ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ପୁଲିସ ମେଡାଲ ଘୋଷଣା ହୋଇଛି। ୩ଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ ଜଣ ଏହି ମେଡାଲ ପାଇବେ। ସାହସିକତା ପାଇଁ ୧୬ ଜଣ ପୁଲିସ କର୍ମଚାରୀ ଏହି ମେଡାଲ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିଭଳି ବିଶିଷ୍ଟ ସେବା କ୍ଷେତ୍ରରେ ୨ ଜଣ ଏବଂ ଉଲ୍ଲେଖନୀୟ ସେବା କ୍ଷେତ୍ରରେ ୧୧ଜଣ ପୁଲିସଙ୍କୁ ମେଡାଲ ପ୍ରଦାନ କରାଯିବ। ଏଡିଜି ଆର୍.ପି କୋଚେ ଏବଂ ଭିଜିଲାନ୍ସ ASI ମନୋରଂଜନ ସାମଲଙ୍କୁ ବିଶିଷ୍ଟ ସେବା […]
ଭୁବନେଶ୍ୱର: “ହମ୍ ଭି କିସି ସେ କମ୍ ନେହିଁ।” ସବୁ କ୍ଷେତ୍ରରେ ଆଜି ଏ ଉକ୍ତିକୁ ପ୍ରମାଣିତ କରିଛନ୍ତି କନ୍ୟାରତ୍ନ। କିଏ ସମାଜର ରୁଢ଼ିବାଦୀ ମାନସିକତା ସହ ଲଢ଼ି ନିଜ ପାଇଁ ଜାଗାଟିଏ ତିଆରି କରିଛନ୍ତି ତ ଆଉ କିଏ ପୁଣି ପରିବାରରୁ ପୂରା ସହଯୋଗରେ ସଫଳତାର ଶିଖର ଛୁଇଁଛନ୍ତି। ଆଜି ଜାତୀୟ କନ୍ୟା ଦିବସରେ ଜାଣିବା ଏମିତି କିଛି ସଫଳ କନ୍ୟାରତ୍ନଙ୍କ କାହାଣୀ। ଗଜପତି ଏସ୍ପି ସାରା ଶର୍ମା କଥା ଜାଣନ୍ତୁ। ଗୀତ ଗାଇବାର ରୁଚି […]
ପୁରୀ: ବାହାରୁ ଆସିଥିବା ଅଙ୍ଗାରରେ ପ୍ରଭୁ ଜଗନ୍ନାଥଙ୍କ ମହାପ୍ରସାଦ ରୋଷେଇ ହେଉଥିବା ନେଇ ଓଟିଭିରେ ଖବର ପ୍ରକାଶ ପାଇଥିଲା। ଏହା ପରେ ଚେତିଛି ଶ୍ରୀମନ୍ଦିର ନୀତି ପ୍ରଶାସକ। ବାହାରୁ ଯେପରି କୌଣସି ଅଙ୍ଗାର ନଯିବ, ସେଥିପ୍ରତି ୪ ଦ୍ୱାରରେ ସତର୍କ ଦୃଷ୍ଟି ରଖିବାକୁ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଶ୍ରୀମନ୍ଦିର ରୋଷଶାଳା ପ୍ରବେଶ ପଥରେ ସୁପରଭାଇଜର୍ ଓ କମାଣ୍ଡରଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ସେହିପରି ଉଷୁନା ଚାଉଳ, ପାମୋଲିନ ତେଲ ସହ ପଚା […]
ଭୁବନେଶ୍ୱର: ଡିଗ୍ରୀ କଲେଜ ଗଭର୍ଣ୍ଣିଂ ବଡି ଭାଙ୍ଗିଲେ ରାଜ୍ୟ ସରକାର। ଏନେଇ ବିଜ୍ଞପ୍ତି ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ। ଏଥିରେ କୁହାଯାଇଛି ଯେ, ଜିଲ୍ଲା ମୁଖ୍ୟାଳୟରେ ଥିବା କଲେଜର ସଭାପତି ହେବେ ଏଡିଏମ୍ ବା ଆଡିସନାଲ ଡିଷ୍ଟ୍ରିଟ ମାଜିଷ୍ଟ୍ରେଟ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏଡିଏମ୍ ହିଁ କଲେଜ ସଭାପତି ରହିବେ। ଏକାଧିକ ଏଡିଏମ୍ ଥିଲେ ଜିଲ୍ଲାପାଳ ଜଣେ ଏଡିଏମ୍ଙ୍କୁ ଦାୟିତ୍ୱ ଦେବେ। ସେହିଭଳି ସଦର ମହକୁମା ବାହାରେ ଥିବା କଲେଜର ମୁଖ୍ୟ ହେବେ ଉପଜିଲ୍ଲାପାଳ। ନିର୍ଦ୍ଦେଶନାମା […]
ଭଞ୍ଜନଗର: ଘରୁ ଡାକି ଆଣି ଜଣେ ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଦୁଇ ଦୁର୍ବୃତ୍ତ। ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ପୂର୍ବ ଶତ୍ରୁତାରୁ ଏପରି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଆଜି ଦିନ ଦି’ ପ୍ରହରରେ ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଧୁମୁଛାଇ ଗାଁର ସନ୍ତୋଷ ନାୟକ ଘରେ ଥିଲେ। ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଘରୁ ଡାକି ଆଣିଥିଲେ। ଗାଁ ମଝିରେ ଥିବା ବିଶ୍ରାମାଗାର ନିକଟରେ କୌଣସି […]
ଖୋର୍ଦ୍ଧା: ଫିଲ୍ମ ଷ୍ଟାଇଲରେ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କା। ଲକ୍ଷେ କି ଦି ଦୁଇ ଲକ୍ଷ ନୁହେଁ ଏକାଥରକେ ୨୩ ଲକ୍ଷ ଟଙ୍କା ଲୁଟି ନେଲେ ୪ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ୍ରେ। ଏକ ଘରୋଇ ସଂସ୍ଥାର ଏଜେଣ୍ଟ ନିକଟସ୍ଥ ବ୍ୟାଙ୍କକୁ ଜମା କରିବାକୁ ଯିବାବେଳେ ଲୁଟ୍ର ଏଭଳି ଶିକାର ହୋଇଛନ୍ତି। ଏହି ୪ ଦୁର୍ବୃତ୍ତ ଏଜେଣ୍ଟଙ୍କ ବାଇକ୍ ଆଗରେ ବାଇକ୍ ରଖି ଟଙ୍କା ବ୍ୟାଗ୍ ଝାମ୍ପିନେଇଛନ୍ତି। ଟାଉନ୍ ଥାନାରେ […]
ଭୁବନେଶ୍ୱର: ଏପ୍ରିଲ ପହିଲାରୁ ଘଣ୍ଟାକରେ ମିଳିବ ଜମି କାଗଜପତ୍ର। ସବରେଜିଷ୍ଟ୍ରାର ଅଫିସରେ ପଞ୍ଜୀକରଣ କରିବା ପରେ ସେହିଦନ ଅପରାହ୍ନରେ ହିଁ ଆପଣଙ୍କୁ ଆପଣଙ୍କର ଜମି କାଗଜପତ୍ରର ସମସ୍ତ ତଥ୍ୟ ମିଳିଯିବ। ଫେବ୍ରୁଆରୀ ୧୦ରେ ‘ମୋ ସରକାର’ ଅଧୀନକୁ ଆସିବ ରାଜସ୍ୱ ବିଭାଗ। ଏଥିସହିତ ଓଡ଼ିଶା ରାଇଟ୍ ଟୁ ପବ୍ଲିକ ସର୍ଭିସ୍ରେ ଯେଉଁ ସବୁ ମାମଲା ରହିଛି ତାହାକୁ ଫେବ୍ରୁଆରୀ ୫ ସୁଦ୍ଧା ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ତହସିଲଦାରଙ୍କ କାମ ବାକି ଅଛି, ସେମାନଙ୍କ ଛୁଟି […]
ଭୁବନେଶ୍ୱର: ଭୁବନେଶ୍ୱରରେ କେମିତି ଚେର ମେଲାଇଥିଲା ବାଂଲାଦେଶୀ ସେକ୍ସ୍ ରାକେଟ୍ ? କେମିତି ତିଆରି ହେଉଥିଲା ନକଲି ଡକ୍ୟୁମେଣ୍ଟ, କେମିତି ଯୋଗାଡ଼ ହେଉଥିଲେ ଗରାଖ ? କିଙ୍ଗପିନ୍ ଅଞ୍ଜଳି ଓ ଇବ୍ରାହିମ ଧରାପଡ଼ିବା ପରେ ଏସବୁର ଗୁମର ଖୋଲିବାକୁ ଜୋରଦାର ଚେଷ୍ଟା ଚଳାଇଛି କ୍ରାଇମବ୍ରାଞ୍ଚ । ସେପଟେ ଏହି ରାକେଟ୍ର ୩ ଦଲାଲଙ୍କୁ ଗିରଫ କରି ଆଜି ପୁଲିସ କୋର୍ଟ ଚାଲାଣ କରିଛି। ବାଂଲା ସେକ୍ସ ରାକେଟ୍ର ଗୋଟିଏ ପରେ ଗୋଟିଏ ଫର୍ଦ୍ଦଫାସ୍ ହେଉଛି। ସାମ୍ନାକୁ ଆସୁଛି […]
ଭୁବନେଶ୍ୱର: “ମୋ ଆଖି ବନ୍ଦ କରି ତାଙ୍କ ଦିଦିଙ୍କ ଘରକୁ ନେଇଗଲେ। ତାଙ୍କ ଭଉଣୀ ଘର କଟକରେ। ମୋତେ ମିଠା ଖାଇବାକୁ ଦିଅନ୍ତି, ନଖାଇଲେ ମାରନ୍ତି। ମିଠା ଖାଇବା ପରେ କଣ ହୁଏ ଜାଣିପାରେନି, ମୁଣ୍ଡ ବୁଲାଏ ଓ ସକାଳ ହେଲେ ଜାଣିପାରେ। ମୋ ଦେହରେ ଡ୍ରେସ୍ ନଥାଏ। ଦେହରେ ପାଣି ଢାଳି ଦିଅନ୍ତି। ଯେଉଁଠି ରଖୁଥିଲେ, ସେ ଘରେ ପୁଲିସ ବି ଥିଲା। ତାଙ୍କ ଭଉଣୀ ଓ ଭିଣୋଇ ପୁଲିସରେ ଅଛନ୍ତି। ମୋ ସହ ଖରାପ […]
ପୁରୀ: ସ୍ୱତନ୍ତ୍ର ନୀତି ଓ ପରମ୍ପରାରେ ଚାଲୁଥିବା ଶ୍ରୀମନ୍ଦିରରେ ବି ହେଉଛି ନିୟମ ଉଲ୍ଲଂଘନ। ଯାହାର ପୁଣି ଏକ ଜୀବନ୍ତ ପ୍ରମାଣ ସାମ୍ନାକୁ ଆସିଛି। ମହାପ୍ରଭୁଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହେଉଥିବା ରୋଷଶାଳାକୁ ଜାଳେଣି ପାଇଁ ବାହାରୁ ଯାଉଛି ଅଙ୍ଗାର। ସୁଆର ସେବକ ଏହାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରୁଥିବା ବେଳେ କ୍ଷୁବ୍ଧ ହୋଇଛନ୍ତି ଜଗନ୍ନାଥପ୍ରେମୀ। ପୂରା ପ୍ରସଙ୍ଗରେ କିନ୍ତୁ ଚୁପ୍ ମନ୍ଦିର ପ୍ରଶାସନ। ବାହାରୁ ଯାଉଥିବା ଏଣୁତେଣୁ ସଂଗୃହୀତ ଅଙ୍ଗାରରେ ରନ୍ଧା ଯାଉଛି ମହାପ୍ରସାଦ। କୋଟି କୋଟି […]
ଭୁବନେଶ୍ୱର: ବେଆଇନ ଘର ନିର୍ମାଣକାରୀଙ୍କ ପାଇଁ ସତର୍କ ଘଣ୍ଟି। ବିନା ଅନୁମୋଦନ ଓ ଆଇନ ବହିର୍ଭୂତ ନିର୍ମାଣ କରି ସର୍ବକ୍ଷମାରେ ଆବେଦନ କରିନଥିଲେ ଭୋଗିବାକୁ ପଡ଼ିବ ଚରମ ପରିଣାମ। କାରଣ ଆସନ୍ତାମାସ ୫ ତାରିଖରେ ସରିଯାଉଛି ଆବେଦନର ଅବଧି। ଏହାପରେ ବେଆଇନ ଭାବେ ନିର୍ମାଣ ହୋଇଥିବା ବ୍ୟାବସାୟିକ ପ୍ରତିଷ୍ଠାନ, ଆପାର୍ଟମେଣ୍ଟ ଓ ବ୍ୟକ୍ତିଗତ ନିର୍ମାଣ ବିରୋଧରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କରିବ କାର୍ଯ୍ୟାନୁଷ୍ଠାନ। ଏଭଳି ସମ୍ପତ୍ତିକୁ ସିଲ୍ କରାଯିବ, ନଚେତ୍ ଭଙ୍ଗା ଯିବ। କାରଣ ୨୦୧୮ […]
ଭୁବନେଶ୍ୱର: ଓଡ଼ିଶାରେ କୌଣସି ଗରିବ ଭୋକରେ ରହିବେ ନାହିଁ। ସେହି ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ହଙ୍ଗର ଫ୍ରି ଓଡ଼ିଶା। ବିବାହ-ଭୋଜିରୁ ବଳି ପଡ଼ୁଥିବା ଖାଦ୍ୟର ସଦ୍ବିନିଯୋଗ ପାଇଁ ଏପରି ପ୍ରୟାସ ଆରମ୍ଭ କରିଛି “ସୋ ଆମ୍ ଆଇ ଫାଉଣ୍ଡେସନ” ଓ “ରୋଟାରୀ ଇଣ୍ଟରନ୍ୟାସନାଲ୍”। ହଙ୍ଗର ଫ୍ରୀ ଓଡ଼ିଶା ପାଇଁ ଆସନ୍ତା ଫେବ୍ରୁଆରୀ ଶେଷ ସୁଦ୍ଧା ଭଦ୍ରକ, ବ୍ରହ୍ମପୁର, ଭବାନୀପାଟନା, କେନ୍ଦୁଝର, କଟକ, ବାଲେଶ୍ୱର ଓ ଯାଜପୁରରେ ଗୋଟିଏ ଲେଖାଏଁ କାର୍ଯ୍ୟକ୍ରମ କରାଯିବ। ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ […]
ରାଉରକେଲା: ରାଉରକେଲାରେ ପୁଣି ବଡ଼ ଧରଣର ଜିଏସଟି ଠକେଇ ରାକେଟର ପର୍ଦ୍ଦାଫାସ ହୋଇଛି। ଜାଲ୍ କାଗଜପତ୍ର ଓ ବ୍ୟାଙ୍କ୍ ପାସବୁକ୍ ମାଧ୍ୟମରେ ପ୍ରାୟ ୧୦୦ କୋଟି ଟଙ୍କାର ଇନପୁଟ୍ ସବ୍ସିଡି ହାତେଇଥିବା ଦୁଇ ଜଣ ଠକଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଜିଏସଟି କମିଶନର ସୁଶୀଲ କୁମାର ଲୋହାନୀ। ଗିରଫ ଦୁଇ ବ୍ୟବସାୟୀ ହେଲେ ରାଉରକେଲାର ଅମିତ ବେରିୱାଲ ଓ ସୁବାସ ଚନ୍ଦ୍ର ସ୍ୱାଇଁ। ଏମାନଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ […]
ଭବାନୀପାଟଣା: ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡ଼ା ଆଭିମୁଖ୍ୟ। ଆଗରୁ ବାବୁ ଏବେ ନବୀନଙ୍କ ନଜରରେ ନେତା। ଦୁର୍ନୀତି ମାମଲାରେ ଆଜି ପୂର୍ବତନ ବିଧାୟକ ଅନାମ ନାଏକ ଗିରଫ ହୋଇଛନ୍ତି। । ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଅନାମଙ୍କୁ ଗିରଫ ନେଇ ଜୟପୁର ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି। ନିକଟରେ ଅନାମଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ। ଭବାନୀପାଟଣାରେ […]
ଭଦ୍ରକ(ପାର୍ଥ ସାରଥୀ ନାୟକ): ଏ କି ବିଚିତ୍ର ନିୟମ ? ଗୋଟିଏ ହତା ଭିତରେ ଦୁଇଟି ବିଦ୍ୟାଳୟ ଅଛି। ହେଲେ ଗୋଟିଏ ପାଇଁ ସରକାରଙ୍କର ସମସ୍ତ ନିୟମ ଲାଗୁଥିବାବେଳେ ଅନ୍ୟଟି ପାଇଁ କୌଣସି ବ୍ୟବସ୍ଥା ନାହିଁ। ଡ୍ରେସ, ମଧ୍ୟାହ୍ନ ଭୋଜନ, ଶ୍ରେଣୀ ଗୃହ, ଶୌଚାଳୟ ବ୍ୟବସ୍ଥା ନାହିଁ। ଗୋଟିଏ ହତା ଭିତରେ ଥିବା ଦୁଇଟି ସ୍କୁଲ୍ ପାଇଁ ସରକାରୀ ବ୍ୟବସ୍ଥା କିନ୍ତୁ ଅଲଗା ଅଲଗା। ଧାମନଗର ଜୟନଗରରେ ଥିବା ବିଦ୍ୟାଳୟରେ ସରକାରଙ୍କ ପାତରଅନ୍ତର ନୀତି ଦେଖିବାକୁ ମିଳିଛି। […]
ରାୟଗଡ଼ା: ସାବଧାନ ! ଗାଁ ଭିତରକୁ ପ୍ରବେଶ କଲେ ୫ ହଜାର ଟଙ୍କା ଜରିମାନା ଦେବାକୁ ହେବେ। ଅଜଣା ବାହାର ଲୋକ ଅଜାଣତରେ ପ୍ରବେଶ କଲେ ଗଣିବାକୁ ପଡ଼ିବ ତଣ୍ଡ। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଖୁଣ୍ଟବାଡ଼ି ଗାଁର ପ୍ରବେଶ ପଥରେ ଦେଖିବାକୁ ମିଳିଛି ଏଭଳି ପୋଷ୍ଟର। ଆଦିବାସୀ ଅଧ୍ୟୁଷିତ ଏହି ଗାଁର ଲୋକମାନେ ଏକ ପୂଜା କରୁଥିବାରୁ ଏହି ସମୟରେ ଗାଁରେ କୌଣସି ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି। ତେବେ ଅନ୍ଧବିଶ୍ୱାସର ବଶବର୍ତ୍ତୀ […]
ଭୁବନେଶ୍ୱର: ଡିଗ୍ରୀ କଲେଜ୍ ପରିଚାଳନାରେ ଶିକ୍ଷାବିତ୍ଙ୍କୁ ମିଳିବ ଗୁରୁତ୍ୱ। ଏବଂ ନେତା ଓ ବିଧାୟକଙ୍କ ପ୍ରଭାବ କମିବ। କ୍ୟାମ୍ପସକୁ ରାଜନୀତିରୁ ମୁକ୍ତ ରଖିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ପରିଚାଳନା କମିଟିରୁ ଏବେ ବିଧାୟକ ଓ ନେତାଙ୍କୁ ବାଦ୍ ଦିଆଯିବ। ଭୁବନେଶ୍ୱରରେ ଅଭିଭାବକ ମହାସଂଘ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହା କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଏନେଇ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିସହ ସରକାରୀ […]
ବଲାଙ୍ଗିର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ଚାଲୁଛି। ଆଇନ୍ଜୀବୀମାନେ ଆନ୍ଦୋଳନରେ ସାମିଲ ହେଉଥିବାରୁ ସମସ୍ତ କାର୍ଯ୍ୟ ଠପ୍ ହୋଇଯାଉଛି। ପଶ୍ଚିମ ଓଡ଼ିଶାର ଆଇନ୍ଜୀବୀଙ୍କ ଏପରି ଆନ୍ଦୋଳନକୁ ବିରୋଧ କରିଛି ରାଜ୍ୟ ଓକିଲ ସଂଘ। ଆନ୍ଦୋଳନ କରୁଥିବା ଆଇନ୍ଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଓକିଲ ସଂଘ ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆକୁ ଚିଠି ଲେଖିଛି। ଏହି ଚିଠିରେ ପଶ୍ଚିମ ଓଡ଼ିଶାର ୧୭ଟି ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର […]
କୋଣାର୍କ: ପର୍ଯ୍ୟଟନ ଶିଳ୍ପର ବିକାଶ ନେଇ କୋଣାର୍କରେ ଆଜିଠୁ ଦୁଇ ଦିନିଆ ଜାତୀୟ ପର୍ଯ୍ୟଟନ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ୮ଟି ରାଜ୍ୟର ପର୍ଯ୍ୟଟନମନ୍ତ୍ରୀ ଯୋଗଦେଉଛନ୍ତି। ସନ୍ଧ୍ୟା ୬ଟା ୩୦ରୁ ୭ଟା୧୫ ମଧ୍ୟରେ ଏହି ସମ୍ମିଳନୀକୁ ଉଦ୍ଘାଟନ କରାଯିବ। ଆଜି କୋଣାର୍କ ବୁଲି ଦେଖିବେ ପ୍ରତିନିଧି। ଏଥିରେ ଏଏସଆଇ ଡେପୁଟି ଡିଜି ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟର ଉନ୍ନୟନ ପାଇଁ ଯେଉଁଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ସେହିପରି ପର୍ଯ୍ୟଟନ […]
ଭଦ୍ରକ: ମୋଟର ଯାନ ଆଇନ ଉଲ୍ଲଂଘନ ଅଭିଯୋଗରେ ଟ୍ରକ୍ ଉପରେ ୫୮ ହଜାର ଟଙ୍କାର ଫାଇନ୍ ହୋଇଛି। ଭଦ୍ରକ ତିହିଡ଼ିରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏକ ଟ୍ରକକୁ ଅଟକ ରଖିବା ସହ ଏତେ ଟଙ୍କାର ଚାଲାଣ କଟାଯାଇଛି। ମହାରାଷ୍ଟ୍ର ରେଜିଷ୍ଟ୍ରେସନ ନମ୍ବର ଥିବା ଏ ଟ୍ରକଟି ଭଦ୍ରକ ନିଶ୍ଚିନ୍ତପୁର ସେବା ସମବାୟ ସମିତିରୁ ଧାନ ନେଇ ସମ୍ବଲପୁର ଯାଉଥିଲା। ତେବେ ତିହିଡ଼ିରେ ଚାନ୍ଦା ଆଦାୟକୁ ନେଇ ପୁଲିସ ଟ୍ରକକୁ ଅଟକ ରଖି ଆଞ୍ଚଳିକ ପରିବହନ ବିଭାଗକୁ […]
କଟକ: କଟକ ଟାଙ୍ଗୀରେ ପୁଣି ନକଲି ଖାଇବା ତେଲ କାରଖାନା ଠାବ। ମଙ୍ଗୁଳି ଛକ ନିକଟରେ ଏକ ଗୋଦାମ ଉପରେ ଚଢ଼ାଉ କରିଛି ଟାଙ୍ଗୀ ପୁଲିସ। ରେଡ୍ ବେଳେ ଶହଶହ ଲିଟର ନକଲି ସୂର୍ଯ୍ୟମୁଖୀ ଓ ପାମୋଲିନ୍ ତେଲ ମିଳିଛି। ଗଜାନନ ଇଣ୍ଡଷ୍ଟ୍ରି ନାଁରେ ଥିବା ଏହି କମ୍ପାନୀ ରୁଚି ଗୋଲଡ୍ ଅସଲି ବ୍ରାଣ୍ଡ୍ର ଡୁପ୍ଲିକେଟ୍ ଭାବେ ରୁବି ଗୋଲ୍ଡ ନାଁରେ ତେଲ ପ୍ରସ୍ତୁ କରୁଥିଲା। ଚଢ଼ାଉ ବେଳେ ବହୁ ସଂଖ୍ୟାରେ ତେଲ ଟିଣ, ପାଉଚ, ପେଟୀ […]
ଭୁବନେଶ୍ୱର: ଧୀରେ ଧୀରେ ଖୋଲୁଛି ରାଜଧାନୀରେ ବାଂଲା ସେକ୍ସ ରାକେଟର ଗୁମର। ଜାଲ ଡକ୍ୟୁମେଣ୍ଟ କରି ବାଂଲା ରୂପଜୀବୀ ନିଜକୁ ଭାରତୀୟ ପରିଚୟ ଦେବା ସହ ଚଳାଇଛନ୍ତି ଦେହ ବ୍ୟବସାୟ। ଗତକାଲି ରାକେଟର କିଙ୍ଗପିନ୍ ପିପିଲିରୁ ଗିରଫ ହେବା ପରେ ଏସଟିଏଫ୍ ହାତରେ ଲାଗିଛି ନୂଆ ନୂଆ ତଥ୍ୟ। ତେବେ ଏମାନେ କେମିତି ସୀମା ଡେଇଁ ଭାରତରେ ପ୍ରବେଶ କରୁଛନ୍ତି? କେଉଁ ଉପାୟରେ ଜାଲ୍ ଆଧାରକାର୍ଡ ଓ ଅନ୍ୟ କାଗଜପତ୍ର ହାସଲ କରୁଛନ୍ତି ତାହା ଜାଣିବା ପୁଲିସ […]
ବଲାଙ୍ଗିର: କୌନ ବନେଗା କରୋଡ଼ପତି ନାଁରେ ଠକେଇ। ପ୍ରାୟ ୭୦ ହଜାର ଠକେଇର ଶିକାର ହେବା ପରେ ଆତ୍ମହତ୍ୟା କରିଛନ୍ତି ଠାକାମୀରେ ଶିକାର ହୋଇଥିବା ଯୁବକ। ତେବେ ଏହା ପୂର୍ବରୁ ଠକାମୀ ପଛର ଗୁମର ଖୋଲିଛନ୍ତି। ମୃତ୍ୟୁ ପୂର୍ବରୁ ବଖାଣିଛନ୍ତି କିପରି ହୋଇଥିଲା ତାଙ୍କ ସହ ଅନ୍ଲାଇନ୍ ଠକେଇ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ରେଳଷ୍ଟେସନ୍ରେ ଗତ ୧୮ ତାରିଖ ଦିନ କଳାହାଣ୍ଡିର ଯୁବକ ପ୍ରତାପ ବାରିକ ଆତ୍ମହତ୍ୟା କରିଥିଲେ। ତେବେ କାହିଁକି ଓ କେଉଁ କାରଣରୁ ସେ […]
ଭୁବନେଶ୍ୱର: ବାଂଲାଦେଶୀ ଯୁବତୀଙ୍କୁ ଆଣି ଭୁବନେଶ୍ୱରରେ ଖୁଲମଖୁଲ୍ଲା ସେକ୍ସ କାରବାର ଚଳାଉଥିବା କୁଖ୍ୟାତ ଦେହ ବ୍ୟବସାୟ ରାକେଟର ମୁଖ୍ୟ କାର୍ପଟଦାର ଗିରଫ। ଗଲା କିଛି ଦିନ ଧରି ପୁଲିସ ସ୍କାନରରେ ଥିବା ରାକେଟର କିଙ୍ଗିପିନ୍ ଅଞ୍ଜଳି ଓ ଇବ୍ରାହିମକୁ ଆଜି ଗିରଫ କରିଛି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ । ପିପିଲି ଦାନଗୋହିରୀ ଛକରୁ ପତି-ପତ୍ନୀଙ୍କୁ କାବୁ କରିଥିବା ବେଳେ ରାକଟର ଆଉ ୬ ଦେହଜୀବୀଙ୍କୁ ଭୁବନେଶ୍ୱରରୁ ବି ଗିରଫ କରାଯାଇଛି। ଏମାନେ ଏଠାରେ ରହୁଥିବା ଖବର ପାଇ ଚଢ଼ାଉ […]
“ଭାଇ…ରେ ମଦ ପିଇବି ନାଇଁ… ନାଇଁ ନାଇଁ ମଦ ପିଇବି ନାହିଁ… ମଦୁଆ ହେବି ନାଇଁ, ମଦୁଆ ହେବି ନାଇଁ… ଚାଳରେ ଛଣ ନାହିଁ… ଚୁଲି ମୁଣ୍ଡେ ଲୁଣ ନାହିଁ… ଚୁଲିରେ ବିଲେ ଶୋଇଛି, ଚାଳ ପଟେ ଯହ୍ନ ଦିଶୁଛି… ଚୁଲିରେ ବିଲେ ଶୋଇଛି, ଚାଳ ପଟେ ଯହ୍ନ ଦିଶୁଛି…ବନ୍ଧୁ ରେ… ମଦ ପିଇବି ନାଇଁ…ନାଇଁ ନାଇଁ ମଦ ପିଇବି ନାହିଁ। ପିଲା ପେଟେ ଦାନା ନାଇଁ… ମାଇକିନା ହାତେ କନା ନାଇଁ… ପିଲା ପେଟେ ଦାନା […]