ୱର: ପୂର୍ବଥର ଭଳି ଏଥର ମଧ୍ୟ ଓଟିଭି(ଓଡ଼ିଶା ଟେଲିଭିଜନ ନେଟ୍ୱାର୍କ) ରସଗୋଲା ମହୋତ୍ସବ୨୦୨୦ ଆୟୋଜନ କରିବାକୁ ଯାଉଛି। କିନ୍ତୁ ଚଳିତ ଥର ଏହି ମହୋତ୍ସବ ଭୁବନେଶ୍ୱରରେ ନ ହୋଇ କଟକର ବାଲିଯାତ୍ରା ଉପର ପଡ଼ିଆରେ ହେବ। ଜାନୁଆରୀ ୧୫ ତାରିଖ ସନ୍ଧ୍ୟା ୫ଟା ସମୟରେ ଏହି ଉତ୍ସବ ଆରମ୍ଭ ହେବ। ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ଖାଦ୍ୟ ସାମଗ୍ରୀକୁ ଲୋକଲୋଚନକୁ ଆଣିବା ତଥା ଏହାକୁ ଲୋକପ୍ରିୟ କରାଇବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବ୍ୟବସାୟୀ […]
ବ୍ରହ୍ମପୁର: ଗୋଷାଣୀ ନୂଆଗାଁ ଉତ୍କଳ ବାଳାଶ୍ରମରୁ ୧୩ ଛାତ୍ରୀ ଚମ୍ପଟ ମାରିବା ଘଟଣାରେ ୭ ଛାତ୍ରୀ ଉଦ୍ଧାର ହୋଇଛନ୍ତି। ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦରୁ ଜଣେ, ଚିକିଟିରୁ ଜଣେ ଏବଂ ଭୁବନେଶ୍ୱରରୁ ୫ ନାବାଳିକାଙ୍କୁ ଉଦ୍ଧାର କରିଛି ବ୍ରହ୍ମପୁର ପୁଲିସ। ଉଦ୍ଧାର ନାବାଳିକାଙ୍କ ଜରିଆରେ ଅନ୍ୟମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି। ପରିବାର ଲୋକେ ଘରକୁ ନେଉନଥିବାରୁ ଛାତ୍ରୀମାନେ ପଳାଇଥିବା ଜଣାପଡ଼ିଛି। ଛାତ୍ରୀଙ୍କ ଉଦ୍ଧାର ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଓ ସାହେବ। ସେପଟେ […]
ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ମାସ ସୁଦ୍ଧା ଖାଲି ହେବାକୁ ଯାଉଛି ୪ ରାଜ୍ୟସଭା ଆସନ। ଆଉ ଏହି ଆସନକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୈତକ ଛକାପଞ୍ଝା। ସଂଖ୍ୟାଦୃଷ୍ଟିରୁ ୩ଟି ଆସନ ବିଜେଡି ସପକ୍ଷରେ ଯାଉଥିବାବେଳେ ଆଉ ଗୋଟିଏ କାହା ଭାଗକୁ ଯିବ ସେ ନେଇ ସ୍ଥିତି ଅସ୍ପଷ୍ଟ ରହିଛି। ଅଶ୍ୱିନୀ ବୈଷ୍ଣବଙ୍କ ଭଳି ଏଥର ବିଜେପିକୁ ବିଜେଡି ରାଜ୍ୟସଭା ସିଟ୍ ଛାଡ଼ିବ ନା ନାହିଁ ତାହା ନିର୍ଭର କରୁଛି ବିଧାନ ପରିଷଦ ଡିଲ୍ ଉପରେ। ଏସବୁ […]
ଭୁବନେଶ୍ୱର: କାଲି ଭାରତ ବନ୍ଦ। ଟ୍ରେଡ୍ ୟୁନିୟନର ଡାକରାରେ ଗଡ଼ିବନି ଚକ-ଅଖ। କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତିର ପ୍ରତିବାଦ କରି ୨୪ ଘଣ୍ଟିଆ ଧର୍ମଘଟ ଡାକରା ଦେଇଛନ୍ତି ବ୍ୟାଙ୍କ, ବୀମା କେନ୍ଦ୍ର ଓ ରାଜ୍ୟ କର୍ମଚାରୀ ଶ୍ରମିକ ସଂଗଠନ ସମୁହ। ତେବେ ଆମ୍ବୁଲାନ୍ସ, ପରୀକ୍ଷାର୍ଥୀ, କ୍ଷୀରଗାଡ଼ି ଓ ଫାୟାର ଗାଡ଼ି ଭଳି ଅତ୍ୟାବଶ୍ୟକ ସେବା ବନ୍ଦରୁ ବାଦ ଦିଆଯିବ ବୋଲି ଧର୍ମଘଟ ଡାକରା ଦେଇଥିବା ସଂଗଠନ କହିଛି। ଟ୍ରେଡ୍ ୟୁନିୟନଗୁଡ଼ିକ ପକ୍ଷରୁ ଦିଆଯାଇଥିବା […]
ଭୁବନେଶ୍ୱର: ରାଜ୍ୟରେ ଅସୁରକ୍ଷିତ ଚତୁର୍ଥ ସ୍ତମ୍ବ। ବେଆଇନ୍ କାର୍ଯ୍ୟ ବିଷୟରେ ରିପୋର୍ଟିଂ କଲେ ସାମ୍ବାଦିକଙ୍କ ଉପରେ ହେଉଛି ମରଣାନ୍ତକ ଆକ୍ରଣ। ନିକଟରେ ବେଆଇନ୍ ପାର୍କିଂ ଫିକୁ ନେଇ ରିପୋର୍ଟିଂ କଲାବେଳେ ଅର୍ଗସ୍ ରିପୋର୍ଟର ସ୍ୱାତୀ ଜେନାଙ୍କୁ ଆକ୍ରମଣ ହୋଇଥିଲା। ଆଉ ଏବେ ପୁଣି ଜଣେ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସମ୍ୱଲପୁରର ପ୍ରମେୟ ରିପୋର୍ଟର ଅନିଲକାନ୍ତ ଦାସଙ୍କୁ କିଛି ଗୁଣ୍ଡା ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କଫ୍ ସିରଫ୍ରେ ନିଶା ଦ୍ରବ୍ୟ ମିଶା […]
ବ୍ରହ୍ମପୁର: ବାଳାଶ୍ରମରୁ ୧୩ ନାବାଳିକା ଅନ୍ତେବାସିନୀ ଚମ୍ପଟ୍ ମାରିଛନ୍ତି। ଗୋଷାଣୀ ନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ବିଳମ୍ବିତ ରାତିରେ ନାବାଳିକାମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଆବଶ୍ୟକ ସୁରକ୍ଷା ନଥିବାରୁ ଅନ୍ତେବାସିନୀ ଫେରାର ହୋଇଯାଇଥିବା ଚର୍ଚ୍ଚା ହେଉଛି। ଉପଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି। ତେବେ କ’ଣ ପାଇଁ ନାବାଳିକାମାନେ ବାଳାଶ୍ରମରୁ ପଳାଇଛନ୍ତି ସେନେଇ ଏଯାଏ କୌଣସି ସଠିକ୍ ସୂଚନା ମିଳିନାହିଁ। ସେପଟେ ବାଳାଶ୍ରମ ଅଧୀକ୍ଷକ କହିଛନ୍ତି, ରାତି ଗୋଟାଏରେ ପିଲାମାନେ ଶୋଇଥିବାର ସେ ଦେଖିଥିଲେ। […]
ଭୁବନେଶ୍ୱର: ବିଭିନ୍ନ ରାଲି, ଧାରଣା ଓ ବିକ୍ଷୋଭ ସମୟରେ ରାଜ୍ୟ ପୁଲିସର ପଦକ୍ଷେପ ପ୍ରସଙ୍ଗରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ଖାସ କରି ଗତ ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳର ମୋଟରସାଇକେଲ ରାଲି ପ୍ରସଙ୍ଗରେ ପୁଲିସରେ ସଂସ୍କାର ସମ୍ପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି ହାଇକୋର୍ଟ। ଏହି ମାମଲାର ଆମିକସକ୍ୟୁରୀ ଦେଇଥିବା ରିପୋର୍ଟ ଆଧାରରେ ଜବାବ ଦେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମିକସ୍କ୍ୟୁରୀ […]
ଭୁବନେଶ୍ୱର: କମିଶନରେଟ ପୁଲିସ ପ୍ରତିଷ୍ଠା ଦିବସକୁ ନିମନ୍ତ୍ରଣ ମିଳିନଥିବାରୁ କ୍ଷୋଭ ପ୍ରକାଶ କଲେ ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ର। ଏ ନେଇ ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି “ଅନେକ ଅବସରପ୍ରାପ୍ତ ଅଫିସରଙ୍କୁ ନିମନ୍ତ୍ରଣ କରାଯାଇଥିବା ଶୁଣିଲି କିନ୍ତୁ ମୋତେ କୌଣସି ନିମନ୍ତ୍ରଣ ମିଳିନାହିଁ। ଜାଣି ଖୁସି ଲାଗିଲା ଯେ, ସେମାନେ ଏକ ନୂଆ ପରମ୍ପରା ଆରମ୍ଭ କରିଛନ୍ତି।” ସେପଟେ ପ୍ରକାଶଙ୍କ ଟ୍ୱିଟ୍ରେ ପୂର୍ବତନ ପ୍ରଶାସକ ତଥା ତାଙ୍କ ଭାଇ ପ୍ରସନ୍ନ ମିଶ୍ରଙ୍କ ରିଟ୍ୱିଟ୍ କରି ଏହା […]
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ୮ ଜିଲ୍ଲା ସହ ଅଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ିଘଡ଼ି ଅଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ସୁନ୍ଦରଗଡ଼,କେନ୍ଦୁଝର ଓ ଝାରସୁଗୁଡ଼ା ଭଳି ତିନିଟି ଜିଲ୍ଲାରେ ବି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ୩ ଜିଲ୍ଲା ପାଇଁ ୟାଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେପଟେ ରାଜ୍ୟରେ ଦୁଇ ଦିନ […]
ଭୁବନେଶ୍ୱର: ଖାଦ୍ୟଶସ୍ୟ ଉତ୍ପାଦନରେ ପାରଦର୍ଶିତା ପାଇଁ ଓଡ଼ିଶାକୁ ମିଳିଛି ପ୍ରଶଂସା ପତ୍ର। ୨୦୧୬-୧୭ ବର୍ଷ ପାଇଁ ଓଡ଼ିଶାକୁ ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ରାଜ୍ୟର କୃଷି ମନ୍ତ୍ରୀ ଅରୁଣ ସାହୁ ଆଜି ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଅନ୍ୟପଟେ ପିଏମ୍ କିଷାନ ସମ୍ମାନ ନିଧିର ତୃତୀୟ କିସ୍ତି ପ୍ରଦାନ କରଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।କର୍ଣ୍ଣାଟକ ତୁମୁକୁରୁରେ ଏକ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଏହି କିସ୍ତି ପ୍ରଦାନ କରିଛନ୍ତି। ୨୦୧୯ ଡିସେମ୍ବରରୁ ମାର୍ଚ୍ଚ ୨୦୨୦ ଅବଧି ପାଇଁ […]
ସମ୍ବଲପୁର: କୋଇଲା ଖଣି ପାଇଁ ବଳି ପଡ଼ିବ ତଳାବିରା ଜଙ୍ଗଲ। ଭୂଇଁରେ ଲୋଟିବ ଲକ୍ଷ ଲକ୍ଷ ଗଛ ହେଲେ ଗ୍ରାମସଭାର ବିନା ଅନୁମତିରେ ଗଛ କଟା ନେଇ ଉଠିଛି ବିବାଦ। ଅନୁମତିଠୁ ତିନିଗୁଣା ଅଧିକ ଗଛ କାଟିବାକୁ ଯୋଜନା ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବେଶବିତ୍। ଖାଲି ସେତିକି ନୁହେଁ ନିଯୁକ୍ତି ନାଁରେ ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ବି ପ୍ରତାରିତ କରାଯାଇଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ପଢ଼ନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ। ଦିନକୁ ଦିନ ସଫା […]
ଭୁବନେଶ୍ୱର: ପ୍ୟାର୍, ଇସ୍କ ଆଉ ମୋହବତ୍ର ମାୟା ଦେଖାଇ ସିଲ୍ଭର୍ ସିଟିରେ କୁଖ୍ୟାତ୍ ଅପରାଧୀ ଚଳାଉଛନ୍ତି ଅପରାଧର ଗୋଟି। ଧଳସାମନ୍ତ ବ୍ରଦର୍ସ ପରେ ପରେ ସାମ୍ନାକୁ ଆସିଥିବା ସକିଲ ଅହମ୍ମଦ ନାମକ ଜଣେ ଦୁର୍ଦ୍ଦାନ୍ତ ଅପରାଧୀର ପତିଆରା କମିଶନରେଟ୍ ପୁଲିସର ନିଦ ହଜାଇ ଦେଇଛି। ଯିଏ ନିଜ କ୍ରାଇମ କୁଇନ୍କୁ ମାଧ୍ୟମ କରି ଜେଲ୍ରେ ରହି ଦାଦାବଟି ଆଦାୟ ସହ ନା ନା ଅପରାଧ ଭିଆଉଥିଲା। ଯାହାର ଖୁଲାସା କରିବା ପରେ ସାମ୍ନାକୁ ଆସିଛି ଗ୍ୟାଙ୍ଗଷ୍ଟରଙ୍କ ଗାର୍ଲଫ୍ରେଣ୍ଡ […]
ଅନୁଗୁଳ: ବାଘୁଣୀ ସୁନ୍ଦରୀକୁ ଫେରାଇବାକୁ ରାଜି ହୋଇଛନ୍ତି ରାଜ୍ୟ ସରକାର। ସୁନ୍ଦରୀକୁ ମଧ୍ୟପ୍ରଦେଶ ଫେରାଇ ନେବାକୁ MP ସରକାରଙ୍କୁ ଓଡ଼ିଶା ସରକାର ଚିଠି ଲେଖିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଏହି ଚିଠି ପରେ ଏବେ ଯେକୌଣସି ସମୟରେ ମଧ୍ୟ ପ୍ରଦେଶ ସରକାର ବାଘୁଣୀକୁ ଫେରାଇ ନେବେ। ଏହି ସୂଚନା ଦେଇଛନ୍ତି ଚିଫ୍ ଓ୍ୱାଇଲ୍ଡ ଲାଇଫ ଓ୍ୱାର୍ଡେନ ହରିଶଙ୍କର ଉପାଧ୍ୟାୟ। ଅନ୍ୟପଟେ ହାତୀ-ମଣିଷ ଲଢ଼େଇ ରୋକିବାକୁ ବି ପ୍ରକ୍ରିୟା ଆରମ୍ଭ ହୋଇଛି। ଆମ ରାଜ୍ୟର ବନ କର୍ମଚାରୀଙ୍କୁ ତାଲିମ […]
ଭୁବନେଶ୍ୱର: ଆସନ୍ତାକାଲିଠୁ ପକ୍ଷୀ ଗଣନା ଆରମ୍ଭ ହେବ। ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡରେ ହେବ ଏହି ଗଣନା କାର୍ଯ୍ୟକ୍ରମ। ତା’ସହ ୯ରୁ ୧୧ ତାରିଖ ପର୍ଯ୍ୟନ୍ତ କୁମ୍ଭୀର ଗଣନା କାର୍ଯ୍ୟକ୍ରମ ବି ଚାଲିବ। ଯେଉଁଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଶୀତଋତୁରେ ସାତକୋଶିଆର ମହାନଦୀ ରିଭର ସିଷ୍ଟମ ସହ ଶିଶୁପଥର ଡ୍ୟାମରେ ବହୁ ବିଦେଶାଗତ ପକ୍ଷୀମାନଙ୍କ ଆଗମନ ହୋଇଥାଏ। ମହାନଦୀ ରିଭର୍ ସିଷ୍ଟମ ବହୁ ବିରଳ ତଥା ବିଦେଶାଗତ ପକ୍ଷୀମାନଙ୍କ ପ୍ରିୟ ସ୍ଥଳୀ ରୂପେ ଜଣାଶୁଣା। ବିଶେଷ […]
ଭୁବନେଶ୍ୱର: ଏଣିକି ଆଧାର ନାହିଁ ତ ଭତ୍ତା ନାହିଁ। ଆଧାର ସଂଯୋଗ କରିନଥିଲେ ଏପ୍ରିଲ ୧ରୁ ହିତାଧତ୍କାରୀଙ୍କୁ ଭତ୍ତା ମିଳିବ ନାହିଁ। ଆଧାର ଲିଙ୍କ୍କୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାଷ୍କର ଶର୍ମାଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ମାର୍ଚ୍ଚ ୧୫ ଭିତରେ ପେନ୍ସନ୍ଧାରୀଙ୍କୁ ଆଧାର ଲିଙ୍କ୍ କରିବାକୁ ସଚିବ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। NSAP(NATIONAL SOCIAL ASSISTANCE PROGRAGMME-), ମଧୁବାବୁ ପେନସନ୍ ଯୋଜନାରେ […]
ଭୁବନେଶ୍ୱର: ପୁଣି ଯାଜପୁର ହରିଦାସପୁର PEO ସ୍ମିତାରାଣୀ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି। ଏହି ମାମଲାରେ ତୃତୀୟ ମହଲାର ଦୁଷ୍ଟ ବୁଦ୍ଧି ମାମଲାକୁ ପରିଚାଳନା କରୁଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଅଢ଼େଇ ମାସ ଗଲା, ଘଟଣାରୁ ପରଦା ଉଠିଲାନି। ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କୁ ପୁଲିସ ହେପାଜତରେ ନନେଇ ୨ ହଜାର ପୃଷ୍ଠାର ଚାର୍ଜସିଟ୍ ପୁଲିସ କିପରି ଦାଖଲ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି […]
ଭୁବନେଶ୍ୱର: ନମ୍ବର ଓ୍ୱାନ୍ର ମୁକୁଟ ପିନ୍ଧି ୨୦ ବର୍ଷ ଧରି ରାଜ କରୁଥିବା ବିଜେଡି ବର୍ଷ ୨୦୨୦ରେ ବି ଆହୁରି ବଳ ବଢ଼ାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। ଦଳ କୋଟିଏ ସଭ୍ୟ ସଂଗ୍ରହ କରିଛି ବୋଲି ଦାବି କରୁଛି। ନିର୍ବାଚନ ପୂର୍ବରୁ ଦଳର ନେତାଙ୍କୁ ଥଇଥାନ କରିବାର ରଣନୀତି ବର୍ଷ ୨୦୨୦ରେ ବଦଳିପାରେ। ଚଳିତ ବର୍ଷ ଶାସକ ବିଜେଡି ପାଇଁ ଅନେକ ଚ୍ୟାଲେଞ୍ଜ ରହିଛି। ୧.ସାଂଗଠନିକ ନିର୍ବାଚନ ପର୍ବର ଶେଷ ପର୍ଯ୍ୟାୟରେ କାଣ୍ଟଛାଣ୍ଟ ହୋଇପାରେ। ପଦାଧିକାରୀଙ୍କ […]
ଭୁବନେଶ୍ୱର: ନୂଆବର୍ଷରେ ରାତି ଗୋଟାଏ ଯାଏ ମଦ ଦୋକାନ ଖୋଲା ରଖିବା ନିଷ୍ପତ୍ତିକୁ ରାଜ୍ୟବ୍ୟାପୀ ଜୋରଦାର ବିରୋଧ ହୋଇଛି। ଛାତ୍ର କଂଗ୍ରେସ ଓ ନିଶାମୁକ୍ତି ଅଭିଯାନ ପକ୍ଷରୁ ଆଜି ରାଜଧାନୀରେ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗାନ୍ଧୀଙ୍କ ନୀତି ଆଦର୍ଶ କଥା କହୁଥିବା ରାଜ୍ୟ ସରକାର କେମିତି ଏଭଳି ନିଷ୍ପତ୍ତି ନେଲେ ବୋଲି ନିଶାମୁକ୍ତି ଅଭିଯାନ ପ୍ରଶ୍ନ କରିଛି କଂଗ୍ରେସ। ବିଜେପି ମଧ୍ୟ ସରକାରଙ୍କୁ ସମାଲୋଚନା କରିଛି। ତେବେ ଦିନକ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା […]
ବରଗଡ଼: ବରଗଡ଼ରେ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଛି। ମଥୁରାନଗରୀ ପାଲଟିଥିବା ବରଗଡ଼ରେ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି। ଗୋପପୁର ପାଲଟିବ ଅମ୍ବାପାଲି। ଧନୁଯାତ୍ରା ପାଇଁ ସାରା ସହରକୁ ଆଲୋକ ମାଳାରେ ସଜାଯାଇଥିବା ବେଳେ ହାଟପଦାରେ କଂସଙ୍କ ରାଜ ଦରବାର ଓ ନିଶାମଣି ପଡ଼ିଆରେ ରଙ୍ଗମହଲ ନିର୍ମାଣ ହୋଇଛି। ଆଜି ରାଜା ଉଗ୍ରସେନଙ୍କ ନିର୍ଦ୍ଦେଶରେ ଦେବକୀ-ବସୁଦେବ ବିବାହ, ଦୈବବାଣୀ ଓ ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସଙ୍କ ସିଂହାସନ ଆରୋହଣ ଏବଂ ବସୁଦେବ ଓ […]
ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ୨୦୨୦କୁ କିଏ କେମିତି ସ୍ୱାଗତ କରିବେ, ସେନେଇ ସମସ୍ତେ ତତ୍ପର। ନୂଆବର୍ଷର ପ୍ରଥମ ଦିନରେ ଠାକୁରଙ୍କୁ ଦର୍ଶନ କରି ବର୍ଷଯାକର ମଙ୍ଗଳ ମନାସିବାକୁ ରାତି ଅଧରୁ ଲାଗିବ ଶ୍ରୀମନ୍ଦିରରେ ଭିଡ଼। ସେଥିପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି। ଝଲସୁଛି ଶ୍ରୀମନ୍ଦିର, ସଜେଇ ହୋଇଛି ବଡ଼ଦାଣ୍ଡ। ନୂଆବର୍ଷ ପାଇଁ ରାତି ୧ଟାରେ ଖୋଲାଯିବ ସିଂହଦ୍ୱାର। ଏହାପରେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏପଟେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭୋର […]
ଭୁବନେଶ୍ୱର : ବଲିଉଡ୍ ଫିଲ୍ମ ‘ବଣ୍ଟି ଔର ବବ୍ଲୀ’। ଏହି ଫିଲ୍ମରେ ବଣ୍ଟି ଓ ବବ୍ଲୀ ଆଖି ପିଛୁଳାକେ ଲୁଟ୍ କରି ନେଇଯାଇଥିଲେ ଧନ ସମ୍ପତ୍ତି। ଏବେ ସେହି ଷ୍ଟାଇଲ୍ରେ ଓଲିଉଡ୍ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶୀନୀ ଓ ତାଙ୍କ ପୁରୁଷ ବନ୍ଧୁ ଦେବରାଜ କରୁଥିଲେ ଲୁଟ୍। ଓଲିଉଡ୍ ଅଭିନେତ୍ରୀଙ୍କର ଏପରି କାରନାମାର ଗୋଟିଏ ପରେ ଗୋଟିଏ ପ୍ରତିଦିନ ସାମ୍ନାକୁ ଆସୁଛି। ଯାହା ରାଜ୍ୟରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି। ଏବେ ପୁଣି ଓଲିଉଡ୍ ଅଭିନେତ୍ରୀ ଚିନ୍ମୟୀ ପ୍ରିୟଦର୍ଶୀନୀଙ୍କ […]
କନ୍ଧମାଳ: ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ବର୍ଷର ଶେଷ ସୂର୍ଯ୍ୟୋଦୟ ବେଶ୍ ନୂଆ ନୂଆ ଲାଗୁଛି। କାରଣ ଆଉ କେଇ ଘଣ୍ଟାର ବଦଳିଯିବ କ୍ୟାଲେଣ୍ଡର, ଆସିବ ନୂଆ ବର୍ଷ ୨୦୨୦। କଅଁଳ ଖରାରେ ସତେଜ ଦିଶୁଛି ଦାରିଙ୍ଗିବାଡ଼ି। ପାହାଡ, ଝରଣା, ଦିଗନ୍ତବ୍ୟାପୀ ସବୁଜିମାରେ ସ୍ୱର୍ଗ ପରି ମନେହେଉଛି ଏହି ଅଞ୍ଚଳ। ପ୍ରକୃତିର ମନଲୋଭା ଦୃଶ୍ୟକୁ ଆଖି ପୂରେଇ ଦେଖିନେବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ମିଡୁବାନ୍ଦା ଜଳପ୍ରପାତ ହେଉ, କଫି ବଗିଚା, ଡୁଲୁରି ପାଇନ […]