ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ଅସାନି.. ହେଲେ ପ୍ରଭାବ ତ ପଡ଼ିବ.. ପ୍ରବଳ ବର୍ଷା ସହ ପବନ ଏବଂ ସମୁଦ୍ର ଅଶାନ୍ତ ରହିବ.. କେଉଁ ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ସତର୍କ କରିଛି ଜାଣନ୍ତୁ..
14:53 PM
13:59 PM
13:35 PM
13:34 PM
13:34 PM
13:34 PM
13:33 PM
13:33 PM
13:32 PM
13:32 PM
13:31 PM
13:31 PM
13:30 PM
13:30 PM
13:29 PM
13:29 PM
13:28 PM
13:25 PM
13:24 PM
12:34 PM
12:32 PM
12:32 PM
11:35 AM
11:34 AM
10:54 AM
10:53 AM
10:52 AM
10:52 AM
10:51 AM
10:51 AM
10:50 AM
10:49 AM
10:49 AM
09:19 AM
ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି ଅସାନିି। ଆନ୍ଧ୍ରରେ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଅଧିକ ପଢ଼ନ୍ତୁ...
07:56 AM
07:55 AM
07:51 AM
07:44 AM
ଭୀଷଣ ବାତ୍ୟା ଅସାନି ଦୁର୍ବଳ ହୋଇ ଏବେ ବାତ୍ୟାରେ ପରିଣତ ହୋଇଛି। ଘଣ୍ଟାକୁ ୧୨ କିଲୋମିଟର ବେଗରେ ଅସାନି ଆନ୍ଧ୍ରମୁହାଁ ହୋଇଛି।ପ୍ରଭାବରେ କାଲି ପର୍ଯ୍ୟନ୍ତ ଓଡ଼ିଶାର ୮ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି। କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକରେ ବର୍ଷା ଆଶଙ୍କା ରହିଛି। ଆହୁରି ପଢନ୍ତୁ...
07:33 AM
ସ୍ଥଳ ଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଅସାନି । ଯାହା କାରଣରୁ ଆନ୍ଧ୍ରପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି.. ଆହୁରି ପଢ଼ନ୍ତୁ...
07:31 AM
07:31 AM
18:22 PM
ବାତ୍ୟା ଅସାନି ନେଇ SRC ପ୍ରଦୀପ ଜେନାଙ୍କ ସୂଚନା । ସଦ୍ୟତମ ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ । ଅଧିକ ପଢ଼ନ୍ତୁ..
16:47 PM
13:46 PM
13:45 PM
13:40 PM
11:57 AM
ବାତ୍ୟା ଅସାନି ପାଇଁ ଗଞ୍ଜାମରେ ସମୁଦ୍ର ଉପକୂଳ ଯିବା ବାରଣ କରାଯାଇଛି। ଆଜି ଓ ଆସନ୍ତାକାଲି ଗୋପାଳପୁର ସମେତ ଅନ୍ୟ ସମୁଦ୍ର ଉପକୂଳ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗୋପାଳପୁର ଉପକୂଳ ଠାରୁ ସବୁଠୁ କମ୍ ଦୂରତା ଦେଇ ଯିବ ବାତ୍ୟା। ବାତ୍ୟା ଅସାନି ୧୨ ତାରିଖ ପୂର୍ବାହ୍ନ ସମୟରେ ଗୋପାଳପୁର ସମୁଦ୍ର ଉପକୂଳ ଠାରୁ ପାଖାପାଖି ୭୮ କିମି ଦୂର ଦେଇ ଅତିକ୍ରମ କରିବ ବୋଲି କହିଛି ପାଣିପାଗ ବିଭାଗ। ଆହୁରି ପଢନ୍ତୁ...
11:53 AM
ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ସମୁଦ୍ରରେ ଭୀଷଣ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ଆଜି ସକାଳ ୯ଟା ବେଳେ ବାତ୍ୟା ଅସାନିର ଆଖି ଦୃଶ୍ୟମାନ ହୋଇଛି। ତେବେ ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମ୍ ଡପଲର ରାଡାରରେ ଏହା ଦୃଶ୍ୟମାନ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ପଢନ୍ତୁ...
11:21 AM
11:18 AM
ଗୋପାଳପୁରର ଆର୍ଯ୍ୟପଲ୍ଲୀ ନିକଟରେ ଡଙ୍ଗା ବୁଡି । ମାଛମାରି ଫେରୁଥିବା ବେଳେ ସମୁଦ୍ର ଅଶାନ୍ତ ଥିବାରୁ ୬ଟି ଡଙ୍ଗା ବୁଡି ଯାଇଛି । ଫଳରେ ଡଙ୍ଗାରେ ଥିବା ୬୦ଜଣ ମତ୍ସ୍ୟଜୀବୀ ବୁଡି ଯାଇଥିଲେ । ପ୍ରାୟ ଏକ ଘଣ୍ଟାର ସଂଘର୍ଷ ପରେ ସମସ୍ତେ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । ତେବେ ଡଙ୍ଗା ବୁଡି ଯିବାରୁ ମାଛ, ଡଙ୍ଗା ଓ ଜାଲ ସବୁକିଛି ଭାସିଯାଇଛି ।
11:18 AM
ଗୋପାଳପୁରର ଆର୍ଯ୍ୟପଲ୍ଲୀ ନିକଟରେ ଡଙ୍ଗା ବୁଡି । ମାଛମାରି ଫେରୁଥିବା ବେଳେ ସମୁଦ୍ର ଅଶାନ୍ତ ଥିବାରୁ ୬ଟି ଡଙ୍ଗା ବୁଡି ଯାଇଛି । ଫଳରେ ଡଙ୍ଗାରେ ଥିବା ୬୦ଜଣ ମତ୍ସ୍ୟଜୀବୀ ବୁଡି ଯାଇଥିଲେ । ପ୍ରାୟ ଏକ ଘଣ୍ଟାର ସଂଘର୍ଷ ପରେ ସମସ୍ତେ ପହଁରି ପହଁରି କୂଳରେ ପହଞ୍ଚିଛନ୍ତି । ତେବେ ଡଙ୍ଗା ବୁଡି ଯିବାରୁ ମାଛ, ଡଙ୍ଗା ଓ ଜାଲ ସବୁକିଛି ଭାସିଯାଇଛି ।
10:06 AM
ବାତ୍ୟା ଅସାନି ପ୍ରଭାବରେ କିଛି କିଛି ସ୍ଥାନରେ ଆରମ୍ଭ ହୋଇଗଲାଣି ବର୍ଷା। ଆଜିଠୁ ଆସନ୍ତା ୩ ଦିନ ଧରି ୭ ଉପକୂଳ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। କିଛି ଜିଲ୍ଲାରେ ଘଣ୍ଟା ପ୍ରତି ପ୍ରାୟ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ଥିବାରୁ ଏହାକୁ ନେଇ ଉପକୂଳ ଜିଲ୍ଲାରେ ବଢ଼ିଛି ସତର୍କତା। ଆଜି ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ କରାଯାଇଛି। ଅଧିକ ପଢନ୍ତୁ...
18:39 PM
18:38 PM
18:27 PM
17:45 PM
17:44 PM
17:30 PM
ଭୀଷଣ ବାତ୍ୟା ‘ଅସାନି’ ପ୍ରଭାବରେ ଆସନ୍ତାକାଲି ଠାରୁ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ୧୨ ତାରିଖ ଯାଏ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ୧୦ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକ ପଢ଼ନ୍ତୁ..
07:59 AM
ବାତ୍ୟା ‘ଅସାନି’ ଏବେ ପୁରୀ ଠାରୁ ୭୪୦ କିଲୋମିଟର ଦୂରରେ ଉତ୍ତର, ଉତ୍ତର-ପୂର୍ବ ଦିଗରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଆହୁରି ପଢ଼ନ୍ତୁ...
11:50 AM
11:50 AM
10:14 AM
ବାତ୍ୟା ପ୍ରଭାବରେ ୧୦ ତାରିଖ ସନ୍ଧ୍ୟାରୁ ୧୨ ତାରିଖ ସକାଳ ଯାଏ ବର୍ଷା ହୋଇପାରେ। ୯, ୧୦ ଓ ୧୧ ତାରିଖରେ ସମୁଦ୍ର ଅଶାନ୍ତ ରହିବ। ଆହୁରି ପଢନ୍ତୁ...
09:25 AM
09:00 AM
ଘଣ୍ଟା ପ୍ରତି ୧୬ କି.ମି. ବେଗରେ ବାତ୍ୟା ‘ଅସାନି’ ଗତି କରୁଛି। ଏବେ ପୁରୀଠାରୁ ଦକ୍ଷିଣ ଦକ୍ଷିଣ-ପୂର୍ବ ଦିଗରେ ୧୦୨୦ କି.ମି. ଦୂରରେ କେନ୍ଦ୍ରୀଭୂତ ରହିଛି। ଆହୁରି ପଢ଼ନ୍ତୁ...
09:00 AM
ବାତ୍ୟା ପ୍ରଭାବରେ ଆସନ୍ତା ୧୦ ଓ ୧୧ରେ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ପରେ ରବି ଫସଲ କରିଥିବା ଉପକୂଳିଆ ଚାଷୀ ଛାନିଆ ହୋଇପଡ଼ିଛନ୍ତି। ଆହୁରି ପଢ଼ନ୍ତୁ...
08:43 AM
07:02 AM
07:02 AM
22:59 PM
ଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଗଭୀର ଅବପାତ ଏବେ ପୁରୀଠୁ ୧୧୮୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଗଭୀର ଅବପାତ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି। ଆହୁରି ପଢନ୍ତୁ...
16:05 PM
ବାତ୍ୟା ଲ୍ୟାଣ୍ଡଫଲ୍ କରିବନି । ମାଡ଼ି ଆସୁଥିବା ବାତ୍ୟା ଲ୍ୟାଣ୍ଡଫଲ୍ କରିବନି ବୋଲି କହିଲେ IMD ଡିଜି । ଓଟିଭିକୁ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି ସୂଚନା ଦେଇଛନ୍ତି ।
13:37 PM
ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ନାହିଁ । ଓଟିଭିକୁ IMD ବୈଜ୍ଞାନିକ ଆର୍.କେ ଜେନାମଣିଙ୍କ ସୂଚନା । ଆଜି ସଂଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ ଲଘୁଚାପ । କାଲି ଅବପାତଟି ବାତ୍ୟାରେ ପରିଣତ ହେବା ସମ୍ଭାବନା । ଏହା ୧୦ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ । ୧୦ ତାରିଖ ସଂଧ୍ୟା ପରେ ବାତ୍ୟା ସମୁଦ୍ରରେ ଗତିପଥ ବଦଳାଇବ । ଗତିପଥ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ । ଅଧିକ ପଢ଼ନ୍ତୁ...
13:35 PM
ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ଡିଜି କହିଲେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ସମ୍ଭାବ୍ୟ ବାତ୍ୟାରେ ଜିରୋ କାଜୁଆଲିଟିକୁ ଗୁରୁତ୍ୱ ଦିଆଯାଉଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଉପରେ ନଜର ରଖାଯାଇଛି । ଏସ୍ଆର୍ସିଙ୍କ ନିର୍ଦ୍ଦେଶ ଅନୁସାରେ ୧୭୫ ୟୁନିଟ୍ ପ୍ରସ୍ତୁତ ଅଛନ୍ତି । ବାତ୍ୟାର ଗତିପଥ ଜଣାପଡ଼ିଲେ ସେମାନଙ୍କୁ ମୁତୟନ କରାଯିବ । ଅଧିକ ପଢ଼ନ୍ତୁ...
12:35 PM
ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆଜି ସକାଳେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଭାବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି। ଆହୁରି ପଢ଼ନ୍ତୁ...
09:29 AM
09:28 AM
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ଏହା ଅବପାତରେ ପରିଣତ ହୋଇପାରେ।
21:00 PM
ଆସନ୍ତା ୮ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଦକ୍ଷିଣ ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପରବର୍ତ୍ତୀ ସମୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୃତ ହୋଇପାରେ। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହା ଡିପ୍ରେସନ୍ରେ ପରିଣତ ହେବ। ଆସନ୍ତା ୨୪ ଘଣ୍ଟା ସୁଦ୍ଧା ଅର୍ଥାତ ୮ ତାରିଖ ସଂଧ୍ୟା ସୁଦ୍ଧା ବାତ୍ୟାରେ ଏହା ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିପାରେ। ତେବେ ବାତ୍ୟା ବେଲେ ପବନର ବେଗ ଓ ବର୍ଷାର ପରିମାଣ କେତେ ରହିବ ସେନେଇ ସବିଶେଷ ସୂଚନା ଦେଇଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ଅଧିକ ପଢନ୍ତୁ...
17:34 PM
ପୁଣି ମେ ରେ ବାତ୍ୟା ଭୟ। ନାଁ ଶୁଣିବା ମାତ୍ରକେ ଉପକୂଳିଆ ଲୋକେ ଛାନିଆ। ବାତ୍ୟା ଆସିବ ବୋଲି ସ୍ପଷ୍ଟ ହୋଇଥିଲେବି ଗତି କିନ୍ତୁ ଅସ୍ପଷ୍ଟ ରହିଛି। ତେବେ ବାତ୍ୟା ସଂପର୍କରେ ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି ଯେ ୧୦ରେ ବାତ୍ୟା ଉପକୂଳ ନିକଟ ହେଲାପରେ ଦିଗ ବଦଳାଇପାରେ। ଦିଗ ବଦଳାଇବା ପରେ ବାତ୍ୟା ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ କଲା ବେଳକୁ ବାତ୍ୟା ଦୁର୍ବଳ ହୋଇସାରିଥିବବା ସମ୍ଭାବନା ରହିଥିବା ସେ କହିଛନ୍ତି। ଅଧିକ ପଢନ୍ତୁ...
15:14 PM
ଆସୁଛି ବାତ୍ୟା। ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଅଧିକ ପଢ଼ନ୍ତୁ..
15:13 PM
୧୦ରେ ଉପକୂଳ ଛୁଇଁପାରେ ବାତ୍ୟା ! ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ସମ୍ଭାବନା । ୮ ତାରିଖ ସଂଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବା ସମ୍ଭାବନା । ଅଧିକ ପଢ଼ନ୍ତୁ..
15:12 PM
ଗୋଟିଏପଟେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ରାଜ୍ୟରେ ଆଜି ବି କାଳବୈଶାଖୀର ତାଣ୍ଡବ ଜାରି ରହିବ। ଅଧିକ ପଢ଼ନ୍ତୁ..
15:11 PM
ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଅଧିକ ପଢ଼ନ୍ତୁ
15:09 PM
ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଜୋରସୋର୍ ପ୍ରସ୍ତୁତିରେ ଲାଗିଛନ୍ତି ରାଜ୍ୟ ସରକାର । ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପ୍ରସ୍ତୁତ ରହିବା ଲାଗି ଏଆର୍ସି ଚିଠି ଲେଖିବାପରେ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ଆଲୋଚାନ କରିଛନ୍ତି । ଅଧିକ ପଢ଼ନ୍ତୁ..