Advertisment

ବଜେଟ୍‌ ୨୦୨୩ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର

ଅଦ୍ୟତନ ହୋଇଛି
Union Budget 2023

union budget

Advertisment

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ବଜେଟ ଉପସ୍ଥାପନ କରୁଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ବଜେଟ୍ ପେଡ଼ି ଉପରେ ରହିଛି ସାରା ଦେଶର ନଜର। କାହାକୁ ମିଳିବ କେତେ ଫାଇଦା। ଟିକସ ଦେଇ ଦେଇ ନୟାନ୍ତ ହେଉଥିବା ମଧ୍ୟବିତ୍ତଙ୍କୁ ମିଳିବ କି ଆଶ୍ୱସ୍ତି ? ଏ ସବୁର ଟିକିନିଖି ଖବର ଜାଣିବା ପାଇଁ ଦେଖନ୍ତୁ ଆମର ବିଶେଷ ଉପସ୍ଥାପନ ବଜେଟ@2023 ।

Advertisment
  • Feb 01, 2023 16:08 IST

    ସିକଲ ସେଲ୍‌ ଆନେମିଆ ରୋଗ ନାଶ ପାଇଁ କେନ୍ଦ୍ରର ବଡ଼ ବଜେଟ, ଖୋଲିବ ୧୫୭ ନର୍ସିଂ କଲେଜ

    ଆଗାମୀ ଦିନରେ ୧୫୭ ସରକାରୀ ନର୍ସିଂ କଲେଜ ଖୋଲାଯିବ। ଏହାସହ ଏକ ମିଶନ ଆରମ୍ଭ ହେବ । ଯାହାର ଲକ୍ଷ୍ୟ ରହିବ ଯେ, ଆଗାମୀ ୨୦୪୭ ମସିହା ସୁଦ୍ଧା ଦେଶରୁ...ଆହୁରି ପଢ଼ନ୍ତୁ...

  • Feb 01, 2023 13:53 IST

    ଅଧିକ ସରଳ ହୋଇଛି ଆୟକର ବ୍ୟବସ୍ଥା।

  • Feb 01, 2023 13:43 IST

    ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା

    ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଯାଏ ଏତେ ପରିମାଣରୁ ପୁଞ୍ଜି କେବେ ହେଲେ ରେଳବାଇ ପାଇଁ ଘୋଷଣା ହୋଇ ନଥିଲା।

    ଆହୁରି ପଢ଼ନ୍ତୁ...

  • Feb 01, 2023 13:38 IST

    କ’ଣ ଶସ୍ତା ?

  • Feb 01, 2023 13:37 IST

    କ’ଣ ମହଙ୍ଗା ?

  • Feb 01, 2023 13:25 IST

    ପର୍ଯ୍ୟଟନର ବିକାଶ ଲାଗି ବଡ ଘୋଷଣା କଲେ ଅର୍ଥମନ୍ତ୍ରୀ

  • Feb 01, 2023 13:24 IST

    ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌

  • Feb 01, 2023 13:24 IST

    ମହିଳା ସମ୍ମାନ ସେଭିଙ୍ଗସ୍ ସାର୍ଟିଫିକେଟ୍ ପ୍ରଚଳନ କରାଯିବ

  • Feb 01, 2023 13:20 IST

    ବଜେଟରେ ବଡ ଘୋଷଣା : କ’ଣ ଶସ୍ତା, କ’ଣ ମହଙ୍ଗା ?

    ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ କ’ଣ  ଶସ୍ତା ଓ ମହଙ୍ଗା ହେବ ଘୋଷଣା କରିଛନ୍ତି । ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଏଗୁଡ଼ିକ ଆହୁରି ମହଙ୍ଗା ହେବ ।  ଅଧିକ ପଢ଼ନ୍ତୁ..

  • Feb 01, 2023 13:19 IST

    ବଜେଟରେ ବଡ ଘୋଷଣା : କ’ଣ ଶସ୍ତା, କ’ଣ ମହଙ୍ଗା ?

    ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଏଗୁଡ଼ିକ ଆହୁରି ମହଙ୍ଗା ହେବ ।

    ଆହୁରି ଅଧିକ ପଢ଼ନ୍ତୁ ... 

  • Feb 01, 2023 13:18 IST

    ଏଣିକି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଦେବାକୁ ପଡ଼ିବନି ଟ୍ୟାକ୍ସ

    କେନ୍ଦ୍ର ବଜେଟ୍‌ ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ଆୟକର ସ୍ଲାବ୍‌ ନେଇ ବଡ଼ ଘୋଷଣା ହୋଇଛି। ଆୟକର ସ୍ଲାବ୍‌ ସୀମା ବୃଦ୍ଧି ନେଇ କେନ୍ଦ୍ରଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି। ଅଧିକ ପଢ଼ନ୍ତୁ...

  • Feb 01, 2023 13:17 IST

    କୃଷି ସମ୍ବନ୍ଧୀୟ ଷ୍ଟାର୍ଟଅପକୁ ପ୍ରାଥମିକତା :ନିର୍ମଳା ସୀତାରମଣ

    କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି । ସୀତାରମଣ କହିଛନ୍ତି, କୃଷି ସହ ଜଡିତ ଷ୍ଟାର୍ଟଅପ୍ ମାନଙ୍କୁ ପ୍ରାଥମିକତା ଦିଆଯିବ ।

    ଆହୁରି ପଢ଼ନ୍ତୁ

  • Feb 01, 2023 13:14 IST

    ରେଳ ପାଇଁ ବଡ଼ ଘୋଷଣା

  • Feb 01, 2023 13:13 IST

    ଖୋଲିବ ଏକଲବ୍ୟ ମଡେଲ୍‌ ସ୍କୁଲ

  • Feb 01, 2023 13:13 IST

    ପରିବେଶ ପ୍ରଦୂଷଣ ରୋକିବ ଗ୍ରୀନ୍ କ୍ରେଡିଟ୍ ପ୍ରୋଗ୍ରାମ୍

  • Feb 01, 2023 13:12 IST

    ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ କ’ଣ ବ୍ୟବସ୍ଥା ?

  • Feb 01, 2023 13:12 IST

    ବର୍ଷେ ଯାଏଁ ମାଗଣା ଅନ୍ନ

  • Feb 01, 2023 13:11 IST

    Budget Highlights 2023

  • Feb 01, 2023 13:10 IST

    Union Budget 2023

  • Feb 01, 2023 13:02 IST

    ବଜେଟ୍ ୨୦୨୩ ମୁଖ୍ୟାଂଶ

  • Feb 01, 2023 12:59 IST

    ଏହି ବ୍ୟକ୍ତିଙ୍କ ଆଶା ପୂରଣ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ

  • Feb 01, 2023 12:59 IST

    ମିଶନ କର୍ମଯୋଗୀ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

  • Feb 01, 2023 12:57 IST

    କେନ୍ଦ୍ର ବଜେଟ୍ ୨୦୨୩ ମୁଖ୍ୟାଂଶ

  • Feb 01, 2023 12:56 IST

    ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବାକୁ ଫେଜ୍ ଥ୍ରୀ ଇ- କୋର୍ସ ପ୍ରୋଜେକ୍ଟ ଲଞ୍ଚ ହେବ

  • Feb 01, 2023 12:55 IST

    ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର

  • Feb 01, 2023 12:54 IST

    ପିଏମ୍ ଆବାସ ଯୋଜନାରେ ୬୬ ପ୍ରତିଶତ ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି

  • Feb 01, 2023 12:45 IST

    ୭ ଲକ୍ଷ ଯାଏ ଆୟକର ଛାଡ୍‌

    ଆୟକର ସ୍ଲାବ୍‌ ନେଇ ବଡ଼ ଘୋଷଣା। ଏଣିକି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଦେବାକୁ ପଡ଼ିବନି ଟ୍ୟାକ୍ସ...

    ଆହୁରି ପଢ଼ନ୍ତୁ...

  • Feb 01, 2023 12:42 IST

    ୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%

  • Feb 01, 2023 12:41 IST

    ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି

  • Feb 01, 2023 12:31 IST

    ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ

    -ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥ ମନ୍ତ୍ରୀ

    -ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି

    -ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କଲେ ଅର୍ଥମନ୍ତ୍ରୀ

    -୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ

    -୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫%

    -୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%

    -୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%

    -୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%

    -୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%

  • Feb 01, 2023 12:31 IST

    ଷ୍ଟିଲ, ନିକେଲ କଞ୍ଚାମାଲ ଉପରୁ ଡ୍ୟୁଟି ହ୍ରାସ

  • Feb 01, 2023 12:30 IST

    ବଢିବ ନିଯୁକ୍ତି ସୁଯୋଗ । ଟେକ୍ନୋଲୋଜି ଉପରେ ଦିଆଯିବ ଅଧିକ ଗୁରୁତ୍ୱ ।

  • Feb 01, 2023 12:29 IST

    ମୋବାଇଲ ଉପକରଣ ଏବଂ ପୋଷାକରୁ ଟିକସ ହ୍ରାସ

  • Feb 01, 2023 12:29 IST

    କୃଷି ଉତ୍ପାଦନ ଆହୁରି ବଢିବ । ଚାଷୀମାନେ ଅଧିକ ଲାଭ ପାଇବେ

  • Feb 01, 2023 12:14 IST

    ବ୍ୟାଙ୍କ ଆଇନରେ ପରିବର୍ତ୍ତନ ପାଇଁ ବଜେଟରେ ପ୍ରସ୍ତାବ

  • Feb 01, 2023 12:13 IST

    ବ୍ୟାଙ୍କ ଆଇନରେ ପରିବର୍ତ୍ତନ ପାଇଁ ବଜେଟରେ ପ୍ରସ୍ତାବ

  • Feb 01, 2023 12:10 IST

    ଗ୍ରୀନ ଜବ୍ ଅପରଚୁନିଟି

  • Feb 01, 2023 12:08 IST

    ବଜେଟ୍‌ର କିଛି ପ୍ରମୁଖ ପଏଣ୍ଟ୍‌

    -ହାଇଡ୍ରୋଜେନ୍ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା

    -ଲଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ନିବେଶ ହେବ ୨୦,୭୦୦କୋଟି

    -ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ

    -୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ

    -ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍

  • Feb 01, 2023 12:07 IST

    ବଜେଟରେ ବଡ଼ ଘୋଷଣା

    କେନ୍ଦ୍ର ବଜେଟ୍‌ ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି।  ଏକଲବ୍ୟ ସ୍କୁଲ୍‌ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ନେଇ ଘୋଷଣା ହୋଇଛି।

    ଆହୁରି ପଢ଼ନ୍ତୁ...

  • Feb 01, 2023 12:06 IST

    ଆଉ ବର୍ଷେ ଯାଏ ମାଗଣା ଅନ୍ନ ଯୋଜନା

    କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ୍‌(Union Budget) ଉପସ୍ଥାପନା କରିଛନ୍ତି। ଏହି ଅବସରରେ ସେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।

    ଆହୁରି ପଢ଼ନ୍ତୁ...

  • Feb 01, 2023 12:05 IST

    ୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ

  • Feb 01, 2023 11:54 IST

    ସୀତାରମଣଙ୍କ ବଜେଟ୍ ଉପସ୍ଥାପନ । କହିଲେ, ଅମୃତ କାଳରେ ଏହା ପ୍ରଥମ ବଜେଟ୍

  • Feb 01, 2023 11:50 IST

    ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା

  • Feb 01, 2023 11:50 IST

    KYC ବ୍ୟବସ୍ଥାକୁ ଅଧିକ ସରଳୀକରଣ

  • Feb 01, 2023 11:37 IST

    ବଜେଟ୍ ଉପସ୍ଥାପନ ପୂର୍ବରୁ ନିଜର ଟିମ୍ ସହ ସଂସଦରେ ଏମିତି ପହଞ୍ଚିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

  • Feb 01, 2023 11:32 IST

    ୫୦୦ ବ୍ଲକ ହେବ ଆକାଂକ୍ଷୀ ବ୍ଲକ

  • Feb 01, 2023 11:24 IST

    ମିଲେଟକୁ ପ୍ରୋତ୍ସାହନ ପାଇଁ ଆରମ୍ଭ ହେବ 'ଶ୍ରୀଅନ୍ନ'

  • Feb 01, 2023 11:08 IST

    ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ

  • Feb 01, 2023 11:05 IST

    ଆଜି ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି

    ଆଜି ଆଗତ ହେବ ସାଧାରଣ ବଜେଟ୍ ୨୦୨୩ । ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି । ଯେହେତୁ ଏହା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, ଏହା ଏକ ଲୋକପ୍ରିୟ ବଜେଟ୍ ହେବ ବୋଲି ଆକଳନ କରାଉଯାଛି । ଆଗକୁ ନିର୍ବାଚନ ଥିବାରୁ ବଜେଟରେ କିଛି ବଡ଼ ପରିବର୍ତ୍ତନର ଆଶା ରଖିଛନ୍ତି ଚାଷୀ, ଗୃହିଣୀ, ଆୟକର କରଦାତା ଓ ଶିଳ୍ପ ଜଗତ । ଯେହେତୁ ଏ ବର୍ଷ ଦେଶର ମୁଦ୍ରାସ୍ଫୀତି ଉଚ୍ଚ ରହିଛି, ଏହା ମଧ୍ୟବିତ୍ତ ଓ ସାଧାରଣ ଜନତାଙ୍କୁ ଢେର୍ ବାଧିଛି । ଅଧିକ ପଢ଼ନ୍ତୁ...

  • Feb 01, 2023 10:56 IST

    ବଜେଟ୍ ୨୦୨୩କୁ କ୍ୟାବିନେଟ୍ ଅନୁମୋଦନ

Union Budget Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ