• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

chini
ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ରାଜ୍ୟ ମାନବାଧିକାର କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ଫିକ୍ସିଂ ଅଭିଯୋଗ ଘଟଣାରେ ରାଜ୍ୟ ମାନବାଧିକାର କମିଶନ ବିଦ୍ୟାଳୟ ଗଣଶିକ୍ଷା ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛି। ଫେବ୍ରୁଆରୀ ୧୮ ସୁଦ୍ଧା ସେଣ୍ଟର ଫିକ୍ସିଂ ଅଭିଯୋଗ ଉପରେ ରିପୋର୍ଟ ଦେବା ପାଇଁ ଗଣଶିକ୍ଷା ବିଭାଗ ସଚିବ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ୍। ଏହାସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ- CHSE ଏକ ପ୍ରେସ୍ ନୋଟ୍ ମାଧ୍ୟମରେ ରାଜ୍ୟର ଅଭିଭାବକଙ୍କ ସଂଶୟ ଦୂର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। […]

  • Saturday, 24 July 2021
bjuk
ଜମିବ ବିଧାନସଭା; ସରକାରଙ୍କୁ ଘେରିବାକୁ ବିରୋଧୀ ହାତରେ ଲମ୍ବା ତାଲିକା

ଭୁବନେଶ୍ୱର: ଦିନକ ପରେ ବିଧାନସଭାର ବଜେଟ୍ ଅଧିବେଶନ ବସିବ। ଲମ୍ବା ଅଧିବେଶନ ସାଙ୍ଗକୁ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କ ହାତରେ ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଆସନ୍ତାକାଲି  ବିଧାୟକ ଦଳର ବୈଠକରେ ରଣନୀତି ପ୍ରସ୍ତୁତ କରିବେ ବିଜେପି ଓ କଂଗ୍ରେସ। ଆଉ ସବୁଥର ଭଳି ଏଥର ବି ବିଜେଡି କେନ୍ଦ୍ରୀୟ ଅନୁଦାନ ହ୍ରାସ ଭଳି ପ୍ରସଙ୍ଗକୁ ଢାଲ କରି ବିରୋଧୀଙ୍କ ମୁକାବିଲା ଲାଗି ପ୍ରସ୍ତୁତ ହୋଇଛି। ଏଥର ସରଗରମ ହେବ ବିଧାନସଭା। ମୁହାଁମୁହିଁ ହେବେ ଶାସକ-ବିରୋଧୀ। ଶାସକ […]

  • Saturday, 24 July 2021
df
ଗଠନ ହେଲା ଓବିସି କମିଶନ; ଅଧ୍ୟକ୍ଷ ହେଲେ...

ଭୁବନେଶ୍ୱର: ଓବିସି କମିଶନ ଗଠନ କଲେ ରାଜ୍ୟ ସରକାର ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ରଘୁନାଥ ବିଶ୍ୱାଳ ଓବିସି କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଅଧ୍ୟକ୍ଷଙ୍କ ସହ ୩ ସଦସ୍ୟ ଓ ଜଣେ ସଦସ୍ୟ ସଚିବ ବି ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ଓବିସି କମିଶନ ଧାରା-୧୯୯୩ ଅନୁସାରେ ଏହି କମିଶନ ଗଠନ କରାଯାଇଛି। ପ୍ରଫେସର ଡକ୍ଟର ନବନୀତା ରଥ, ପ୍ରଫେସର ଡକ୍ଟର ମିତାଲି ଚିନାରା ଏବଂ ଡକ୍ଟର ପ୍ରସନ୍ନ କୁମାର ପାତ୍ର ସଦସ୍ୟ ଭାବେ ନିଯୁକ୍ତ […]

  • Saturday, 24 July 2021
kikih
ସରକାରଙ୍କ ଉଦାସିନତା ପାଇଁ କାନ ଧରି ରାଜରାସ୍ତାରେ ଆଣ୍ଠେଇଲେ ସିଟି ଓ ବିଏଡ୍ ଡିଗ୍ରୀଧାରୀ

ଭୁବନେଶ୍ୱର: ତୁଟିଛି ବେକାର ସିଟି ଓ ବିଏଡ୍ ଡିଗ୍ରୀଧାରୀଙ୍କ ଧୈର୍ଯ୍ୟର ବନ୍ଧ। ନିଜ ଶିକ୍ଷାଗତ ଯୋଗ୍ୟତାକୁ ନେଇ ସେମାନେ କେତେ ହତାଶ ତାର ଝଲକ ଦେଖିବାକୁ ମିଳିଛି ରାଜଧାନୀର ଗାନ୍ଧି ମାର୍ଗରେ। ରାଜରାସ୍ତାରେ କାନ ଧରି ସରକାରଙ୍କ ଉଦାସିନତାର ପ୍ରତିବାଦ କରିଛନ୍ତି ଏହି ଡିଗ୍ରୀଧାରୀ। ସରକାର ଗତ ୪ ବର୍ଷ ହେଲା ଜଣେ ହେଲେ ବି ଶିକ୍ଷକଙ୍କୁ ନିଯୁକ୍ତି ଦେଇନାହାନ୍ତି। ଏନେଇ ସରକାରଙ୍କ ନିକଟରେ ୩ ଦଫା ଦାବି ରଖିଛି କନିଷ୍ଠ ଶିକ୍ଷକ ଆଶାୟୀ ସଂଘ। ଖୁବଶୀଘ୍ର […]

  • Saturday, 24 July 2021
l
କୁଆଡ଼େ ଗଲା ସ୍ୱତନ୍ତ୍ର ଆମ୍ବଲାନ୍ସ କରିଡର?

ଭୁବନେଶ୍ୱର: ମରଣମୁହଁରେ ପଡ଼ିଥିବା ରୋଗୀଟିଏ ଡାକ୍ତରଖାନାର ପିଣ୍ଡା ମାଡ଼ିବାକୁ ଯେତେବେଳେ ଆତୁର ହୁଏ, ସେତେବେଳେ ଦେବଦୂତ ସାଜେ ଆମ୍ବୁଲାନ୍ସ। କିନ୍ତୁ ସେଇ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସ ଏବେ ସଙ୍କଟରେ। କେତେବେଳେ ଟ୍ରାଫିକ୍ ସମସ୍ୟା ତ କେତେବେଳେ ରାସ୍ତା ଅଭାବରୁ ସେବା ଯୋଗାଇବାରେ ବିଫଳ ହେଉଛି। ଅସମୟରେ ପ୍ରାଣହାନୀ ହେଉଛି ରୋଗୀର। ଗତକାଲି ଭୁବନେଶ୍ୱରରେ ଏହି କାରଣରୁ ଜଣେ ୫ ବର୍ଷ ଶିଶୁର ପ୍ରାଣ ଯିବା ପରେ ଏବେ ଏହାକୁ ନେଇ ବିତର୍କ ଚାଲିଛି। ଆମ୍ବୁଲାନ୍ସ ହର୍ଣ୍ଣ ବଜାଇଲେ […]

  • Saturday, 24 July 2021
deat
ପୁଣି ଗଞ୍ଜାମ ଜିଲ୍ଲାର ପ୍ରାଣଘାତୀ ବିଦ୍ୟୁତ୍‌ ଆଘାତ: ଟଳିପଡ଼ିଲେ ଜେଜେମା ଓ ନାତି

ଗଞ୍ଜାମ: ପୁଣି ସେହି ଗଞ୍ଜାମ ଜିଲ୍ଲା ସେହି ପ୍ରାଣଘାତି ବିଦ୍ୟୁତ ଆଘାତ। ଏଥର ବିଦ୍ୟୁତ ଆଘାତରେ ଟଳିପଡ଼ିଲେ ଜେଜେମା ଓ ନାତି। ଗଞ୍ଜାମ ଜିଲ୍ଲା ଭଞ୍ଜନଗର କୋକଲୁଣ୍ଡା ଗାଁରେ ଘଟିଛି ଏଭଳି ଦୁଃଖଦ ଘଟଣା। ମୃତକ ହେଲେ ରାଜେଶ ଜେନା, ଶିଶୁଳା ଜେନା। ଦିନ ୩ଟାରେ ରାଜେଶ ଗାଧୋଇ ସାରି ନିଜର ଓଦା ଚଦରକୁ ଲୁହା ରଡ଼ ଉପରେ ଶୁଖାଇବା ସମୟରେ ବିଦ୍ୟୁତ ଆଘାତରେ ଲାଗିଥିଲା। ନାତି ଛଟପଟ ହେବା ଦେଖି ଜେଜେମା ଦୌଡ଼ି ଯାଇ ନାତିକୁ […]

  • Saturday, 24 July 2021
ଈଓଗତୋବ
ରେଲୱେ ପାଇଁ ଜମି ମିଳିଲେ କେନ୍ଦ୍ର ଟଙ୍କା ଦେବ: ରେଳମନ୍ତ୍ରୀ

ଭୁବନେଶ୍ୱର: ରେଲଓ୍ୱର ବିକାଶ ପାଇଁ ଟଙ୍କାର ଅଭାବ ନାହିଁ। ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କଲେ ଏହାକୁ ପୂର୍ଣ୍ଣ କରିବା ପାଇଁ କେନ୍ଦ୍ର ଟଙ୍କା ଯୋଗାଇଦେବ। ରେଳ ବଜେଟରେ ରାଜ୍ୟକୁ କମ୍‌ ଅନୁଦାନ ଅଭିଯୋଗ କରି ରେଳ ମନ୍ତ୍ରୀଙ୍କୁ ଭେଟିଥିବା ରାଜ୍ୟ ଗୃହ କମିଟିକୁ ଏଭଳି କହିଛନ୍ତି ପୀୟୂଷ ଗୋୟଲ। କେବଳ ସେତିକି ନୁହେଁ, ଜୋନ୍ ହିସାବରେ ବଜେଟରେ ପ୍ରଚୁର ଟଙ୍କା ଦିଆଯାଇଥିବା ନେଇ ରେଳମନ୍ତ୍ରୀ ହିସାବ ମଧ୍ୟ ଦେଖାଇଛନ୍ତି। ଓଡ଼ିଶାକୁ ୫ହଜାର ୨୯୬ କୋଟି ମିଳିଥିବା […]

  • Saturday, 24 July 2021
otv
୧୨ଟି ମନ୍ଦିର ଓ ୨ଟି କ୍ଲବ୍‌ ଘର ଭାଙ୍ଗିଲା ପ୍ରଶାସନ: କାନ୍ଦି କାନ୍ଦି ବେହୋସ୍ ଲୋକେ

କଟକ: SCB ସଂପ୍ରସାରଣ ପାଇଁ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଛି। ମାସେ ଭିତରେ ସରକାରୀ କର୍ମଚାରୀଙ୍କୁ କ୍ୱାର୍ଟର୍ସ ଛାଡ଼ିବା ନିର୍ଦ୍ଦେଶକୁ ବିରୋଧ କରି SCB ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ମେଡିକାଲର ଗ୍ରୁପ ସି ଓ ଗ୍ରୁପ ଡି କର୍ମଚାରୀମାନେ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ କର୍ମଚାରୀଙ୍କ ଦାବି ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯିବ ବୋଲି SCB ପ୍ରଶାସନିକ ଅଧିକାରୀ କହିଛନ୍ତି। ଅନ୍ୟପଟେ ଆଜି […]

  • Saturday, 24 July 2021
INJECTIOPN
ଯୁବତୀଙ୍କୁ ଭୁଲ୍‌ ଇଂଜେକ୍‌ସନ ଦେଇଥିବା ଅଭିଯୋଗରେ ଦୁଇ ଜଣଙ୍କ ନାଁରେ ଥାନାରେ ଏତଲା

ସମ୍ବଲପୁର: ଭୁଲ ଇଂଜେକସନ ଯୋଗୁଁ ବୁର୍ଲାର ଯୁବତୀଙ୍କ ମୁହଁରେ ସଂକ୍ରମଣ ଘଟଣାରେ ଦୁଇ ଡାକ୍ତରଙ୍କ ନାଁରେ ଏତଲା ଦେଲେ ପରିବାର ଲୋକେ। ବୁର୍ଲା ଥାନାରେ ଏହି ଏତଲା ଦିଆଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି କର୍ତ୍ତୃପକ୍ଷ। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।  ତାଙ୍କର ଚିକିତ୍ସା ପାଇଁ ରାଜ୍ୟ ଚିକିତ୍ସା ପାଣ୍ଠିରୁ ଅର୍ଥ ବ୍ୟବସ୍ଥା କରାଯାଇଛି। ଏବେ ଯୁବତୀଙ୍କ ମୁହଁରେ ପ୍ଲାଷ୍ଟିକ ସର୍ଜରି ହେବ। ଭୁଲ୍ ଇଂଜେକସନ […]

  • Saturday, 24 July 2021
jik
କାହିଁକି ୩ଟି ବନ୍ଧୁକ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ?

ଭୁବନେଶ୍ୱର: ଚର୍ଚ୍ଚାରେ ମନ୍ତ୍ରୀଙ୍କ ବନ୍ଧୁକ ସଉକ। ସଉକ ପାଇଁ ବନ୍ଧୁକ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ଗୋଟିଏ ଅଧେ ନୁହେଁ, ତିନି ତିନିଟା ବନ୍ଧୁକ ତାଙ୍କ ପାଖରେ ରହିଛି। ସେଥିମଧ୍ୟରୁ ଦୁଇଟି ରିଭଲଭର ଓ ଗୋଟିଏ ରାଇଫଲ। ଏହି ଆଗ୍ନେୟାସ୍ତ୍ର ରଖି ଚର୍ଚ୍ଚାକୁ ଆସିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ। ନିଜ ସଂପତ୍ତି ତାଲିକା ଘୋଷଣା କରିବା ପରେ ମନ୍ତ୍ରୀଙ୍କ ବନ୍ଧୁକ ସଉକ ଜଣାପଡ଼ିଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ଧୁକ ରଖିବାକୁ ନେଇ ଚର୍ଚ୍ଚା ହେବା ପରେ ନବ […]

  • Saturday, 24 July 2021
bhgw
ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି: ଓବିସି କମିଶନର ଅଧ୍ୟକ୍ଷ

ଭୁବନେଶ୍ୱର: ରାଜ୍ୟର ପଛୁଆ ବର୍ଗଙ୍କ ପ୍ରତି ସରକାର ଅନ୍ୟାୟ କରୁଛନ୍ତି। ଓବିସି କମିଶନର ଅଧ୍ୟକ୍ଷ ଭଗବାନଲାଲ ସାହାଣୀ ଆଜି ରାଜ୍ୟର ବିଭିନ୍ନ ପଛୁଆ ବର୍ଗ ସଂଗଠନର ପ୍ରତିନିଧିଙ୍କୁ ଭେଟିବା ପରେ ଏହି ଅଭିଯୋଗ କରିଛନ୍ତି। ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସରକାର ୨୭ ପ୍ରିତଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ନ କରିବା ଓ ରାଜ୍ୟରେ ଓବିସି କମିଶନ ନିଯୁକ୍ତି ନ କରିବାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କମିଶନର ଅଧ୍ୟକ୍ଷ ଭଗବାନଲାଲ ସାହାଣୀ। ଆଜି ଅପରାହ୍ନରେ ମୁଖ୍ୟ […]

  • Saturday, 24 July 2021
drb
ବିଦ୍ୟୁତ ତାର ଲାଗି ୧୦ ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ବସ୍‌ ଡ୍ରାଇଭର୍‌ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ନିକଟ ଗୋଳନ୍ଥରା ଥାନା ମେନ୍ଦରାଜପୁର ଛକରେ ବିଦ୍ୟୁତ ତାର ଲାଗି ୧୦ ବସ୍‌ଯାତ୍ରୀଙ୍କ ମୃତ୍ୟୁ ଘଟଣାରେ ବନ୍ଧା ହେଲା ସିଲ୍‌କି ସିଟି ବସ୍ର ଡ୍ରାଇଭର। ତାଙ୍କ ନାଁ ଗଗନ ନାୟକ। ଅଘଟଣ ପରଠୁ ଡ୍ରାଇଭର ଗଗନ ଫେରାର୍ ହୋଇଯାଇଥିଲା। ଗତ ରବିବାର ଅପରାହ୍ନରେ ଗଂଜାମ ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ଧରି ନିର୍ବନ୍ଧ କାମ ପାଇଁ ସିଲ୍‌କି ସିଟି ବସ୍ ଚିକରଡା ଅଭିମୁଖେ ଯାଉଥିଲା। ତେବେ ମେଲପତୁରରେ ବିଦ୍ୟୁତ ତାର […]

  • Saturday, 24 July 2021
jk
ବେଖବର ଶକ୍ତି ବିଭାଗ: ୧୦ ବର୍ଷରେ ବିଦ୍ୟୁତ୍ ତାର ଲାଗି ୧୪୧୫ ଜୀବନ, ପ୍ରାଣ ହରାଇଛନ୍ତି ୭୪ ହାତୀ

ଭୁବନେଶ୍ୱର: ଗଞ୍ଜାମ ଗୋଳନ୍ଥରା ବସ୍‌ ଟ୍ରାଜେଡି ପରେ ରାଜ୍ୟରେ ବିପଦ ସଙ୍କୁଳ ବିଦ୍ୟୁତ୍ ତାରର ରିପୋର୍ଟ ମାଗିଛି ଶକ୍ତି ବିଭାଗ। ତେବେ ବିଡ଼ମ୍ବନା, ଏମିତି କୌଣସି ସହର ବା ଗାଁ ନାହିଁ, ଯେଉଁଠି ବିପଦସଙ୍କୁଳ ଅବସ୍ଥାରେ ଝୁଲି ନଥିବ ମୃତ୍ୟୁର ଫାଶ। ରାଜ୍ୟରେ ବିଜୁଳି ଭିତ୍ତିଭୂମି ସଜାଡ଼ିବାକୁ ୧୦ବର୍ଷ ତଳୁ ଆରମ୍ଭ ହୋଇଥିବା କାପେକ୍ସ ଯୋଜନା ବାଟ ହୁଡ଼ିଥିବା ବେଳେ ଏହି ସମୟ ଭିତରେ ବିଦ୍ୟୁତ ଆଘାତରେ ଗଲାଣି ୧୪ ଶହରୁ ଅଧିକ ଜୀବନ। ମୟୂରଭଞ୍ଜ ଜିଲ୍ଲା […]

  • Saturday, 24 July 2021
lr
ସରକାରୀ ତଥ୍ୟର ଗୁମର ଖୋଲୁଥିବା ଆର୍‌ଟିଆଇ କର୍ମୀଙ୍କୁ ମାରିଦିଆ ଯାଉଛି: ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର: ତଥ୍ୟ ମାଗି ସରକାରଙ୍କ ମୁଖା ଖୋଲୁଥିବା ଆର୍‌ଟିଆଇ କର୍ମୀଙ୍କ କିଲିଂ ଜୋନ୍ ପାଲଟିଯାଉନି ତ ଓଡ଼ିଶା ? କାରଣ କେନ୍ଦ୍ରାପଡ଼ାର ରଂଜନ ଦାସ ହୁଅନ୍ତୁ କି କନ୍ଧମାଳର ଅଭିମନ୍ୟୁ ପଣ୍ଡା, ଉଭୟଙ୍କ ମୃତ୍ୟୁ ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ଥିବା ଅଭିଯୋଗ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟରେ ସୂଚନା ଅଧିକାର କର୍ମୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ବିହିତ ପଦକ୍ଷେପ ନେବାକୁ ଚିଠି ଲେଖିଛନ୍ତି ଦେଶର ବିଭିନ୍ନ ସ୍ଥାନର ୧୮ ଜଣ ଅବସରପ୍ରାପ୍ତ ପ୍ରଶାସକ। ଉଭୟ […]

  • Saturday, 24 July 2021
southco
୧୧ କେଭି ତାର ଲାଗି ୧୦ ମୃତ୍ୟୁ ଘଟଣାରେ ସାଉଥ୍‌କୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଗଞ୍ଜାମ: ମେଣ୍ଡରାଜପୁର ଗାଁ ଛକରେ ୧୧ କେଭି ତାର ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ସାଉଥ୍‌କୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଗଞ୍ଜାମ ଜିଲ୍ଲା କଂଗ୍ରେସ। କଂଗ୍ରେସର କର୍ମୀ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କୁ ଏକ ଅଭିଯୋଗ ପତ୍ର ଦେବା ସହ ଅତି ଶୀଘ୍ର ତଦନ୍ତ କରିବାକୁ ଦାବି କରିଛନ୍ତି। ୫ ବର୍ଷରୁ ଅଧିକ ଦିନ ଧରି ୧୧ କେଭି ତାର ଝୁଲି ରହିଥିଲେ ମଧ୍ୟ ସାଉଥ୍‌କୋ ଅଧିକାରୀ ସେଥିପ୍ରତି ଧ୍ୟାନ ଦେଇ ନ ଥିଲେ। […]

  • Saturday, 24 July 2021
f
ଓଡ଼ିଶାଠୁ ଅନ୍ୟ ଦେଶ ଶିଖିଲେ ବିପର୍ଯ୍ୟୟ ମୁକାବିଲାର କୌଶଳ

ଭୁବନେଶ୍ୱର: ଓଡ଼ିଶାରେ ବିମ୍‌ଷ୍ଟେକ୍‌ର ଦ୍ୱିତୀୟ ବିପର୍ଯ୍ୟାୟ ପରିଚାଳନା ଅଭ୍ୟାସ ପାଇଁ ପ୍ରସ୍ତୁତି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ଐତିହ୍ୟ ତଥା ସାଂସ୍କୃତିକ ସ୍ଥଳକୁ ରକ୍ଷା କରାଯାଇ ପାରିବ ସେ ନେଇ ଯୋଜନା ଚାଲିଛି। ଏଥିରେ ବିମ୍‌ଷ୍ଟେକ୍‌ରେ ସାମିଲ ଥିବା ସାତଟି ଦେଶ ମଧ୍ୟରୁ ଭାରତ ସହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା ଓ ନେପାଳର ପ୍ରତିନିଧିମାନେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଏନଡିଆରଏଫ୍ ଡିଜି ସତ୍ୟ ନାରାୟଣ ପ୍ରଧାନ, ପୁଲିସ ଡିଜି ଅଭୟ, […]

  • Saturday, 24 July 2021
jjl
ସୋଶାଲ୍‌ ମିଡିଆରେ କୋଣାର୍କ ମନ୍ଦିରର ନକଲି ଫଟୋ ଭାଇରାଲ୍ ହେଉଛି: ଏଏସ୍‌ଆଇ

ପୁରୀ: ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିରର ପୁରୁଣା କିର୍ତ୍ତୀରାଜି ଭାଙ୍ଗି ସାଦା ପଥର ଲଗାଯିବା ଖବର ମିଛ। ସୋଶାଲ୍ ମିଡିଆରେ ପ୍ରକାଶ ପାଇଥିବା ଏଭଳି ଟ୍ୱିଟ୍‌କୁ ଭୁଲ୍ ଓ ବିଭ୍ରାନ୍ତିକର ବୋଲି ଦର୍ଶାଇଛି ଏଏସ୍‌ଆଇ। ତାସହ ଟ୍ୱିଟ୍‌ରେ ଦର୍ଶାଯାଇଥିବା ଦୁଇଟି ଯାକ ଚିତ୍ର ମନ୍ଦିରର ୨ଟି ଭିନ୍ନ ଭିନ୍ନ ସ୍ଥାନର ବୋଲି ଦର୍ଶାଇଛି ସଂସ୍ଥା। ଯାହାମଧ୍ୟରୁ ଗୋଟିଏ ଫଟୋ ନାଟ ମଣ୍ଡପ କିର୍ତ୍ତୀରାଜିର ହୋଇଥିବାବେଳେ ଅନ୍ୟଟି ମୁଖ୍ୟ ମନ୍ଦିର ଜଗମୋହନର। ଯାହା ସାଧାରଣ ପଥରରେ ନିର୍ମିତ […]

  • Saturday, 24 July 2021
tara
ବସ୍‌ରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗି ୯ ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ବ୍ରହ୍ମପୁର ଗୋଳନ୍ଥରା ଥାନା ମେଲକୋତୁର ନିକଟରେ ବଡ଼ ଧରଣର ଅଘଟଣ ।  ନିର୍ବନ୍ଧ ଲାଗି ଯାତ୍ରୀ ନେଇ ଯାଉଥିବା ବସ୍‌ରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗି ୯ ଜଣଙ୍କ ମୃତ୍ୟୁ ହୋଇଛି । ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର। ଗୋଳନ୍ଥରା ଥାନା ମେଲକୋଟୁର ନିକଟରେ ଏହି ଅଘଟଣ ଘଟିଛି । ଏକ ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ଯିବା ବେଳେ ଏହି ଅଘଟଣ ଘଟିଛି । ବିଦ୍ୟୁତ୍‌ […]

  • Saturday, 24 July 2021
bj
ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଥର ମ୍ୟାଟ୍ରିକ୍‌ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ୍ ହେଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ। ସଂପୃକ୍ତ ସେଣ୍ଟର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏଥର ପ୍ରଶ୍ନପତ୍ର ଭାଇରାଲ୍‌ ନହେବା ପାଇଁ କୋଡିଂ ବ୍ୟବସ୍ଥା କରାଯାଇଛି। ତେଣୁ ଏଥର ପ୍ରଶ୍ନପତ୍ର ଭାଇରାଲ ହେବନି ବୋଲି ମନ୍ତ୍ରୀ ଆଶା ରଖିଛନ୍ତି। ଚଳିତବର୍ଷ ମ୍ୟାଟ୍ରିକ୍‌ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ […]

  • Saturday, 24 July 2021
arun
ବିଦ୍ୟୁତ ବିଲ୍ ଖିଲାପକାରୀଙ୍କ ପାଇଁ ଆଶ୍ୱସ୍ତି

ଭୁବନେଶ୍ୱର: ବିଦ୍ୟୁତ ବିଲ୍ ଖିଲାପକାରୀଙ୍କ ପାଇଁ ଆଶ୍ୱସ୍ତି। ୧୦ ଦିନ ପାଇଁ ବିଦ୍ୟୁତ୍ ଦେୟ ଖିଲାପକାରୀଙ୍କୁ ମହଲତ ଦେଲା ସେସୁ। ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଖିଲାପକାରୀଙ୍କ ବିଦ୍ୟୁତ କାଟ ହେବନି ବୋଲି ସୂଚନା ଦେଇଛି ସେସୁ । ଏହି ସମୟ ମଧ୍ୟରେ ଦେୟ ପୈଠ ନ କଲେ ପୁଣି ବିଦ୍ୟୁତ କାଟ ହେବ ବୋଲି କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ୭୨ କୋଟି ୭୬ ଲକ୍ଷ ବକେୟା ଆଦାୟ ହୋଇଛି। ୨୧ ହଜାର ୩୩୯ ଜଣ ଦେୟ […]

  • Saturday, 24 July 2021
gunda
ଭିନ୍ନ ମୋଡ଼ ନେଲା ପରବିନ୍ଦର ପାଲ୍ ସିଂଙ୍କୁ ମାଡ଼ ଘଟଣା: ଓଲଟା କେସ୍‌ ହେଲା

ଭୁବନେଶ୍ୱର: ଭିନ୍ନ ମୋଡ଼ ନେଲା ପରବିନ୍ଦର ପାଲ୍ ସିଂଙ୍କୁ ମାଡ଼ ଘଟଣା। ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଶିଖ୍ ଯୁବକ ପରବିନ୍ଦର ପାଲ୍ ସିଂଙ୍କୁ ମାଡ଼ ଘଟଣାରେ ତାଙ୍କ ନାମରେ ପାଲଟା ଅଭିଯୋଗ ହୋଇଛି। ଭୁବନେଶ୍ୱର SDJMଙ୍କ କୋର୍ଟରେ ପ୍ରତିପକ୍ଷଙ୍କ ପକ୍ଷରୁ ମାମଲା ରୁଜୁ ହୋଇଛି। ପରବିନ୍ଦର ପ୍ରଥମେ ଜାତି ଓ ବାପାଙ୍କ ନାଁ ଧରି ଗାଳି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ସମ୍ମୁଖରେ ସଂଘବଦ୍ଧ ଭାବେ ପରବିନ୍ଦରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ପୁଲିସ୍‌ର ଭୂମିକାକୁ […]

  • Saturday, 24 July 2021
sana
ରାସ୍ତା ଉପରେ ମନଇଚ୍ଛା ଗାଡ଼ି ରଖିଲେ ଫାଇନ୍‌

ଭୁବନେଶ୍ୱର: ରାସ୍ତା ଉପରେ ଆଉ ମନଇଚ୍ଛା ଗାଡ଼ି ରଖି ହେବନି। ଗାଡ଼ି ରଖିଲେ ତଣ୍ଡ ଗଣିବେ ଚାଳକ। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ଖୁବ୍‌ଶୀଘ୍ର ଆଣିବାକୁ ଯାଉଛି ସ୍ମାର୍ଟ ପାର୍କିଂ ପଲିସି। ୩ ମାସ ମଧ୍ୟରେ ଆସିବ ଏହି ନୂଆ ନୀତି। ତେବେ ଏ ପର୍ଯ୍ୟନ୍ତ ପଲିସିର ରୂପରେଖ ପ୍ରସ୍ତୁତ ହୋଇନାହିଁ। ବିଏମ୍‌ସି, ବିଡିଏ ଓ କମିଶନରେଟ୍ ପୁଲିସ ମିଳିତ ଭାବରେ ଏହି ନୀତି ପ୍ରସ୍ତୁତ କରିବେ। ରାସ୍ତା ଉପରୁ ଗାଡ଼ି ସଂଖ୍ୟା କମାଇବା ଏହି […]

  • Saturday, 24 July 2021
kks
ଯୌତୁକ ଜୁଈରେ ଜଳିଲା ଚିତା; ମୃତ୍ୟୁ ସହ ସଂଘର୍ଷ କରି ଆଖିବୁଜିଲେ ରଶ୍ମିତା

ଭୁବନେଶ୍ୱର: ୪ ଦିନ ଧରି ମୃତ୍ୟୁର ଯନ୍ତ୍ରଣାକୁ ସହି ଜୀବନ ପାଇଁ ସଂଗ୍ରାମ କରୁଥିବା ରଶ୍ମିତା ଦାସ ଶେଷରେ ଆଖିବୁଜିଛନ୍ତି। ଯୌତୁକ ନିଆଁରେ ତାଙ୍କୁ ଜାଳି ଦେଇଥିଲେ ଶଶୂଘର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବାରଦିଆ ଗାଁର ପୀଡ଼ିତା ରଶ୍ମିତାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରେ ମୃତ୍ୟୁ ହୋଇଛି। ଶରୀରର ୯୦% ପୋଡ଼ିଯାଇଥିବା ତାଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଥିଲା। ୨୦୧୮ ଜୁନ୍‌ରେ ଧନେଶ୍ୱରପୁରର ରଶ୍ମିତା ବାରଦିଆର ବୈଲୋଚନ ଦାସଙ୍କ ପୁଅ ବିକ୍ରମଙ୍କୁ ବିବାହ କରିଥିଲେ। […]

  • Saturday, 24 July 2021
makr
ଚାଇନା ଇଲେକ୍ଟ୍ରୋନିକ୍ସ ଶିଳ୍ପ ଉପରେ ପଡ଼ିଛି ‘କରୋନା’ ମାଡ଼

ଭୁବନେଶ୍ୱର : ଚାଇନା ଇଲେକ୍ଟ୍ରୋନିକ୍ସ ଶିଳ୍ପ ଉପରେ ପଡ଼ିଛି ‘କରୋନା’ ମାଡ଼। ଆଉ ଏଥିରେ ଘାଇଲା ହୋଇଛନ୍ତି ଭାରତୀୟ ବ୍ୟବସାୟୀ। ତେବେ ଚୀନରୁ ସାମଗ୍ରୀ ଆମଦାନୀ କଟକଣାକୁ ସ୍ଥାନୀୟ ବ୍ୟବସାୟୀ ସ୍ୱାଗତ କରିଛନ୍ତି।   ଚାଇନାରୁ ଆସୁଛି ଟିଭି, ସ୍ମାର୍ଟଫୋନ, ଏଲଇଡି ଲାଇଟ୍‌ ଓ ଅନ୍ୟାନ୍ୟ ଘରକରଣା ଜିନିଷ। ଯାହାର ଚାହିଦା ଭାରତୀୟ ମାର୍କେଟରେ ଅଧିକ ରହିଛି। ଆକର୍ଷଣୀୟ ଲୁକ ସାଙ୍ଗକୁ କମ୍ ଦାମ୍ ଥିବାରୁ ଓଡ଼ିଶା ସମେତ ପୂରା ଦେଶର ଖୁଚୁରା ବଜାରରେ ବଢିଥିଲା ଚାଇନିଜ୍ […]

  • Saturday, 24 July 2021
amulaka
ଦୁର୍ଦ୍ଦିନରେ ପୁଲୱାମା ସହିଦଙ୍କ ବାପାମା; ବୋହୂ ନାଁରେ ଆଣିଲେ ଏଭଳି ଅଭିଯୋଗ

ନିଆଳି: ଦେଶ ପାଇଁ ସହିଦ ହୋଇ ମାଟିର ନାଁ ରଖିଲେ। ଗୌରବାନ୍ନିତ ହେଲା ପରିବାର ଓ ଅଞ୍ଚଳ। ହେଲେ ପୁଅ ବୀରଗତି ହେବାର ବର୍ଷକ ପରେ କିନ୍ତୁ ଦୁଃସ୍ଥ ଜୀବନ ବିତାଉଛନ୍ତି ସହିଦ ମନୋଜ ବେହେରାଙ୍କ ବାପା-ମା। ସହିଦ ପରିବାରକୁ ମିଳିଥିବା ସବୁ ସରକାରୀ ସହାୟତାକୁ ବୋହୂ ହଡ଼ପ କରି ନେବା ପରେ ଏବେ ସେମାନେ ଅସହାୟ ବୋଲି ଅଭିଯୋଗ କରିଛନ୍ତି।   ପୁଲଓ୍ୱାମା ଆକ୍ରମଣରେ ପ୍ରାଣବଳି ଦେଇଥିବା କଟକ ନିଆଳିର ମନୋଜ ବେହେରାଙ୍କ ବାପା। ବୋହୂ […]

  • Saturday, 24 July 2021