/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645842972.jpg)
Panchayat Election Results 2022
ପଞ୍ଚାୟତ ଭୋଟ ଗଣତିର ଅପଡେଟ୍ ଖବର, ଜାଣନ୍ତୁ ଆଗରେ କିଏ
ଆଜି ପଞ୍ଚାୟତ ଭୋଟ୍ ଗଣତିର ତୃତୀୟ ଦିନ। ବୃହତ୍ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇଛନ୍ତି ବିଜେପି ଓ କଂଗ୍ରେସ। ଟ୍ରେଣ୍ଡ୍ ଅନୁସାରେ, ପ୍ରଥମ ଓ ଦ୍ୱିତୀୟ ଦିନରେ ବିଜେଡି ଆଗୁଆ ରହିଛି। ଏଇଠି ଜାଣନ୍ତୁ, ଆପଣଙ୍କ ଅଞ୍ଚଳରେ କିଏ ଆଗରେ ଆଉ କିଏ ପଛରେ।
- Mar 17, 2022 12:19 IST
ଜିଲ୍ଲା ପରିଷଦ- ସୁନ୍ଦରଗଡ଼
#ପଞ୍ଚାୟତ_ରାୟ
ଜିଲ୍ଲା ପରିଷଦ- ସୁନ୍ଦରଗଡ଼
• ଲାଠିକଟା-୩୩ରେ ବିଜେଡିର ତ୍ରିଲୋଚନ ସିଂ ଆଗୁଆ@bjd_odisha#OdishaPanchayatPolls#OdishaPanchayatElections#OTVpic.twitter.com/fWNkOR3w5w— ଓଟିଭି (@otvkhabar) February 28, 2022
- Mar 17, 2022 12:19 IST
#ଜିଲ୍ଲା_ପରିଷଦ_ଅନୁଗୁଳ
ଜାଣନ୍ତୁ ଅନୁଗୁଳ ଜିଲ୍ଲା ପରିଷଦର ଅପଡେଟ୍
#ଜିଲ୍ଲା_ପରିଷଦ_ଅନୁଗୁଳ
-ପାଲଲହଡ଼ା-୨୪ରେ ବିଜେଡିର ଇନ୍ଦିରା ହେମ୍ବ୍ରମ ଆଗୁଆ
-ବଅଁରପାଳ-୨୮ରେ ବିଜେଡିର ମୀରା ଗଡ଼ନାୟକ ଆଗୁଆ
-ଛେଣ୍ଡିପଦା-୧୬ରେ ବିଜେପିର ବିପିନ ମାଝୀ ଆଗୁଆ
-ତାଳଚେର-୨୦ରେ ବିଜେପିର ଯସ୍ମିନ ପ୍ରଧାନ ଆଗୁଆ
-ତାଳଚେର-୨୧ରେ ବିଜେଡିର ସତ୍ୟଭାମା ସାହୁ ଆଗୁଆ#PanchayatMahasangram#Anugul#OTV— ଓଟିଭି (@otvkhabar) February 28, 2022
- Mar 17, 2022 12:19 IST
ଜିଲ୍ଲା ପରିଷଦ- ଖୋର୍ଦ୍ଧା
#ପଞ୍ଚାୟତ_ରାୟ
ଜିଲ୍ଲା ପରିଷଦ- ଖୋର୍ଦ୍ଧା
•ଖୋର୍ଦ୍ଧା-୩ରେ ବିଜେଡିର ରୂପଶ୍ରୀ ଗୁମାନସିଂ ଆଗୁଆ@bjd_odisha#OdishaPanchayatPolls#OdishaPanchayatElections#OTVpic.twitter.com/sfbM6M2H16— ଓଟିଭି (@otvkhabar) February 28, 2022
- Mar 17, 2022 12:19 IST
#ଜିଲ୍ଲା_ପରିଷଦ_ବାଲେଶ୍ୱର
ଜାଣନ୍ତୁ ବାଲେଶ୍ୱର ଜିଲ୍ଲା ପରିଷଦର ଅପଡେଟ୍
#ଜିଲ୍ଲା_ପରିଷଦ_ବାଲେଶ୍ୱର
-ସୋର-୪୫ରେ ବିଜେଡିର ଜୟରାମ ଦାସ ଆଗୁଆ
-ବାଲେଶ୍ୱର ସଦର-୨୮ରେ ବିଜେଡିର ସଂଜୟ ସେଠୀ ଆଗୁଆ
-ବାଲେଶ୍ୱର ସଦର-୨୯ରେ ବିଜେଡିର ନାରାୟଣ ପ୍ରଧାନ ଆଗୁଆ
-ନୀଳଗିରି-୧୩ରେ ବିଜେଡିର ଗତିକୃଷ୍ଣ ନନ୍ଦ ଆଗୁଆ
-ବସ୍ତା-୧୭ରେ ବିଜେଡିର ସୋନାଲି ବିଶ୍ୱାଳ ଆଗୁଆ#PanchayatMahasangram#Balasore#OTV— ଓଟିଭି (@otvkhabar) February 28, 2022
- Mar 17, 2022 12:19 IST
#ଜିଲ୍ଲା_ପରିଷଦ_ଖୋର୍ଦ୍ଧା
ଜାଣନ୍ତୁ ଖୋର୍ଦ୍ଧା ଜିଲ୍ଲା ପରିଷଦର ଅପଡେଟ୍
#ଜିଲ୍ଲା_ପରିଷଦ_ଖୋର୍ଦ୍ଧା
-ଭୁବନେଶ୍ୱର-୩୦ରେ ବିଜେଡିର ବବିତା ରାଉତ ବିଜୟୀ
-ଖୋର୍ଦ୍ଧା-୩ରେ ବିଜେଡିର ରୂପଶ୍ରୀ ଗୁମାନସିଂହ ଆଗୁଆ
-ବେଗୁନିଆ-୨୪ରେ ବିଜେଡିର ତନୁଜା ପାଟ୍ଟଶାଣୀ ଆଗୁଆ
-ଚିଲିକା-୬ରେ ବିଜେଡିର ସବିତା ସୁନ୍ଦରାୟ ଆଗୁଆ
-ବୋଲଗଡ଼-୨୭ରେ ବିଜେଡିର ପ୍ରଦୀପ୍ତ ଛୋଟରାୟ ଆଗୁଆ#PanchayatMahasangram#Khurdha#OTV— ଓଟିଭି (@otvkhabar) February 28, 2022
- Mar 17, 2022 12:19 IST
#ଜିଲ୍ଲା_ପରିଷଦ_କଟକ
ଜାଣନ୍ତୁ କଟକ ଜିଲ୍ଲା ପରିଷଦର ଅପଡେଟ୍
#ଜିଲ୍ଲା_ପରିଷଦ_କଟକ
-ଆଠଗଡ଼-୩ରେ ବିଜେଡିର ବଳଭଦ୍ର ବାଘ ଆଗୁଆ
-କଟକ ସଦର-୭ରେ ବିଜେଡିର ସୁଭଦ୍ରା ଦାସ ଆଗୁଆ
-ଟାଙ୍ଗୀ ଚୌଦ୍ୱାର-୧୩ରେ ବିଜେଡିର ଜୟଶ୍ରୀ ପ୍ରଧାନ ଆଗୁଆ
-ନରସିଂହପୁର-୧୮ରେ ବିଜେଡିର ଅଜୟ ପଣ୍ଡା ଆଗୁଆ
-ନରସିଂହପୁର-୧୯ରେ ବିଜେଡିର କିଶୋର ମିଶ୍ର ଆଗୁଆ#PanchayatMahasangram#Cuttack#OTV— ଓଟିଭି (@otvkhabar) February 28, 2022
- Feb 28, 2022 14:51 IST
ନବୀନଙ୍କ ବିକଳ୍ପ କିଏ?
- Feb 28, 2022 14:13 IST
୭୫୦ରେ ଆଗୁଆ ବିଜେଡି
- Feb 28, 2022 14:13 IST
ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ଫଳାଫଳକୁ ନେଇ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା ଶୁଣନ୍ତୁ..
- Feb 28, 2022 14:13 IST
ଗଣତି ଭିତରେ ହାତା ହାତି
- Feb 28, 2022 14:13 IST
ବିଜେଡିର ଆଖପାଖରେ ନାହାନ୍ତି ବିରୋଧୀ
#ପଞ୍ଚାୟତ_ରାୟ
କେବଳ କଞ୍ଚା ଟଙ୍କା କଣ ବଦଳାଇ ଦେଲା ଚିତ୍ର? #PanchayatElectionResults#ElectionResults#PanchayatElection#PanchayatElection2022#OdishaPanchayatElection#PanchayatPolitics#Odisha#OTV#PanchayatMahasangram#odishatvpic.twitter.com/dn3L2nskfD— ଓଟିଭି (@otvkhabar) February 28, 2022
- Feb 28, 2022 14:13 IST
ବିଜେଡି ପ୍ରାର୍ଥୀଙ୍କୁ ହରାଇଲେ ପରିବା ବ୍ୟବସାୟୀ
ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍-କ ଜୋନ୍ରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ଟିକେଟ୍ରେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିବା ପରିବା ବ୍ୟବସାୟୀ ଟି. ଶ୍ରୀଧର ବିଜୟୀ ହୋଇଛନ୍ତି। ଆହୁରି ପଢ଼ନ୍ତୁ...
- Feb 28, 2022 14:13 IST
ଗଜପତିର ଟ୍ରେଣ୍ଡ କଣ?
- Feb 28, 2022 13:36 IST
କଂଗ୍ରେସକୁ ଆଉ କେତେ ବର୍ଷ ଲାଗିବ?
#ପଞ୍ଚାୟତ_ରାୟ
ଜନତାଙ୍କ ଆସ୍ଥା ଜିତିବାକୁ, ଉପଯୁକ୍ତ ରଣନୀତି ସହ ନିର୍ବାଚନ ଲଢ଼ିବାକୁ, ବ୍ୟକ୍ତି ବଦଳରେ ବିଚାରଧାରା ନେଇ ରାଜନୀତି କରିବାକୁ କଂଗ୍ରେସକୁ ଆଉ କେତେ ବର୍ଷ ଲାଗିବ ? #PanchayatElectionResults#ElectionResults#PanchayatElection#PanchayatElection2022#OdishaPanchayatElection#Odisha#OTVpic.twitter.com/9F7wn7G2BW— ଓଟିଭି (@otvkhabar) February 28, 2022
- Feb 28, 2022 13:36 IST
ଖୋର୍ଦ୍ଧାରେ ଦୟନୀୟ ଅବସ୍ଥାରେ କଂଗ୍ରେସ
- Feb 28, 2022 13:27 IST
‘ନିର୍ବାଚନ ନଲଢ଼ି ବି ମୋତେ ଠେଙ୍ଗାରେ ପିଟିଲେ, କାର୍ ଜାଳିଦେଲେ’
ଗୋଟିଏପଟେ ଭୋଟ୍ ଗଣତି ଚାଲି ଥିବାବେଳେ ଅନ୍ୟପଟେ ହିଂସା ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଜଣେ ପୂର୍ବତନ ସରପଞ୍ଚଙ୍କ କାର୍କୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ଅଭିଯୋଗ ହୋଇଛି। ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର...
- Feb 28, 2022 13:08 IST
ବଲାଙ୍ଗିରରେ ବିଜେଡି ହାଓ୍ୱା..
- Feb 28, 2022 12:37 IST
୭୦୦ ଟପିଲା ବିଜେଡି
- Feb 28, 2022 12:32 IST
ପୁରୀ ଜିଲ୍ଲାରେ କିଏ କେତେ?
- Feb 28, 2022 12:32 IST
'ବିପୁଳ ଭୋଟ୍ ପଛରେ ଦୟା, ଅନୁକମ୍ପା'
- Feb 28, 2022 12:32 IST
ଜଗତସିଂହପୁରରେ ବି ବିଜେଡି ଏକାକୀ ବାଜିମାରୁଛି..
- Feb 28, 2022 12:32 IST
ବିଜେପି ନିରାଶ ଯେତିକି ଆଶ୍ଚର୍ଯ୍ୟ ସେତିକି
- Feb 28, 2022 12:32 IST
ବିଜେପି, କଂଗ୍ରେସ ବରାବର
- Feb 28, 2022 12:32 IST
ସୁନ୍ଦରଗଡ଼ରେ ୩୨ ଜୋନରେ ବିଜେଡି
- Feb 28, 2022 12:32 IST
ଜନତାଙ୍କ ସହ ବିରୋଧୀଙ୍କ କେମିଷ୍ଟ୍ରି ଜମୁନି!
- Feb 28, 2022 12:32 IST
'ବିଜେଡିର ନୁହେଁ ଅମଲାତନ୍ତ୍ରର ମାଷ୍ଟରଷ୍ଟ୍ରୋକ୍'
- Feb 28, 2022 11:31 IST
ଜିଲ୍ଲା ପରିଷଦ- ନୂଆପଡ଼ା
#ପଞ୍ଚାୟତ_ରାୟ
ଜିଲ୍ଲା ପରିଷଦ- ନୂଆପଡ଼ା
• କୋମନା-୩ରେ ବିଜେଡିର ଦୀପିକା କୌଶଲ୍ୟା ଆଗୁଆ@bjd_odisha#OdishaPanchayatPolls#OdishaPanchayatElections#OTVpic.twitter.com/OjelxNDCGW— ଓଟିଭି (@otvkhabar) February 28, 2022
- Feb 28, 2022 11:31 IST
ଜିଲ୍ଲା ପରିଷଦ- କେନ୍ଦ୍ରାପଡ଼ା
ଜିଲ୍ଲା ପରିଷଦ- କେନ୍ଦ୍ରାପଡ଼ା
•କେନ୍ଦ୍ରାପଡ଼ା ସଦର-୮ରେ ବିଜେଡିର ରଶ୍ମି ରଞ୍ଜନ ରାଉତ ଆଗୁଆ
•ପଟ୍ଟାମୁଣ୍ଡାଇ-୧୮ରେ ବିଜେଡିର ରଶ୍ମି ମଲ୍ଲିକ ଆଗୁଆ
•ରାଜନଗର-୩୨ରେ ବିଜେଡିର ଖୁକୁମିନା କୁଅଁର ଆଗୁଆ@bjd_odisha#OdishaPanchayatPolls#OdishaPanchayatElections#OTVpic.twitter.com/FTYlkvCkE3— ଓଟିଭି (@otvkhabar) February 28, 2022
- Feb 28, 2022 11:31 IST
ଜିଲ୍ଲା ପରିଷଦ- କଳାହାଣ୍ଡି
#ପଞ୍ଚାୟତ_ରାୟ
ଜିଲ୍ଲା ପରିଷଦ- କଳାହାଣ୍ଡି
• ଭବାନୀପାଟଣା-୩୨ରେ ବିଜେଡିର ଲକ୍ଷ୍ମୀ ସାହୁ ଆଗୁଆ@bjd_odisha#OdishaPanchayatPolls#OdishaPanchayatElections#OTVpic.twitter.com/trFVDtMbAf— ଓଟିଭି (@otvkhabar) February 28, 2022
- Feb 28, 2022 11:31 IST
ଜିଲ୍ଲା ପରିଷଦ- ଯାଜପୁର
#ପଞ୍ଚାୟତ_ରାୟ
ଜିଲ୍ଲା ପରିଷଦ- ଯାଜପୁର
• ଯାଜପୁର ସଦର-୩୧ରେ ବିଜେଡିର ବିନୋଦ ମାଝୀ ଆଗୁଆ
• ଯାଜପୁର ବ୍ଲକ-୩୨ରେ ବିଜେଡିର ପ୍ରଭାତୀ ଆଚାର୍ଯ୍ୟ ଆଗୁଆ@bjd_odisha#OdishaPanchayatPolls#OdishaPanchayatElections#OTVpic.twitter.com/glbSPjP23H— ଓଟିଭି (@otvkhabar) February 28, 2022
- Feb 28, 2022 11:31 IST
ଜିଲ୍ଲା ପରିଷଦ- କୋରାପୁଟ
#ପଞ୍ଚାୟତ_ରାୟ
ଜିଲ୍ଲା ପରିଷଦ- କୋରାପୁଟ
• ବୋରିଗୁମ୍ମା-୨୩ରେ କଂଗ୍ରେସର ନୃସିଂହ ଶତପଥୀ ଆଗୁଆ
• ଜୟପୁର-୯ରେ ବିଜେଡିର ରଶ୍ମୀ ରଥ ଆଗୁଆ@INCOdisha@bjd_odisha#OdishaPanchayatPolls#OdishaPanchayatElections#OTVpic.twitter.com/Oj45rhd7Dg— ଓଟିଭି (@otvkhabar) February 28, 2022
- Feb 28, 2022 11:31 IST
ଜିଲ୍ଲା ପରିଷଦ- ନବରଙ୍ଗପୁର
#ପଞ୍ଚାୟତ_ରାୟ
ଜିଲ୍ଲା ପରିଷଦ- ନବରଙ୍ଗପୁର
• କୋଷାଗୁମୁଡ଼ା-୬ରେ ବିଜେଡିର କ୍ଷୀରୋଦ ନାଏକ ଆଗୁଆ
• ଉମରକୋଟ-୩ରେ ବିଜେଡିର ଡାଳିମ୍ବ ଭତ୍ରା ଆଗୁଆ
• ରାଇଘର-୨୫ରେ ବିଜେଡିର ଲିପିକା ବାରୋଇ ଆଗୁଆ@bjd_odisha#OdishaPanchayatPolls#OdishaPanchayatElections#OTVpic.twitter.com/JWUqlZHqcL— ଓଟିଭି (@otvkhabar) February 28, 2022
- Feb 28, 2022 11:27 IST
ଜିଲ୍ଲା ପରିଷଦ- ଗଞ୍ଜାମ
#ପଞ୍ଚାୟତ_ରାୟ
ଜିଲ୍ଲା ପରିଷଦ- ଗଞ୍ଜାମ
• କବିସୂର୍ଯ୍ୟନଗର-୭ରେ ବିଜେଡିର ସନ୍ତୋଷ ପାଢୀ ଆଗୁଆ
• ବେଗୁନିଆପଡ଼ା-୪୬ରେ ବିଜେଡିର ବିନୋଦିନୀ ସ୍ୱାଇଁ ଆଗୁଆ
• ପୁରୁଷୋତ୍ତମପୁର-୩୭ରେ ବିଜେଡିର ରଞ୍ଜିତ ବେହେରା ଆଗୁଆ@bjd_odisha#OdishaPanchayatPolls#OdishaPanchayatElections#OTVpic.twitter.com/xzKISfuJsO— ଓଟିଭି (@otvkhabar) February 28, 2022
- Feb 28, 2022 10:45 IST
ବୃହତ ବିଜୟ ଅଭିମୁଖେ ବିଜେଡି, ଧରାଶାୟୀ ବିଜେପି ଓ କଂଗ୍ରେସ
ଗତ ଦୁଇ ଦିନର ଗଣତି ପରେ ବୃହତ ବିଜୟ ଅଭିମୁଖେ ବିଜେଡି ଥିବାବେଳେ ଧରାଶାୟୀ ହୋଇପଡ଼ିଛନ୍ତି ବିଜେପି ଓ କଂଗ୍ରେସ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତିରେ ବିଜେଡି ବିରୋଧୀ କଂଗ୍ରେସ ଓ ବିଜେପିଠୁ ବହୁ ଆଗରେ ରହିଛି..ଆହୁରି ପଢ଼ନ୍ତୁ...
- Feb 28, 2022 10:29 IST
ବିଜେପି ଗଡ଼ରେ ବିଜେଡିର ରାଜ
- Feb 28, 2022 10:29 IST
ଭଦ୍ରକରେ ୧୨ ଜୋନରେ ଗଣତି
- Feb 28, 2022 10:29 IST
ଲାଠିକଟାରେ ଚାଲିଛି ଗଣତି
- Feb 28, 2022 10:29 IST
ବଦଳିଲାନି ଚିତ୍ର, ଧୂଳି ଚାଟିଲେ ବିରୋଧୀ
#ପଞ୍ଚାୟତ_ରାୟ
ଆଜି ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ତୃତୀୟ ଦିନ...ବର୍ତ୍ତମାନ ସୁଦ୍ଧା ୫୧୭ ଜୋନରେ ଏକାକୀ ବିଜୟ ହାସଲ କରିଛି ବିଜେଡି #PanchayatElectionResults#ElectionResults#Odisha#OTV#PanchayatMahasangram#odishatvpic.twitter.com/jdbziSlEsu— ଓଟିଭି (@otvkhabar) February 28, 2022
- Feb 28, 2022 10:29 IST
'ଇଲେକ୍ସନ ନୁହେଁ ସିଲେକ୍ସନ ହେଉଛି'
- Feb 28, 2022 10:29 IST
ବିଜେଡିର ବମ୍ପର୍ ବିଜୟ
- Feb 28, 2022 10:29 IST
ମାଲକାନଗିରିରେ ବିଜେଡି କ୍ଲିନ୍ ସ୍ୱିପ୍
#ପଞ୍ଚାୟତ_ରାୟ
୧୫ଟି ଜିଲ୍ଲା ପରିଷଦ ଆସନରୁ ୧୨ଟିରେ ଭୋଟ୍ ଗଣତି ସରିଛି.. ୧୦ଟି ଜୋନରେ ବିଜେଡି ବିଜୟୀ #PanchayatElectionResults#ElectionResults#PanchayatElection#PanchayatElection2022#OdishaPanchayatElection#PanchayatPolitics#Odisha#OTV#PanchayatMahasangram#odishatvpic.twitter.com/ekXPLDjJsj— ଓଟିଭି (@otvkhabar) February 28, 2022
- Feb 28, 2022 09:11 IST
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଆଜି ତୃତୀୟ ଦିନ
#OdishaPanchayatPolls
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଆଜି ତୃତୀୟ ଦିନ, ଆଜି ୨୩୧ ଜୋନ୍ ପାଇଁ କଡ଼ା ସୁରକ୍ଷାରେ ଭୋଟ୍ ଗଣତି#OdishaPanchayatElections#OdishaPanchayatPollResults— ଓଟିଭି (@otvkhabar) February 28, 2022
- Feb 28, 2022 08:28 IST
ଆସିଲା ୫୮୪ ସିଟରେ ଫଳାଫଳ
- Feb 28, 2022 08:04 IST
ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଦ୍ୱିତୀୟ ଦିନରେ ବି ବିଜେଡିର ରାଜ୍
#ପଞ୍ଚାୟତ_ରାୟ
ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଦ୍ୱିତୀୟ ଦିନରେ ବି ବିଜେଡିର ରାଜ୍..#PanchayatElectionResults#ElectionResults#PanchayatElection#PanchayatElection2022#OdishaPanchayatElection#PanchayatPolitics#Odisha#OTV#PanchayatMahasangram#odishatvpic.twitter.com/Rs7Ul3EDFS— ଓଟିଭି (@otvkhabar) February 28, 2022
- Feb 27, 2022 20:14 IST
ଜାଣନ୍ତୁ ନୟାଗଡ଼ ଜିଲ୍ଲାର ଜିଲ୍ଲା ପରିଷଦ ଲାଇଭ ଅପଡେଟ୍
#ଜିଲ୍ଲା_ପରିଷଦ_ନୟାଗଡ଼
-ନୟାଗଡ଼ ଜୋନ୍-୧୭ରେ ବିଜେଡିର ପ୍ରତୀମା ଦଳବେହେରା ଆଗୁଆ
-ଓଡ଼ଗାଁ ଜୋନ୍-୨ରେ ବିଜେଡିର ବିରଜାଲକ୍ଷ୍ମୀ ସାହୁ ଆଗୁଆ
-ନୟାଗଡ଼ ଜୋନ୍-୧୩ରେ ବିଜେଡିର କ୍ଷୀରୋଦ ମହାପାତ୍ର ଆଗୁଆ
-ଦଶପଲ୍ଲାର ଜୋନ୍-୧୦ରେ ବିଜେଡିର ସତ୍ୟଭାମା ନାୟକ ଆଗୁଆ#PanchayatMahasangram#Nayagarh#OTV— ଓଟିଭି (@otvkhabar) February 27, 2022
- Feb 27, 2022 20:14 IST
#ଜିଲ୍ଲା_ପରିଷଦ_ପୁରୀ
ଜାଣନ୍ତୁ ପୁରୀ ଜିଲ୍ଲାର ଜିଲ୍ଲା ପରିଷଦ ଲାଇଭ ଅପଡେଟ୍
#ଜିଲ୍ଲା_ପରିଷଦ_ପୁରୀ
-ନିମାପଡ଼ା-୧୯ରେ ବିଜେଡିର ପ୍ରଦୀପ୍ତ ଖଟୋଇ ଆଗୁଆ
-ଗୋପ-୧୨ରେ ବିଜେଡିର ପୁଷ୍ପାରାଣୀ ସ୍ୱାଇଁ ଆଗୁଆ
-ପିପିଲି-୨୩ରେ ବିଜେଡିର ସୁଶାନ୍ତ ମଲ୍ଲିକ ଆଗୁଆ
-ପୁରୀ ସଦର-୨୬ରେ ବିଜେଡିର ମାମିନା ଦାସ ଆଗୁଆ
-ବ୍ରହ୍ମଗିରି-୨ରେ ବିଜେଡିର ସ୍ୱପ୍ନାରାଣୀ ସ୍ୱାଇଁ ଆଗୁଆ#PanchayatMahasangram#Puri#OTV— ଓଟିଭି (@otvkhabar) February 27, 2022
- Feb 27, 2022 19:40 IST
#ଜିଲ୍ଲା_ପରିଷଦ_କୋରାପୁଟ
ଜାଣନ୍ତୁ କେରାପୁଟ ଜିଲ୍ଲାର ଜିଲ୍ଲା ପରିଷଦ ଲାଇଭ ଅପଡେଟ୍
#ଜିଲ୍ଲା_ପରିଷଦ_କୋରାପୁଟ
-ଜୟପୁର-୮ରେ ବିଜେଡିର ଆସ୍ଥା ନାୟକ ଆଗୁଆ
-ବୋରିଗୁମ୍ମା-୨୨ରେ ବିଜେଡିର ମଂଜୁଳା ଘାସି ଆଗୁଆ
-ବୈପାରୀଗୁଡ଼ା-୨୦ରେ କଂଗ୍ରେସର ମଣି ଜାନି ଆଗୁଆ
-କୁନ୍ଦୁରା-୨୦ରେ ବିଜେଡିର କନକଲତା ପେଣ୍ଠିଆ ଆଗୁଆ
-ବନ୍ଧୁଗାଁ-୧୮ରେ ବିଜେଡିର ମାଘି ହିମିରିକା ଆଗୁଆ#PanchayatMahasangram#Koraput#OTV— ଓଟିଭି (@otvkhabar) February 27, 2022
- Feb 27, 2022 18:51 IST
#ଜିଲ୍ଲା_ପରିଷଦ_କେନ୍ଦ୍ରାପଡ଼ା
ଜାଣନ୍ତୁ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲା ପରିଷଦ ଲାଇଭ ଅପଡେଟ୍
#ଜିଲ୍ଲା_ପରିଷଦ_କେନ୍ଦ୍ରାପଡ଼ା
-ଆଳି ଜୋନ୍-୨ରେ ବିଜେଡିର ଭୀଷ୍ମ ମହାନ୍ତି ଆଗୁଆ
-କେନ୍ଦ୍ରାପଡ଼ା ଜୋନ୍-୬ରେ ବିଜେଡିର ନିର୍ମଳା ମହାନ୍ତି ଆଗୁଆ
-ପଟ୍ଟାମୁଣ୍ଡାଇ ଜୋନ୍-୧୬ରେ ବିଜେଡିର ଜ୍ୟୋତିର୍ମୟୀ ବେହେରା ଆଗୁଆ
-ରାଜନଗର-୩୧ରେ ବିଜେଡିର ଅଶୋକ ପଢ଼ିଆରୀ ଆଗୁଆ#PanchayatMahasangram#Kendrapara#OTV— ଓଟିଭି (@otvkhabar) February 27, 2022
- Feb 27, 2022 17:38 IST
#ଜିଲ୍ଲା_ପରିଷଦ_ଗଞ୍ଜାମ
-ହିଂଜିଳି ଜୋନ୍-୬୮ରେ ବିଜେଡିର ଏ. ସୁଦର୍ଶନ ଆଗୁଆ
-କବିସୂର୍ଯ୍ୟନଗର ଜୋନ୍-୬ରେ ବିଜେଡିର ସଂଗୀତା ସ୍ୱାଇଁ ଆଗୁଆ
-ଆସିକା ଜୋନ୍-୨ରେ ବିଜେଡିର ଅନିମା ପରିଡ଼ା ଆଗୁଆ
-ବୁଗୁଡ଼ା-୪୨ରେ ବିଜେଡିର ଗଙ୍ଗାପାଣି ଜେନା ଆଗୁଆ
-ଧରାକୋଟ-୩୦ରେ ବିଜେଡିର ଟୁକୁନା ଗୌଡ଼ ଆଗୁଆ
-ଖଲିକୋଟ-୧୨ରେ ବିଜେଡିର ଚନ୍ଦନା କୁମାର ସେଠୀ ଆଗୁଆ
-ଭଞ୍ଜନଗର-୫୧ରେ ବିଜେଡିର ଜିତେନ୍ଦ୍ର ଆରୁଖ ଆଗୁଆ
-ଜଗନ୍ନାଥପ୍ରସାଦ-୨୩ରେ ବିଜେଡିର ସୁମିତ୍ରା ପ୍ରଧାନ ଆଗୁଆ
-ସାନଖେମୁଣ୍ଡି-୬୦ରେ ବିଜେଡିର ମାନିନୀ ପାତ୍ର ଆଗୁଆ
-ପୋଲସରା-୩୮ରେ ବିଜେଡିର ଝୁନୁ ଦାସ ଆଗୁଆ
-ଚିକିଟି-୧୭ରେ ବିଜେଡିର ଏମ୍. ନାଗରାଜୁ ଆଗୁଆ
-ଛତ୍ରପୁର-୨୦ରେ ବିଜେଡିର ଏମ୍. ଧନଞ୍ଜୟ ରେଡ୍ଡୀ ଆଗୁଆ
-ଶେରଗଡ଼-୫୭ରେ ବିଜେଡିର ନିବେଦିତା ପ୍ରଧାନ ଆଗୁଆ
-ପାତ୍ରପୁର-୩୩ରେ ବିଜେଡିର ଯଶୋଦା ଶବର ଆଗୁଆ
-ସୋରଡ଼ା-୬୪ରେ ବିଜେଡିର ରାମ ଶବର ଆଗୁଆ
-ବେଲଗୁଣ୍ଠା-୪୮ରେ ବିଜେଡିର ପଞ୍ଚାନନ ନାୟକ ଆଗୁଆ
- Feb 27, 2022 17:21 IST
#ଜିଲ୍ଲା_ପରିଷଦ_ବରଗଡ଼
ଜାଣନ୍ତୁ ବରଗଡ଼ ଜିଲ୍ଲାର ଲାଇଭ ଅପଡେଟ୍
#ଜିଲ୍ଲା_ପରିଷଦ_ବରଗଡ଼
-ରାଜବୋଡ଼ାସମ୍ବର ଜୋନ୍-୩୦ରେ ବିଜେଡିର ପୂର୍ଣ୍ଣିମା ରଣା ଆଗୁଆ
-ଗାଇସିଲେଟ ଜୋନ୍-୮ରେ ବିଜେପିର ଝରଣା ପାଣିଗ୍ରାହୀ ଆଗୁଆ
-ଝାରବନ୍ଧ ଜୋନ୍-୧୦ରେ ବିଜେଡିର ସନ୍ତୋଷ ବେହେରା ଆଗୁଆ
-ଭଟଲୀ ଜୋନ୍-୨୫ରେ ବିଜେଡିର ଈଶ୍ୱର ସାହୁ ଆଗୁଆ#PanchayatMahasangram#Baragarh#OTV— ଓଟିଭି (@otvkhabar) February 27, 2022
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)