Advertisment

Tragedy in Village: ବିଲକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ, ପଡିରହିଛି ମୃତଦେହ

ବାରିପଦା ବନଖଣ୍ଡ ରାସଗୋବିନ୍ଦପୁର ରେଞ୍ଜର ଭରଦୁଶୋଳ ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଲେ ଲକ୍ଷ୍ମଣ ମାରାଣ୍ଡି। ଲକ୍ଷ୍ମଣ ବିଲକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ। ମୃତଦେହ ବିଲରେ ପଡିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ।

author-image
Tapan Swain
Elephant

Elephant Photograph: (OTV)

ହାତୀ ଆକ୍ରମଣରେ ଜଣେ ମୃତ। ବାରିପଦା ବନଖଣ୍ଡ ରାସଗୋବିନ୍ଦପୁର ରେଞ୍ଜର ଭରଦୁଶୋଳ ଗାଁରେ ଘଟିଛି ଅଭାବନୀୟ ଘଟଣା। ମୃତକ ହେଲେ ଲକ୍ଷ୍ମଣ ମାରାଣ୍ଡି। ଲକ୍ଷ୍ମଣ ବିଲକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ। ମୃତଦେହ ବିଲରେ ପଡିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ।

Advertisment

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କିଛି ଦିନ ହେବ ରାସଗୋବିନ୍ଦପୁର ରେଞ୍ଜରେ ୫-୬ ହାତୀ ଗାଁ ଗାଁ ବୁଲି ଫସଲ ନଷ୍ଟ କରୁଛନ୍ତି। ଗତକାଲି ମଧ୍ୟ ବାରିପଦା ବନଖଣ୍ଡର ଦେଉଳି ରେଞ୍ଜ କୁଳିଅଣା ବ୍ଲକରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିଲା। 

ହାତୀ ଆକ୍ରମଣରେ ଜଣେ ମୃତ

ରାସଗୋବିନ୍ଦପୁର ରେଞ୍ଜ ଭରଦୁଶୋଳ ଗାଁରେ ଅଘଟଣ
ହାତୀ ଆକ୍ରମଣରେ ଜଣେ ମୃତ
ମୃତକ ହେଲେ ଲକ୍ଷ୍ମଣ ମାରାଣ୍ଡି
ବିଲକୁ ଯାଇଥିବା ବେଳେ ଆକ୍ରମଣ କରିଥିଲା ହାତୀ
ଘର ପଛ ବିଲରେ ପଡ଼ି ରହିଛି ମୃତଦେହ
ରାସଗୋବିନ୍ଦପୁର ରେଞ୍ଜରେ ୫-୬ ହାତୀଙ୍କ ଉତ୍ପାତ

Advertisment

Attack Elephant
Advertisment
Related Articles
Advertisment