Advertisment

Rising Tensions: ମିଡିଲ୍ ଇଷ୍ଟରେ ଭୟଙ୍କର ହେଉଛି ଯୁଦ୍ଧ, ଇରାନ ଆକ୍ରମଣରେ ଆମେରିକାର ୪ ଯବାନଙ୍କ ମୃତ୍ୟୁ

ଇରାନର ପାଲଟା ଆକ୍ରମଣରେ ନିହତ ଆମେରିକୀୟ ସୈନିକଙ୍କ ମଧ୍ୟରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ଫଟୋ ମଧ୍ୟ ଜାରି ହୋଇଛି।  ଆମେରିକୀୟ ଯୁଦ୍ଧ ବିଭାଗ ଏହା ସ୍ପଷ୍ଟ କରିଛି।

author-image
Tapan Swain
Iran

Iran Photograph: (OTV)

ମିଡିଲ୍ ଇଷ୍ଟରେ ଭୟଙ୍କର ହେଉଛି ଯୁଦ୍ଧ । ଇରାନର ପାଲଟା ଆକ୍ରମଣରେ ନିହତ ଆମେରିକୀୟ ସୈନିକଙ୍କ ମଧ୍ୟରୁ ୪ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ଫଟୋ ମଧ୍ୟ ଜାରି ହୋଇଛି।  ଆମେରିକୀୟ ଯୁଦ୍ଧ ବିଭାଗ ଏହା ସ୍ପଷ୍ଟ କରିଛି।

Advertisment

୪ ଜଣ ଆମେରିକୀୟ ସେନାର ରିଜର୍ଭ ସୈନିକଙ୍କ ମୃତ୍ୟୁ ହୋଇଛି। ଯେଉଁମାନେ ଅପରେସନ୍ ଏପିକ୍ ଫ୍ୟୁରିକୁ ସମର୍ଥନ କରୁଥିଲେ। ମାର୍ଚ୍ଚ ୧ରେ କୁଏତର ଏକ ବନ୍ଦରରେ ଏକ ମାନବ ବିହୀନ ଏୟାରକ୍ରାଫ୍ଟ ଆକ୍ରମଣରେ ସମସ୍ତେ ମୃତ୍ୟୁବରଣ କରିଛନ୍ତି।

 ୪ ଆମେରିକୀୟ ସେନାର ରିଜର୍ଭ ସୈନ୍ୟଙ୍କ ମୃତ୍ୟୁ 

ଅପରେସନ୍ ଏପିକ୍ ଫ୍ୟୁରିକୁ ସମର୍ଥନ କରୁଥିଲେ
ମାର୍ଚ୍ଚ ୧ରେ କୁଏତର ଶୁଆଇବା ବନ୍ଦରରେ ଆକ୍ରମଣରେ ମୃତ୍ୟୁ
ମାନବ ବିହୀନ ଏୟାରକ୍ରାଫ୍ଟ ଆକ୍ରମଣରେ ସମସ୍ତଙ୍କ ମୃତ୍ୟୁ 

Advertisment

USA Iran
Advertisment
Related Articles
Advertisment