/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743061118.jpg)
Congress Protest Live Updates
ଆଜି ବିଧାନସଭା ଘେରିବ କଂଗ୍ରେସ । ନାରୀ ନିର୍ଯାତନା ଏବଂ ଶିଶୁ ଅତ୍ୟାଚାର ପ୍ରତିବାଦରେ କଂଗ୍ରେସ କରିବ ବିକ୍ଷୋଭ । କର୍ମୀଙ୍କୁ ପଦଯାତ୍ରାରେ ନେଇ ବିଧାନସଭା ଘେରାଉ କରିବାକୁ ଯୋଜନା କରିଛି ଦଳ। ଲଗାତାର ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ସମସ୍ତ ୧୪ ବିଧାୟକ ସପ୍ତାହେ ଯାଏଁ ବିଧାନସଭାରୁ ସସପେଣ୍ଡ ହେବାପରେ ଦଳ ଗତକାଲି ହିଂସାତ୍ମକ ହୋଇପଡ଼ିଥିଲା। ବିଧାନସଭା ଆଗରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ବିଧାୟକ ଓ ପୋଲିସ। ଘଟଣାକୁ ଅଗଣତାନ୍ତ୍ରିକ କହିବା ସହ ଆଜି ବିଧାନସଭା ଘେରାଉରେ ଏହାର ଜବାବ ଦିଆଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି। ଏସବୁର ଟିକିନିଖି ଖବର ଜାଣିବାକୁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ ଆଉ ଲଗ୍ ଇନ୍ କରନ୍ତୁ otvkhabar.in
- Mar 27, 2025 13:29 IST
ଲୋୟର ପିଏମ୍ଜି ରଣକ୍ଷେତ୍ର; ଟେକାପଥର ମାଡ଼
#ଟେକାପଥର_ମାଡ଼#ଉଡ଼ିଲା_ଚେୟାର
-ଲୋୟର ପିଏମ୍ଜି ରଣକ୍ଷେତ୍ର; ଟେକାପଥର ମାଡ଼
-ପୋଲିସ ଉପରକୁ ଟେକା ପଥର ଫିଙ୍ଗିଲେ କଂଗ୍ରେସ କର୍ମୀ
-ଅଣ୍ଡା, ଟମାଟୋ, ପାଣି ବୋତଲ ମଧ୍ୟ ଫିଙ୍ଗା ଫୋପଡ଼ା
-ଚେୟାର ଫିଙ୍ଗିଲେ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ
-ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ#Congress#Protest#Bhubaneswar#OTVpic.twitter.com/LRahsszWSN— ଓଟିଭି (@otvkhabar) March 27, 2025
- Mar 27, 2025 13:29 IST
ଆରମ୍ଭ ହେଲା ପାଣି ମାଡ଼
#BreakingNews:
ଆରମ୍ଭ ହେଲା ପାଣି ମାଡ଼। ଭୁବନେଶ୍ବରର ପିଏମଜି ଛକରେ ଆନ୍ଦୋଳନ କରୁଥିବା କଂଗ୍ରେସ କର୍ମୀଙ୍କ ଉପରେ ପୋଲିସ୍ କଲା ପାଣି ମାଡ଼। #Bhubaneswar#OTV#Congresspic.twitter.com/uy7QbN4kTE— ଓଟିଭି (@otvkhabar) March 27, 2025
- Mar 27, 2025 13:28 IST
ପାଣି ପରେ ଟିୟର ଗ୍ୟାସ୍ ପ୍ରୟୋଗ କଲା ପୋଲିସ
#BreakingNews:#ଟିୟର_ଗ୍ୟାସ୍_ପ୍ରୟୋଗ
-ପାଣି ପରେ ଟିୟର ଗ୍ୟାସ୍ ପ୍ରୟୋଗ କଲା ପୋଲିସ
-କଂଗ୍ରେସ କର୍ମୀଙ୍କୁ ନିୟନ୍ତ୍ରଣ ପାଇଁ ଟିୟର ଗ୍ୟାସ୍ ପ୍ରୟୋଗ
_ଲୋୟର ପିଏମ୍ଜି ପାଲଟିଲା ରଣକ୍ଷେତ୍ର#OdishaPolitics#Congress#Protest#OTVpic.twitter.com/1EsDtU56Eo— ଓଟିଭି (@otvkhabar) March 27, 2025
- Mar 27, 2025 13:14 IST
କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କଲା ପୋଲିସ
#ପାଣି_ମାଡ଼_କଲା_ପୋଲିସ
-କଂଗ୍ରେସ କର୍ମୀଙ୍କ ଉପରେ ପାଣି ମାଡ଼ କଲା ପୋଲିସ
-ବ୍ୟାରିକେଡ୍ ଭାଙ୍ଗିବା ପରେ ପାଣି ମାଡ଼ କଲା ପୋଲିସ
-କଂଗ୍ରେସ କର୍ମୀଙ୍କୁ ଅଟକାଇବାକୁ ପୋଲିସ ନାକେଦମ୍#OdishaPolitics#Congress#Protest#Bhubaneswar#OTVpic.twitter.com/pwGQKZ6glZ— ଓଟିଭି (@otvkhabar) March 27, 2025
- Mar 27, 2025 13:11 IST
ଲୋୟର ପିଏମ୍ଜି ରଣକ୍ଷେତ୍ର; ଟେକାପଥର ମାଡ଼
#ଟେକାପଥର_ମାଡ଼#ଉଡ଼ିଲା_ଚେୟାର
-ଲୋୟର ପିଏମ୍ଜି ରଣକ୍ଷେତ୍ର; ଟେକାପଥର ମାଡ଼
-ପୋଲିସ ଉପରକୁ ଟେକା ପଥର ଫିଙ୍ଗିଲେ କଂଗ୍ରେସ କର୍ମୀ
-ଅଣ୍ଡା, ଟମାଟୋ, ପାଣି ବୋତଲ ମଧ୍ୟ ଫିଙ୍ଗା ଫୋପଡ଼ା
-ଚେୟାର ଫିଙ୍ଗିଲେ ଉତ୍ତ୍ୟକ୍ତ କଂଗ୍ରେସ କର୍ମୀ
-ଗୋଡ଼ାଇ ଗୋଡ଼ାଇ ପିଟିଲା ପୋଲିସ#Congress#Protest#Bhubaneswar#OTVpic.twitter.com/LRahsszWSN— ଓଟିଭି (@otvkhabar) March 27, 2025
- Mar 27, 2025 13:03 IST
ଭୁବନେଶ୍ବର ଲୋୟର ପିଏମ୍ଜିରେ କଂଗ୍ରେସର ଗର୍ଜନ
#ବ୍ୟାରିକେଡ୍_ଭାଙ୍ଗିଲେ_କଂଗ୍ରେସ_କର୍ମୀ
-ଭୁବନେଶ୍ବର ଲୋୟର ପିଏମ୍ଜିରେ କଂଗ୍ରେସର ଗର୍ଜନ
-ନାରୀ ସୁରକ୍ଷା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍
-ଲୋୟର ପିଏମ୍ଜିରେ ବ୍ୟାରିକେଡ୍ ଭାଙ୍ଗିଲେ କଂଗ୍ରେସ କର୍ମୀ
-ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଅଭିମୁଖେ ଅଗ୍ରସର
-ପୋଲିସ ସହ ଧସ୍ତାଧସ୍ତି ଓ ଠେଲାପେଲା ସ୍ଥିତି#OdishaPolitics… pic.twitter.com/bNieLzL2Nh— ଓଟିଭି (@otvkhabar) March 27, 2025
- Mar 27, 2025 12:42 IST
‘ଗୃହ କମିଟି ଗଠନ ନ କରି ସରକାର ବହୁତ ବଡ଼ ଭୁଲ୍ କରୁଛନ୍ତି’
- Mar 27, 2025 12:41 IST
ଆଜି ଭଉଣୀ ପାଇଁ ଭାଇ, ସ୍ତ୍ରୀ ପାଇଁ ସ୍ୱାମୀ, ଝିଅ ପାଇଁ ବାପା ରାସ୍ତାକୁ ଓହ୍ଲାଇଛନ୍ତି
- Mar 27, 2025 12:40 IST
ଗୃହ ବାହାରେ ଏତେ ଲୋକଙ୍କ ସ୍ୱର କେମିତି ଚାପିବେ?
#ଏ_ଲଢ଼େଇ_ନିର୍ଣ୍ଣାୟକ
ଗୃହ ଭିତରୁ ସିନା ୧୪ ଜଣଙ୍କୁ ନିଲମ୍ବନ କରିଦେଲେ, ହେଲେ ଗୃହ ବାହାରେ ଏତେ ଲୋକଙ୍କ ସ୍ୱର କେମିତି ଚାପିବେ? ଏମାନଙ୍କ ସ୍ୱର ସାଜି ଆମେ ବିଧାନସଭା ଯାଇଥିଲୁ । #OdishaAssembly#Politics#Congress#SofiaFirdous#OTVpic.twitter.com/bNso6YYCu3— ଓଟିଭି (@otvkhabar) March 27, 2025
- Mar 27, 2025 12:00 IST
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ
#ଆମକୁ_କେହି_ଜଗିପାରିବେନି
'ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ । ବିଧାନସଭା ଭଳି ମନ୍ଦିରରେ ବିଧାୟକମାନେ ଦେବାଦେବୀ। ଲୋକଙ୍କ ପାଇଁ କାମ କରନ୍ତି। ସେମାନଙ୍କୁ ତଣ୍ଟଆ ମାରି ବିଦା କରାଯାଇଛି । ଏହା ବିରୋଧରେ ଆଜି ସମସ୍ତେ ଏକାଠି ହୋଇଛୁ । ଆମକୁ ବାଟରେ କେହି ଅଟକେଇ ପାରିଲେନି।' #OdishaPolitics#Congress#SuraRoutray… pic.twitter.com/Cr8qpyLtVi— ଓଟିଭି (@otvkhabar) March 27, 2025
- Mar 27, 2025 11:33 IST
ବିଧାନସଭା ଘେରାଉ ପାଇଁ କଂଗ୍ରେସର ପଦଯାତ୍ରା
#ରାଜଧାନୀରେ_କଂଗ୍ରେସର_ହଲ୍ଲାବୋଲ
-ବିଧାନସଭା ଘେରାଉ ପାଇଁ କଂଗ୍ରେସର ପଦଯାତ୍ରା
-ରାମମନ୍ଦିର ଛକରୁ ବାହାରିଲା ପଦଯାତ୍ରା
-ପଦଯାତ୍ରାରେ ସାମିଲ ହେଲେ ହଜାର ହଜାର କଂଗ୍ରେସ କର୍ମୀ
-ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସର ହଲ୍ଲାବୋଲ#OdishaAssembly#Congress#Protest#OTVpic.twitter.com/IOldY1WaUi— ଓଟିଭି (@otvkhabar) March 27, 2025
- Mar 27, 2025 11:04 IST
କଂଗ୍ରେସ ନେତା ମାନସ ଚୌଧୁରୀ ଅଟକ
#କଂଗ୍ରେସ_ନେତା_ମାନସ_ଚୌଧୁରୀ_ଅଟକ
-ଭୁବନେଶ୍ବର: କଂଗ୍ରେସ ନେତା ମାନସ ଚୌଧୁରୀ ଅଟକ
-ଘରୁ ମାନସ ଚୌଧୁରୀଙ୍କୁ ଉଠାଇ ନେଲା ପୋଲିସ#Congress#protest#ManasChoudhury#Odisha#OTVpic.twitter.com/9s3g1t5Ds2— ଓଟିଭି (@otvkhabar) March 27, 2025
- Mar 27, 2025 11:04 IST
ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ
#ବିଧାନସଭା_ଅଭିମୁଖେ_କଂଗ୍ରେସ
-ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ
-ରାମମନ୍ଦିର ଛକରୁ ବାହାରିଲା କଂଗ୍ରେସର ପଦଯାତ୍ରା#OdishaAssembly#OdishaPolitics#Congress#Protest#OTVpic.twitter.com/Ko6Fjw8FNO— ଓଟିଭି (@otvkhabar) March 27, 2025
- Mar 27, 2025 10:23 IST
ଆଜି ବିଧାନସଭା ଘେରିବ କଂଗ୍ରେସ
ଆଜି ବିଧାନସଭା ଘେରିବ କଂଗ୍ରେସ । ନାରୀ ନିର୍ଯାତନା ଏବଂ ଶିଶୁ ଅତ୍ୟାଚାର ପ୍ରତିବାଦରେ କଂଗ୍ରେସ କରିବ ବିକ୍ଷୋଭ । କର୍ମୀଙ୍କୁ ପଦଯାତ୍ରାରେ ନେଇ ବିଧାନସଭା ଘରାଉ କରିବାକୁ ଯୋଜନା କରିଛି ଦଳ। ଲଗାତାର ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ସପ୍ତାହେ ଯାଏଁ ବିଧାନସଭାରୁ ସସପେଣ୍ଡ ହେବାପରେ ଦଳ ଗତକାଲି ହିଂସାତ୍ମକ ହୋଇପଡ଼ିଥିଲା। ବିଧାନସଭା ଆଗରେ ମୁହାଁମୁହିଁ ହୋଇଥିଲେ କଂଗ୍ରେସ ବିଧାୟକ ଓ ପୋଲିସ। ଘଟଣାକୁ ଅଗଣତାନ୍ତ୍ରିକ କହିବା ସହ ଆଜି ବିଧାନସଭା ଘେରାଉରେ ଏହାର ଜବାବ ଦିଆଯିବ ବୋଲି କହିଛନ୍ତି କଂଗ୍ରସ ଚେତାବନୀ ଦେଇଛି। ଅଧିକ ପଢନ୍ତୁ...
- Mar 27, 2025 10:22 IST
କଂଗ୍ରେସର ବିଧାନସଭା ଘେରାଉ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା
#ରାଜଧାନୀରେ_ପୋଲିସ_ଛାଉଣୀ
-କଂଗ୍ରେସର ବିଧାନସଭା ଘେରାଉ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା
-ସୁରକ୍ଷା ପାଇଁ ମୋଟ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ
-ରାଜମହଲରୁ ରୁପାଲି ଛକ ଯାଏଁ ଟ୍ରାଫିକ୍ କଟକଣା#Congress#Protest#Bhubaneswer#CommissioneratePolice#OTVpic.twitter.com/j4SeYcf4HE— ଓଟିଭି (@otvkhabar) March 27, 2025
- Mar 27, 2025 10:21 IST
ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବ କଂଗ୍ରେସ
#ହେଲାଣି_ମଞ୍ଚ_ଗର୍ଜିବ_କଂଗ୍ରେସ
ଆଜି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବ କଂଗ୍ରେସ। ପ୍ରସ୍ତୁତ ହେଲାଣି ମଞ୍ଚ। ଆଜି ରାଜରାସ୍ତାକୁ ଓହ୍ଲାଇବେ ହଜାର ହଜାର କଂଗ୍ରେସ କର୍ମୀ। #Congress#Protest#Rally#Bhubaneswar#OdishaTV#OTVpic.twitter.com/VTdjfAVzTy— ଓଟିଭି (@otvkhabar) March 27, 2025
- Mar 27, 2025 10:19 IST
ବିଧାନସଭା ଘେରାଉ ପାଇଁ ବାହାରିଲା କଂଗ୍ରେସ...
- Mar 26, 2025 19:56 IST
ସରକାରଙ୍କ ନିୟନ୍ତ୍ରଣରେ ପୋଲିସ ବି ନାହିଁ
#ସରକାରଙ୍କ_ନିୟନ୍ତ୍ରଣରେ_ପୋଲିସ_ବି_ନାହିଁ
’ବିଧାନସଭାରେ ଯାହା ହେଲା ଅଗଣତାନ୍ତ୍ରିକ। ପୋଲିସ ବିଧାୟକମାନଙ୍କୁ ମାଡ଼ ମାରିଲେ। ମୋତେ ଲାଗୁଛି ସରକାରଙ୍କ ନିୟନ୍ତ୍ରଣରେ ପୋଲିସ ବି ନାହିଁ‘। #OdishaAssemblyTension#PrasannaAcharya#OTVpic.twitter.com/LHb5Y56eSl— ଓଟିଭି (@otvkhabar) March 26, 2025
- Mar 26, 2025 19:27 IST
ବାଚସ୍ପତିଙ୍କୁ କଲ୍ କରିଥିଲୁ, ରିସିଭ୍ କଲେନି
#ବାଚସ୍ପତିଙ୍କୁ_କଲ୍_କରିଥିଲୁ#ରିସିଭ୍_କଲେନି
“ଯେମିତି ଅଗଣତାନ୍ତ୍ରିକ ଭାବେ ଦେଶ ଚାଲୁଛି, ସେହିଭଳି ତାରି ପ୍ରଭାବରେ ରାଜ୍ୟ ବି ଚାଲୁଛି। ଓଡ଼ିଶା ବିଧାନସଭା ସମ୍ମୁଖରେ ଯାହା ହେଲା ତାହା ଅଗଣତାନ୍ତ୍ରିକ।“#NiranjanaPatnaik#OdishaAssemblyTension#OdishaTV#OTVpic.twitter.com/u5NxGtenwX— ଓଟିଭି (@otvkhabar) March 26, 2025
- Mar 26, 2025 19:27 IST
ଶାନ୍ତ ବାତାବରଣ ଆଣିବାକୁ ବ୍ୟବସ୍ଥା କରନ୍ତୁ
#ଶାନ୍ତ_ବାତାବରଣ_ଆଣିବାକୁ_ବ୍ୟବସ୍ଥା_କରନ୍ତୁ
ଗୃହରେ ଶାନ୍ତ ବାତାବରଣ ଆଣିବାକୁ ବ୍ୟବସ୍ଥା କାରାଯାଉ। ଏପରି ଦୁଃଖଦ ଘଟଣା ଅତୀତରେ କେବେ ଘଟିନଥିଲା। #OdishaAssemblyTension#RajaSwain#OTVpic.twitter.com/feclhG4w3K— ଓଟିଭି (@otvkhabar) March 26, 2025
- Mar 26, 2025 19:09 IST
ବିନା ବିରୋଧୀରେ ଗୃହ ଚଲାଇବାକୁ ଭଲ ଲାଗୁନି
#ବିନା_ବିରୋଧୀରେ_ଗୃହ_ଚଲାଇବାକୁ_ଭଲ_ଲାଗୁନି
ବିରୋଧୀଙ୍କ ବିନା ଗୃହ ଚଲାଇବାକୁ ଆମକୁ ବି ଭଲ ଲାଗୁନି। ହେଲେ କରିବା କ’ଣ, ଯେଉଁପରି ଭାବେ ଆଚରଣ କଲେ ବାଧ୍ୟହୋଇ ବାଚସ୍ପତି ନିଲମ୍ବନ କଲେ। #OdishaAssemblyTension#OdishaTV#OTVpic.twitter.com/6sERq3t7T5— ଓଟିଭି (@otvkhabar) March 26, 2025
- Mar 26, 2025 18:50 IST
’ହିଟଲର୍ ଶାସନ ଚଲାଉଛନ୍ତି‘
’#ହିଟଲର୍_ଶାସନ_ଚଲାଉଛନ୍ତି‘
’କାହାକୁ ବିଧାନସଭା ଭିତରକୁ ଛାଡ଼ୁ ନାହାନ୍ତି। ହିଟଲର୍ ଶାସନ ପରି ଶାସନ କରୁଛନ୍ତି, ଗଣତନ୍ତ୍ର ଇତିହାସରେ କେବେ ଏପରି ହୋଇନଥିଲା।‘ #SantoshSinghSaluja#OdishaAssemblyTension#OTVpic.twitter.com/3yYKQqGKoZ— ଓଟିଭି (@otvkhabar) March 26, 2025
- Mar 26, 2025 18:49 IST
ବିଧାନସଭାରେ ଗତକାଲିର ଘଟଣା ଉପରେ ବାଚସ୍ପତିଙ୍କ ବିବୃତି
#ବିବୃତି_ରଖିଲେ_ବାଚସ୍ପତି
-ବିଧାନସଭାରେ ଗତକାଲିର ଘଟଣା ଉପରେ ବାଚସ୍ପତିଙ୍କ ବିବୃତି
-‘୨୫ ସୁଦ୍ଧା ନିର୍ଦ୍ଧାରିତ ସମୟରୁ ୩୯ ଘଣ୍ଟା ୨ ମିନିଟ୍ ଚାଲିପାରିନି ଗୃହ’
-‘୨୧ରେ ଉପବାଚସ୍ପତି ବିଶୃଙ୍ଖଳିତ ଆଚରଣରୁ ନିବୃତ ରହିବାକୁ କହିଥିଲେ’
-‘ଏସବୁ ସତ୍ତ୍ବେ ବିଶୃଙ୍ଖଳ ଆଚରଣ ଜାରି ରଖିବାରୁ କାର୍ଯ୍ୟାନୁଷ୍ଠାନ ହେଲା’
-‘୧୨ ଜଣ କଂଗ୍ରେସ… pic.twitter.com/wEtC0LV99B— ଓଟିଭି (@otvkhabar) March 26, 2025
- Mar 26, 2025 18:00 IST
‘ପ୍ରମୁଖ ବିରୋଧୀଦଳ ଆଜି କଂଗ୍ରେସ ସହ ଭାବଦୋସ୍ତିରେ ଅଛି’
‘ପ୍ରମୁଖ ବିରୋଧୀଦଳ ଆଜି କଂଗ୍ରେସ ସହ ଭାବଦୋସ୍ତିରେ ଅଛି । ‘ପରି, ଈତିଶ୍ରୀ, ବେବିନା, ସ୍ମିତାରାଣୀ ପରି ୨୪ ବର୍ଷରେ କେତେ କଣ ଘଟିଛି । ବିଜେଡି ଆଇନ ଶୃଙ୍ଖଳା କଥା କହିବା ଲଙ୍କାରେ ହରି ଶବ୍ଦ ସହ ସମାନ’: ଆଇନ ମନ୍ତ୍ରୀ#Odisha#LawMinister#BJD#Congress#OTVpic.twitter.com/euxxQUmlX6
— ଓଟିଭି (@otvkhabar) March 26, 2025
- Mar 26, 2025 17:58 IST
‘ବିଧାନସଭାକୁ ୱାସ୍ଆଉଟ୍ ପାଇଁ ଷଡ଼ଯନ୍ତ୍ର’
‘#ବିଧାନସଭାକୁ_ୱାସ୍ଆଉଟ୍_ପାଇଁ_ଷଡ଼ଯନ୍ତ୍ର’
ବିଧାନସଭାକୁ ୱାସ୍ଆଉଟ୍ ପାଇଁ ଷଡ଼ଯନ୍ତ୍ର ହେଉଛି କହିଲେ ଆଇନ ମନ୍ତ୍ରୀ । ପ୍ରେସ୍ମିଟ୍ କରି ଉଭୟ କଂଗ୍ରେସ ଓ ବିଜେଡିକୁ ସିଧା ଟାର୍ଗେଟ୍ କଲେ । #LawMinister#BJD#Congress#OdishaAssembly#OTVpic.twitter.com/dcU8E12E1r— ଓଟିଭି (@otvkhabar) March 26, 2025
- Mar 26, 2025 17:57 IST
‘ହାଉସ୍ କମିଟି ଗଠନ ଦାବି ଅବାସ୍ତବ’
‘#ହାଉସ୍_କମିଟି_ଗଠନ_ଦାବି_ଅବାସ୍ତବ’
-କଂଗ୍ରେସର ହାଉସ୍ କମିଟି ଦାବି ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା
-‘ଏହା ସମ୍ପୂର୍ଣ୍ଣ ଭାବେ ଏକ ଅବାସ୍ତବ ଦାବି, କୌଣସି ଯଥାର୍ଥତା ନାହିଁ’
-‘ନିର୍ଦ୍ଦିଷ୍ଟ ବଡ଼ ଧରଣର ଘଟଣା ଘଟିଲେ ହାଉସ୍ କମିଟି ଗଠନ ହୁଏ’
-‘ପୂରା ଘଟଣା ନେଇ ହାଉସ୍ କମିଟି ଗଠନ ଦାବି ଅବାସ୍ତବ’
-‘୯ ମାସର ସରକାରରେ ୮… pic.twitter.com/kmvieN76X7— ଓଟିଭି (@otvkhabar) March 26, 2025
- Mar 26, 2025 17:40 IST
‘ବିଧାନସଭାକୁ ୱାସ୍ଆଉଟ୍ ପାଇଁ ଷଡ଼ଯନ୍ତ୍ର’
‘#ବିଧାନସଭାକୁ_ୱାସ୍ଆଉଟ୍_ପାଇଁ_ଷଡ଼ଯନ୍ତ୍ର’
-ବିଧାନସଭାକୁ ୱାସ୍ଆଉଟ୍ ପାଇଁ ଷଡ଼ଯନ୍ତ୍ର ହେଉଛି କହିଲେ ଆଇନ ମନ୍ତ୍ରୀ
-ପ୍ରେସ୍ମିଟ୍ କରି ଉଭୟ କଂଗ୍ରେସ ଓ ବିଜେଡିକୁ ସିଧା ଟାର୍ଗେଟ୍ କଲେ
-‘ରାଜନୈତିକ ସ୍ବାର୍ଥ ସାଧନ ପାଇଁ ହାଇଡ୍ରାମା ଚାଲିଛି’
-‘ମାର୍ଚ୍ଚ ୭ରୁ ୧୩ ଦିନ ହେଲା ଅଭାବନୀୟ ଘଟଣା ଦେଖିବାକୁ ମିଳିଛି’
-କଂଗ୍ରେସ ବିଧାୟକ… pic.twitter.com/nrUZXTYjNo— ଓଟିଭି (@otvkhabar) March 26, 2025
- Mar 26, 2025 17:21 IST
ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ
ବିଜେଡିକୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି, କହିଲେ ୨୪ ବର୍ଷ ଶାସନରେ ବିଜେଡି କ’ଣ କରିଛି ତାହା ଜନସାଧାରଣ ଜାଣିଛନ୍ତି...#TaraPrasadBahinipati#Congress#OTV#BJDpic.twitter.com/tF3EcaIJhT
— ଓଟିଭି (@otvkhabar) March 26, 2025
- Mar 26, 2025 17:20 IST
ଯଦି ଘଣ୍ଟ ବାଡେଇବାର ଅଛି, ତେବେ ମନ୍ଦିର ଯାଇ ଘଣ୍ଟ ବାଡ଼ାଅ
#ମନ୍ଦିର_ଯାଇ_ଘଣ୍ଟ_ବାଡ଼ାଅ
ଯଦି ଘଣ୍ଟ ବାଡେଇବାର ଅଛି, ତେବେ ମନ୍ଦିର ଯାଇ ଘଣ୍ଟ ବାଡ଼ାଅ। ଏମିତି କହି କଂଗ୍ରେସ ବିଧାୟକମାନଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଲେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । #JayanarayanMishra#BJP#OTV#Congresspic.twitter.com/SvARgyU7i9— ଓଟିଭି (@otvkhabar) March 26, 2025
- Mar 26, 2025 16:42 IST
’ସେ ଆମ କଥା ବୁଝିଲେନି କି ଆମେ ତାଙ୍କ କଥା ବୁଝିଲୁନି‘
’ସେ ଆମ କଥା ବୁଝିଲେନି କି ଆମେ ତାଙ୍କ କଥା ବୁଝିଲୁନି‘: ରମେଶ ଜେନା, କଂଗ୍ରେସ ବିଧାୟକ#RameshJena#Congress#Assembly#OTVpic.twitter.com/OYKvqtI0re
— ଓଟିଭି (@otvkhabar) March 26, 2025
- Mar 26, 2025 16:40 IST
ଅତିରିକ୍ତ ସିପିଙ୍କୁ ଆକ୍ରମଣ, ଅଜବ ଯୁକ୍ତି ରଖିଲା କଂଗ୍ରେସ
- Mar 26, 2025 16:30 IST
ମୋତେ ବିଧାନସଭା ଲବି ପର୍ଯ୍ୟନ୍ତ ଛାଡ଼ିଲେନି: ସପ୍ତଗିରି ଉଲ୍ଲାକା
’ମୁଁ ଲୋକସଭା ଏମ୍ପି, ମୋତେ ତ ସସ୍ପେଣ୍ଡ କରିନାହାନ୍ତି । ଆଜି ମୋତେ ବି ବିଧାନସଭା ଲବି ପର୍ଯ୍ୟନ୍ତ ଛାଡ଼ିଲେନି । ଗେଟ୍ରେ ପୋଲିସ୍ ଧକ୍କା ମାରିଲେ‘: ସପ୍ତଗିରି ଉଲ୍ଲାକା, କଂଗ୍ରେସ ସାଂସଦ#Odisha#Assembly#SaptagiriUlaka#OTVpic.twitter.com/AS07zeGS9O
— ଓଟିଭି (@otvkhabar) March 26, 2025
- Mar 26, 2025 16:14 IST
କଂଗ୍ରେସ ପରେ ବିଜେଡିର ହାଇଡ୍ରାମା
କଂଗ୍ରେସ ପରେ ବିଜେଡିର ହାଇଡ୍ରାମା । ବିଧାନସଭାରେ ବାଚସ୍ପତିଙ୍କ ବିବୃତି ଦାବି କଲା ବିଜେଡି । ଗତକାଲିର ଘଟଣାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିବୃତି ଦାବି କରିବା ପରେ ବିଜେଡି ବିଧାୟକ ମାନେ କକ୍ଷତ୍ୟାଗ କରିଥିଲେ ।#Odisha#Assembly#BJD#Congress#OTVpic.twitter.com/bS3G9HUUcF
— ଓଟିଭି (@otvkhabar) March 26, 2025
- Mar 26, 2025 16:11 IST
ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳଙ୍କ କଲର ଭିଡ଼ି ଧରି ମୁଣ୍ଡରୁ ଟୋପି ଖସାଇ ଦେଲେ କଂଗ୍ରେସ କର୍ମୀ ।
ବିଧାନସଭା ସାମ୍ନାରେ ଅତିରିକ୍ତ ସିପିଙ୍କୁ କଂଗ୍ରେସ କର୍ମୀଙ୍କ ଆକ୍ରମଣ। ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳଙ୍କୁ ଆକ୍ରମଣ କଲେ । କଲର ଭିଡ଼ି ଧରି ମୁଣ୍ଡରୁ ଟୋପି ଖସାଇ ଦେଲେ କଂଗ୍ରେସ କର୍ମୀ ।#Odisha#Assembly#Congress#OTVpic.twitter.com/JsLV97qD2g
— ଓଟିଭି (@otvkhabar) March 26, 2025
- Mar 26, 2025 16:10 IST
କାହାର ସାହସ ହେବ ତାରା ବାହିନୀପତିଙ୍କ ଚେନ୍ ଛିଡ଼େଇବାକୁ
#ଚୋରି_ହୋଇନି_ତାରାଙ୍କ_ଚେନ୍
’ତାରା ବାହିନୀ ପତି ମିଛ କହୁଛନ୍ତି ଚେନ୍ ଚୋରି ହେଇଛି ବୋଲି । କାହାର ସାହସ ହେବ ଚେନ୍ ଛିଡ଼େଇବାକୁ ତାରା ବାହିନୀପତିଙ୍କର‘: ବିଜେପି ବିଧାୟକ#OdishaBudgetTension#OdishaTV#OTVpic.twitter.com/ObBwAvUmZm— ଓଟିଭି (@otvkhabar) March 26, 2025
- Mar 26, 2025 16:04 IST
ଚୋରି ହୋଇନି ତାରାଙ୍କ ଚେନ୍
#ଚୋରି_ହୋଇନି_ତାରାଙ୍କ_ଚେନ୍
’ତାରା ବାହିନୀ ପତି ମିଛ କହୁଛନ୍ତି ଚେନ୍ ଚୋରି ହେଇଛି ବୋଲି । କାହାର ସାହସ ହେବ ଚେନ୍ ଛିଡ଼େଇବାକୁ ତାରା ବାହିନୀପତିଙ୍କର‘: ବିଜେପି ବିଧାୟକ#OdishaBudgetTension#OdishaTV#OTVpic.twitter.com/ObBwAvUmZm— ଓଟିଭି (@otvkhabar) March 26, 2025
- Mar 26, 2025 15:57 IST
ଆମେ ପଛଘୁଞ୍ଚା ଦେଲୁନି ସସପେଣ୍ଡ ହେଲୁ
- Mar 26, 2025 15:51 IST
ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲୁ, ଆମ ବିଧାୟକଙ୍କୁ ମାଡ଼ ମରାଗଲା…।
#କଣ_ପାଇଁ_ଗେଟ୍_ବନ୍ଦ_କଲ?
“ଆମେ ତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲୁ, ଆମ ବିଧାୟକଙ୍କୁ ମାଡ଼ ମରାଗଲା…।“#PramilaMallik#OdishaBudgetSession#OdishaTV#OTVpic.twitter.com/qivbSVnCNO— ଓଟିଭି (@otvkhabar) March 26, 2025
- Mar 26, 2025 15:45 IST
ଆମେ ପୋଲିସକୁ କରୁନା ଖାତିର, ଆମେ ସେହି ବିଜୁ ଜନତାଦଳର ଏମଏଲଏ
#ଅରୁଣଙ୍କ_ମୁହଁରେ_ଅନର୍ଗଳ_କବିତା
କବିତା ଗାଇ ଗାଇ କହିଲେ- ଆମେ ପୋଲିସକୁ କରୁନା ଖାତିର, ଆମେ ସେହି ବିଜୁ ଜନତାଦଳର ଏମଏଲଏ… ଆମ ଲଢେଇ ଦୁର୍ବାର ଲଢେଇ ଚାଲିଲାରେ ଚାଲିବ।#ArunKumarSahoo#BJDProtest#OdishaAssemblyProtest#OdishaTV#OTVpic.twitter.com/Y0yHX8xTot— ଓଟିଭି (@otvkhabar) March 26, 2025
- Mar 26, 2025 15:44 IST
କଣ ପାଇଁ ଗେଟ୍ ବନ୍ଦ କଲ?
#କଣ_ପାଇଁ_ଗେଟ୍_ବନ୍ଦ_କଲ?
“ଆମେ ତ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିଲୁ, ଆମ ବିଧାୟକଙ୍କୁ ମାଡ଼ ମରାଗଲା…।“#PramilaMallik#OdishaBudgetSession#OdishaTV#OTVpic.twitter.com/qivbSVnCNO— ଓଟିଭି (@otvkhabar) March 26, 2025
- Mar 26, 2025 15:36 IST
କଂଗ୍ରେସ ପାଇଁ କାନ୍ଦୁଛି ବିଜେଡି; ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ
ବାଚସ୍ପତିଙ୍କ ଆକ୍ସନ ପରେ ରିଆକ୍ସନ ଦେଖାଇଛି କଂଗ୍ରେସ। ରଣକ୍ଷେତ୍ର ପାଲଟିଛି ବିଧାସଭା ମୁଖ୍ୟଗେଟ୍। ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ କର୍ମୀ ଓ ପୋଲିସ। କଂଗ୍ରେସର ଏହି ହାଇଡ୍ରାମାକୁ ସାଥ ଦେଇଛି ବିଜେଡି। ଅଧିକ ପଢନ୍ତୁ...
- Mar 26, 2025 15:34 IST
ଅସୁସ୍ଥ ହୋଇପଡ଼ିଲେ ତାରା; ପହଞ୍ଚିଲେ ଡାକ୍ତର
ସାରା ରାତି ଧାରଣା ଦେବା ପରେ ବିଗିଡ଼ି ଗଲା କଂଗ୍ରେସ ବିଧାୟକ ତାରା ବାହିନୀ ପତିଙ୍କ ସ୍ୱାସ୍ଥାବସ୍ଥା। ଅସୁସ୍ଥ ହୋଇପଡ଼ିଲେ ତାରା। ସକାଳୁ ସକାଳୁ କ୍ୟାପିଟାଲ ହପିଟାଲରୁ ଡାକ୍ତର ଆସି ତାରାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଅଧିକ ପଢନ୍ତୁ....
- Mar 26, 2025 14:58 IST
ଆମକୁ ଟେକିକିରି ମାରିଲେ, ମୋର ଏପଟେ ଚିହ୍ନ, ସେପଟେ ଚିହ୍ନ ଅଛି । ବେହେରା ବାବୁ ମୋ ଚେନ୍ ଝିଙ୍କିକି ନେଇଗଲେ….ମୁଁ ଏଫଆଇଆର ଦେବି।
#ଗାଈଗୋରୁ_ଭଳି_ଆମକୁ_ମାରିଲେ
“ଆମକୁ ଟେକିକିରି ମାରିଲେ, ମୋର ଏପଟେ ଚିହ୍ନ, ସେପଟେ ଚିହ୍ନ ଅଛି । ବେହେରା ବାବୁ ମୋ ଚେନ୍ ଝିଙ୍କିକି ନେଇଗଲେ….ମୁଁ ଏଫଆଇଆର ଦେବି।“#TaraPrasadBahinipati#AssemblyIssue#OTVpic.twitter.com/hoAVBDl6nv— ଓଟିଭି (@otvkhabar) March 26, 2025
- Mar 26, 2025 14:56 IST
ବାଚସ୍ପତି ନେଲେ ପୁଣି ଆକ୍ସନ; ରମେଶ, ତାରା ସସପେଣ୍ଡ
ବିଧାନସଭାରେ ଲଗାତାର ଚରମ ବିଶୃଙ୍ଖଳା ପାଇଁ ବାଚସ୍ପତି ପୁଣି ନେଲେ ଆକ୍ସନ। ଗତକାଲି କଂଗ୍ରେସର ୧୨ ବିଧାୟକଙ୍କୁ ସସପେଣ୍ଡ କରିଥିବା ବେଳେ ଆଜି ୨ ଜଣ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି। କଂଗ୍ରେସ ବିଧାୟକ ତାରା ବାହିନୀ ପତି ଓ ରମେଶ ଜେନାଙ୍କୁ ୭ ଦିନ ପାଇଁ ସସପେଣ୍ଡ କରିଛନ୍ତି ବାଚସ୍ପତି।
- Mar 26, 2025 14:47 IST
କଂଗ୍ରେସର ହାଇଡ୍ରାମା; ରାଜରାସ୍ତାରେ ରାତି କାଟିଲେ
ବିଧାୟକଙ୍କୁ ବାଚସ୍ପତି ନିଲମ୍ବନ କରିବା ପରେ ଜୋରଦାର ପ୍ରତିବାଦ କରିଛି କଂଗ୍ରେସ। ଗତକାଲି ବିଧାନସଭା ଭିତରେ ଓ ବାହାରେ ତମ୍ବିତଫାନ ପରେ ରାଜରାସ୍ତାକୁ ଓହ୍ଲାଇଛନ୍ତି କଂଗ୍ରେସ ବିଧାୟକ। ଅଧିକ ପଢ଼ନ୍ତୁ....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)