• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

rayaha
ଶ୍ରୀଜୀଉଙ୍କ ରଥ ନିର୍ମାଣ ଲାଗି ଅନୁମତି ଦେଲା କେନ୍ଦ୍ର; କାଲିଠୁ କାମ ଆରମ୍ଭ

ପୁରୀ: ଶ୍ରୀଜୀଉ ଘୋଷଯାତ୍ରା ଲାଗି ରଥ ନିର୍ମାଣ ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ତେବେ ଏଥିଲାଗି କିଛି ସର୍ତ୍ତ ରଖାଯାଇଛି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି ବୋଲି ମନ୍ତ୍ରଣାଳୟ କହିଛି। ରଥ ନିର୍ମାଣ ବେଳେ ସାମାଜିକ ଦୂରତ୍ୱ ନିୟମର ଯେଭଳି କଡ଼ା ଅନୁପାଳନ ହେବ ତାହା ସୁନିଶ୍ଚିତ କରିବାକୁ ଗୃହ ମନ୍ତ୍ରାଳୟ ପରାମର୍ଶ ଦେଇଛି। ତେବେ ରଥଯାତ୍ରା ହେବକି ନାହିଁ ସେ ସମୟର ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି […]

  • Monday, 26 July 2021
Aarogya-setu-app
ଆରୋଗ୍ୟ ସେତୁ ଆପ୍‌କୁ ନେଇ ସତର୍କ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ଆରୋଗ୍ୟ ସେତୁ ସଂପର୍କରେ ସତର୍କକଲା କମିଶନରେଟ୍ ପୋଲିସ। ଆରୋଗ୍ୟ ସେତୁ ରାସ୍ତାରେ ପାକିସ୍ତାନୀ ସାଇବର ଅପରାଧୀମାନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରାଉଛନ୍ତି ବୋଲି କମିଶନରେଟ୍ ପୋଲିସ କହିଛି। ହ୍ୱାଟସଆପ୍ ଓ ଏସ୍ଏମଏସ୍‌ରେ ଏହି ଆରୋଗ୍ୟ ସେତୁ ଡାଉନଲୋଡ୍ କରିବାକୁ ଲିଙ୍କ୍‌ ଆସୁଛି। ହେଲେ ଏସ୍ଏମ୍ଏସ୍ କି ହ୍ୱାଟସଆପରେ ଆସୁଥିବା ଲିଙ୍କ ପ୍ରକୃତ ଆରୋଗ୍ୟ ସେତୁ ଆପ୍‌ର ଲିଙ୍କ୍‌ ନୁହେଁ ବୋଲି କହିଛି କମିଶନରେଟ୍‌ ପୁଲିସ। ଏହା ପାକିସ୍ତାନୀ ଅପରାଧୀଙ୍କ ଦ୍ୱାରା ପ୍ରସ୍ତୁତ ଚାଟ୍ ମି ଆପ୍‌ର ଲିଙ୍କ୍‌। […]

  • Monday, 26 July 2021
ranpur
ନିଆଁରେ ପୋଡ଼ି ମା ଓ ଝିଅ ମୃତ, ପୁଅ ଅବସ୍ଥା ଗୁରୁତର

ନୟାଗଡ: ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୋପାଳପୁର ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ମା ଓ ୫ ବର୍ଷ ଝିଅର ମୃତ୍ୟୁ ହୋଇଛି। ଏହି ଘଟଣାରେ ତାଙ୍କର ଜଣେ ୩ ବର୍ଷ ପୁଅର ଅବସ୍ଥା ଗୁରୁତର ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ପ୍ରଥମେ ରଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏ ଘଟଣାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ […]

  • Monday, 26 July 2021
ambhand
ଓଡ଼ିଶାକୁ ନାହିଁ ବାତ୍ୟା ଭୟ

ଭୁବନେଶ୍ୱର: ଓଡ଼ିଶାକୁ ନାହିଁ ବାତ୍ୟା ଅମ୍ଫାନର ଭୟ। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏପର୍ଯ୍ୟନ୍ତ ଘନିଭୂତ ହୋଇନାହିଁ। ଲଘୁଚାପର ଗତିପଥରେ କୌଣସି ପରିବର୍ତ୍ତନ ମଧ୍ୟ ହେଉନି। ଏହା ସ୍ଥିର ରହିଛି। ତେଣୁ ଓଡ଼ିଶା ପାଇଁ କୌଣସି ବାତ୍ୟାର ସୂଚନା ନାହିଁ। ବୋଲି କହିଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁୟ ମହାପାତ୍ର। କୌଣସି ଗୋଟିଏ ମଡେଲକୁ ନେଇ ବାତ୍ୟା ରୂପ ଦିଆଯାଇନପାରେ ବୋଲି ସେ କହିଛନ୍ତି। ପ୍ରକାଶ ଥାଉକି, ଗତବର୍ଷ ମେ ୩ରେ ଫୋନି ବାତ୍ୟା […]

  • Monday, 26 July 2021
mada
ରାଜ୍ୟରେ ମଦ ଦୋକାନ ଖୋଲିବା ନେଇ କ'ଣ କହିଲା ଅବକାରୀ ବିଭାଗ ?

ଭୁବନେଶ୍ୱର:  ରାଜ୍ୟରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇନି।  ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅନ୍ୟ ରାଜ୍ୟରେ ମଦ ଦୋକାନ ଖୋଲିଥିବାରୁ ଏହାର ତର୍ଜମା କରାଯାଉଛି। ତର୍ଜମା  ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ସୂଚନା ଦେଇଛି।  ଅନ୍ୟପଟେ ଖୋର୍ଦ୍ଧା ଅବକାରୀ ଅଧୀକ୍ଷକ କହିଛନ୍ତି, ମଦ ଚୋରା ବ୍ୟବସାୟ ଉପରେ ନଜର ରଖାଯାଉଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି। ବିଭିନ୍ନ ସ୍ଥାନରୁ ଚୋରା ମଦ ଜବତ କରାଯାଉଛି। ଆଗକୁ ଚଢ଼ାଉ […]

  • Monday, 26 July 2021
puri
ସାମ୍ୱାଦିକଙ୍କୁ ଆକ୍ରମଣ କରି ନିଲମ୍ୱିତ ହେଲେ ୨ ବନ କର୍ମଚାରୀ

ପୁରୀ: ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୨ ବନ କର୍ମଚାରୀ ନିଲମ୍ବିତ କରାଯାଇଛି। ଆକ୍ରମଣ କରିଥିବା ୨ ବନ କର୍ମଚାରୀ ହେଲେ ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟଗାର୍ଡ ବିରଜା ମହାପାତ୍ର । ଗତ ବର୍ଷ ମେ‘ ୩ ତାରିଖ ଓଡ଼ିଶାରେ ତାଣ୍ଡବ ସୃଷ୍ଟି କରିଥିଲା ବାତ୍ୟା ‘ଫନି’। ଏହି ଫନି ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ଲ୍ୟାଣ୍ଡଫଲ କରିଥିଲା। ‍ଫଳରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଥିଲା ପୁରୀ ଜିଲ୍ଲା। […]

  • Monday, 26 July 2021
phoni
ବାତ୍ୟା ଫୋନିକୁ ପୂରିଲା ବର୍ଷେ

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫୋନିକୁ ପୂରିଛି ଗୋଟିଏ ବର୍ଷ। ବାତ୍ୟାରେ ଶହେରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ସର୍ବାଧିକ ପୁରୀ ଜିଲ୍ଲାରେ ତାଣ୍ଡବଲୀଳା ରଚିଥିଲା ଫୋନି ବାତ୍ୟା। ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, ଗଂଜାମ, ବାଲେଶ୍ୱର, ମୟୂରଭଂଜ, ଯାଜପୁର, କେନ୍ଦ୍ରାପଡ଼ା, ଗଜପତି ସବୁଠାରେ ପଡ଼ିଥିଲା ହାହାକାର। କିଏ ଜୀବନ ବଂଚାଇବାକୁ ଦୋକାନ ତଳେ ଆଶ୍ରୟ ନେଇ ଜୀବନ ହାରିଥିଲା ତ ଆଉ କିଏ ଡଙ୍ଗା ଉଦ୍ଧାର କରିବାକୁ ଯାଇ ଚିଲିକାକୁ ବୁଡ଼ି ମୃତ୍ୟୁ ମୁଖରେ ପଡ଼ିଥିଲା। ବାତ୍ୟା […]

  • Monday, 26 July 2021
dharmendra pradhana
କରୋନାର ମୁକାବିଲା ପାଇଁ ସିଭିଲ୍ ସୋସାଇଟି ନେତୃତ୍ୱଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ୱର: ଓଡ଼ିଶା ପ୍ରମୁଖ ସିଭିଲ୍ ସୋସାଇଟି ନେତୃତ୍ୱଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ସମୟରେ ରାଜ୍ୟର ପରିସ୍ଥିତି ଏହାର ତ୍ୱରିତ୍ୱ ମୁକାବିଲା ପାଇଁ ଭିଡିଓ କନଫରେନ୍ସିଂ ଯୋଗେ ବିସ୍ତୃତ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର। କିପରି ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ଭିତରେ ସ୍ଥାୟୀ କର୍ମ ନିୟୁକ୍ତି କରି ଓଡ଼ିଶାର ଅର୍ଥନୀତି ସୁଦୃଢ କରିବା ତାସହ ପ୍ରବାସୀ ଓଡ଼ିଆଙ୍କ ଫେରିବା, ଜୀବିକା, ମନରେଗା ନିୟମରେ ସୁଧାର, ଚାଷ ସମସ୍ୟା, କୃଷି ଉତ୍ସାଦର […]

  • Monday, 26 July 2021
doctroe
ତାମିଲନାଡୁରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ସାମଗ୍ରୀ

ଭୁବନେଶ୍ୱର: ତାମିଲନାଡୁର ତିରୁଭାଲୁରରେ ଲକଡାଉନ ପାଇଁ ଫସି ରହିଥିବା ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ଓ ରାସନ ସାମଗ୍ରୀ।   କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ହସ୍ତକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ପୂର୍ବରୁ ଫସିରହିଥିବା ପ୍ରବାସୀ ଓଡ଼ିଆଙ୍କ ସମ୍ପର୍କରେ ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଓଡ଼ିଆ ଶ୍ରମିକଙ୍କ ନିକଟରେ ଖାଦ୍ୟ ସାମଗ୍ରୀ ପହଞ୍ଚିବା ପରେ ଟ୍ୱିଟ୍ ଜରିଆରେ କେନ୍ଦ୍ରମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ବିଜେପି ନେତା ଭୃଗୁ ବକ୍ସିପାତ୍ର।  

  • Monday, 26 July 2021
dd
ଗଞ୍ଜାମ କଳିଙ୍ଗାଘାଟି ବସ୍‌ ଦୁର୍ଘଟଣାର ତଦନ୍ତ ହେବ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଗତକାଲି ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ପଟେଲ୍‌ ବସ୍‌ ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିରେ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାରେ ତଦନ୍ତ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ଏଥିସହିତ ଘାଟିରେ ୪୦ରୁ ଅଧିକ ବେଗରେ ଗାଡ଼ି ନ ଚଳାଇବାକୁ ନିର୍ଦ୍ଦେଶ ଦିଆଯିବ। ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଦୁର୍ଘଟଣା ଘଟିଲା। ଘାଟି ରାସ୍ତାରେ ଗାଡ଼ି ଚାଳନାର ଅଭିଜ୍ଞତା ଏମାନଙ୍କର ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଗତକାଲି ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ […]

  • Monday, 26 July 2021
bus
ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ

ଗଞ୍ଜାମ: ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ନାଗପୁର ଅମରାବତୀ ଏନ୍‌ଏଚ୍‌ ଦେଇ ଆସୁଥିବା ବେଳେ ଓଲଟି ପଡ଼ିଥିବା ଖବର ମିଳୁଛି। ଏହି ବସ୍‌ରେ ପ୍ରାୟ ୫୦ ଯାତ୍ରୀ ଆସୁଥିଲେ। ଏଥିରେ ୫ ଜଣ ଆହତ ହୋଇଥିବା ବେଳେ ଡ୍ରାଇଭର୍‌ ଓ ସଫେଇ କର୍ମୀ ଗୁରୁତର ଆହତ ହୋଇଥିବା ସୂଚନା ମିଳୁଛି। ଆହତମାନଙ୍କୁ ନିକଟସ୍ଥ କରଞ୍ଜା ମେଡିକାଲରେ ଭର୍ତ୍ତି କରାଯାଇଛି। ରାତିରେ NH ଉପରକୁ କୌଣସି ଜନ୍ତୁ ଆସିଯିବା ଫଳରେ ଏହି […]

  • Monday, 26 July 2021
WhatsApp Image 2020-05-02 at 21.17.34 (1)
ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସ୍‌ କଳିଙ୍ଗା ଘାଟିରେ ଦୁର୍ଘଟଣା, ୨ ମୃତ

ଫୁଲବାଣୀ: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ପଟେଲ୍‌ ବସ୍‌ ଆଜି ଭାରାସାମ୍ୟ ହରାଇ ଗଞ୍ଜାମ-କନ୍ଧମାଳ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଓଲଟି ପଡ଼ିବାରୁ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଦ୍ୱୟ ହେଲେ ବୁଗୁଡ଼ାର ଚିତ୍ତରଞ୍ଜନ ସେଠୀ ଓ ସନ୍ତୋଷ ସେଠୀ। ଚିତ୍ତରଞ୍ଜନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆମ୍ୱୁଲାନ୍ସରେ […]

  • Monday, 26 July 2021
plsd
ବଡ଼ ଖବର: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍‌ ଘାଟିରେ ଓଲଟି ପଡ଼ିଲା

ଫୁଲବାଣୀ: ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍‌ ଘାଟିରେ ଓଲଟି ପଡ଼ିଥିବା ଖବର ମିଳିଛି। ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ବସ୍‌ଟି ଓଲଟି ପଡ଼ିଥିବା ସୂଚନା ମିଳିଛି। ବସ୍‌ଟି ଗଞ୍ଜାମ ଯାଉଥିବା ସୂଚନା। ମିଳିଥିବା ସୂଚନାନୁସାରେ ବସ୍‌ରେ ପାଖାପାଖି ୫୦ ଯାତ୍ରୀ ଥିବା କୁହାଯାଉଛି। ସର୍ବାଧିକ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଥିବା ଖବର ମିଳିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଘଟଣାସ୍ଥଳରେ […]

  • Monday, 26 July 2021
baiajayanta
ଦୁବାଇରୁ ୨ ଓଡ଼ିଆଙ୍କ ମୃତଦେହ ଫେରାଇ ଆଣିବାକୁ ବୈଜୟନ୍ତଙ୍କୁ ଗୁହାରି କଲେ ପରିବାର ଲୋକେ

କେନ୍ଦ୍ରାପଡ଼ା: ଦୁବାଇରୁ ୨ ଓଡ଼ିଆଙ୍କ ମୃତଦେହ ଆଣିବାକୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଗୁହାରି କଲେ ପରିବାର ଲୋକେ। ପଟ୍ଟାମୁଣ୍ଡାଇର ବାବାଜୀ ସେଠୀ ଓ ମାଳିପୁର ଗାଁର ନିରଞ୍ଜନ ମଲ୍ଲିକଙ୍କ ଦୁବାଇରେ କାମ କରୁଥିଲେ। ସେଠାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି।  ଉଭୟଙ୍କ ମୃତଦେହ ଦୁବାଇରୁ ଆଣିବାର ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ପରିବାର ଲୋକ ନିବେଦନ କରିଛନ୍ତି। ସେପଟେ ଉଭୟ ଶ୍ରମିକଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା […]

  • Monday, 26 July 2021
bjp leader
ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା: ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି ରାଜ୍ୟ ସଭାପତି

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି। ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଥିବାରୁ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି। ଲକ୍‌ଡାଉନ୍‌ ଯୋଗୁ ରାଜ୍ୟ ବାହାରେ ଶ୍ରମିକମାନେ ଫସି ରହିଥିବା ବେଳେ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଶ୍ରମିକଙ୍କୁ ‌ଆଣିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଶ୍ରମିକ ଦିବସରେ ସରକାରଙ୍କ ଏଭଳି ନିଷ୍ପତ୍ତି […]

  • Monday, 26 July 2021
puri
ଦଇତାପତିଙ୍କ କାର୍ଯ୍ୟଧାରାକୁ ନେଇ ଅଭିଯୋଗ ଆଣିଲେ ବିଶ୍ୱକର୍ମା ମହାରଣା

ପୁରୀ: ଦଇତାପତିଙ୍କ କାର୍ଯ୍ୟଧାରାକୁ ନେଇ ପ୍ରଶ୍ନ ଉଠାଇଲେ ବିଶ୍ୱକର୍ମା ମହାରଣା ସେବକ। ଦଇତାପତିମାନେ ନିଜ ସ୍ୱାର୍ଥ ଓ ପାଉଣାକୁ ନେଇ ଏକପାଖିଆ ନିଷ୍ପତ୍ତି ନେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ମେ’ ୩  ତାରିଖ ପରେ ରଥ ନିର୍ମାଣ ପାଇଁ ପ୍ରଶାସନ ଅନୁମତି ଦେଲେ ମଧ୍ୟ ରଥ ନିର୍ମାଣ ସମ୍ଭବ ନୁହେଁ ବୋଲି ଦେବଦଳନ ରଥର ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା କହିଛନ୍ତି। ରଥ ନିର୍ମାଣ ଯଦି ଠିକ ସମୟର ଶେଷ ନହୁଏ, ଏଥିପାଇଁ ଦାୟୀ କିଏ […]

  • Monday, 26 July 2021
dog
ମାଲିକକୁ ବଞ୍ଚାଇବା ପାଇଁ ନାଗ ସହ ପୋଷା କୁକୁରର ଫାଇଟ୍‌

ରାୟଗଡ଼ା: ସାପ କବଳରୁ ମାଲିକଙ୍କୁ ରକ୍ଷା କଲା କୁକୁର। ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଡିମ୍ବିରିଗୁଡ଼ା ଗାଁରେ ଘଟିଛି ଏଭଳି ଘଟଣା। ଗାଁର ମଦନ ଶବର ଏବଂ ତାଙ୍କ ପତ୍ନୀ ନିଜ କଦଳୀ ବାଡ଼ିକୁ ଯିବାବେଳେ ଏକ ବିଷଧର ନାଗସାପ ହାବୁଡ଼ରେ ପଡ଼ିଯାଇଥିଲେ। ଠିକ୍ ଏହି ସମୟରେ ମଦନଙ୍କ ପୋଷା କୁକୁର କାଳିଆ ସାମ୍ନାକୁ ଆସି ସାପ ସହ ଲଢ଼େଇ କରିଥିଲା। ପ୍ରାୟ ୧୫ ମିନିଟ୍ କାଳ ଉଭୟ ସାପ ଏବଂ କାଳିଆ ମଧ୍ୟରେ ଲଢ଼େଇ ଚାଲିଥିଲା। […]

  • Monday, 26 July 2021
bhrugubaxuipat
ପଶ୍ଚିମବଙ୍ଗରୁ କେମିତି ଆସିଲେ କୋରାପୁଟର ପ୍ରଥମ ଆକ୍ରାନ୍ତ, ବିରୋଧୀ କଲେ ପ୍ରଶ୍ନ

କୋରାପୁଟ: କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ନେଇ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର। କରୋନା ପାଇଁ ଲକଡାଉନ୍ ଘୋଷଣା ହୋଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀ ଜଣଙ୍କ ପଶ୍ଚିମବଙ୍ଗରୁ କିପରି ଆସିଲେ ସେ ନେଇ ପ୍ରଶ୍ନ କରିଛନ୍ତି।  ଏଥିସହ କୋରାପୁଟରେ ପହଞ୍ଚିବା ପରେ ତାଙ୍କୁ କାହିଁକି କ୍ୱାରେଣ୍ଟିନରେ ରଖାଯାଇ ନଥିଲା ତାର ତଦନ୍ତ ଦାବି କରିଛନ୍ତି॥ ଗତ ୨୭ ତାରିଖରେ କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ […]

  • Monday, 26 July 2021
rain
ପ୍ରବଳ କୁଆ ପଥର ବର୍ଷା: ନଷ୍ଟ ହେଲା ଚାଷ

କେନ୍ଦୁଝର: କେନ୍ଦୁଝରରେ ପ୍ରବଳ କୁଆ ପଥର ବର୍ଷା ହୋଇଛି। ଗତକାଲି ରାତିଠୁ ଲାଗି ରହିଥିବା ବର୍ଷା ଯୋଗୁ ସଦର ବ୍ଲକରେ ବ୍ୟାପକ କ୍ଷତି ଘଟିଛି। ମୂଷଳ ଧାରରେ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଏପରିକି ବିଭିନ୍ନ ଅଞ୍ଚଳରେ କୁଆପଥର ଜମି ହୋଇ ରହିଛି। ମୁଖ୍ୟତଃ ସଦର ବ୍ଲକର କେମିସଢ଼ା ଗାଁରେ କୁଆପଥର ପଡ଼ି ରହିଛି। ଠାଏ ଠାଏ ଅଞ୍ଚଳରେ କୁଆପଥର ଜମି ରହିଥିବା ଯୋଗୁ ପନିପରିବା ଫସଲ ନଷ୍ଟ ହୋଇଥିବା କୁହାଯାଉଛି।   ଚାଷୀଙ୍କ ଜମି, […]

  • Monday, 26 July 2021
puri
ଦଇତାପତି ନିଯୋଗର ପ୍ରସ୍ତାବ-ଲକ୍‌ଡାଉନ୍‌ କଟକଣା ସହ ରଥଯାତ୍ରା ପାଳନ କରାଯାଉ

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଜାରି ହୋଇଛି ଲକ୍‌ଡାଉନ। ଏପରି ପରିସ୍ଥିତିରେ ଶ୍ରୀଜିଉଙ୍କ ରଥଯାତ୍ରା ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। ଏପରି ପରିସ୍ଥିତିରେ ଲକ୍‌ଡାଉନ କଟକଣା ମଧ୍ୟରେ ରଥଯାତ୍ରା  ଆୟୋଜନ ପାଇଁ ପ୍ରସ୍ତାବ ଦେଇଛି ଦଇତାପତି ନିଯୋଗ। ଏନେଇ ନିଯୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯାଇଛି। ସରକାରଙ୍କୁ ଲେଖାଯାଇଥିବା ଚିଠିରେ ସିପାହୀ ବିଦ୍ରୋହ, ନଅଙ୍କ ଦୁର୍ଭିକ୍ଷ ଓ ୧୯୧୮ ମହାମାରୀର ଉଦାହରଣ ଦିଆଯାଇଛି।  ଏହି ବିପତ୍ତି […]

  • Monday, 26 July 2021
laptop
ଦାନା ବାନ୍ଧୁଛି ଲଘୁଚାପ: ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଦାନା ବାନ୍ଧୁଛି ଲଘୁଚାପ। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଆସନ୍ତା ୩୦ ତାରିଖରେ ଏକ ଲଘୁଚାପ ବଳୟ ସୃଷ୍ଟିହେବା ସମ୍ଭାବନା ରହିଛି। ଏହି ସୂଚନା ଦେଇଛି ପାଣିପାଗ ବିଭାଗ। ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହୋଇଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସୋନପୁର, ସମ୍ବଲପୁର, ଦେବଗଡ଼, ବଲାଙ୍ଗିର, କନ୍ଧମାଳ, […]

  • Monday, 26 July 2021
bijay mishra 4
ପରଲୋକରେ ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ର

ଭୁବନେଶ୍ୱର: ଲିଭିଗଲା ଓଡ଼ିଆ ନ୍ୟଟ୍ୟଜଗତର ଉଜ୍ଜ୍ଵଳ ଜ୍ୟୋତି। ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ନାଟ୍ୟକାର ବିଜୟ ମିଶ୍ର। ଆଜି ୮୩ ବର୍ଷରେ ତାଙ୍କର ପରଲୋକ ହୋଇଛି। ସେ ଅନେକ ଲୋକପ୍ରିୟ ନାଟକ ରଚନା କରିବା ସହିତ ସିନେମା ଓ ଧାରାବାହିକରେ ସଂଳାପ ଲେଖିଛନ୍ତି। ଲୋକପ୍ରିୟ ଧାରାବାହିକ ଶ୍ରୀଜଗନ୍ନାଥରେ ସେ ସଂଳାପ ଲେଖିଥିଲେ। ତାଙ୍କ ଦ୍ୱାରା ରଚିତ ତଟ ନିରଞ୍ଜନା ନାଟକ ବହୁ ଭାଷାରେ ଅନୁବାଦିତ ହୋଇଛି। ଏଥସହିତ ଜାଜାବର ଓ ରଜନୀ ଗନ୍ଧା ଭଳି ଫିଲ୍ମର ନିର୍ଦ୍ଦେଶନା […]

  • Monday, 26 July 2021
raullela
ରାଉରକେଲା ନାଲାରୋଡ୍ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାଉଲକେଲା: ୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରାଉରକେଲା ନାଲା ରୋଡ୍ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି।  କଣ୍ଟେନମେଣ୍ଟ ଜୋନ୍ ଘୋଷଣା ସହ ସମ୍ପୃକ୍ତ ଅଞ୍ଚଳକୁ ସିଲ୍ କରିଛି ରାଉରକେଲା ପୌରନିଗମ।  ଷଷ୍ଠ ପଜିଟିଭ ଆକ୍ରାନ୍ତ ନାଲାରୋଡ ବାସିନ୍ଦା ହୋଇଥିବାରୁ ନାଲାରୋଡ୍ ଅଞ୍ଚଳ ସଂଲଗ୍ନ ଅଞ୍ଚଳକୁ ଆଜିଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ରାଉରକେଲା ସହରର ଜନତା ନିବାସ ଲେନ ପଏଣ୍ଚଠାରୁ ମହତାବ ରୋଡ ପଏଣ୍ଟ, ମେନ୍ ରୋଡର ମଧ୍ୟଭାଗ […]

  • Monday, 26 July 2021
arun sahoo
ଅଖିତୃତୀୟାରେ ଅଖିମୁଠି ଅନୁକୂଳ କଲେ ମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ସ୍ଥାନରେ ଅଖି ମୁଠି ଅନୁକୂଳ ହୋଇଛି। କୃଷି ମନ୍ତ୍ରୀ ଅରୁଣ ସାହୁ ନୟାଗଡ଼ରେ ଅଖି ମୁଠି ଅନୁକୁଳ କରିଛନ୍ତି। ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପାଖରେ ଥିବା ଜଣେ କୃଷକଙ୍କ ଜମିରେ ଅରୁଣ ପୂଜାପାଠ କରିବା ପରେ ବିହନ ବୁଣିବା ସହ ଲଙ୍ଗଳ ଧରି ଚାଷ କରିଥିଲେ। ଲକଡାଉନ ପାଇଁ ସରକାରୀ ଭାବେ ପାଳନ  ନ କରି ବ୍ୟକ୍ତିଗତ ଭାବେ ଅଖିମୁଠି ଅନୁକୁଳ କରିଛନ୍ତି ମନ୍ତ୍ରୀ। ସେହିପରି ଖାଦ୍ୟ ଯୋଗାଣ […]

  • Monday, 26 July 2021
rain
ଘୂର୍ଣ୍ଣିବଳୟ ପ୍ରଭାବରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ରାଜ୍ୟରେ ଜାରି ରହିଛି ବର୍ଷା। ଦିନରେ ଗ୍ରୀଷ୍କର ପ୍ରଭାବ ଦେଖାଯାଉଥିବା ବେଳେ ସଂଧ୍ୟାରେ ଅଚାନକ ବଦଳୁଛି ପାଗ। ଏପରି ପାଗ ଆସନ୍ତା ୩୦ ତାରିଖ ଯାଏ ରାଜ୍ୟରେ ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଘୂର୍ଣ୍ଣିବଳୟ ପ୍ରଭାବରେ ଉପକୂଳ ଓଡ଼ିଶାରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହ ଘଡ଼ଘଡ଼ି ସହ ବର୍ଷା ନେଇ ସମ୍ଭାବନା ରହିଛି। ତେବେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, […]

  • Monday, 26 July 2021