ମା’ ମାଙ୍କଡ଼ର କଲିଜାର ଟୁକୁଡାକୁ କେହି ଗୋଟାଏ ନେଇ ଯାଇଛି । ସେଇଥିପାଇଁ ସେ ମୋବାଇଲ ଅଣ୍ଡାଳୁଛି। ସ୍କ୍ରଲ୍ କରି ନିଜ ଛୁଆକୁ ଖୋଜୁଛି । ମା’ ମନ ବୁଝୁନି ତାର...
ଖବର ପରିବେଷଣ ବେଳେ ଆପଣ ଅନେକ ଥର କେବିକେ କଥା ଶୁଣିଥିବେ। କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟର ଉନ୍ନତୀ ପ୍ରସଙ୍ଗ ମଧ୍ୟ ଆପଣଙ୍କ କାନରେ ବାଜିଥିବ। ହେଲେ କେବେ ଭାବିଛନ୍ତି ଏହି କେବିକେ ଯୋଜନାର ଅନ୍ତରାଳରେ କ’ଣ ରହିଛି କାହାଣୀ। କାହା ପାଇଁ ଏ ଯୋଜନା ?
ରୋଜଗାର ଦେଉଛି ପ୍ଲାଷ୍ଟିକ କାରଖାନା । ଶତାଧିକ ଲୋକଙ୍କୁ ମିଳିଛି ନିଯୁକ୍ତି । ଯେଉଁ ଅଞ୍ଚଳର ଲୋକେ ଦିନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଥିଲେ ।
ଖାଦ୍ୟରେ ବ୍ୟବହାର କରୁଛନ୍ତି କି ମସଲା ? ହୋଇଯାଆନ୍ତୁ ସାବଧାନ ! ନାମିଦାମୀ କମ୍ପାନୀରେ ପ୍ରସ୍ତୁତ ହେଉଥିବା ମସଲା ମଧ୍ୟ କେତେ କ୍ଷତିକାରକ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ ।
ସେ ବି ମା’ । ଦେଖୁନାହାନ୍ତି ନିଜର ପିଲାକୁ ଟିକିଏ ଛାଇ ଦେବାକୁ କେମିତି ଡହଡହ ଖରାରେ ଛିଡ଼ା ହୋଇଛି...
ଚାକିରିଆ ମହିଳାଙ୍କୁ ବାହାହେବା ମନା ! ଉଚ୍ଚ ଶିକ୍ଷିତାଙ୍କୁ କରନ୍ତୁନି ବିବାହ ! ଶିକ୍ଷିତ ମହିଳା ହେଉଛନ୍ତି ବିଗ୍ରେଡ୍ଫ୍ଲାଗ୍! ଅର୍ଥାତ୍ ବଡ଼ ବିପଦ ।
ପଲିଟିକାଲ୍ ପ୍ରଚାର ମୈଦାନରେ ବେଶ୍ ଗ୍ରହଣୀୟ ହୋଇଛି ଡିଜିଟାଲ୍ ଫଣ୍ଡା । ଟ୍ରେଣ୍ଡି ଗୀତରେ ଭଳିକି ଭଳି ରିଲ୍ସ, ଯେତିକି ମନଛୁଆଁ ହୋଇଛି, ସେତିକି ଭାଇରାଲ୍ ହେଉଛି ୩ ପ୍ରମୁଖ ଦଳର ଏଜେଣ୍ଡା ଏବଂ ବାର୍ତ୍ତା । ଏକକୁ ଆରେକ ବଳି ରିଲ୍ସ ଏବଂ ସଟ୍ସ ତିଆରି କରି ସୋସିଆଲ୍ ମିଡିଆରେ ଛାଇ ଯାଇଛନ୍ତି ବିଜେପି-ବିଜେଡି ଓ କଂଗ୍ରେସ ।
ବୟସ ଶହେ ଟପିଲାଣି । ଭାରତର ପ୍ରଥମ ନିର୍ବାଚନରେ ଭୋଟ୍ ଦେଇଥିଲେ ଏମାନେ । ନିଜର ମତ ସାବ୍ୟସ୍ତକରି ଗଢ଼ିଥିଲେ ସରକାର ।
ନାଁ ତାଙ୍କର ଲକ୍ଷ୍ମୀ ... ନାଁ ଯେମିତି, ମଣିଷ ବି ସେମିତି । ଦୁଃଖୀର ଦୁଃଖରେ ସେ ଦୁଃଖୀ । ଅସହାୟର ସେ ସାହାରା । ମହିଳା ହୋଇ ବି ନିଜ କାନ୍ଧରେ ଉଠାଇଛନ୍ତି ଶହଶହ ଶବ । ଅସହାୟ ଗରିବ ମହିଳାଙ୍କ ପାଇଁ ପାଲଟିଛନ୍ତି ସେ ଚଳନ୍ତି ଦେବୀ ।
ପୁଳାପୁଳା ସମ୍ମାନ... ତାଳିରେ ଫାଟି ପଡ଼ୁଛି ସ୍କୁଲ... ଏ ସମ୍ବର୍ଦ୍ଧନାକୁ ଦେଖି ବାପ ମନ ଆଜି କୁଣ୍ଢେମୋଟ... ବାପା ସିନା ସିକ୍ୟୁରିଟି ଗାର୍ଡ... ହେଲେ ପୁଅ ବନିଗଲେ IAS ଅଫିସର ।
ଲୁଚିଛି ନା ଗୋଡ ଦୁଇଟା ଦିଶୁଛି। ଏଠି ସବୁ ଘୋଡାଇ ରଖା ଯାଇଛି, ତଥାପି ଜଳ ଜଳ ହୋଇ ଦିଶୁଛି। କେଉଁଠି କେଉଁଠି ତ ଖାଲି କପଡା ପଡିଛି, ଆଉ କେଉଁଛି ଟୋଟାଲ୍ ମେଲା।
ଏସ୍ଏସ୍ବି ଯବାନଙ୍କ ବାରାକ୍ ଭିତରୁ ଊଦ୍ଧାର ହେଲା ବିରାଟ ବଡ ସାପ। ପ୍ରାୟ ୬ ଫୁଟିଆ ଢମଣା ସାପଟି ବାଥରୁମର ହାତଧୁଆ ବେସିନ ଫାଙ୍କରେ ଲୁଚି ରହିଥିଲା।
ଘରେ ଘରେ ସ୍ବାମୀ ସ୍ତ୍ରୀ କଳି ଲାଗିବା ସାଧାରଣ କଥା। କାରଣ ଇଏ ଗୋଟେ ମିଠା ଝଗଡାର କଥା। କିନ୍ତୁ ଏଠି ସ୍ଥିତି ପୂରା ଅଲଗା। ସ୍ବାମୀ-ସ୍ତ୍ରୀ ଭିତରର ବିବାଦ ଦାଣ୍ଡରେ ପଡି ହାଟରେ ଗଡିଛି। ଖାଲି ଗଡିନି ଆଜ୍ଞା, ମାଡ ବି ଚପଲରେ ପଡିଛି, ପୁରା ସାଇଁ ସାଇଁ…
ମାଙ୍କଡଟିଏ ପାଣି ମନ୍ଦାଏ ପିଇବା ପାଇଁ କିଚେନ ରୁମ୍ ଭିତରକୁ ପଶି ଆସିଛି। ଏ ଦୃଶ୍ୟ ହେଉଛି ବେଙ୍ଗାଲୁରୁର। ଏଥିରୁ ଜାଣି ହେଉଛି ପ୍ରକୃତରେ ବେଙ୍ଗାଲୁରୁରେ ଜଳକଷ୍ଟ କେତେ
ସଫଳତା ଦେଖାଗଲାନି...ହେଲେ ସାମାନ୍ୟ ଶାରିରୀକ ପରିବର୍ତ୍ତନ ପାଇଁ ଲୋକେ ତାଙ୍କୁ ଜଜ୍ କରିବାକୁ ଲାଗିଲେ । ସେ ଥିଲେ ୟୁପି ବୋର୍ଡ ପରୀକ୍ଷାର ଟପ୍ପର ହେଲେ ନିଶ ଦାଢ଼ି ଥିବାରୁ କୃତୀ ଛାତ୍ରୀଙ୍କୁ ବି ଲୋକେ ଟ୍ରୋଲ୍ କରିବାକୁ ପଛାଇଲେନି ।
ହ୍ୱାଟସ୍ଆପ୍ ୟୁଜର୍ସ ସାବଧାନ ! ଭାରତରେ ବନ୍ଦ ହେବ ହ୍ୱାଟସ୍ଆପ୍ ! କେତେବେଳେ ବି ହ୍ୱାଟସ୍ଆପ୍କୁ ନେଇ ଆସିପାରେ ବଡ଼ ନିଷ୍ପତ୍ତି । ଆଜିକାଲି ସମସ୍ତେ ସେମାନଙ୍କ ସ୍ମାର୍ଟଫୋନ୍ରେ ହ୍ୱାଟସ୍ଆପ୍ବ୍ୟବହାର କରୁଛନ୍ତି ।
ସ୍ମାର୍ଟ ଘରଣୀଙ୍କ ସ୍ମାର୍ଟ ରୋଷେଇ । ଫଟାଫଟ ବନାଉଛନ୍ତି ରୁଟି । ଗରମରୁ ମୁକ୍ତି ପାଇଁ ପାଞ୍ଚିଛନ୍ତି ନୂଆ ଉପାୟ । ମହିଳା ଜଣକ କିପରି ଶୀଘ୍ର ଶୀଘ୍ର ରୁଟି କରୁଛନ୍ତି ଥରେ ଦେଖିନିଅନ୍ତୁ...
ଭୋଟରଙ୍କ ପାଇଁ ମାଗଣା ବିୟର ! ଡିସ୍କାଉଣ୍ଟରେ ଖାଇବେ ଦୋସା ! କଫି ଫ୍ରୀକୁ ଖାଦ୍ୟ ଜିନିଷ ବି ମିଳିବ ମାଗଣା ।
ଚାକିରି ଛାଡ଼ିଲେ... ଖୁସିରେ ନାଚିଲେ... ବସକୁ ସାମ୍ନାରେ ଢ଼ୋଲ ବାଡ଼ାଇ କମ୍ପାନୀରୁ ନେଲେ ବିଦାୟ । ଦେଖନ୍ତୁ ଏ ଦୃଶ୍ୟକୁ... ଯୁବକ ଜଣକ କିପରି ଖୁସିରେ ମସଗୁଲ ଅଛନ୍ତି । ଯେମିତି ତାଙ୍କୁ କିଛି ବଡ଼ ଖୁସି ମିଳିଯାଇଛି ।
ସେ ୧୧୦ ବର୍ଷର ବୃଦ୍ଧ। ଏହି ବୟସରେ ସେ ଏତେ ଫିଟ୍ ଯେ ବଜାରକୁ ଯିବା ପାଇଁ ସେ ନିଜେ କାର୍ ନେଇ ଯାଆନ୍ତି। କେବଳ ଏତିକି ନୁହେଁ, ସେ ଘରେ ମଧ୍ୟ ଏକୁଟିଆ ରୁହନ୍ତି। ସମସ୍ତ କାମ ନିଜେ କରନ୍ତି। କହିଲେ ଏମିତି ଫିଟ୍ ରହିବାର ମନ୍ତ୍ର।
ଆଜିର ଆମ ପ୍ରଶ୍ନ ଆଉ ପ୍ରସଙ୍ଗର ମୁଖ୍ୟ ନାୟକ ଆଳୁ, ଆଉ ତା’ର ପରିଚୟ । କହିଲେ ଦେଖି ଆଳୁ ଦେଶୀ ନା ବିଦେଶୀ ।
ଟ୍ରେନରେ ଯିବାକୁ ବାହାରିଥିଲେ । ହେଲେ ଟିକେଟ୍ କରିଥିବା ଟ୍ରେନ୍ ବଗିରେ ଏତେ ଭିଡ଼ ଯେ, ଖୁଦଟିଏ ପଡ଼ିବାକୁ ବି ଜାଗା ନାହିଁ । ଏପରି ସ୍ଥଳେ ଯୁବତୀ ଜଣକ କେମିତି ଯିବେ ଚିନ୍ତାରେ ପଡ଼ିଗଲେ । ଆଉ ଟିକେଟ୍ ନିରୀକ୍ଷକଙ୍କ ଉପରେ ପ୍ରବଳ ବର୍ଷିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଋଷିଆ ୟୁକ୍ରେନ ଯୁଦ୍ଧର ଘନଘଟା ଭିତରେ ସାଢେ ୪ ଘଣ୍ଟାର ବିରାମ । ନିସ୍ତବ୍ଧ ଯୁଦ୍ଧଭୂମି । ହେଲେ ଏ ଯୁଦ୍ଧ ବିରାମଙ୍କ ମୁଖ୍ୟ ନାୟକ କିଏ ଜାଣିଛନ୍ତି। ସେ ହେଉଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦର୍ଶକବନ୍ଧୁ ଏ କଥା ଆମେ କହୁନାହୁଁ, କହୁଛନ୍ତି ଆମ ଦେଶର ଖୋଦ୍ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।
ରାଜ୍ୟ ରାଜନୀତିରେ ଛକାପଞ୍ଝା ଭିତରେ ଏ ଖବର ଟିକେ ମଜାଦାର । କାରଣ କାହାଣୀର ନାୟକ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଅନୁଭବ ମହାନ୍ତି । ଯିଏ ସଦ୍ୟ ବିଜେଡି ହାତ ଛାଡ଼ି ବିଜେପିରେ ମିଶିଛନ୍ତି । ହେଲେ ଲୋକେ କହୁଛନ୍ତି ତାଙ୍କ ମନ କାଳେ ବିଜେଡିରୁ ଛାଡ଼ୁନି ।
ଚପ୍ ହେଉକି ସିଙ୍ଗଡା, ଡାଲମା ହେଉ କି ସନ୍ତୁଳା । ଯଦି ସିଏ ନାହିଁ, ଏ ତିଅଣରେ ମଜା ବି ନାହିଁ। ସିଏ ଆଉ କେହି ନୁହେଁ ଆମ ସମସ୍ତଙ୍କର ପ୍ରିୟ ୱାନ ଆଣ୍ଡ ଓନଲି ଆଳୁ । ତେବେ କହିଲେ ଦେଖି ଆଳୁ ଦେଶୀ ନା ବିଦେଶୀ । ତେବେ ଜାଣନ୍ତୁ ଆଳୁର ଅସଲ କାହାଣୀ।