କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଚଳିତ ବର୍ଷର ବଜେଟ ଉପସ୍ଥାପନ କରୁଛନ୍ତି । ଅର୍ଥମନ୍ତ୍ରୀଙ୍କ ଏହି ବଜେଟ୍ ପେଡ଼ି ଉପରେ ରହିଛି ସାରା ଦେଶର ନଜର। କାହାକୁ ମିଳିବ କେତେ ଫାଇଦା। ଟିକସ ଦେଇ ଦେଇ ନୟାନ୍ତ ହେଉଥିବା ମଧ୍ୟବିତ୍ତଙ୍କୁ ମିଳିବ କି ଆଶ୍ୱସ୍ତି ? ଏ ସବୁର ଟିକିନିଖି ଖବର ଜାଣିବା ପାଇଁ ଦେଖନ୍ତୁ ଆମର ବିଶେଷ ଉପସ୍ଥାପନ ବଜେଟ@2023 ।
16:01 PM
ଆଗାମୀ ଦିନରେ ୧୫୭ ସରକାରୀ ନର୍ସିଂ କଲେଜ ଖୋଲାଯିବ। ଏହାସହ ଏକ ମିଶନ ଆରମ୍ଭ ହେବ । ଯାହାର ଲକ୍ଷ୍ୟ ରହିବ ଯେ, ଆଗାମୀ ୨୦୪୭ ମସିହା ସୁଦ୍ଧା ଦେଶରୁ...ଆହୁରି ପଢ଼ନ୍ତୁ...
13:53 PM
13:43 PM
ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏଯାଏ ଏତେ ପରିମାଣରୁ ପୁଞ୍ଜି କେବେ ହେଲେ ରେଳବାଇ ପାଇଁ ଘୋଷଣା ହୋଇ ନଥିଲା।
13:38 PM
13:37 PM
13:25 PM
13:24 PM
13:24 PM
13:20 PM
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରୁଥିବା ବେଳେ କ’ଣ ଶସ୍ତା ଓ ମହଙ୍ଗା ହେବ ଘୋଷଣା କରିଛନ୍ତି । ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଏଗୁଡ଼ିକ ଆହୁରି ମହଙ୍ଗା ହେବ । ଅଧିକ ପଢ଼ନ୍ତୁ..
13:19 PM
ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ଟିକସ ବୃଦ୍ଧି କରାଯାଇଥିବା ବେଳେ ଏଗୁଡ଼ିକ ଆହୁରି ମହଙ୍ଗା ହେବ ।
13:18 PM
କେନ୍ଦ୍ର ବଜେଟ୍ ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି। ଏହି ଅବସରରେ ଆୟକର ସ୍ଲାବ୍ ନେଇ ବଡ଼ ଘୋଷଣା ହୋଇଛି। ଆୟକର ସ୍ଲାବ୍ ସୀମା ବୃଦ୍ଧି ନେଇ କେନ୍ଦ୍ରଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି। ଅଧିକ ପଢ଼ନ୍ତୁ...
13:17 PM
କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି । ସୀତାରମଣ କହିଛନ୍ତି, କୃଷି ସହ ଜଡିତ ଷ୍ଟାର୍ଟଅପ୍ ମାନଙ୍କୁ ପ୍ରାଥମିକତା ଦିଆଯିବ ।
13:14 PM
13:13 PM
13:13 PM
13:12 PM
13:12 PM
13:11 PM
13:10 PM
13:02 PM
12:59 PM
12:59 PM
12:57 PM
12:56 PM
12:55 PM
12:54 PM
12:45 PM
ଆୟକର ସ୍ଲାବ୍ ନେଇ ବଡ଼ ଘୋଷଣା। ଏଣିକି ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଦେବାକୁ ପଡ଼ିବନି ଟ୍ୟାକ୍ସ...
12:42 PM
12:41 PM
12:31 PM
-ଆୟକର ସ୍ଲାବ ସୀମା ବୃଦ୍ଧି ଘୋଷଣା କଲେ ଅର୍ଥ ମନ୍ତ୍ରୀ
-ଆୟକର ସ୍ଲାବ ସୀମା ୫ ଲକ୍ଷରୁ ୭ ଲକ୍ଷକୁ ବୃଦ୍ଧି
-ନୂଆ ଆୟକର ସ୍ଲାବ ପ୍ଲାନ ମଧ୍ୟ ଘୋଷଣା କଲେ ଅର୍ଥମନ୍ତ୍ରୀ
-୩ ଲକ୍ଷ ପର୍ଯ୍ୟନ୍ତ ବାର୍ଷିକ ଆୟ ପାଇଁ ଆୟକର ଶୂନ
-୩ରୁ ୬ ଲକ୍ଷ ଆୟ ପାଇଁ ଆୟକର ୫%
-୬ରୁ ୯ ଲକ୍ଷ ଆୟ ପାଇଁ ଆୟକର ୧୦%
-୯ରୁ ୧୨ ଲକ୍ଷ ପାଇଁ ଆୟକର ୧୫%
-୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%
-୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%
12:31 PM
12:30 PM
12:29 PM
12:29 PM
12:14 PM
12:13 PM
12:10 PM
12:08 PM
-ହାଇଡ୍ରୋଜେନ୍ ଇନ୍ଧନକୁ ପ୍ରୋତ୍ସାହନ ପାଇଁ ୯୭୦୦ କୋଟି ବ୍ୟବସ୍ଥା
-ଲଦାଖରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ନିବେଶ ହେବ ୨୦,୭୦୦କୋଟି
-ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୬ଲକ୍ଷ ଯୁବକଙ୍କୁ ତାଲିମ ଦିଆଯିବ
-୫୦ଟି ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯିବ
-ପର୍ଯ୍ୟଟକଙ୍କୁ ଆକୃଷ୍ଟ ପାଇଁ ଆରମ୍ଭ ହେବ ସ୍ୱଦେଶ ଦର୍ଶନ ସ୍କିମ୍
12:07 PM
କେନ୍ଦ୍ର ବଜେଟ୍ ଉପସ୍ଥାପନା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନେକ ବଡ଼ ଘୋଷଣା କରିଛନ୍ତି। ଏକଲବ୍ୟ ସ୍କୁଲ୍ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବା ନେଇ ଘୋଷଣା ହୋଇଛି।
12:06 PM
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ୍(Union Budget) ଉପସ୍ଥାପନା କରିଛନ୍ତି। ଏହି ଅବସରରେ ସେ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।
12:05 PM
11:54 AM
11:50 AM
11:49 AM
11:37 AM
11:32 AM
11:24 AM
11:08 AM
11:05 AM
ଆଜି ଆଗତ ହେବ ସାଧାରଣ ବଜେଟ୍ ୨୦୨୩ । ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ ପେଡ଼ି । ଯେହେତୁ ଏହା ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍, ଏହା ଏକ ଲୋକପ୍ରିୟ ବଜେଟ୍ ହେବ ବୋଲି ଆକଳନ କରାଉଯାଛି । ଆଗକୁ ନିର୍ବାଚନ ଥିବାରୁ ବଜେଟରେ କିଛି ବଡ଼ ପରିବର୍ତ୍ତନର ଆଶା ରଖିଛନ୍ତି ଚାଷୀ, ଗୃହିଣୀ, ଆୟକର କରଦାତା ଓ ଶିଳ୍ପ ଜଗତ । ଯେହେତୁ ଏ ବର୍ଷ ଦେଶର ମୁଦ୍ରାସ୍ଫୀତି ଉଚ୍ଚ ରହିଛି, ଏହା ମଧ୍ୟବିତ୍ତ ଓ ସାଧାରଣ ଜନତାଙ୍କୁ ଢେର୍ ବାଧିଛି । ଅଧିକ ପଢ଼ନ୍ତୁ...
10:56 AM
10:50 AM
10:50 AM
10:49 AM
10:48 AM
10:45 AM