/odishatv-khabar/media/media_files/2026/03/04/stock-market-2026-03-04-12-11-06.jpg)
Stock Market Photograph: (OTV)
ହୋଲି ପାଇଁ ପୂରା ଦେଶରେ ଉତ୍ସାହ । ହେଲେ ମିଡିଲ୍ ଇଷ୍ଟରେ ଯୁଦ୍ଧ ପାଇଁ ଭାରତୀୟ ସେୟାର ବଜାରରେ ଭୂକମ୍ପ। ସେନସେକ୍ସ ୧୭୦୦ ପଏଣ୍ଟ ହ୍ରାସ ଘଟିଛି । ସେହିଭଳି ନିଫ୍ଟି ୫୦୦ ପଏଣ୍ଟ ହ୍ରାସ ପାଇଛି । ଗୋଟିଏ ଝଟକାରେ ନିବେଶକଙ୍କ ୯ ଲକ୍ଷ କୋଟି ଟଙ୍କା ସ୍ବାହା ହୋଇଛି ।
Advertisment
ଇରାନର ପ୍ରତିଶୋଧ ନିଆଁ ମଧ୍ୟପ୍ରାଚ୍ୟରେ ସଙ୍କଟ ସୃଷ୍ଟି କରିଛି । ନିବେଶକମାନେ ନିଜ ଅର୍ଥକୁ ସୁରକ୍ଷିତ ରଖିବାକୁ ସେୟାର ବିକ୍ରି କରିଦେଉଛନ୍ତି । ଏପଟେ ଡଲାର ମଜବୁତ ଯୋଗୁଁ ସୁନା ଓ ରୁପାରେ ବଡ଼ ହ୍ରାସ ଦେଖିବାକୁ ମିଳିଛି ।
ଯୁଦ୍ଧ ପାଇଁ ଭାରତୀୟ ସେୟାର ବଜାରରେ ଭୂକମ୍ପ
ସେନସେକ୍ସ ୧୭୦୦ ପଏଣ୍ଟ, ନିଫ୍ଟି ୫୦୦ ପଏଣ୍ଟ ହ୍ରାସ
ଗୋଟିଏ ଝଟକାରେ ନିବେଶକଙ୍କ ୯ ଲକ୍ଷ କୋଟି ଟଙ୍କା ସ୍ବାହା
ଡଲାର ମଜବୁତ ଯୋଗୁଁ ସୁନା, ରୁପାରେ ବଡ଼ ହ୍ରାସ
Advertisment
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)